ଭାରତ କେ’ ରଙ୍ଗ ଏକଲ କେ’ ସଙ୍ଗ: ଏକଲ ପରିବାର ପକ୍ଷରୁ ସାଂସ୍କୃତିକ ବିଚିତ୍ରା
ଅନୁଗୁଳ: ସ୍ଥାନୀୟ ସଭାଘର ଠାରେ ଏକଲ ପରିବାର ପକ୍ଷରୁ ଗୁରୁବାର ସଚେତନତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଅନୁଗୁଳ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରିତିମୟ ମୁଖ୍ୟ ଅତିଥି ରୂପେ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ ।ଦେଶରେ ଦୁର୍ଗମ ଅଞ୍ଚଳରେ ରହୁଥିବା ବନବାସୀ ଭାଇଭଉଣୀ…
