ପର୍ଯ୍ୟଟକଙ୍କୁ ମିଳିବ ଘରୋଇ ଅନୁଭୂତି, ଟିକରପଡ଼ାରେ ହେବ ହୋମ୍ ଷ୍ଟେ’

ଅନୁଗୁଳ: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ପ୍ରକୃତିର ଗନ୍ତାଘର ସାତକୋଶିଆକୁ ଏଣିକି ବୁଲିବାକୁ ଆସିଲେ ରହିବନି ରହଣି ସମସ୍ୟା। ସରକାର ଖୁବ୍‌ଶୀଘ୍ର ଟିକରପଡ଼ାରେ ହୋମ୍ ଷ୍ଟେ’ ବ୍ୟବସ୍ଥା କରିବାକୁ ଯାଉଛନ୍ତି। ପର୍ଯ୍ୟଟକଙ୍କୁ ଘରୋଇ ବାତାବରଣର ନିଆରା ଅନୁଭୂତି ସାଙ୍ଗକୁ ଘର ମାଲିକଙ୍କୁ…

Continue Readingପର୍ଯ୍ୟଟକଙ୍କୁ ମିଳିବ ଘରୋଇ ଅନୁଭୂତି, ଟିକରପଡ଼ାରେ ହେବ ହୋମ୍ ଷ୍ଟେ’

ବନ୍ଧା ହେଲା ଛିନତାଇ ଅଭିଯୁକ୍ତ

ଅନୁଗୁଳ: ସହର ଓ ଏହାର ଉପକଣ୍ଠରେ ଛିନ୍‌ତାଇ କରି ଆତଙ୍କ ଖେଳାଇଥିବା ଜଣେ ଅଭିଯୁକ୍ତକୁ ଗିରଫ କରିଛି ଅନୁଗୁଳ ସଦର ଥାନା ପୁଲିସ୍ । ଗିରଫ ଅଭିଯୁକ୍ତ ହେଲା, ରାହୁଲ୍ ମିଶ୍ର(୨୩) । ତା’ର ଘର ହେମସୁରପଡ଼ାରେ। ପୁଲିସ୍ ସୂଚନା ମୁତାବକ,…

Continue Readingବନ୍ଧା ହେଲା ଛିନତାଇ ଅଭିଯୁକ୍ତ

ଶୈଳଶ୍ରୀ କ୍ଷେତ୍ରରେ ସ୍ନାନଯାତ୍ରା ପାଇଁ ପ୍ରସ୍ତୁତି ଜୋରଦାର, ଆଜି ସେବକଙ୍କ କୋଭିଡ୍ ପରୀକ୍ଷା

ଅନୁଗୁଳ: କରୋନା କଷଣ ଜାରି ରହିଛି। ବିପତ୍ତି ଟଳିନଥିବାରୁ ଏଥର ବି ପରଦା ପଛରେ ହେବ ବିଶ୍ଵନିୟନ୍ତା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ସ୍ନାନଯାତ୍ରା। ସ୍ନାନ ମଣ୍ଡପରେ ଦାରୁଦିଅଁମାନଙ୍କୁ ଦେଖିବାର ମଉକା ହରାଇବେ ଭକ୍ତ । ଭଗବାନଙ୍କ ଦିବ୍ୟରୂପ ଦର୍ଶନରୁ ବଞ୍ଚିତ…

Continue Readingଶୈଳଶ୍ରୀ କ୍ଷେତ୍ରରେ ସ୍ନାନଯାତ୍ରା ପାଇଁ ପ୍ରସ୍ତୁତି ଜୋରଦାର, ଆଜି ସେବକଙ୍କ କୋଭିଡ୍ ପରୀକ୍ଷା

ଜିଲ୍ଲାକୁ ଆସିଲେ ଆଉ ୧୦ ବିଶେଷଜ୍ଞ ଡାକ୍ତର

ଅନୁଗୁଳ: ଜିଲ୍ଲାରେ ଆଉ ୧୦ ଜଣ ବିଶେଷଜ୍ଞ ଡାକ୍ତରଙ୍କୁ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର। ଏମାନଙ୍କ ମଧ୍ୟରେ ଜଣେ ନିଶ୍ଚେତକ ବିଶେଷଜ୍ଞ ଥିବା ବେଳେ ଦୁଇ ୨ ଜଣ ଭେଷଜ, ୨ ଜଣ ଶଲ୍ୟ ବିଶେଷଜ୍ଞ, ଜଣେ ପ୍ରସୂତି ଓ ସ୍ତ୍ରୀ…

