ମହିଳାଙ୍କୁ ଟଣାଓଟରା ଅଭିଯୋଗ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମହିଧରପୁର ଫାଣ୍ଡି ଅଞ୍ଚଳରେ ୩୨ ବର୍ଷର ଜଣେ ବିବାହିତ ମହିଳାଙ୍କୁ ଜଣେ ବିବାହିତ ଯୁବକ ଅସଦ ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ମହିଳା ଜଣକ ଗାଁ ପୋଖରୀକୁ ସୋମବାର ଅପରାହ୍ନରେ ଗାଧୋଇବାକୁ…

Continue Readingମହିଳାଙ୍କୁ ଟଣାଓଟରା ଅଭିଯୋଗ

ଅନୁଗୁଳରେ ଭାରତ ବନ୍ଦ ସଫଳ

ଅନୁଗୁଳ : ଅନୁଗୁଳରେ ଭାରତ ବନ୍ଦ ସଫଳ ହୋଇଛି। ତିନୋଟି କୃଷି ଆଇନ ସହ ବିଦ୍ୟୁତ ସଂଶୋଧନ ଆଇନ୍ ୨୦୨୧କୁ ବାତିଲ କରିବା ଏବଂ ଉତ୍ପାଦିତ କୃଷିଜାତ ଦ୍ରବ୍ୟର ଏମ୍ଏସପିକୁ ଆଇନସିଦ୍ଧ କରିବା ଦାବିରେ ଦୀର୍ଘ ଦଶମାସ ଧରି ଦିଲ୍ଲୀ ସୀମାରେ…

Continue Readingଅନୁଗୁଳରେ ଭାରତ ବନ୍ଦ ସଫଳ

ନାଲକୋ ଏସିଏସଟି କର୍ମଚାରୀ ସଂଘ ପକ୍ଷରୁ ପୁନାଚୁକ୍ତି ଦିବସ

ଅନୁଗୁଳ : ଅନୁଗୁଳ ଜିଲ୍ଲା ନାଲକୋ ଏସିଏସଟି କର୍ମଚାରୀ ସଂଘ ପକ୍ଷରୁ ପୁନା ଚୁକ୍ତି ଦିବସ ପାଳିତ ହୋଇଯାଇଛି। ଭରଚୁଆଲ ମିଟିଙ୍ଗ ମାଧ୍ୟମରେ ଏହାକୁ ପାଳନ କରାଯାଇଥିଲା। ସଙ୍ଘର ସଭାପତି କେଦାର ନାଥ ଦେହୁରୀ ବୈଠକରେ ସଭାପତିତ୍ୱ କରିଥିଲେ। ଜିଏମ୍ ଅନିଲ…

Continue Readingନାଲକୋ ଏସିଏସଟି କର୍ମଚାରୀ ସଂଘ ପକ୍ଷରୁ ପୁନାଚୁକ୍ତି ଦିବସ

ଧାରଣାରେ ସାମିଲ ହେଲେ ବିଧାୟକ

ଅନୁଗୁଳ: ଚାଳକ ନିଯୁକ୍ତି ଦାବିରେ ଅନୁଗୁଳ ଜିଲ୍ଲା କଣିହାଁ କୋଇଲା ଖଣି ପରିସରରେ ଆରଏସ୍ଏସ୍ ଠିକାସଂସ୍ଥା ଗ୍ୟାରେଜ୍ ସମ୍ମୁଖରେ ଶନିବାର ପୂର୍ବାହ୍ନରୁ ଧାରଣା ଦିଆଯାଇଛି। ମହାନଦୀ କୋଲ୍ ଫିଲ୍ମ କଂଟ୍ରାକଚୁଆଲ୍ ୱାର୍କର୍ସ ୟୁନିଅନ୍‌ର ସାଧାରଣ ସମ୍ପାଦକ ନରହରି ସାହୁଙ୍କ ନେତୃତ୍ବରେ ୭୯…

Continue Readingଧାରଣାରେ ସାମିଲ ହେଲେ ବିଧାୟକ

ବସୁଧା ଯୋଜନାରେ ଗାଁ’କୁ ପାଣି ଯୋଗାଇବା ପାଇଁ ଦାବିପତ୍ର

ଅନୁଗୁଳ: ଅନୁଗୁଳ ବ୍ଳକ୍ ନନ୍ଦପୁର ଗ୍ରାମ ପଞ୍ଚାୟତର ସମସ୍ତ ଗାଁ’କୁ ବସୁଧା ଯୋଜନାରେ ପାନୀୟ ଜଳ ଯୋଗାଇ ଦେବାକୁ ଦାବି ହୋଇଛି। କଂଗ୍ରେସର ଛାତ୍ର ନେତା ସ୍ବାଧୀନ ଦେହୁରୀଙ୍କ ନେତୃତ୍ବରେ ଶୁକ୍ରବାର ଏ ସଂକ୍ରାନ୍ତରେ ଏକ ଦାବିପତ୍ର ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର…

