ବରିଷ୍ଠ ନାଗରିକ ଗୃହ “ଦିଶା” କୁ ସହାୟତାର ହାତ ବଢାଇଲେ ଡାକ କର୍ମଚାରୀ

ଅନୁଗୁଳ: ଶୁକ୍ରବାର ଭାଗବତ ଜନ୍ମ ଅବସରରେ ଅନୁଗୁଳ ଡାକ କର୍ମଚାରୀ ସଂଘ ପକ୍ଷରୁ ତାମ୍ରିଟ କେନାଲ ରୋଡରେ ଅବସ୍ଥିତ ବରିଷ୍ଠ ନାଗରିକ ଗୃହ "ଦିଶା" ରେ ଥିବା ପଚିଶ ଜଣ ଅନ୍ତେବାସୀଙ୍କୁ ଚପଲ ଏବଂ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଥିଲା ।…

Continue Readingବରିଷ୍ଠ ନାଗରିକ ଗୃହ “ଦିଶା” କୁ ସହାୟତାର ହାତ ବଢାଇଲେ ଡାକ କର୍ମଚାରୀ

ଆଦର୍ଶ ଇଞ୍ଜିନିୟରିଂ କଲେଜ ପରିସରରେ ବିଶାଳ ରକ୍ତଦାନ ଶିବିର

ଅନୁଗୁଳ: ଆଦର୍ଶ ଇଞ୍ଜିନିୟରିଂ କଲେଜ ପରିସରରେ ଆଜି ଏକ ବିଶାଳ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ରକ୍ତଦାନ ମହତ୍ ଦାନ,ରକ୍ତ ଦେବା ଅନ୍ୟର ଜୀବନ ବଞ୍ଚାଇବା ଏହି ସିଦ୍ଧାନ୍ତକୁ ପ୍ରତିପାଦିତ କରିବା ଲକ୍ଷ୍ୟ ନେଇ ଆଦର୍ଶ ଗ୍ରୁପ୍ ଅଫ ଇନଷ୍ଟିଚ୍ୟୁସନର ପ୍ରତିଷ୍ଠାତା…

Continue Readingଆଦର୍ଶ ଇଞ୍ଜିନିୟରିଂ କଲେଜ ପରିସରରେ ବିଶାଳ ରକ୍ତଦାନ ଶିବିର

ଅନୁଗୁଳରେ ଜିଲ୍ଲାସ୍ତରୀୟ ପୋଷଣ ମାସ ପାଳନ, ପଦଯାତ୍ରା ମାଧ୍ୟମରେ ଲୋକଙ୍କୁ କରାଗଲା ସଚେତନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପ୍ରଶାସନ ଦ୍ବାରା ପୋଷଣ ଅଭିଯାନ ଅନ୍ତର୍ଗତ ଷଷ୍ଠ ଜିଲ୍ଲାସ୍ତରୀୟ ପୋଷଣ ମାସ ମଙ୍ଗଳବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ପାଳିତ ହୋଇଛି। ଏ ଅବସରରେ ସିଡିପିଓ, ସୁପରଭାଇଜର, ଅଙ୍ଗନୱାଡି କର୍ମୀ ଓ ଶତାଧିକ ମହିଳା ସ୍ଵୟଂ ସହାୟିକା…

Continue Readingଅନୁଗୁଳରେ ଜିଲ୍ଲାସ୍ତରୀୟ ପୋଷଣ ମାସ ପାଳନ, ପଦଯାତ୍ରା ମାଧ୍ୟମରେ ଲୋକଙ୍କୁ କରାଗଲା ସଚେତନ

ସଡ଼କ ଦୁର୍ଘଟଣାରେ ଯୁବକ ମୃତ, ଟାଟା ପାୱାର କମ୍ପାନୀରେ ସ୍ଥାୟୀ ଚାକିରିଆ ଭାବେ ଯାଉଥିଲେ ଯୋଗ ଦେବାକୁ

ବଅଁରପାଳ: ବଅଁରପାଳ ଥାନା ଅଧୀନ ୫୫ ନଂ ଜାତୀୟ ରାଜପଥର ସିପିପି ଛକ ନିକଟରେ ମଙ୍ଗଳବାର ସକାଳେ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବଅଁରପାଳ ବ୍ଲକ ଅପର୍ତ୍ତିପୁର ଗ୍ରାମର ମାର୍କଣ୍ଡ ସାମଲଙ୍କ ପୁଅ ରାଜେଶ ସାମଲ(୨୭)।…

Continue Readingସଡ଼କ ଦୁର୍ଘଟଣାରେ ଯୁବକ ମୃତ, ଟାଟା ପାୱାର କମ୍ପାନୀରେ ସ୍ଥାୟୀ ଚାକିରିଆ ଭାବେ ଯାଉଥିଲେ ଯୋଗ ଦେବାକୁ

ଆଇନ ସଚେତନତା ଶିବିର: ଯୌନ ଅପରାଧରୁ ସୁରକ୍ଷା ଆଇନ୍ ଓ ଦଣ୍ଡ ବିଧାନ ବିଷୟରେ ବୁଝିଲେ ଛାତ୍ରଛାତ୍ରୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ସ୍ଥାନୀୟ ହୁଲୁରିସିଂହା ଉଚ୍ଚ ବିଦ୍ୟାଳୟ ଠାରେ ଛାତ୍ରଛାତ୍ରୀଙ୍କ ନିମନ୍ତେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ କମଳାକାନ୍ତ ନାୟକ, ଅନୁଗୁଳ ଡି.ଏସ.ପି, ଯୋଗେଶ୍ବରୀ ବେହେରା, ଜିଲ୍ଲା…

