୨୮ ବର୍ଷର ଅନୁଗୁଳ

ଅନୁଗୁଳ: ୧୯୯୩ ମସିହାରେ ଜିଲ୍ଲା ମାନ୍ୟତା ପାଇଥିବା ଅନୁଗୁଳ ଜିଲ୍ଲା ଇତି ମଧ୍ୟରେ ଅନେକ କ୍ଷେତ୍ରରେ ବିକାଶ କରିଛି। ସ୍ବାସ୍ଥ୍ୟ, ଶିକ୍ଷା, କ୍ରୀଡ଼ା, ପରିବେଶ ସୁରକ୍ଷା, ପରିମଳ, ପାନୀୟ ଜଳ ଏସବୁ କ୍ଷେତ୍ରରେ ଆମେ କେତେକା˚ଶରେ ଆଗେଇଛୁ। କିନ୍ତୁ ଅନୁଗୁଳକୁ ଶୀର୍ଷରେ…

Continue Reading୨୮ ବର୍ଷର ଅନୁଗୁଳ

ନାଲକୋ ପ୍ଲାଣ୍ଟରେ ଦୁର୍ଘଟଣା

ଅନୁଗୁଳ: ନାଲକୋ ସ୍ମେଲଟର ପ୍ଲାଣ୍ଟରେ ଏକ ଅଘଟଣ ଘଟି ଜଣେ ଠିକା ଶ୍ରମିକଙ୍କର ଶୋଚନୀୟ ମୃତ୍ୟୁ ହୋଇଛି। ମୃତକ ତୁଳସୀପାଳ ଗ୍ରାମର ଅକ୍ଷୟ ଦେହୁରୀ ବୋଲି ଜଣା ପଡିଛି। ସେ କାରଖାନାରେ ସିଟ ଛପର କରୁଥିବା ବେଳେ ତଳକୁ ଖସି ପଡ଼ିଥିଲେ।…

Continue Readingନାଲକୋ ପ୍ଲାଣ୍ଟରେ ଦୁର୍ଘଟଣା

ଡିସେମ୍ବର ୨ରେ ଅନାସ୍ଥା ଭୋଟ

ଅନୁଗୁଳ: ଅନୁଗୁଳ ବ୍ଲକ୍ ଖଲାରି ସରପଞ୍ଚ କନ୍ଦର୍ପ ମହାରଣାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଥିନେଇ ଡିସେମ୍ବର ୨ ତାରିଖରେ ଭୋଟ ଗ୍ରହଣ ପାଇଁ ସ୍ଥିର ହୋଇଛି। ମୋଟ ୧୩ ଜଣ ୱାର୍ଡ ମେମ୍ବରଙ୍କ ମଧ୍ୟରୁ…

Continue Readingଡିସେମ୍ବର ୨ରେ ଅନାସ୍ଥା ଭୋଟ

ଅକ୍ଷୟ ଶ୍ରାଦ୍ଧ ଦିବସ

ଅନୁଗୁଳ: ଅନୁଗୁଳ ମାରୱାଡ଼ି ଧର୍ମଶାଳାଠାରେ ଓଡ଼ିଆ ସ˚ଗୀତ ଜଗତର ବାଦଶାହ ଅକ୍ଷୟ ମହାନ୍ତିଙ୍କ ୧୮ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି। ବରିଷ୍ଠ ସାମ୍ବାଦିକ ସୁଧିରେନ୍ଦ୍ର ପରିଜାଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ସମାରୋହକୁ ପ୍ରଦୀପ ଜାଳି ଉଦ୍‌ଘାଟନ କରିଥିଲେ ଜେଏସ୍‌ପିଏଲ୍‌ ସିଏସ୍‌ଆର‌୍‌ ବିଭାଗର…

Continue Readingଅକ୍ଷୟ ଶ୍ରାଦ୍ଧ ଦିବସ

ତିନି ବଲେରୋ ସହ ୫ ଶହ ଲିଟର ଡିଜେଲ ଜବତ

ତାଳଚେର: ତାଳଚେର ଲିଙ୍ଗରାଜ କୋଇଲା ଖଣିରୁ ତେଲ ଚୋରି ବେଳେ ସୋମବାର ୬ ଜଣଙ୍କୁ କାବୁ କରିଛନ୍ତି ସୁରକ୍ଷାକର୍ମୀ। ସେମାନଙ୍କଠାରୁ ୫ଶହ ଲିଟର ଡିଜେଲ, ୩ଟି ବଲେରୋ ଗାଡି ଜବତ କରିଛି ପୁଲିସ୍। ଗିରଫ ଅଭିଯୁକ୍ତ ପରଜଙ୍ଗ ଥାନା କନ୍ଦରସିଙ୍ଗା ଗ୍ରାମର…

