ଗାନ୍ଧୀ ମାର୍ଗରେ ଖୋଲିଲା ଟାଇଟାନ ୱାର୍ଲ୍ଡ ଏବଂ ଟାଇଟାନ୍‌ ଆଇପ୍ଲସ ଷ୍ଟୋର

ଅନୁଗୁଳ: ଆଜି ଅପରାହ୍ନରେ ଅନୁଗୁଳ ଗାନ୍ଧୀ ମାର୍ଗରେ ଟାଇଟାନ ୱାଲ୍ଟ ଏବଂ ଟାଇଟାନ ଆଇପ୍ଲସର ନୂଆ ଷ୍ଟୋର ଉଦଘାଟିତ ହୋଇଯାଇଛି। ଜେଏସ୍‌ପିଏଲ୍‌ର ନିର୍ବାହୀ ନିର୍ଦ୍ଦେଶକ ଦାମୋଦର ମିତ୍ତଲ ମୁଖ୍ୟ ଅତିଥି ଭାବେ ଏହି ସୋ ରୁମ୍‌କୁ ଉଦ୍‌ଘାଟନ କରିଥିଲେ। ଏହି ସମାରୋହରେ…

Continue Readingଗାନ୍ଧୀ ମାର୍ଗରେ ଖୋଲିଲା ଟାଇଟାନ ୱାର୍ଲ୍ଡ ଏବଂ ଟାଇଟାନ୍‌ ଆଇପ୍ଲସ ଷ୍ଟୋର

କମୁନି ଆଳୁ ଯନ୍ତ୍ରଣା କେଜି ୫୦ ଟଙ୍କା, ଉଦ୍ୟାନ କୃଷି ବିଭାଗର ଆଳୁ ପ୍ରକଳ୍ପ ଫେଲ

ଅନୁଗୁଳ: ଆଜି ବଜାରରେ ଆଳୁ କିଲେ ୫୦ ରୁ ୬୦ ଟଙ୍କା ରେ ବିକ୍ରି ହେଉଛି।ସରକାର ଆଶ୍ଵାସନା ଦେଉଛନ୍ତି କିନ୍ତୁ ଅବସ୍ଥା ନିୟନ୍ତ୍ରଣ ବାହାରେ। ୨୦୧୭-୧୮ ପୂର୍ବରୁ ରାଜ୍ୟରେ ଆଳୁର ଏହି ଅବସ୍ଥା ଥିଲା। ସେତେବେଳେ ରାଜ୍ୟ ଉଦ୍ୟାନ କୃଷି ବିଭାଗ…

Continue Readingକମୁନି ଆଳୁ ଯନ୍ତ୍ରଣା କେଜି ୫୦ ଟଙ୍କା, ଉଦ୍ୟାନ କୃଷି ବିଭାଗର ଆଳୁ ପ୍ରକଳ୍ପ ଫେଲ

ତୃତୀୟଲିଙ୍ଗୀ ମାନଙ୍କ ପାଇଁ ଏସ୍‌ସିବି ଓ ଏମ୍‌ସରେ ଖୋଲିବ ସ୍ୱତନ୍ତ୍ର ୱାର୍ଡ

ଅନୁଗୁଳ: ତୃତୀୟଲିଙ୍ଗୀ ମାନେ ଡାକ୍ତରଖାନାକୁ ଆସିଲେ କେଉଁ ୱାର୍ଡରେ ରହିବେ ସେ ନେଇ ନାନା ସମସ୍ୟା ସୃଷ୍ଟି ହେଉଛି ସେମାନେ କେତେବେଳେ ପୁରୁଷ ୱାର୍ଡରେ ତ କେତେବେଳେ ମହିଳା ୱାର୍ଡ ରଖାଯାଉଛି। କିନ୍ତୁ ଏଥିରେ ତୃତୀୟଲିଙ୍ଗୀ ମାନେ ଅସହଜ ଅନୁଭବ କରୁଛନ୍ତି।…