Continue Readingଆଇନ ସଚେତନତା ଶିବିର: ଯୌନ ଅପରାଧରୁ ସୁରକ୍ଷା ଆଇନ୍ ଓ ଦଣ୍ଡ ବିଧାନ ବିଷୟରେ ବୁଝିଲେ ଛାତ୍ରଛାତ୍ରୀ

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ଦିବସ ପାଳିତ: ଯୋଗ ଦେଲେ ୩୦୦ ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ

ଅନୁଗୁଳ: ସ୍ଥାନୀୟ ବାଳିକା ଉଚ୍ଚ ବିଦ୍ୟାଳୟରେ ଓଡିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ସୁସ୍ମିତା ସାହୁଙ୍କ ଆହ୍ଵାନ କ୍ରମେ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରିୟରଞ୍ଜନ ପ୍ରଧାନ, ପ୍ରଧାନ ଶିକ୍ଷକ ପ୍ରିୟବ୍ରତ ମାଝୀ,…

Continue Readingଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ଦିବସ ପାଳିତ: ଯୋଗ ଦେଲେ ୩୦୦ ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ

ଟ୍ରକ ଚକା ତଳେ ପଶିଗଲା ବାଇକ୍, ଅଳ୍ପକେ ବର୍ତ୍ତିଲେ ଚାଳକ

ଅନୁଗୁଳ: ଗୁରୁବାର ଅପରାହ୍ନରେ ସନ୍ତ୍ରୀ ଛକ ଠାରେ ବାଇକ୍ ଓ ଟ୍ରକ ମଧ୍ୟରେ ଦୁର୍ଘଟଣା ଘଟିଥିବା ବେଳେ ସୌଭାଗ୍ୟବଶତଃ ଏଥିରେ କାହାର କିଛି କ୍ଷତି ହୋଇ ନାହିଁ। ସୂଚନା ମୁତାବକ, ବଅଁରପାଳ ଥାନା ସନ୍ତ୍ରୀ ଛକ ଠାରେ ଏକ ବାଇକ୍ ବଅଁରପାଳ…

Continue Readingଟ୍ରକ ଚକା ତଳେ ପଶିଗଲା ବାଇକ୍, ଅଳ୍ପକେ ବର୍ତ୍ତିଲେ ଚାଳକ

ରାଣୀଗୋଡା ଗ୍ରାମଦେବୀ ମା’ ଖୁମ୍ବେଶ୍ୱରୀଙ୍କ ବାର୍ଷିକ ପୂଜା

ଅନୁଗୁଳ: ବୁଧବାର ଦିନ ସହର ଉପକଣ୍ଠ ରାଣୀଗୋଡା ଗ୍ରାମର ଆରାଧ୍ଯା ଗ୍ରାମଦେବୀ ମା' ଖୁମ୍ବେଶ୍ୱରୀଙ୍କ ବାର୍ଷିକ ପୂଜା ବଡ ଉତ୍ସାହ ଉଦ୍ଦୀପନାର ସହିତ ପାଳିତ ହୋଇ ଯାଇଛି । ପୂର୍ବାହ୍ନ ୧୧ ଘଣ୍ଟା ସମୟରେ ସାମନ୍ତ ସାହିରେ ଥିବା ଦିଅଁ ଘରୁ…

Continue Readingରାଣୀଗୋଡା ଗ୍ରାମଦେବୀ ମା’ ଖୁମ୍ବେଶ୍ୱରୀଙ୍କ ବାର୍ଷିକ ପୂଜା

ଅନୁଗୁଳ ଜିଲ୍ଲା ପରିଷଦର ୫୬ତମ ସାଧାରଣ ବୈଠକ: ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ତୁରନ୍ତ ଶେଷ କରିବାକୁ ନିର୍ଦ୍ଦେଶ

ଅନୁଗୁଳ: ଆଜି ପୂର୍ବାହ୍ନରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ୫୬ ତମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ ସଭାରେ ଅଧ୍ୟକ୍ଷତା କରିଥିଲେ। ପ୍ରଥମେ ଜିଲ୍ଲା ପରିଷଦର ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ପଦ୍ମନାଭ ସାମନ୍ତରାୟ…

Continue Readingଅନୁଗୁଳ ଜିଲ୍ଲା ପରିଷଦର ୫୬ତମ ସାଧାରଣ ବୈଠକ: ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ତୁରନ୍ତ ଶେଷ କରିବାକୁ ନିର୍ଦ୍ଦେଶ

ଥମୁନି ହାତୀ-ମଣିଷ ବିବାଦ: ୧୦ ବର୍ଷରେ ୯୯୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଯାଇଛି ୭୯୪ ହାତୀଙ୍କ ଜୀବନ

ଅନୁଗୁଳ: ହାତୀ -ମଣିଷ ବିବାଦ ଏବେ ଚରମରେ ପହଞ୍ଚିଛି। ପ୍ରତିଦିନ ହାତୀ ଆକ୍ରମଣରେ ମଣିଷଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସୁଛି। ଏଥିସହ ମଣିଷଙ୍କ ଲାଗି ହାତୀଙ୍କ ଜୀବନ ଯାଉଥିବା ମାମଲା ବି ଖବର ଶିରୋନାମାରେ ରହୁଛି। ଲୋକଙ୍କ ଆକ୍ରୋଶକୁ ଦେଖି ସରକାର…

Continue Readingଥମୁନି ହାତୀ-ମଣିଷ ବିବାଦ: ୧୦ ବର୍ଷରେ ୯୯୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଯାଇଛି ୭୯୪ ହାତୀଙ୍କ ଜୀବନ