ଅନୁଗୁଳରେ ୩୪ମିମି ବର୍ଷା ରେକର୍ଡ

ଅନୁଗୁଳ: ଅଦିନିଆ ବର୍ଷାରେ ଭିଜିଛି ସାରା ଅନୁଗୁଳ ଜିଲ୍ଲା ମଙ୍ଗଳବାର ସନ୍ଧ୍ୟାରୁ ଜିଲ୍ଲାରେ ଆରମ୍ଭ ହୋଇଥିବା ବର୍ଷା ବୁଧବାର ମଧ୍ୟ ଲାଗି ରହିଥିଲା। ଅପରାହ୍ନରୁ ପାଗରେ ସାମାନ୍ୟ ପରିବର୍ତ୍ତନ ହୋଇଥିଲେ ମଧ୍ୟ ଆଜି ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ…

Continue Readingଅନୁଗୁଳରେ ୩୪ମିମି ବର୍ଷା ରେକର୍ଡ

ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ, ନାବାଳକ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚଳର ଜଣେ ୧୫ ବର୍ଷର ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ପୁଲିସ ଜଣେ ନାବାଳକଙ୍କୁ ଗିରଫ କରିଛି। ସୂଚନା ଯେ, ୧୫ ବର୍ଷର ନାବାଳିକାଙ୍କୁ କଲିଏରୀ ଥାନା ଅନ୍ତର୍ଗତ ଦେଉଳବେଡ଼ା ଗାଁର ଜଣେ…

Continue Readingନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ, ନାବାଳକ ଗିରଫ

ପାଣି ଟ୍ୟାଙ୍କରରୁ ଗଞ୍ଜେଇ ଜବତ

ଅନୁଗୁଳ : ଅନୁଗୁଳ ଜିଲ୍ଲା ପାଳଲହଡା ଉପଖଣ୍ଡ ୨୪୯ ନଂ ଜାତୀୟ ରାଜପଥରେ ଦିନକୁ ଦିନ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି। କେତେଵେଳେ ଚୋରା କୋଇଲା ତ ଆଉ କେତେଵେଳେ ଚୋରାକାଠ। ତେବେ ଚୋରା ଗଞ୍ଜେଇ ଚାଲାଣ ଏହି ରାସ୍ତାର…

Continue Readingପାଣି ଟ୍ୟାଙ୍କରରୁ ଗଞ୍ଜେଇ ଜବତ

ଛୁରା ମାଡ଼ରେ ପେଶାଦାର ଅପରାଧୀ ଟିକନ ମୃତ

ଅନୁଗୁଳ: ଛୁରା ମାଡରେ ଟିକନ ନାଏକ ନାମକ ଜଣେ ପେସାଦାର ଅପରାଧୀ ଗୁରୁତର ହୋଇ ମଙ୍ଗଳବାର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲା। ତାର ଅବସ୍ଥା ଗୁରୁତର ହେବାରୁ ତାକୁ କଟକ ସ୍ଥାନାନ୍ତର ବାଟରେ ମୃତ୍ୟୁ ହୋଇଛି l ସୂଚନା ଯେ,…

Continue Readingଛୁରା ମାଡ଼ରେ ପେଶାଦାର ଅପରାଧୀ ଟିକନ ମୃତ

ଗାଁ ରେ ଦେଖାଦେଲାଣି‌ ନିର୍ବାଚନୀ ଉଷ୍ମତା

ଅନୁଗୁଳ : ଅନୁଗୁଳ ଜିଲ୍ଲା ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ୪ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବୁ ରାଜ୍ୟ ନିର୍ବାଚନ କମିଶନ ଦିନ ଧାର୍ଯ୍ୟ କରିଛନ୍ତି। ଜିଲ୍ଲାର ମୋଟ ୮ ଗୋଟି ବ୍ଲକ୍‌ରେ ୨୮ଟି ଜିଲ୍ଲା ପରିଷଦ ଜୋନ୍‌ରେ ସଭ୍ୟ…

