ମୁଖ୍ୟମନ୍ତ୍ରୀଙ୍କ ଅନୁଗୁଳ ଗସ୍ତକୁ ଜିଲ୍ଲା ଛାତ୍ର କଂଗ୍ରେସର ବିରୋଧ

ଅନୁଗୁଳ: ଆସନ୍ତା କଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁଗୁଳ ଆସୁଥିବା ବେଳେ ଏହି ଗସ୍ତକୁ ବିରୋଧ କରିଛି ଜିଲ୍ଲା ଛାତ୍ର କଂଗ୍ରେସ। ଜିଲ୍ଲା ଯୁବ କଂଗ୍ରେସ ଓ ଛାତ୍ର କଂଗ୍ରେସର କର୍ମକର୍ତ୍ତା ଗୁରୁବାର ସନ୍ଧ୍ୟାରେ ସହରର ବିଭିନ୍ନ ସ୍ଥାନରେ ମମିତା ମେହେରକୁ…

Continue Readingମୁଖ୍ୟମନ୍ତ୍ରୀଙ୍କ ଅନୁଗୁଳ ଗସ୍ତକୁ ଜିଲ୍ଲା ଛାତ୍ର କଂଗ୍ରେସର ବିରୋଧ

ଅଦିନିଆ ବର୍ଷା କ୍ଷୟକ୍ଷତି ନେଇ ଟୁଇଟ କଲେ ସୁପର୍ନୋ ଶତପଥି

ଅନୁଗୁଳ : ଅନୁଗୁଳ ଓ ଢ଼େଙ୍କାନାଳ ଜିଲ୍ଲାରେ ଗତ ୨ ଦିନତଳେ ଲଘୁଚାପ ଜନିତ ଅଦିନିଆ ବର୍ଷାରେ ବହୁ ପରିମାଣର ଫସଲ ହାନୀ ହୋଇଛି। ଏ ନେଇ ସମାଜସେବୀ ସୁପର୍ନୋ ଶତପଥି ତାଙ୍କ ଟୁଇଟରରେ ଅନୁଗୁଳ ଓ ଢ଼େଙ୍କାନାଳ ଜିଲ୍ଲାପାଳଙ୍କୁ ଏହାର…

Continue Readingଅଦିନିଆ ବର୍ଷା କ୍ଷୟକ୍ଷତି ନେଇ ଟୁଇଟ କଲେ ସୁପର୍ନୋ ଶତପଥି

ଟ୍ରକ୍ ଧକ୍କାରେ ସ୍କୁଟର ଆରୋହୀ ମୃତ, କ୍ଷତି ପୂରଣ ଦାବିରେ ରାସ୍ତା ରୋକ

ଅନୁଗୁଳ : ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥ ନାଲକୋ ନଗର ଏଫସିଆଇ ଛକ ନିକଟରେ ଗୁରୁବାର ମଧ୍ୟାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ସ୍କୁଟର ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା…

Continue Readingଟ୍ରକ୍ ଧକ୍କାରେ ସ୍କୁଟର ଆରୋହୀ ମୃତ, କ୍ଷତି ପୂରଣ ଦାବିରେ ରାସ୍ତା ରୋକ

ଯୁକ୍ତ୨ ପାଇଁ ପୁଣିଥରେ ନାମଲେଖା, ଆଜିଠୁ ଆବେଦନ

ଅନୁଗୁଳ : ଯୁକ୍ତ୨ରେ ଖାଲିଥିବା ସିଟ୍ ପୂରଣ ପାଇଁ ତୃତୀୟ ପର୍ଯ୍ୟାୟ ନାମଲେଖା ଅନୁଷ୍ଠିତ ହେବ। କଳା, ବାଣିଜ୍ୟ, ବିଜ୍ଞାନ, ଧନ୍ଦାମୂଳକ ଶିକ୍ଷା ଓ ସଂସ୍କୃତ ପାଠ୍ୟକ୍ରମରେ ନାମ ଲେଖାଇବାକୁ ଥିବା ଆଶାୟୀ ଛାତ୍ରଛାତ୍ରୀ ନଭେମ୍ବର ୧୮ ତଥା ଗୁରୁବାର ପୂର୍ବାହ୍ନ…

Continue Readingଯୁକ୍ତ୨ ପାଇଁ ପୁଣିଥରେ ନାମଲେଖା, ଆଜିଠୁ ଆବେଦନ

ଅନୁଗୋଳ ଜିଲା ସାମ୍ବାଦିକ ସଂଘ ପକ୍ଷରୁ ପ୍ରେସ ଦିବସ ପାଳନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ସ୍ଥାନୀୟ ଏୟୁସିସି ବ୍ୟାଙ୍କ ସମ୍ମିଳନୀ କକ୍ଷରେ ପାଳିତ ହୋଇଛି। ସଂଘର ସଭାପତି ଦ୍ବାରିକା ପ୍ରସାଦ ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନିମନ୍ତ୍ରିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ…

