ସମୂହ ଛୁଟିରେ ପ୍ରାଣୀ ଚିକିତ୍ସକ
ଅନୁଗୁଳ: ଜିଲ୍ଲାର ପ୍ରାଣୀ ଚିକିତ୍ସକ ମାନେ ଗତ ୧୮ ତାରିଖରୁ ସମୂହ ଛୁଟି ନେଇଛନ୍ତି।ସେମାନେ ଅଭିଯୋଗ କରିଛନ୍ତି ଏବେ ଅନେକ ପ୍ରାଣୀ ପାଳକ ମାନେ ବଡ଼ବଡ଼ ଫାର୍ମ ମାନ କରି ସରକାର ଓ ବିଭାଗ ଠାରୁ ଅନେକ ସୁବିଧା ଦାବି କରିଛନ୍ତି।…
ଅନୁଗୁଳ: ଜିଲ୍ଲାର ପ୍ରାଣୀ ଚିକିତ୍ସକ ମାନେ ଗତ ୧୮ ତାରିଖରୁ ସମୂହ ଛୁଟି ନେଇଛନ୍ତି।ସେମାନେ ଅଭିଯୋଗ କରିଛନ୍ତି ଏବେ ଅନେକ ପ୍ରାଣୀ ପାଳକ ମାନେ ବଡ଼ବଡ଼ ଫାର୍ମ ମାନ କରି ସରକାର ଓ ବିଭାଗ ଠାରୁ ଅନେକ ସୁବିଧା ଦାବି କରିଛନ୍ତି।…
ଅନୁଗୁଳ: ରାଜେନ୍ଦ୍ର କୁମାର ସିଂହ ବିକ୍ରମପୁର,ତାଳଚେର ଥାନାରେ ଅଭିଯୋଗ କରିଛନ୍ତି କି ଗତ ୧୯ ତାରିଖରେ ତାଳଚେର ଜଗନ୍ନାଥ କଲ୍ୟାଣ ମଣ୍ଡପରେ ଏକ ବାହାଘର ଆୟୋଜନ କରାଯାଉଥିବା ବେଳେ ବିଜେଡ଼ି ନେତା ରାଜେଶ ଦାସ ପିସ୍ତଲରୁ ଗୁଳି ଫୁଟାଇ ସବୁ ଲୋକଙ୍କୁ…
ଅନୁଗୁଳ: ଆସନ୍ତା ୨୩ ତାରିଖରୁ ଅନୁଗୁଳ ବିଜୁ ମଇଦାନରେ ଆରମ୍ଭ ହେବ ଜାତୀୟସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ। ଏ ନେଇ ଆୟୋଜକ କମିଟି ପକ୍ଷରୁ ସୂଚନା ଦିଆଯାଇଛି। ୩ ଦିନ ଧରି ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ୬ ଟି ଟିମ ଭାଗ…
ଅନୁଗୁଳ: ଶନିବାର ସନ୍ଧ୍ୟାରେ ଅନୁଗୋଳ ସଭାଘରେ ନାଟ୍ୟମ ନାଟ୍ୟ ମେଳାର ଚତୁର୍ଥ ରଜନୀରେ ପ୍ରଦର୍ଶିତ ହୋଇଥିଲା ନାଟକ ଘିନୁଆ। ସମାରୋହକୁ ଉଦଘାଟନ କରିଥିଲେ ଅଧ୍ୟାପକ କୁମୁଦ ଚନ୍ଦ୍ର ଦାସ। ନାଟକ ଜୀବନ ଧର୍ମୀ ହେଲେ ଏହା ଦର୍ଶକଙ୍କୁ ଆକୃଷ୍ଟ କରିଥାଏ ବୋଲି…
ଅନୁଗୁଳ:କଙ୍କେରେଇ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଶୁକ୍ରବାର ଆୟୋଜିତ ହୋଇଯାଇଛି। ଛେଣ୍ଡିପଦା ବିିଇଓ ଶ୍ରୀମତୀ ମଧୁସ୍ମିତା ନନ୍ଦ ମୁଖ୍ୟ ଅତିଥି ରୂପେ ସମାରୋହକୁ ଉଦଘାଟନ କରିଥିଲେ। ମୁଖ୍ୟ ଅତିଥି ଶ୍ରୀମତୀ ନନ୍ଦ ନିଜ ବକ୍ତବ୍ୟରେ ଛାତ୍ର ଛାତ୍ରୀ ମାନଙ୍କୁ ପରିଶ୍ରମୀ,ସୃଜନଶୀଳ, ଜିଜ୍ଞାଶୁ…
