ହାଟରେ ମିଳୁଛି ନକଲି ସାମଗ୍ରୀ, ଯାଞ୍ଚ ପାଇଁ ସମୟ ନାହିଁ

ଅନୁଗୁଳ: ଅନୁଗୁଳ ଜିଲ୍ଲାର ଅନେକ ସାପ୍ତାହିକ ହାଟରେ ବିଭିନ୍ନ ନକଲି ସାମ୍ରଗୀର କାରବାର ବୃଦ୍ଧି ପାଇଛି। ବିଶେଷ କରି ଭେଜାଲ୍‌ ତେଜରାତି ସାମଗ୍ରୀ, ମସଲା, ତେଲ ଆଦି ବିକ୍ରି ହେଉଥିବା ଅଭିଯୋଗ ହେଉଛି। ସହରାଞ୍ଚଳ ଦୋକାନ ଗୁଡ଼ିକରେ ନବିକି ସାପ୍ତାହିକ ହାଟକୁ…

Continue Readingହାଟରେ ମିଳୁଛି ନକଲି ସାମଗ୍ରୀ, ଯାଞ୍ଚ ପାଇଁ ସମୟ ନାହିଁ

ମରି ମରିଯାଉଛି ଶାଳପତ୍ର ଖଲି ଚଉପଦି ବ୍ୟବସାୟ

ଅନୁଗୁଳ: ଯୁଗ ବଦଳିଛି; ଶହ ଶହ ବର୍ଷ ଧରି ଚାଲି ଆସିଥିବା ଶାଳପତ୍ର ଖଲି ଚଉପଦି କାରବାର ଏବେ ସ˚କଟରେ। ଜିଲ୍ଲାର ବିଭିନ୍ନ ଅଂଚଳରେ ଶହ ଶହ ପରିବାର ଏଭଳି ଖଲି ଚଉପଦି କାରବାର କରି ଚଳନ୍ତି। ଅନୁଗୁଳ, ଆଠମଲ୍ଲିକ, ପାଳଲହଡ଼ା,…

Continue Readingମରି ମରିଯାଉଛି ଶାଳପତ୍ର ଖଲି ଚଉପଦି ବ୍ୟବସାୟ

ବେଟି ବଚାଓ, ବେଟି ପଢ଼ାଓ ଯୋଜନା ବାଟବଣା

ଅନୁଗୁଳ: କେନ୍ଦ୍ର ସରକରଙ୍କ ବେଟି ବଚାଓ ବେଟି ପଢ଼ାଓ ଯୋଜନା ଓଡ଼ିଶାରେ ବାଟବଣା ହୋଇଛି। ବାଳିକା ଓ ବାଳକଙ୍କ ମଧ୍ୟରେ ପ୍ରଭେଦ ଦୂର କରିବା, ଭ୍ରୂଣ ହତ୍ୟା ରୋକିବା ଏବ˚ କନ୍ୟା ରତ୍ନମାନଙ୍କୁ ମିଳିତ କରିବା ପାଇଁ ଏହି ଯୋଜନା ଆରମ୍ଭ…

Continue Readingବେଟି ବଚାଓ, ବେଟି ପଢ଼ାଓ ଯୋଜନା ବାଟବଣା

ମାଟ୍ରିକ ପରୀକ୍ଷା ପାଇଁ ୧୦ରୁ ଫର୍ମ ପୂରଣ

ଅନୁଗୁଳ: ମାଟ୍ରିକ ପରୀକ୍ଷା ପାଇଁ ଆସନ୍ତା ୧୦ ତାରିଖରୁ ଆରମ୍ଭ ହେବ ଫର୍ମ ପୂରଣ । ଅନଲାଇନ ମାଧ୍ୟମରେ ହିଁ କେବଳ ସମ୍ପନ୍ନ ହେବ ହେବ ପୂରା ପ୍ରକ୍ରିୟା । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି…

Continue Readingମାଟ୍ରିକ ପରୀକ୍ଷା ପାଇଁ ୧୦ରୁ ଫର୍ମ ପୂରଣ

ନାଲକୋ ପ୍ଲାଣ୍ଟର ଉତ୍ପାଦନ କ୍ଷମତା ବାର୍ଷିକ ୧ ମିଲିୟନ ଟନ୍ ବୃଦ୍ଧି ହେଉ: ଧର୍ମେନ୍ଦ୍ର ପ୍ରଧାନ

ଅନୁଗୁଳ: ଅନୁଗୁଳ ନ୍ୟାସନାଲ ଆଲୁମିନିୟମ କମ୍ପାନି (ନାଲକୋ)ର ଆଲୁମିନିୟମ ଉତ୍ପାଦନ କ୍ଷମତା ବାର୍ଷିକ ୧ ମିଲିୟନ ଟନକୁ ବୃଦ୍ଧି କରାଯାଉ ବୋଲି ପ୍ରକାଶ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସୂଚନା ଅନୁଯାୟୀ କେନ୍ଦ୍ର ଖଣି, କୋଇଲା ଓ ସଂସଦ ବ୍ୟାପାର…

Continue Readingନାଲକୋ ପ୍ଲାଣ୍ଟର ଉତ୍ପାଦନ କ୍ଷମତା ବାର୍ଷିକ ୧ ମିଲିୟନ ଟନ୍ ବୃଦ୍ଧି ହେଉ: ଧର୍ମେନ୍ଦ୍ର ପ୍ରଧାନ

