ଜଙ୍ଗଲ ସୁରକ୍ଷାରେ ଢାଲ ସାଜିଛନ୍ତି ଅନୁଗୁଳର ଗ୍ରୀନ୍ ୱାରିୟର୍ସ; MSTrIPES ଆପ୍‌ ଜରିଆରେ ବନ୍ୟଜନ୍ତୁଙ୍କ ଉପରେ କଡ଼ା ନଜର

ଅନୁଗୁଳ: ବନ୍ୟପ୍ରାଣୀ ସଂରକ୍ଷଣ ଓ ଜଙ୍ଗଲର ସୁରକ୍ଷା ପାଇଁ ଅନୁଗୁଳ ବନଖଣ୍ଡ ପକ୍ଷରୁ ନିୟମିତ ଭାବେ 'କମ୍ବିଂ ଅପରେସନ' ଜାରି ରହିଛି। ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବନ୍ୟଜନ୍ତୁ, ବିଶେଷକରି ହାତୀମାନଙ୍କ ଗତିବିଧି ଉପରେ ନଜର ରଖିବା ସହ ଶିକାର,…

Continue Readingଜଙ୍ଗଲ ସୁରକ୍ଷାରେ ଢାଲ ସାଜିଛନ୍ତି ଅନୁଗୁଳର ଗ୍ରୀନ୍ ୱାରିୟର୍ସ; MSTrIPES ଆପ୍‌ ଜରିଆରେ ବନ୍ୟଜନ୍ତୁଙ୍କ ଉପରେ କଡ଼ା ନଜର

ଉତ୍ତରପଡା ନୋଡାଲ ଉପ୍ରା ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ

ଅନୁଗୁଳ: ସ୍ଥାନୀୟ ଉତ୍ତରପଡା ନୋଡାଲ ଉପ୍ରା ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ମୁଖ୍ୟ ବକ୍ତା ଜିଲ୍ଲା ଶିକ୍ଷାଧିକାରୀ ନିରଞ୍ଜନ ସାହୁ, ଗୋଷ୍ଠୀ ଶିକ୍ଷାଧିକାରୀ ଅଶୋକ କୁମାର…

Continue Readingଉତ୍ତରପଡା ନୋଡାଲ ଉପ୍ରା ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ

କେନ୍ଦ୍ର ବଜେଟରେ ଜାତୀୟ ଜଳମାର୍ଗ-୫ ତାଳଚେର ଧାମରା ପାଇଁ ବ୍ୟୟବରାଦ

ଅନୁଗୁଳ: ଆଜି ପାର୍ଲିଆମେଣ୍ଟରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିଛନ୍ତି। ଏଥିରେ ସବୁ କ୍ଷେତ୍ରରେ ଓଡିଶାକୁ ଗୁରୁତ୍ୱ ଦିଆଯାଇଛି। ଅନୁଗୁଳ ଜିଲ୍ଲାର ବ୍ରାହ୍ମଣୀ ନଦୀରେ ତାଳଚେର ଧାମରା /ପାରାଦ୍ୱୀପ ଜାତୀୟ ଜଳପଥ ୫ ଉପରେ ଗୁରୁତ୍ୱ ଦିଆଯାଇ…

Continue Readingକେନ୍ଦ୍ର ବଜେଟରେ ଜାତୀୟ ଜଳମାର୍ଗ-୫ ତାଳଚେର ଧାମରା ପାଇଁ ବ୍ୟୟବରାଦ

ନାଲ୍‌କୋ ପାଉଁଶ ପାଣିରେ ବଗଚର ଗ୍ରାମବାସୀ କଲବଲ: ବ୍ୟାପୁଛି ଚର୍ମରୋଗ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଗଚର ଗାଁରେ ନାଲ୍‌କୋର ବିଷାକ୍ତ ପାଉଁଶ ମିଶ୍ରିତ ପାଣି ଯୋଗୁଁ ଆତଙ୍କ ଦେଖାଦେଇଛି। କମ୍ପାନୀର ବର୍ଜ୍ୟଜଳ ନନ୍ଦିରା ନାଳରେ ମିଶୁଥିବା ବେଳେ, ଅନ୍ୟ ବିକଳ୍ପ ନଥିବାରୁ ଏହି ପାଣି ବ୍ୟବହାର କରି ଗାଁର ପ୍ରାୟ ସମସ୍ତେ ଗମ୍ଭୀର…