ଅନୁଗୋଳ: ସଭଘରେ ନାଟ୍ୟ ମେଳାର ତୃତୀୟ ସନ୍ଧ୍ୟାରେ ମଞ୍ଚସ୍ଥ ହୋଇଥିଲା ନାଟକ ଲୁହର ରଙ୍ଗ ମଞ୍ଚସ୍ଥ ହୋଇଥିଲା। ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ନବଦିପ ମହାଳିକ ଏହି ଉତ୍ସବକୁ ଉଦଘାଟନ କରିଥିଲେ। ଜାଗରଣ ଆର୍ଟ ଇଣ୍ଟରନେସନାଲ,ଦେବଗଡ଼ ପକ୍ଷରୁ ଏହା ମଞ୍ଚସ୍ଥ ହୋଇଥିଲା। ବିଷୟ…
ଅନୁଗୁଳ: ପୁରୀରେ ଶ୍ରୀ ଜଗନ୍ନାଥଙ୍କ ପରିକ୍ରମା ପରକଳ୍ପର ଭବ୍ୟ ଲୋକାର୍ପଣ ସମାରୋହ ଅବସରରେ ଅନୁଗୁଳରେ ଶ୍ରୀ ଜଗନ୍ନାଥ ତତ୍ତ୍ଵ ଆଧାରିତ ନାଟକ ବ୍ରହ୍ମ ବିବାଦ ବିସମ୍ବାଦ ଅନୁଗୁଳ ସଭଘରେ ମଞ୍ଚସ୍ଥ ହୋଇଯାଇଛି। ଏହି ସମାରୋହକୁ ଅନୁଗୁଳ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ…
ଅନୁଗୁଳ: ଆସନ୍ତା ଜାନୁୟାରୀ ୨୭ ଓ ୨୮ ଦୁଇ ଦିନ ଧରି ନାଲକୋ ବିଜୁ ପଟ୍ଟନାୟକ ସ୍ପୋର୍ଟସ କମ୍ପ୍ଲେକ୍ସ ପରିସରରେ ୩୦ ତମ ଜିଲ୍ଲା ସ୍ତରୀୟ ଦୌଡ଼ କୁଦ ପ୍ରତିଯୋଗିତା ଅନୁଷ୍ଠିତ ହେବ। ୧୪,୧୬,୧୮,୨୦ ଓ ୨୩ ବର୍ଷରୁ କମ ବାଳକ…
ଅନୁଗୁଳ: ଆସନ୍ତା ୧୮ ତାରିଖରୁ ୨୧ ତାରିଖ ଯାଏ ସ୍ଥାନୀୟ ସଭାଘର ଠାରେ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ନାଟ୍ୟମ୍ ନାଟ୍ୟ ମେଳା ଅନୁଷ୍ଠିତ ହେବ। ଏ ପ୍ରସଙ୍ଗରେ ନାଟ୍ୟମ୍ ଅନୁଷ୍ଠାନ ପକ୍ଷରୁ ଜିଲ୍ଲା ସଂସ୍କୃତି ପାଠାଗାର ଠାରେ ଏକ ସାମ୍ବାଦିକ ସମ୍ମିଳନୀ…
ଅନୁଗୁଳ: ଆଜି ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି ଶିବିର ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଶିବିରରେ ଆରକ୍ଷୀ ଅଧୀକ୍ଷକ ସୁଧାଂଶୁ ଶେଖର ମିଶ୍ର ମଧ୍ୟ ଯୋଗ ଦେଇଥିଲେ। ଦାଖଲ ହୋଇଥିବା…