Continue Readingବସୁଧା ଯୋଜନାରେ ଗାଁ’କୁ ପାଣି ଯୋଗାଇବା ପାଇଁ ଦାବିପତ୍ର

ଯୁବକଙ୍କୁ ହତ୍ୟା ଅଭିଯୋଗ

ଅନୁଗୁଳ : ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ରୁଗୁଡ଼ିଆପଡ଼ାରେ ଜଣେ ଯୁବକ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଇଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ରୁଗୁଡ଼ିଆପଡ଼ା ଶଶୁର ଘରେ ଗୁରଙ୍ଗ ଗାଁର ଭିକାରୀ ଓରଫ ନରେନ୍ଦ୍ର ନାଏକ(୨୮) ରହୁଥିଲେ। ସେ ଜଣେ…

Continue Readingଯୁବକଙ୍କୁ ହତ୍ୟା ଅଭିଯୋଗ

ବନ୍ୟାରେ ଭାସିଯାଇଥିବା ବ୍ୟକ୍ତିଙ୍କ କଙ୍କାଳ ଠାବ

ଅନୁଗୁଳ : ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ପୋକତୁଙ୍ଗା ବାଘୁଅକଟା ଠାରେ ନନ୍ଦିରା ନାଳରେ ଜଣେ ବ୍ୟକ୍ତଙ୍କ କଙ୍କାଳ ଶନିବାର ଠାବ କରାଯାଇଛି। ଏହି କଙ୍କାଳ ଗତ ୧୩ ତାରିଖରେ ବନ୍ୟା ଜଳରେ ଭାସି ଯାଇଥିବା ପାତେଳି ଗାଁର ରହୁଥିବା…

Continue Readingବନ୍ୟାରେ ଭାସିଯାଇଥିବା ବ୍ୟକ୍ତିଙ୍କ କଙ୍କାଳ ଠାବ

ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନ ଓ ପଣ୍ଡିତ ଦିନଦୟାଲଙ୍କ ଜନ୍ମ ଜୟନ୍ତୀ ଅବସରରେ ରକ୍ତ ଦାନ ଶିବିର

ଅନୁଗୁଳ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନ ଓ ପଣ୍ଡିତ ଦୀନଦୟାଲ ଉପଧ୍ୟାୟଙ୍କ ଜନ୍ମ ଜୟନ୍ତୀ ପାଳନ ଅବସରରେ ବିଜେପି ଅନୁଗୁଳ ଶାଖା ତରଫରୁ ଶନିବାର ଏକ ରକ୍ତଦାନ ଶିବିର ଅୟୋଜିତ ହୋଇଯାଇଛି। ଜିଲ୍ଲା କଳାକେନ୍ଦ୍ରଠାରେ ଆୟୋଜିତ ଏହି ଶିବିର ସକାଳ…

Continue Readingନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନ ଓ ପଣ୍ଡିତ ଦିନଦୟାଲଙ୍କ ଜନ୍ମ ଜୟନ୍ତୀ ଅବସରରେ ରକ୍ତ ଦାନ ଶିବିର

ମୃତ ସୁରକ୍ଷାକର୍ମୀଙ୍କ ପତ୍ନୀଙ୍କୁ ନିଯୁକ୍ତି ଦାବି: ଏମ୍‌ସିଏଲ୍‌ ଜିଏମ୍ କାର୍ଯ୍ୟାଳୟରେ ଧାରଣା

ଅନୁଗୁଳ: ମୃତ ଘରୋଇ ସୁରକ୍ଷାକର୍ମୀଙ୍କ ପତ୍ନୀଙ୍କୁ ନିଯୁକ୍ତି ଦାବି କରି ଶୁକ୍ରବାର ଏମସିଏଲ ଜଗନ୍ନାଥ କୋଇଲା କ୍ଷେତ୍ରର ମହାପ୍ରବନ୍ଧକଙ୍କ କର୍ଯ୍ୟାଳୟ ସମ୍ମୁଖରେ ଘଣ୍ଟପଡ଼ା ଗ୍ରାମବାସୀଙ୍କ ସହ ମୃତକଙ୍କ ପତ୍ନୀ ଧାରଣା ଦେଇଥିଲେ। ତାଳଚେର ବ୍ଲକ୍ ଘଣ୍ଟପଡ଼ା ଗ୍ରାମର ସୁଶୀଲ ସାହୁ ସୁରକ୍ଷାକର୍ମୀ…

Continue Readingମୃତ ସୁରକ୍ଷାକର୍ମୀଙ୍କ ପତ୍ନୀଙ୍କୁ ନିଯୁକ୍ତି ଦାବି: ଏମ୍‌ସିଏଲ୍‌ ଜିଏମ୍ କାର୍ଯ୍ୟାଳୟରେ ଧାରଣା

ଚା’ ଦୋକାନରୁ ଚୋରି

ଅନୁଗୁଳ: ଗୁରୁବାର ବିଳମ୍ବିତ ରାତିରେ ବସଷ୍ଟାଣ୍ଡ ନିକଟରେ ଥିବା ଏକ ଚା’ ଦୋକାନରୁ ଚୋରି ହୋଇଛି । ଦୁର୍ବୃତ୍ତ ଦୋକାନରୁ ଗ୍ୟାସ୍, ପାନ ମସଲା ଓ ଏକ ହଜାରରୁ ଊର୍ଦ୍ଧ୍ବ ଟଙ୍କା ଚୋରି କରି ଚମ୍ପଟ୍ ମାରିଛନ୍ତି। ଏ ନେଇ ଥାନାରେ…

Continue Readingଚା’ ଦୋକାନରୁ ଚୋରି