ଅନୁଗୁଳ ଜିଲ୍ଲାରେ ଆଳୁ ମିଶନ୍ ଫେଲ୍
ଅନୁଗୁଳ: ଗତ ୫ ବର୍ଷ ତଳେ ଆରମ୍ଭ ହୋଇଥିବା ଆଳୁ ମିଶନ୍ ଜିଲ୍ଲାରେ ଫେଲ୍ ମାରିଛି। ଜିଲ୍ଲାର ଆଳୁ ଚାଷୀଙ୍କୁ ନା ମିଳିଛି ଆର୍ଥିକ ସହାୟତା ନା ଶୀତଳ ଭଣ୍ତାରର ସୁବିଧା। ଜିଲ୍ଲାର କିଶୋରନଗର, ଛେଣ୍ତିପଦା ଏବ˚ ଅନୁଗୁଳ ବ୍ଲକ୍ରେ ଆଳୁଚାଷ…
ଅନୁଗୁଳ: ଗତ ୫ ବର୍ଷ ତଳେ ଆରମ୍ଭ ହୋଇଥିବା ଆଳୁ ମିଶନ୍ ଜିଲ୍ଲାରେ ଫେଲ୍ ମାରିଛି। ଜିଲ୍ଲାର ଆଳୁ ଚାଷୀଙ୍କୁ ନା ମିଳିଛି ଆର୍ଥିକ ସହାୟତା ନା ଶୀତଳ ଭଣ୍ତାରର ସୁବିଧା। ଜିଲ୍ଲାର କିଶୋରନଗର, ଛେଣ୍ତିପଦା ଏବ˚ ଅନୁଗୁଳ ବ୍ଲକ୍ରେ ଆଳୁଚାଷ…
ଅନୁଗୁଳ: ୨୦୧୬ ମସିହାରୁ ଆରମ୍ଭ ହୋଇଥିବା ୫୫ ନ˚ ଜାତୀୟ ରାଜପଥର ଦୋହରୀକରଣ ଏବ˚ ପ୍ରଶସ୍ତିକରଣ କାର୍ଯ୍ୟ କଚ୍ଛପ ଗତିରେ ଚାଲିଛି। କାମ ଅସମ୍ପୂର୍ଣ୍ଣ ହେତୁ ଅନେକ ସମୟରେ ଦୁର୍ଘଟଣା ଘଟି ଧନଜୀବନ ହାନି ଘଟୁଛି। କଟକ-ସମ୍ବଲପୁରକୁ ସ˚ଯୋଗ କରୁଥିବା ଏହି…
ଅନୁଗୁଳ: ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ୭ଟି ରେଳ ପ୍ରକଳ୍ପର ସମୀକ୍ଷା କରିବା ସହ ଏଥିନେଇ ଲାଗି ରହିଥିବା ସମସ୍ୟାଗୁଡ଼ିକର କିଭଳି ସମାଧାନ ହେବ ସେଥିନେଇ ଆଲୋଚନା କରିଛନ୍ତି। ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇ ଏହି ପ୍ରକଳ୍ପଗୁଡ଼ିକର କାମ କିଭଳି…
ଅନୁଗୁଳ: ଭାରତର ପ୍ରଥମ ଆନ୍ତଃରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତର ଏବ˚ ବ˚ଶବୃଦ୍ଧି ଯୋଜନା ପ୍ରାୟତଃ ବିଫଳ ହୋଇଛି। ମହାବୀରୀ ବାଘର ମୃତ୍ୟୁ ଏବ˚ ସୁନ୍ଦରୀ ବାଘୁଣୀ ଏବେ ଅନୁଗୁଳ ରାଇଗୁଡ଼ାର ଏନ୍କ୍ଲୋଜର ଭିତରେ ରହି ଛାଟିପିଟି ହେଉଛି। ମଧ୍ଯପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସି˚ହ…