ଶିକାରୀ ଫାଶରେ କଲରାପତରିଆ, ୮ଘଣ୍ଟାର ପରିଶ୍ରମ ପରେ ଉଦ୍ଧାର କଲା ବନ ବିଭାଗ

ଅନୁଗୁଳ: ଆଜି ସାତକୋଶିଆ ଅଭୟାରଣ୍ୟରେ ଶିକାରୀ ଫାଶରେ ପଡ଼ିଥିବା ଏକ କଲରାପତରିଆ ବାଘକୁ ଉଦ୍ଧାର କରିଛି ବନ ବିଭାଗ। ଦୀର୍ଘ ୮ ଘଣ୍ଟାର ଅପରେସନ ପରେ ବାଘକୁ ମୁକୁଳା ଯାଇଛି। ସୂଚନା ମୁତାବକ, ସାତକୋଶିଆ ଅଭୟାରଣ୍ୟ ପୁରୁଣାକୋଟ ବନାଞ୍ଚଳ ଗୋପାଳପୁର ଗାଁ…

Continue Readingଶିକାରୀ ଫାଶରେ କଲରାପତରିଆ, ୮ଘଣ୍ଟାର ପରିଶ୍ରମ ପରେ ଉଦ୍ଧାର କଲା ବନ ବିଭାଗ

ବର୍ଷା ବିତ୍ପାତ: ଘର ଉପରେ ପଡ଼ିଲା ଗଛ ଓ ବିଦ୍ୟୁତ୍ ଖୁଣ୍ଟ, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ

ଅନୁଗୁଳ: ଆଜି ଅପରାହ୍ନରେ ପାଳଲହଡା ବ୍ଲକ ଡିମିରିଆ ପଞ୍ଚାୟତ ଖଜୁରିଆ ଗାଁରେ ହୋଇଥିବା ପବନ ବର୍ଷାରେ ଏକ ଗଛ ଓ ବିଦ୍ୟୁତ ଖୁଣ୍ଟ ଉପୁଡ଼ି ପଡ଼ି ଜଣଙ୍କ ଘର ଉପରେ ପଡ଼ିଛି। କିନ୍ତୁ ସୌଭାଗ୍ୟବଶତଃ କାହାର କିଛି ହୋଇନଥିବା ସୂଚନା ମିଳିଛି।…

Continue Readingବର୍ଷା ବିତ୍ପାତ: ଘର ଉପରେ ପଡ଼ିଲା ଗଛ ଓ ବିଦ୍ୟୁତ୍ ଖୁଣ୍ଟ, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ

ଶୌଚ ହେବାକୁ ଯାଇଥିବା ମହିଳାଙ୍କୁ ହାତୀ ଆକ୍ରମଣ, ଘଟଣାସ୍ଥଳରେ ଚାଲିଗଲା ଜୀବନ

ଅନୁଗୁଳ: ହାତୀ ଆକ୍ରମଣରେ ମହିଳା ମୃତ। ଆଜି ସ୍ଥାନୀୟ ଛେଣ୍ଡିପଦା ବନାଞ୍ଚଳ ପାତ୍ରପଡା ପଞ୍ଚାୟତ ଖଇରବେରେଣୀ ଗାଁରେ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ମୃତ ମହିଳା ଖଇରବେରେଣି ଗାଁର ହାଡିବନ୍ଧୁ ଦେହୁରୀଙ୍କ ସ୍ତ୍ରୀ ଶୈଳବାଳା ଦେହୁରୀ ବୋଲି ଜଣାଯାଇଛି। ସୂଚନା…

Continue Readingଶୌଚ ହେବାକୁ ଯାଇଥିବା ମହିଳାଙ୍କୁ ହାତୀ ଆକ୍ରମଣ, ଘଟଣାସ୍ଥଳରେ ଚାଲିଗଲା ଜୀବନ

ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ବୈଠକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ବୈଠକ ଶନିବାର ସକାଳେ ଜିଲ୍ଲାକାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଚଳିତ ମୌସୁମୀ ବର୍ଷାରେ ଅଧିକ ପାଣି ଆସି…

Continue Readingଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ବୈଠକ

ଗ୍ରାମବାସୀଙ୍କ ନିଷ୍ପତ୍ତିକୁ ଅବମାନନା କରି ହଟହଟା ହେଲେ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ଅଧାରୁ ବନ୍ଦ ହେଲା ବୈଠକ

ଅନୁଗୁଳ: ସ୍ଥାନୀୟ ଛେଣ୍ଡିପଦା ବ୍ଲକ ଷଣ୍ଢପାଳ ଅଙ୍ଗନୱାଡି ସହାୟିକା ଚୟନ ପାଇଁ ଆଜି ମହିଳାଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଗ୍ରାମବାସୀଙ୍କୁ ଅବମାନନା କରି ଏହି କାର୍ଯ୍ୟକ୍ରମ କରିଥିବାରୁ ସମନ୍ୱିତ ଶିଶୁ ପ୍ରକଳ୍ପ ଅଧିକାରିଣୀ ହଟହଟା ହୋଇଛନ୍ତି। ସୂଚନା ଅନୁଯାୟୀ,…

Continue Readingଗ୍ରାମବାସୀଙ୍କ ନିଷ୍ପତ୍ତିକୁ ଅବମାନନା କରି ହଟହଟା ହେଲେ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ଅଧାରୁ ବନ୍ଦ ହେଲା ବୈଠକ

ପିଲାଙ୍କ ଉପରେ ରାଗ ଆସୁଥିଲେ ତୁରନ୍ତ କରନ୍ତୁ ଏହି କାମ, ଶାନ୍ତ ହେବ ମନ

ଅଭିଭାବକମାନେ ଜାଣି ଜାଣି କେବେ ବି ନିଜ ପିଲାମାନଙ୍କ ଉପରେ କ୍ରୋଧ କରିନଥାନ୍ତି। କିନ୍ତୁ ବେଳେବେଳେ ଏମିତି ପରିସ୍ଥିତି ସୃଷ୍ଟି ହୁଏ ଯେ ସେମାନେ ବାଧ୍ୟ ହୋଇ ପିଲାମାନଙ୍କ ଉପରେ ରାଗିଥାନ୍ତି। ଯଦି ଆପଣ ବି ପିଲାଙ୍କ ଉପରେ ରାଗୁଛନ୍ତି, ତେବେ…

Continue Readingପିଲାଙ୍କ ଉପରେ ରାଗ ଆସୁଥିଲେ ତୁରନ୍ତ କରନ୍ତୁ ଏହି କାମ, ଶାନ୍ତ ହେବ ମନ

ଟଙ୍କା କେଇଟା ପାଇଁ ମା’କୁ ହତ୍ୟା କଲା ପୁଅ, ଥାନାରେ ଅଟକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ କଲିୟାରୀ ଥାନା ଘଣ୍ଟପଡ଼ା ଗାଁ ନାକିଟି ସାହିରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ମାତ୍ର ଟଙ୍କା କେଇଟା ପାଇଁ ମା'କୁ ହତ୍ୟା କରିଛି ପୁଅ। ମୃତ ମହିଳାଙ୍କ ନାଁ ଜୁଲେଇ ବିଶ୍ୱାଳ (୬୨)।…