Continue Readingତୃତୀୟଲିଙ୍ଗୀ ମାନଙ୍କ ପାଇଁ ଏସ୍‌ସିବି ଓ ଏମ୍‌ସରେ ଖୋଲିବ ସ୍ୱତନ୍ତ୍ର ୱାର୍ଡ

ଆସନ୍ତା ୧୩ ରୁ ୧୫ ଯାଏଁ ଚାଲିବ ‘ହର ଘର ତ୍ରିରଙ୍ଗା ଅଭିଯାନ’, ଅନୁଗୁଳ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଆରମ୍ଭ

ଅନୁଗୁଳ: ୭୮ତମ ସ୍ଵାଧୀନତା ଦିବସ ପାଳନ ପାଇଁ କେନ୍ଦ୍ର ସରକାର ଓ ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶରେ ରାଜ୍ୟରେ ଘରେ ଘରେ ତ୍ରିରଙ୍ଗା ଅଭିଯାନ ଆରମ୍ଭ ହୋଇଛି। ଚଳିତ ମାସ ୧୩ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଅନୁଗୁଳ ଜିଲ୍ଲାରେ…

Continue Readingଆସନ୍ତା ୧୩ ରୁ ୧୫ ଯାଏଁ ଚାଲିବ ‘ହର ଘର ତ୍ରିରଙ୍ଗା ଅଭିଯାନ’, ଅନୁଗୁଳ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଆରମ୍ଭ

ଆରବିଆଇ ପକ୍ଷରୁ ଶିକ୍ଷକମାନଙ୍କ ପାଇଁ ବ୍ଲକସ୍ତରୀୟ ‘ଟ୍ରେନ୍-ଦି-ଟ୍ରେନର’ କାର୍ଯ୍ୟକ୍ରମ ଆୟୋଜିତ

ଅନୁଗୁଳ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ଅନୁଗୁଳସ୍ଥିତ ପିଟିସି ନୋଡାଲ ହାଇସ୍କୁଲଠାରେ ବିଦ୍ୟାଳୟ ଶିକ୍ଷକମାନଙ୍କ ପାଇଁ ଆଜି ଏକ ବ୍ଲକସ୍ତରୀୟ 'ଟ୍ରେନ୍-ଦି-ଟ୍ରେନର' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ଅନୁଗୁଳ ଏବଂ ବଅଁରପାଳ ବ୍ଲକର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ…

Continue Readingଆରବିଆଇ ପକ୍ଷରୁ ଶିକ୍ଷକମାନଙ୍କ ପାଇଁ ବ୍ଲକସ୍ତରୀୟ ‘ଟ୍ରେନ୍-ଦି-ଟ୍ରେନର’ କାର୍ଯ୍ୟକ୍ରମ ଆୟୋଜିତ

ଟ୍ରାଫିକ ଅବ୍ୟବସ୍ଥା ଏବଂ ଆଲୋକିକରଣ ଦାବି ନେଇ ସ୍ମାରକ ଦେଲେ ଆଇନଜୀବି

ଅନୁଗୁଳ: ଅନୁଗୁଳ ସହର ଭିତରେ ଟ୍ରାଫିକ ଅବ୍ୟବସ୍ଥା ନେଇ ଅସନ୍ତୋଷ ଝାଡିଛନ୍ତି ବରିଷ୍ଠ ଆଇନଜୀବୀ। ଏଥିନେଇ ଏକ ଦଳ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ସେମାନେ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ପିଲାଙ୍କ ସ୍କୁଲ ଯିବା ସମୟରେ ଟ୍ରାଫିକ ବ୍ୟବସ୍ଥା କରାଯିବାକୁ…