Continue Readingନାଲ୍‌କୋ ପାଉଁଶ ପାଣିରେ ବଗଚର ଗ୍ରାମବାସୀ କଲବଲ: ବ୍ୟାପୁଛି ଚର୍ମରୋଗ

ଶିକ୍ଷାର ମୂଳଦୁଆ ହେବ ସୁଦୃଢ଼: ଅନୁଗୁଳ ଜିଲ୍ଲାରେ FLN ଯୋଜନାକୁ ମିଳିଲା ମଞ୍ଜୁରୀ

ଅନୁଗୁଳ: ଅନୁଗୁଳ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଜିଲ୍ଲା ଷ୍ଟିୟରିଂ କମିଟି (DSC) ଏବଂ DPMU ର ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ହୋଇଛି। ବୈଠକରେ ଜିଲ୍ଲାରେ ଶିକ୍ଷାର ପ୍ରାଥମିକ ସ୍ତରକୁ ସୁଦୃଢ଼ କରିବା…

Continue Readingଶିକ୍ଷାର ମୂଳଦୁଆ ହେବ ସୁଦୃଢ଼: ଅନୁଗୁଳ ଜିଲ୍ଲାରେ FLN ଯୋଜନାକୁ ମିଳିଲା ମଞ୍ଜୁରୀ

କର୍ଣ୍ଣପୁରରେ ବିଶାଳ ହିନ୍ଦୁ ଓ ସନ୍ଥ ସମ୍ମିଳନୀ

ଅନୁଗୁଳ: ତାଳଚେର ଉପଖଣ୍ଡ କର୍ଣ୍ଣପୁର ଗ୍ରାମର ସୀତାରାମ ଆଶ୍ରମଠାରେ ବିଶାଳ ସନ୍ଥ ଓ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସମ୍ମିଳନୀରେ ପରମପୂଜ୍ୟ ସନ୍ଥ ସଚ୍ଚିଦାନନ୍ଦ ମହାରାଜା ଅଧ୍ୟକ୍ଷତା କରିଥିଲେ। ପୂଜ୍ୟ ମଠାଧୀଶ ଅବଧୂତ ଇନ୍ଦ୍ରମଣି ମହାରାଜ, ବାବା ପ୍ରଭୁପାଦ ଦାସ…

Continue Readingକର୍ଣ୍ଣପୁରରେ ବିଶାଳ ହିନ୍ଦୁ ଓ ସନ୍ଥ ସମ୍ମିଳନୀ

ଖୁସି ଖବର! ଲଗାତାର ଦ୍ବିତୀୟ ଦିନରେ କମିଲା ସୁନା ଦର, ରୁପା କେଜିରେ ୫୫ ହଜାର ହ୍ରାସ

ଭୁବନେଶ୍ୱର: ବିଶ୍ୱ ବଜାରରେ ଅସ୍ଥିରତା ମଧ୍ୟରେ ଘରୋଇ ବଜାରରେ ସୁନା ଓ ରୁପା ଦରରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ଲଗାତାର ଦ୍ବିତୀୟ ଦିନ ପାଇଁ ଉଭୟ ମୂଲ୍ୟବାନ ଧାତୁର ଦର ଖସିଛି। ବିଶେଷ କରି ରୁପା ଦରରେ ଏକ ବଡ଼…

Continue Readingଖୁସି ଖବର! ଲଗାତାର ଦ୍ବିତୀୟ ଦିନରେ କମିଲା ସୁନା ଦର, ରୁପା କେଜିରେ ୫୫ ହଜାର ହ୍ରାସ