Continue Readingଗାଁ ରେ ଦେଖାଦେଲାଣି‌ ନିର୍ବାଚନୀ ଉଷ୍ମତା

ସଡ଼କଦୁର୍ଘଟଣାରେ ଯୁବକ ମୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ବସ ଷ୍ଟାଣ୍ଡ ନିକଟରେ ମଙ୍ଗବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଘଟଣା ସ୍ଥଳରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣା ପଡ଼ିଛି । ତେବେ ତାଙ୍କ ଘର ପରଜଙ୍ଗ ଥାନା ବହାରିଆପୁର ହୋଇଥିବା…

Continue Readingସଡ଼କଦୁର୍ଘଟଣାରେ ଯୁବକ ମୃତ

ପଞ୍ଚାୟତ ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ

ଅନୁଗୁଳ: ବାଜିଲା ପଞ୍ଚାୟତ ନିର୍ବାଚନ ବିଗୁଲ । ସୋମବାର ଗୀତଗୋବିନ୍ଦ ସଦନରେ ରାଜ୍ୟ ନିର୍ବାଚନ କମିଶନ ସାମ୍ବାଦିକ ସମ୍ମିଳନୀରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ଫେବୃଆରୀ ୧୬ ତାରିଖରୁ ଆରମ୍ଭ ହେବ ନିର୍ବାଚନ। ମୋଟ ୫ ପର୍ଯ୍ୟାୟରେ…

Continue Readingପଞ୍ଚାୟତ ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ

ଜାତିଆଣ ମାମଲାରେ ୨ ଭାଇ ଗିରଫ

ଅନୁଗୁଳ: ଅନୁଗୁଳ ସହର ଉପକଣ୍ଠ ଶୁଶୁଡା ଗ୍ରାମରେ ଏକ ଜାତିଆଣ ମାମଲାକୁ ନେଇ ସୋମବାର ପୁଲିସ ପକ୍ଷରୁ ୨ ଭାଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଗିରଫ ଦୁଇ ଭାଇ ହେଲେ ସୌଭାଗ୍ୟ ଚନ୍ଦ୍ର ରଥ ଓ ଦୀପକ…

Continue Readingଜାତିଆଣ ମାମଲାରେ ୨ ଭାଇ ଗିରଫ

ଅନୁଗୁଳ ଜିଲ୍ଲା ଆଦିତ୍ୟ ବାହିନୀର ନୂତନ କର୍ମକର୍ତ୍ତା ଚୟନ

ଅନୁଗୁଳ: ପୁରୀ ଗୋବର୍ଦ୍ଧନ ପୀଠର ଆଦିତ୍ୟ ବାହିନୀ ଅନଗୁଳ ଜିଲ୍ଲା ଶାଖାର ୩୧ ଜଣିଆ ନୂତନ କାର୍ଯ୍ୟକାରୀ କମିଟି ରବିବାର ଚୟନ କରାଯାଇଛି। ପୁରୀ ଶଙ୍କରାଚାର୍ଯ୍ୟ ସ୍ଵାମୀ ନିଶ୍ଚଳାନନ୍ଦ ସରସ୍ଵତୀଙ୍କ ଆସନ୍ତା ସାଢେ ତିନି ବର୍ଷ ମଧ୍ୟରେ ଭାରତ ସମ୍ପୂର୍ଣ୍ଣ ହିନ୍ଦୁ…

Continue Readingଅନୁଗୁଳ ଜିଲ୍ଲା ଆଦିତ୍ୟ ବାହିନୀର ନୂତନ କର୍ମକର୍ତ୍ତା ଚୟନ

୫ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ, ୩ ଗିରଫ

ଅନୁଗୁଳ: ତାଳଚେର କୋଲିୟରୀ ଥାନା ଅନ୍ତର୍ଗତ ସାଉଥବଲଣ୍ଡା ସ୍ଥିତ ରେସକ୍ୟୁ କଲୋନୀ ଓ ବାଘୁଆବୋଲ ଅଞ୍ଚଳରୁ ୫ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ମୂଲ୍ୟର ୧୩୫ ଗ୍ରମ୍ ବ୍ରାଉନ୍‌ସୁଗାର ପୁଲିସ ଜବତ କରିବା ସହ ଏହି କାରବାରରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ…

Continue Reading୫ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ, ୩ ଗିରଫ