ଇସ୍ରୋକୁ ଶୁଭେଚ୍ଛା ଓ ଡାକ ବିଭାଗକୁ କୃତଜ୍ଞତା ଜଣାଇଲେ ଆଦର୍ଶ ସ୍କୁଲ ଛାତ୍ରଛାତ୍ରୀ
ଅନୁଗୁଳ: ନିକଟରେ ବୈଜ୍ଞାନିକ ଏସ ସୋମନାଥଙ୍କ ନେତୃତ୍ୱରେ ଇସ୍ରୋର ସମସ୍ତ ବୈଜ୍ଞାନିକ ଓ କର୍ମଚାରୀ ଙ୍କ ଉଦ୍ୟମ ହେତୁ ଚନ୍ଦ୍ରଯାନ-୩ ସଫଳତାର ସହ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରି ଅନେକ ଫଟୋ ଓ ତଥ୍ୟ ପ୍ରଦାନ କରିଛି।ବିଶ୍ଵ ମହାକାଶ ବିଜ୍ଞାନ…