Continue Readingଜିଲ୍ଲାକୁ ଆସିଲେ ଆଉ ୧୦ ବିଶେଷଜ୍ଞ ଡାକ୍ତର

ନାବାଳିକାକୁ ଅପହରଣ, ଅଭିଯୁକ୍ତ ଗିରଫ

ଅନୁଗୁଳ: ଜଣେ ନାବାଳିକାକୁ ଅପହରଣ କରିବା ଅଭିଯୋଗରେ ଅନୁଗୁଳ ସଦର ଥାନା ପୁଲିସ୍ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ବନ୍ତଳା ଥାନା ଇଲାକା ମାଧପୁର ଗ୍ରାମର ପୁନିତ୍ ସାହୁ(୨୨) ବୋଲି ଜଣାପଡ଼ିଛି। ପୁଲିସ୍ ସୂଚନା ମୁତାବକ, ବନ୍ତଳା ଅଞ୍ଚଳର ଜଣେ…

Continue Readingନାବାଳିକାକୁ ଅପହରଣ, ଅଭିଯୁକ୍ତ ଗିରଫ

ଜୁଲାଇ ୨୫ରେ ସେନା ପ୍ରବେଶିକା ପରୀକ୍ଷା

ଅନୁଗୁଳ : ଭାରତୀୟ ସୈନ୍ୟ ବାହିନୀ ପ୍ରବେଶିକା ପରୀକ୍ଷା ପାଇଁ ମନୋନୀତ ହୋଇଥିବା ଅନୁଗୁଳ ଜିଲ୍ଲାର ପ୍ରାର୍ଥୀମାନଙ୍କ ପରୀକ୍ଷା ଆସନ୍ତା ଜୁଲାଇ ୨୫ ତାରିଖରେ ଅନୁଷ୍ଠିତ ହେବ। ଗୋପାଳପୁର ମିଲିଟାରୀ ଷ୍ଟେସନ୍‌ରେ ହେବାକୁ ଥିବା ଏହି ପରୀକ୍ଷା ପାଇଁ ଆଡମିଟ୍ କାର୍ଡ…

Continue Readingଜୁଲାଇ ୨୫ରେ ସେନା ପ୍ରବେଶିକା ପରୀକ୍ଷା

ଦିବାଲୋକରେ କଳାକନା ବୁଲାଇଲେ

ଅନୁଗୁଳ: ତାଳଚେର ରେମୁଆଁ ଅଞ୍ଚଳରେ ଭଡ଼ାରେ ରହୁଥିବା ତୁଷାରକାନ୍ତି ସେନାପତିଙ୍କ ଘରେ ଗୁରୁବାର କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ । ଘରେ କେହି ନଥିବା ବେଳେ ଦୁର୍ବୃତ୍ତମାନେ ଘରେ ପଶି ସୁନା ଗହଣା ସହ ନଗଦ ଟଙ୍କା ନେଇଯାଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା…

Continue Readingଦିବାଲୋକରେ କଳାକନା ବୁଲାଇଲେ

ସ୍କ୍ରାପ୍ ଜବତ, ଦୁଇ ଗିରଫ

ଅନୁଗୁଳ: ବଅଁରପାଳ ପୁଲିସ ବୁଧବାର ସନ୍ଧ୍ୟାରେ ପାଟ୍ରୋଲିଂ କରୁଥିବା ବେଳେ ଜୋରାଗାଡ଼ିଆ ଛକ ନିକଟରୁ ଏକ ସ୍କ୍ରାପ୍ ବୋଝେଇ ଗାଡ଼ି ଜବତ କରିଛି । ଏଥିରେ ସମ୍ପୃକ୍ତ ଦୁଇ ଯୁବକଙ୍କୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରାଯାଇଛି । ଦୁଇ…

Continue Readingସ୍କ୍ରାପ୍ ଜବତ, ଦୁଇ ଗିରଫ

ଖଟିଆରେ ବୁହାହେଲ ରୋଗୀ

ଅନୁଗୁଳ:ପାଳଲହଡା ଅଞ୍ଚଳରେ ଗାଁ କୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ପହଞ୍ଚି ପାରିଲାନି। ଫଳରେ ଖଟିଆରେ ଦେଢ କିଲୋମିଟର ବୁହା ହୋଇଛନ୍ତି ରୋଗୀ । ଏମିତି ଏକ ବିଚଳିତ କଲା ଭଳି ଚିତ୍ର ସାମ୍ନାକୁ ଆସିଛି ପାଳଲହଡା ଟାଉନ ଠାରୁ ମାତ୍ର ଦୁଇ…

Continue Readingଖଟିଆରେ ବୁହାହେଲ ରୋଗୀ

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ଅନୁଗୁଳ: କଣିହାଁ ବ୍ଲକ୍ ସମଲ ଥାନା ଅଞ୍ଚଳରେ ଗତ ସୋମବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି ।ସାଙ୍ଗସାଥୀଙ୍କୁ ଧରି ଶ୍ୱଶୁର ମାରଣାସ୍ତ୍ରରେ ଜ୍ଵାଇଁକୁ ଆକ୍ରମଣ କରିଛି । ଏ ନେଇ ଥାନାରେ ଅଭିଯୋଗ ହୋଇଥିବା ବେଳେ ପୁଲିସ ଏକ ମାମଲା…

Continue Readingଯୁବକଙ୍କୁ ମରଣାନ୍ତକ ଆକ୍ରମଣ