Continue Readingତିନି ବଲେରୋ ସହ ୫ ଶହ ଲିଟର ଡିଜେଲ ଜବତ

ଗଡ଼ିଲା ମଧୁମେହ ସଚେତନତା ରଥ

ଅନୁଗୁଳ: ଶନିବାର ତଥା ବିଶ୍ବ ମଧୁମେହ ଦିବସ ଅବସରରେ ଏକ ସଚେତନତା ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ଅନୁଗୁଳର ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଶତପଥୀ। ଖାଦ୍ୟପେୟରେ ନିୟନ୍ତ୍ରଣ, ବ୍ୟାୟାମ ଏବ˚ ନିୟମିତ ଔଷଧ ସେବନ ଦ୍ବାରା ମଧୁମେହ ରୋଗକୁ…

Continue Readingଗଡ଼ିଲା ମଧୁମେହ ସଚେତନତା ରଥ

ଅନୁଗୁଳରେ ଜାତୀୟ ପ୍ରେସ୍‌ ଦିବସ

ଅନୁଗୁଳ: ପୌରପାଳିକା ଟାଉନ୍‌ହଲ୍‌ରେ ଜାତୀୟ ପ୍ରେସ୍‌ ଦିବସ ପାଳିତ ହୋଇଯାଇଛି। ବରିଷ୍ଠ ସାମ୍ବାଦିକ ସ˚ଗ୍ରାମ ରଞ୍ଜନ ଦାସଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ସମାରୋହକୁ ପ୍ରଦୀପ ପ୍ରଜ୍ଜ୍ବଳନ କରି ଉଦ୍‌ଘାଟନ କରିଥିଲେ ଢେଙ୍କାନାଳ ସା˚ସଦ ମହେଶ ସାହୁ। ସାମ୍ବାଦିକମାନେ ରାଷ୍ଟ୍ରର, ଗଣତନ୍ତ୍ରର ସୁରକ୍ଷାକାରୀ।…

Continue Readingଅନୁଗୁଳରେ ଜାତୀୟ ପ୍ରେସ୍‌ ଦିବସ

ଜିଲ୍ଲାରେ କରୋନା ସ˚କ୍ରମଣ ଖସୁଛି

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ କରୋନା ସ˚କ୍ରମଣ କମୁଥିବା ଲକ୍ଷ୍ୟ କରାଯାଉଛି। ଏକଦା ସାପ୍ତାହିକ ହାରାହାରି ସ˚କ୍ରମଣ ୧୨୦ରୁ ୧୪୦ ଥିବା ବେଳେ ଏବେ ଏହା ୭୦ରୁ ୮୦ କୁ ଖସିଛି। ଗତ ୫ ଦିନରେ ସ˚କ୍ରମଣ ସ୍ଥିତିରେ ସୁଧାର ଆସିଛି। ୧୧…

Continue Readingଜିଲ୍ଲାରେ କରୋନା ସ˚କ୍ରମଣ ଖସୁଛି

ଖୁବ୍‌ ଶୀଘ୍ର ଖୋଲିବ ୪ଟି କମର୍ସିଆଲ୍‌ କୋର୍ଟ

ଅନୁଗୁଳ: ରାଜ୍ୟ ସରକାର ୪ଟି କମର୍ସିଆଲ୍‌ କୋର୍ଟ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। କଟକ, ଭୁବନେଶ୍ବର, ବ୍ରହ୍ମପୁର ଏବ˚ ସମ୍ବଲପୁରରେ ଏହି କୋର୍ଟଗୁଡ଼ିକ ଖୋଲିବ। ଉଚ୍ଚ ନ୍ୟାୟାଳୟର ପରାମର୍ଶକ୍ରମେ ଏହି କୋର୍ଟଗୁଡ଼ିକ ଖୋଲିବାକୁ ଯାଉଛି। ତେବେ କଟକ କୋର୍ଟ ଅଧୀନରେ ଅନୁଗୁଳ, ଢେଙ୍କାନାଳ…

Continue Readingଖୁବ୍‌ ଶୀଘ୍ର ଖୋଲିବ ୪ଟି କମର୍ସିଆଲ୍‌ କୋର୍ଟ

ଅନୁଗୁଳରେ ନିରାଡ଼ମ୍ବର ଦୀପାବଳି

ଅନୁଗୁଳ: ମହାମାରୀ କରୋନାର ଭୟାବହତା ଓ ରାଜ୍ୟ ସରକାରଙ୍କ କରୋନା କଟକଣା ଯୋଗୁ ଚଳିତବର୍ଷ ଜିଲ୍ଲାବାସୀ ନିରାଡମ୍ବର ଭାବରେ ଦୀପାବଳି ପାଳନ କରିଛନ୍ତି । କରୋନା ଯୋଗୁ ପୂର୍ବରୁ ବିଭିନ୍ନ ପର୍ବପର୍ବାଣୀ ପ୍ରଭାବିତ ହୋଇଥିବା ବେଳେ ଏବେ ଏହାର ପ୍ରଭାବ ଦେଖିବାକୁ…

Continue Readingଅନୁଗୁଳରେ ନିରାଡ଼ମ୍ବର ଦୀପାବଳି