ଜିଲ୍ଲା ଗ୍ରାମାଞ୍ଚଳ ଫୁଟବଲ ଲିଗ୍:ନାଲକୋ ଓ ଆଠମଲ୍ଲିକ ବିଜୟୀ

ଅନୁଗୁଳ: ସ୍ଥାନୀୟ ପିଟିସି ପଡ଼ିଆରେ ଆୟୋଜିତ ଅନୁଗୁଳ ଜିଲ୍ଲା ଗ୍ରାମାଞ୍ଚଳ ଫୁଟବଲ ଲିଗର ଶୁକ୍ରବାର ପ୍ରଥମ ମ୍ୟାଚରେ ନାଲକୋ ଟିମ ଏନଟିପିସିକୁ ୬-୦ ଗୋଲରେ ପରାସ୍ତ କରିଥିଲା।ସେହିଭଳି ଦ୍ଵିତୀୟ ମ୍ୟାଚରେ ଆଠମଲ୍ଲିକ ଚାନ୍ଦ କ୍ଳବ ଅନୁଗୁଳକୁ୧-୦ ଗୋଲରେ ପରାସ୍ତ କରିଥିଲା।ଖେଳ ପରିଚାଳନା…

Continue Readingଜିଲ୍ଲା ଗ୍ରାମାଞ୍ଚଳ ଫୁଟବଲ ଲିଗ୍:ନାଲକୋ ଓ ଆଠମଲ୍ଲିକ ବିଜୟୀ

ପୌରପାଳିକାର ସଫଳତା: ୪ ବର୍ଷ ପରେ ଚାଲୁ ହେଲା ବିଦ୍ୟୁତ ଚାଳିତ ଶବଦାହ ଚୁଲା

ଅନୁଗୁଳ: ସ୍ଥାନୀୟ କରଡ଼ାଗାଡିଆ ଶ୍ମଶାନରେ ଗତ ପ୍ରାୟ ଚାରି ବର୍ଷ ଧରି ଖତ ଖାଉଥିବା ବିଦ୍ୟୁତ ଚାଳିତ ଶବଦାହ ଚୁଲାର ଆଜି ଟ୍ରାଏଲ ରନ ବା ପୂର୍ବ ପରୀକ୍ଷଣ କରାଯାଇଛି।ପୂର୍ବ ସରକାର ସମୟରେ କିଣା ଯାଇଥିବା ଲକ୍ଷାଧିକ ଟଙ୍କା ମୂଲ୍ୟର ଏହି…

Continue Readingପୌରପାଳିକାର ସଫଳତା: ୪ ବର୍ଷ ପରେ ଚାଲୁ ହେଲା ବିଦ୍ୟୁତ ଚାଳିତ ଶବଦାହ ଚୁଲା

ବିକାଶଠୁ ଦୂରରେ କୁଲଡିହ: ସମସ୍ୟା ଘେରରେ ପାଳଲହଡ଼ାର ଦୁର୍ଗମ ପଞ୍ଚାୟତ

ଅନୁଗୁଳ: ଦେଶ ନିକଟରେ ଗର୍ବର ସହ ୭୭ତମ ସାଧାରଣତନ୍ତ୍ର ଦିବସ ପାଳନ କରିଥିବା ବେଳେ ଅନୁଗୁଳ ଜିଲ୍ଲା ପାଳଲହଡ଼ା ବ୍ଲକ୍‌ ନଗିରା ପଞ୍ଚାୟତର କୁଲଡିହ ଗାଁ ପାଇଁ ସ୍ୱାଧୀନତା ଓ ଗଣତନ୍ତ୍ରର ମୂଲ୍ୟ କେବଳ ଭୋଟ୍‌ ଦେବା ମଧ୍ୟରେ ସୀମିତ ରହିଛି।…

Continue Readingବିକାଶଠୁ ଦୂରରେ କୁଲଡିହ: ସମସ୍ୟା ଘେରରେ ପାଳଲହଡ଼ାର ଦୁର୍ଗମ ପଞ୍ଚାୟତ