Continue Readingଟ୍ରାଫିକ ଅବ୍ୟବସ୍ଥା ଏବଂ ଆଲୋକିକରଣ ଦାବି ନେଇ ସ୍ମାରକ ଦେଲେ ଆଇନଜୀବି

ରୋଟାରୀ ପବ୍ଲିକ ସ୍କୁଲରେ ଛାତ୍ର ନେତାଙ୍କ ଅଭିଷେକ ଉତ୍ସବ ଆୟୋଜିତ

ଅନୁଗୁଳ : ରୋଟାରୀ ପବ୍ଲିକ ସ୍କୁଲରେ ୨୦୨୪-୨୫ ଶିକ୍ଷାବର୍ଷ ପାଇଁ ମନୋନୀତ ଛାତ୍ର ନେତାଙ୍କର ଅଭିଷେକ ଉତ୍ସବ ଆଜି ବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଛି। ଉତ୍ସବରେ କଳାହାଣ୍ଡିର ନର୍ଲା ଜବାହର ନବୋଦୟ ବିଦ୍ୟାଳୟର ପ୍ରାକ୍ତନ ଉପାଧ୍ୟକ୍ଷ ଜଗଦାନନ୍ଦ ଜେନା ମୁଖ୍ୟ ଅତିଥି…

Continue Readingରୋଟାରୀ ପବ୍ଲିକ ସ୍କୁଲରେ ଛାତ୍ର ନେତାଙ୍କ ଅଭିଷେକ ଉତ୍ସବ ଆୟୋଜିତ

ଅନୁଗୁଳ ରେଳ ଷ୍ଟେସନ ହେବ ସୌର ଚାଳିତ

ଅନୁଗୁଳ: ପୂର୍ବ ତଟ ରେଳପଥ ପକ୍ଷରୁ ବାର୍ଷିକ ୧୪ କୋଟି ଟଙ୍କାର ବିଦ୍ୟୁତ୍ ଦେୟ କମାଇବା ପାଇଁ ବିଭିନ୍ନ ରେଳଅଫିସ, ଲେଭଲ କ୍ରଶିଂ, ଷ୍ଟେସନ ଆଦିକୁ ସୌରଚାଳିତ କରାଯିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି। ମିଳିଥିବା ସୂଚନା ଅନୁସାରେ ପୂର୍ବତଟର…

Continue Readingଅନୁଗୁଳ ରେଳ ଷ୍ଟେସନ ହେବ ସୌର ଚାଳିତ

ଲିମ୍ଫାଟିକ ଫାଇଲେରିଆ ନିରାକରଣ ନିମନ୍ତେ ସାମୁହିକ ଔଷଧ ସେବନ କର୍ମଶାଳା

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଲିମ୍ଫାଟିକ ଫାଇଲେରିଆ ନିରାକରଣ ପାଇଁ ଓଡିଶା ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଅଗଷ୍ଟ ୧୦ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ରହିଛି। ଏ ସଂକ୍ରାନ୍ତରେ ଏକ କର୍ମଶାଳା…

Continue Readingଲିମ୍ଫାଟିକ ଫାଇଲେରିଆ ନିରାକରଣ ନିମନ୍ତେ ସାମୁହିକ ଔଷଧ ସେବନ କର୍ମଶାଳା

ଓ.ପି ଜିନ୍ଦଲଙ୍କ ୯୪ତମ ଜନ୍ମବାର୍ଷିକୀ ପାଳିତ: ରକ୍ତଦାନ ଶିବିର, ବରିଷ୍ଠ ନାଗରିକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ ଓ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ

ଅନୁଗୁଳ: ଓ. ପି. ଜିନ୍ଦଲ ଗ୍ରୁପର ପ୍ରତିଷ୍ଠାତା ଓମ୍ ପ୍ରକାଶ ଜିନ୍ଦଲ (ବାଉଜୀ)ଙ୍କ ୯୪ ତମ ଜନ୍ମ ବାର୍ଷିକୀ ଅନୁଗୁଳ ପ୍ଲାଣ୍ଟରେ ବେଶ ଧୁମଧାମରେ ପାଳିତ ହୋଇଛି। ସକାଳେ ଅନୁଗୁଳ ପ୍ଲାଣ୍ଟ ମୁଖ୍ୟ ତଥା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପଙ୍କଜ ମଲହାନ ଏବଂ…

Continue Readingଓ.ପି ଜିନ୍ଦଲଙ୍କ ୯୪ତମ ଜନ୍ମବାର୍ଷିକୀ ପାଳିତ: ରକ୍ତଦାନ ଶିବିର, ବରିଷ୍ଠ ନାଗରିକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ ଓ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