ଜିଆଖତ ପ୍ରସ୍ତୁତି ପ୍ରଣାଳୀ ପ୍ରଶିକ୍ଷଣ ନେଲେ ୫ ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା

ଅନୁଗୁଳ : ଅନୁଗୁଳ ସହର ଉପକଣ୍ଠ ଖଲାରୀ ଗାଁରେ ଅନୁଗୁଳ ବନ ବିଭାଗ ଏବଂ ରାମେଶ୍ୱର ୟୁଥ୍ କ୍ଲବ ମିଳିତ ସହଯୋଗରେ ମହିଳାମାନଙ୍କୁ ଜିଆଖତ ପ୍ରସ୍ତୁତି ପ୍ରଣାଳୀ ପ୍ରଶିକ୍ଷଣ ଦିଆଯାଇଛି। ଏହା ଦ୍ୱାରା ବହୁ ମହିଳା ଉପକୃତ ହେବେ। ସୂଚନାଯୋଗ୍ୟ ଯେ,…

Continue Readingଜିଆଖତ ପ୍ରସ୍ତୁତି ପ୍ରଣାଳୀ ପ୍ରଶିକ୍ଷଣ ନେଲେ ୫ ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା

ଅନୁଗୁଳ ଜିଲ୍ଲା କ୍ରୀଡା ସଂସଦ ପକ୍ଷରୁ ଦୌଡ଼ କୁଦ ପ୍ରତିଯୋଗିତା ଆୟୋଜିତ

ଅନୁଗୁଳ: ଆଜି ପୂର୍ବାହ୍ନରେ ନାଲକୋ ଷ୍ଟାଡିୟମ ଠାରେ ଅନୁଗୁଳ ଜିଲ୍ଲା ଦୌଡ଼ କୁଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ନାଲକୋର କାର୍ଯ୍ୟକାରୀ ନିର୍ଦ୍ଦେଶକ ଭୀମସେନ ପ୍ରଧାନ ପତାକା ଉତ୍ତୋଳନ କରି କାର୍ଯ୍ୟକ୍ରମକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ପ୍ରଥମେ ତାଳଚେର ଉପଖଣ୍ଡ କ୍ରୀଡା…

Continue Readingଅନୁଗୁଳ ଜିଲ୍ଲା କ୍ରୀଡା ସଂସଦ ପକ୍ଷରୁ ଦୌଡ଼ କୁଦ ପ୍ରତିଯୋଗିତା ଆୟୋଜିତ

ନିଜକୁ ପୋଲିସର ପରିଚୟ ଦେଇ ଜନସାଧାରଣଙ୍କୁ ଧମକ ଦେଉଥିବା ଯୁବକ ଗିରଫ, ଚୁକ୍ତିନାମା ପରେ ଛାଡ଼ିଲା ପୋଲିସ

ଅନୁଗୁଳ : ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚଳରେ ଜଣେ ଯୁବକ ନିଜକୁ ପୋଲିସର ପରିଚୟ ଦେଇ ଗାଡି ଚାଳକ ଓ ଜନସାଧାରଣଙ୍କୁ ଧମକ ଦେବା ଅଭିଯୋଗରେ ଗିରଫ ହୋଇଛନ୍ତି। ସୂଚନା ମୁତାବକ, ବଅଁରପାଳ ଥାନା ଅଞ୍ଚଳ ସାନକେରେଜାଙ୍ଗର ଜଣେ ଯୁବକ…

Continue Readingନିଜକୁ ପୋଲିସର ପରିଚୟ ଦେଇ ଜନସାଧାରଣଙ୍କୁ ଧମକ ଦେଉଥିବା ଯୁବକ ଗିରଫ, ଚୁକ୍ତିନାମା ପରେ ଛାଡ଼ିଲା ପୋଲିସ

ସାତକୋଶିଆ ଜଙ୍ଗଲରୁ ଗୁଳିବିଦ୍ଧ ଦନ୍ତାର ମୃତଦେହ ଉଦ୍ଧାର, ପାଖରେ ପଡ଼ିଛି ଦୁଇ ଫୁଟର ଦାନ୍ତ

ଅନୁଗୁଳ: ଅନୁଗୁଳ ବନଖଣ୍ଡ ଜିଲିଣ୍ଡା ରେଞ୍ଜ ସାତକୋଶିଆ ଜଙ୍ଗଲ କଟରଙ୍ଗ ସେକ୍ସନ ଭିଲେଜ ଏରିଆର ବାଙ୍କଧର ବିଟ ଅଞ୍ଚଳରେ ଆଜି ଏକ ଗୁଳିବିଦ୍ଧ ଦନ୍ତା ହାତୀର ଗଳିତ ମୃତ ଦେହ ଉଦ୍ଧାର ହୋଇଛି। ହାତୀର ଡାହାଣ କାନ ପାଖରେ ଗୁଳି ବାଜିଛି।…