Continue Readingଟଙ୍କା କେଇଟା ପାଇଁ ମା’କୁ ହତ୍ୟା କଲା ପୁଅ, ଥାନାରେ ଅଟକ

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ଅସଦୁଦ୍ଦିନ୍‌ ଓବେସିଙ୍କ ମନ୍ତବ୍ୟକୁ ତୀବ୍ର ବିରୋଧ: ବଜରଙ୍ଗ ଦଳ ଓ ବିଶ୍ବହିନ୍ଦୁ ପରିଷଦ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ଅନୁଗୁଳ: ହିନ୍ଦୁ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ହାଇଦ୍ରାବାଦ ସାଂସଦ ତଥା ଏମଆଇଏମଆଇ ନେତା ଅସଦୁଦ୍ଦିନ୍‌ ଓବେସି ଦେଇଥିବା ଆପତ୍ତି ଜନକ ମନ୍ତବ୍ୟକୁ ବିରୋଧ କରି ଶୁକ୍ରବାର ଜିଲ୍ଲା ବଜରଙ୍ଗ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଜିଲ୍ଲା ସଂଯୋଜକ…

Continue Readingମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ଅସଦୁଦ୍ଦିନ୍‌ ଓବେସିଙ୍କ ମନ୍ତବ୍ୟକୁ ତୀବ୍ର ବିରୋଧ: ବଜରଙ୍ଗ ଦଳ ଓ ବିଶ୍ବହିନ୍ଦୁ ପରିଷଦ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ବହୁମୁଖୀ ଶୃଙ୍ଖଳା ସ୍କ୍ୱାଡ୍‌ର ଚଢ଼ାଉ: ଜୁଏଲାରୀକୁ ୧୦ ହଜାର ଜରିମାନା, ମଦ କାଉଣ୍ଟରକୁ ନୋଟିସ୍

ଅନୁଗୁଳ: ଅନୁଗୁଳ ସହରର ବିଭିନ୍ନ ଦୋକାନ ଉପରେ ଶୁକ୍ରବାର ବହୁମୁଖୀ ଶୃଙ୍ଖଳା ସ୍କ୍ୱାଡ୍‌ ପକ୍ଷରୁ ଚଢ଼ାଉ କରାଯାଇଛି। ଅନୁଗୁଳ ତହସିଲଦାର ବିମଳ ଚନ୍ଦ୍ର ଲେଙ୍କାଙ୍କ ନେତୃତ୍ୱରେ ଏହି ଟିମ୍ ରାମଚଣ୍ଡୀ ଜୁଏଲର୍ସ ଉପରେ ଚଢାଉ କରିଥିଲା। ଏହି ସମୟରେ ଏହାର ମାପ…

Continue Readingବହୁମୁଖୀ ଶୃଙ୍ଖଳା ସ୍କ୍ୱାଡ୍‌ର ଚଢ଼ାଉ: ଜୁଏଲାରୀକୁ ୧୦ ହଜାର ଜରିମାନା, ମଦ କାଉଣ୍ଟରକୁ ନୋଟିସ୍

ନାଲକୋ ଥାନାର ନୂତନ ଥାନା ଅଧିକାରୀଙ୍କୁ ସ୍ୱାଗତ କଲେ ଅନୁଗୁଳ ଜିଲ୍ଲା ୱେବ୍ ମିଡିଆ ମହାସଂଘ

ଅନୁଗୁଳ: ଅନୁଗୁଳ ଜିଲ୍ଲା ୱେବ୍ ମିଡିଆ ମହାସଂଘ ତରଫରୁ ଆଜି ସନ୍ଧ୍ୟାରେ ନାଲକୋ ଆଦର୍ଶ ପୋଲିସ ଥାନାରେ ନୂତନ ଭାବେ ଯୋଗ ଦେଇଥିବା ଥାନା ଅଧିକାରୀ ଦିଲ୍ଲୀପ କୁମାର ଲାକ୍ରାଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରିଛନ୍ତି। ଏ ଅବସରରେ ସାମ୍ବାଦିକମାନେ…

Continue Readingନାଲକୋ ଥାନାର ନୂତନ ଥାନା ଅଧିକାରୀଙ୍କୁ ସ୍ୱାଗତ କଲେ ଅନୁଗୁଳ ଜିଲ୍ଲା ୱେବ୍ ମିଡିଆ ମହାସଂଘ