ଅନୁଗୁଳ କ୍ରିକେଟ୍ ଆସୋସିଏସନ ନିର୍ବାଚନ ପ୍ରତାପ ସଭାପତି ଓ ସାଗର ସମ୍ପାଦକ ବିଜୟୀ

ଅନୁଗୁଳ: ବରିଷ୍ଠ ବିଜେପି ନେତା ପ୍ରତାପ ଚନ୍ଦ୍ର ପ୍ରଧାନ ନିର୍ଦ୍ୱନ୍ଦ୍ୱରେ ଅନୁଗୁଳ ଜିଲ୍ଲା କ୍ରିକେଟ୍ ଆସୋସିଏସନର ସଭାପତି ନିର୍ବାଚିତ ହୋଇଛନ୍ତି । ସମ୍ପାଦକ ପଦକୁ ଛାଡିଦେଲେ ଅନ୍ୟ ସମସ୍ତ ପଦ ପାଇଁ କେବଳ ଜଣେ ଲେଖାଏଁ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିଲେ । ସମ୍ପାଦକ…

Continue Readingଅନୁଗୁଳ କ୍ରିକେଟ୍ ଆସୋସିଏସନ ନିର୍ବାଚନ ପ୍ରତାପ ସଭାପତି ଓ ସାଗର ସମ୍ପାଦକ ବିଜୟୀ

ଚର୍ଚ୍ଚାରେ ସା˚ସଦଙ୍କ କ୍ୟାଲେଣ୍ତର

ଅନୁଗୁଳ: ନୂଆବର୍ଷ ଆସିଲେ ଡାଏରୀ, ପେନ୍, କ୍ୟାଲେଣ୍ଡର ଆଦି ଉପହାର ଦେଇ ଅନ୍ୟକୁ ଶୁଭେଚ୍ଛା ଜଣାଇବାକୁ ଅନେକ ପସନ୍ଦ କରିଥାନ୍ତି। ମାଗଣା ସରକାରୀ ଚାଉଳ, ଗହମକୁ ଆଶା କଲାଭଳି ଅନେକେ ଏହି ଦିନଟିକୁ ଅପେକ୍ଷା କରିଥାନ୍ତି। ମାଗଣା ଫୁଲତୋଡ଼ା, ଡାଏରୀ, ଟେବୁଲ୍‌…

Continue Readingଚର୍ଚ୍ଚାରେ ସା˚ସଦଙ୍କ କ୍ୟାଲେଣ୍ତର

ଲିଫ୍ଟ ଦେଇ ଦମ୍ପତିଙ୍କୁ ଲୁଟିଲେ

ଅନୁଗୁଳ: ବୁଧବାର ଦିନ ପ୍ରାୟ ୧୧ଟା ବେଳେ ଶିମିଳିପଡ଼ାର ଏକ ଦମ୍ପତିଙ୍କୁ ଜନୈକ ଦୁବୃର୍ତ୍ତ ଲିଫ୍ଟ ଦେଇ ୨ ହଜାର ଟଙ୍କା ଲୁଟି ନେଇଥିଲା। ଶିମିଳିପଡ଼ାର ପାଣ୍ତବ ସେଠୀ ଏବ˚ ତାଙ୍କ ସ୍ତ୍ରୀ ଏକ ଶ୍ରାଦ୍ଧକ୍ରିୟାରେ ଯୋଗ ଦେବାପାଇଁ ଘରୁ ବସ୍‌ଷ୍ଟାଣ୍ତ…

Continue Readingଲିଫ୍ଟ ଦେଇ ଦମ୍ପତିଙ୍କୁ ଲୁଟିଲେ

କଲିକତା ବସ୍‌ରେ ଅନୁଗୁଳ ଆସୁଛି ସିନ୍ଥେଟିକ୍‌ ପନିର, ଆଣୁଛି କିଏ?

ଅନୁଗୁଳ: ନିକଟରେ ଚାଉଳିଆଗଞ୍ଜ ପୁଲିସ୍‌ କଲିକତା ବସ୍‌ରୁ ଲକ୍ଷାଧିକ ଟଙ୍କା ମୂଲ୍ୟର ସିନ୍ଥେଟିକ୍‌ ପନିର‌୍‌ ଜବତ କରିବା ପରେ ଓଡ଼ିଶାରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ପନିର ନାଁରେ ବିଷ ବେପାର କରୁଥିବା ବେପାରୀମାନେ କିଭଳି ଲୋକଙ୍କ ଜୀବନ ସହ ଖେଳୁଛନ୍ତି ତାହା…

Continue Readingକଲିକତା ବସ୍‌ରେ ଅନୁଗୁଳ ଆସୁଛି ସିନ୍ଥେଟିକ୍‌ ପନିର, ଆଣୁଛି କିଏ?

ଜାନୁଆରୀ ୩ରୁ ଖୋଲିବ ଧର୍ମାନୁଷ୍ଠାନ

ଅନୁଗୁଳ: ଅନୁଗୁଳ ଜିଲ୍ଲାପାଳ ଚିଠି ସ˚ଖ୍ୟା ୪୬୯୭ ତା୩୧ା୧୨ା୨୦୨୦ ଅନୁସାରେ ଜିଲ୍ଲାର ସବୁ ଧର୍ମମୟ ଅନୁଷ୍ଠାନ ଜାନୁଆରୀ ୩ରୁ ଖୋଲିବାକୁ ଆଦେଶ ପ୍ରଦାନ କରିଛନ୍ତି। ତେବେ କୋଭିଡ୍‌ କଟକଣା ମାନି ଏହି ଅନୁଷ୍ଠାନ ସବୁ ଖୋଲିବ। ମାସ୍କ ପିନ୍ଧିବା, ୬ ଗଜ…

Continue Readingଜାନୁଆରୀ ୩ରୁ ଖୋଲିବ ଧର୍ମାନୁଷ୍ଠାନ