Continue Readingସାତକୋଶିଆ ଜଙ୍ଗଲରୁ ଗୁଳିବିଦ୍ଧ ଦନ୍ତାର ମୃତଦେହ ଉଦ୍ଧାର, ପାଖରେ ପଡ଼ିଛି ଦୁଇ ଫୁଟର ଦାନ୍ତ

ତୁଟୁନି ବିଜୁଳି ସମସ୍ୟା: ଅମଲାପଡା ସ୍ଥିତ ବିଦ୍ୟୁତ୍ ମୁଖ୍ୟ କାର୍ଯ୍ୟାଳୟରେ ବିଜେପି ପକ୍ଷରୁ ବିକ୍ଷୋଭ

ଅନୁଗୁଳ: ସ୍ଥାନୀୟ ଅମଲାପଡା ସ୍ଥିତ ବିଦ୍ୟୁତ୍ ମୁଖ୍ୟ କାର୍ଯ୍ୟାଳୟ ଠାରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସୂଚନାଯୋଗ୍ୟ ଯେ, ଅନୁଗୁଳ ଜିଲ୍ଲାର ବିଜେପି ସଭାପତି ଦିଲେଶ୍ଵର ପ୍ରଧାନ ଙ୍କ ନେତୃତ୍ୱରେ ବିଜୁଳି ବିଭ୍ରାଟ ସମସ୍ୟା ନେଇ ଅମଲାପଡା ସ୍ଥିତ ବିଦ୍ୟୁତ୍…

Continue Readingତୁଟୁନି ବିଜୁଳି ସମସ୍ୟା: ଅମଲାପଡା ସ୍ଥିତ ବିଦ୍ୟୁତ୍ ମୁଖ୍ୟ କାର୍ଯ୍ୟାଳୟରେ ବିଜେପି ପକ୍ଷରୁ ବିକ୍ଷୋଭ

ପୁଣି ହାତୀ ଆତଙ୍କ, ଘରେ ଶୋଇଥିବା ଯୁବକକୁ କଚାଡ଼ି ମାରିଲା ଦନ୍ତା

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡା ଥାନା ପାଳଲହଡା ବନାଞ୍ଚଳ ଅନ୍ତର୍ଗତ ପେଚାମୁଣ୍ଡି ଗ୍ରାମରେ ଗତ କାଲି ବିଳମ୍ବିତ ରାତିରେ ଘର ବାରଣ୍ଡାରେ ଶୋଇଥିବା ବେଳେ ଜଣେ ଯୁବକକୁ ଟେକିନେଇ କଚାଡି ମାରିଛି ଦନ୍ତା।ସୂଚନା ଅନୁଯାୟୀ, ପେଚାମୁଣ୍ଡି ଗ୍ରାମର ପବିତ୍ର ନାଏକ ଖାଇ…

Continue Readingପୁଣି ହାତୀ ଆତଙ୍କ, ଘରେ ଶୋଇଥିବା ଯୁବକକୁ କଚାଡ଼ି ମାରିଲା ଦନ୍ତା

ରୋଷେଇ କରିବା ବେଳେ ଅଗ୍ନିକାଣ୍ଡ, ଜଳିଗଲା ବହୁ ମୂଲ୍ୟ ସମ୍ପତ୍ତି

ଅନୁଗୁଳ: ଅନୁଗୁଳ ବ୍ଲକ ଅନ୍ତର୍ଗତ ବନ୍ତଳା ହରିଜନ ସାହିର ଜଣଙ୍କ ଘର ନିଆଁ ଲାଗି ଜଳିଯାଇଛି। ଅଗ୍ନିକାଣ୍ଡରେ ଧରଣୀଧର ବେହେରାଙ୍କର ଗୋଟିଏ ଚାଳ ଛପର ପାଉଁଶ ହୋଇଯାଇଛି। ସୂଚନା ଅନୁସାରେ, ଧରଣୀଧରଙ୍କ ଘରେ ରୋଷେଇ କରିବା ବେଳେ ନିଆଁ ଲାଗିଯାଇଥିଲା। ଖବର…

Continue Readingରୋଷେଇ କରିବା ବେଳେ ଅଗ୍ନିକାଣ୍ଡ, ଜଳିଗଲା ବହୁ ମୂଲ୍ୟ ସମ୍ପତ୍ତି

ଟାଟା ଷ୍ଟିଲରେ ଦୁର୍ଘଟଣା ପ୍ରସଙ୍ଗ: ଉଚ୍ଚସ୍ତରୀୟ ତଦନ୍ତ ସହ ମୃତକଙ୍କ ପରିବାରକୁ ୫୦ ଲକ୍ଷ କ୍ଷତିପୂରଣ ପାଇଁ ଭୂଷଣ ଷ୍ଟିଲ ୱାକର୍ସ ୟୁନିଅନର ଦାବି

ବଅଁରପାଳ: ସ୍ଥାନୀୟ କଣ୍ଟାବଣିଆ ସ୍ଥିତ ଟାଟା ଷ୍ଟିଲ ପ୍ଲାଣ୍ଟରେ ହୋଇଥିବା ଦୁର୍ଘଟଣାକୁ ନେଇ ଭୂଷଣ ଷ୍ଟିଲ ୱାକର୍ସ ୟୁନିଅନ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହା ଏକ ମନୁଷ୍ୟକୃତ ଦୁର୍ଘଟଣା ବୋଲି ୟୁନିଅନ କହିବା ସହ ଏଥିପାଇଁ ଦାୟୀ ଟାଟା…

Continue Readingଟାଟା ଷ୍ଟିଲରେ ଦୁର୍ଘଟଣା ପ୍ରସଙ୍ଗ: ଉଚ୍ଚସ୍ତରୀୟ ତଦନ୍ତ ସହ ମୃତକଙ୍କ ପରିବାରକୁ ୫୦ ଲକ୍ଷ କ୍ଷତିପୂରଣ ପାଇଁ ଭୂଷଣ ଷ୍ଟିଲ ୱାକର୍ସ ୟୁନିଅନର ଦାବି

ମେଗା ରକ୍ତଦାନ ଶିବିର ଆୟୋଜିତ, ୧୨୫ ୟୁନିଟ ରକ୍ତ ସଂଗୃହୀତ

ଅନୁଗୁଳ: ଆଜି ମାରୱାଡି ଯୁବ ମଞ୍ଚ ଅନୁଗୁଳ ବିକାଶ ଶାଖା ଓ ସାମାଜିକ ଅନୁଷ୍ଠାନ "ଉତ୍କର୍ଷ ପରିବାର” ଓ "ପ୍ରୀତମ ଫାର୍ମା "ମିଳିତ ଆନୁକୂଲ୍ୟରେ ଜିଲ୍ଲା ଚିକିତ୍ସାଳୟ ରକ୍ତଭଣ୍ଡାରରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଶିବିରରେ ୧୨୫ ୟୁନିଟ…

Continue Readingମେଗା ରକ୍ତଦାନ ଶିବିର ଆୟୋଜିତ, ୧୨୫ ୟୁନିଟ ରକ୍ତ ସଂଗୃହୀତ

ଗେଲ ଇଣ୍ଡିଆର ଏକ ଗ୍ୟାସ ସବ ଷ୍ଟେସନରୁ ହେଉଛି ଗ୍ୟାସ ଲିକେଜ, ଯାତାୟାତ ଠପ୍

ଅନୁଗୁଳ: ଅନୁଗୁଳ ଜିଲ୍ଲା ପିଙ୍ଗୁଆ ଗ୍ରାମରେ ନିର୍ମାଣ ହୋଇଥିବା ଗେଲ ଇଣ୍ଡିଆର ଏକ ଗ୍ୟାସ ସବ ଷ୍ଟେସନରୁ ଆଜି ଗ୍ୟାସ ଲିକେଜ ହୋଇଛି। ଏହି ଲିକେଜ ପରେ ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ସୂଚନାଯୋଗ୍ୟ ଯେ ଧାମରାରୁ ବୋକାରୋକୁ ପାଇପ…

Continue Readingଗେଲ ଇଣ୍ଡିଆର ଏକ ଗ୍ୟାସ ସବ ଷ୍ଟେସନରୁ ହେଉଛି ଗ୍ୟାସ ଲିକେଜ, ଯାତାୟାତ ଠପ୍