Continue Readingଅନୁଗୋଳ ଜିଲା ସାମ୍ବାଦିକ ସଂଘ ପକ୍ଷରୁ ପ୍ରେସ ଦିବସ ପାଳନ

ଦକ୍ଷତା ବିକାଶ କେନ୍ଦ୍ର ଖୋଲିବାକୁ ଦାବି

ଅନୁଗୁଳ: ଭାରତୀୟ ମଜଦୂର ସଙ୍ଘ (ବିଏମଏସ) ସଂଲଗ୍ନ କୋଇଲା ଉଦ୍ୟୋଗ ମହାସଂଘ ଅଖିଳ ଭାରତୀୟ ଖଦାନ ମଜଦୂର ସଙ୍ଘର (ଏବିକେଏମଏସ) କେନ୍ଦ୍ରୀୟ ନେତୃବୃନ୍ଦ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ତାଙ୍କ ଦିଲ୍ଲୀସ୍ଥିତ ବାସ ଭବନରେ ସାକ୍ଷାତ…

Continue Readingଦକ୍ଷତା ବିକାଶ କେନ୍ଦ୍ର ଖୋଲିବାକୁ ଦାବି

ସତ୍ୟର ପକ୍ଷ ନିଅନ୍ତୁ ସାମ୍ବାଦିକ

ଅନୁଗୁଳ: ଗଣତନ୍ତ୍ରକୁ ବିପତ୍ତି ପଡ଼ିଥିବା ବେଳେ ଗଣମାଧ୍ୟମ ହିଁ ଏହାକୁ ସଜାଡ଼ିବାରେ ଭୂମିକା ନେଇଛି। ଏବେ ବି ଗଣତନ୍ତ୍ର ଉପରେ ବାରମ୍ବାର ବିପଦ ଆସିବା ସହ ଅର୍ଥନୀତି କ୍ଷେତ୍ରରେ ମାନ୍ଦାବସ୍ଥା ଦେଖାଦେଇଛି। ଏହି ସନ୍ଧିକ୍ଷଣରେ ଗଣମାଧ୍ୟମ ଜାଗ୍ରତ ପ୍ରହରୀ ସାଜି ଗଣତନ୍ତ୍ରକୁ…

Continue Readingସତ୍ୟର ପକ୍ଷ ନିଅନ୍ତୁ ସାମ୍ବାଦିକ

କେନ୍ଦ୍ର ଯୋଜନା ନେଇ ବିଜେପିର ବୈଠକ

ଅନୁଗୁଳ : କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର କାର୍ଯ୍ୟକାରିତାକୁ ନେଇ ଅନୁଗୁଳ ଜିଲ୍ଲା ବିଜେପିର ଏକ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନ ଅଧ୍ୟକ୍ଷତା କରିଥିଲେ। ବୈଠକରେ ପୂର୍ବତନ ସାଂସଦ…

Continue Readingକେନ୍ଦ୍ର ଯୋଜନା ନେଇ ବିଜେପିର ବୈଠକ

ସ୍ୱାଭାବିକ ଟ୍ରେନ୍ ଚଳାଚଳ ଦାବିରେ ଷ୍ଟେସନ ନିକଟରେ ଧାରଣା

ଅନୁଗୁଳ : ଅନୁଗୁଳ ଜିଲ୍ଲା ଏସୟୁସିଆଇ (କମ୍ୟୁନିଷ୍ଟ) ପକ୍ଷରୁ ସ୍ଵାଭାବିକ ଟ୍ରେନ୍ ଚଳାଚଳ ଦାବିରେ ବୁଧବାର ଷ୍ଟେସନ ନିକଟରେ ଧାରଣା ଦିଆଯାଇଛି। କରୋନା ସଂକ୍ରମଣ କମିବା ପରେ ସାଧାରଣ ଜୀବନଯାତ୍ରା ଅନେକାଂଶରେ ସ୍ଵାଭାବିକ ହୋଇଛି । ଅର୍ଥନୀତିର ଜୀବନରେଖା କୁହାଯାଉଥିବା ରେଳପଥରେ…

Continue Readingସ୍ୱାଭାବିକ ଟ୍ରେନ୍ ଚଳାଚଳ ଦାବିରେ ଷ୍ଟେସନ ନିକଟରେ ଧାରଣା

ଓପି ଜିନ୍ଦଲ ସ୍କୁଲର ଡିଜିଟାଲ ଲାଇବ୍ରେରି ଉନ୍ମୋଚିତ

ଅନୁଗୁଳ: ଡିଜିଟାଲ କ୍ରାନ୍ତିରେ ସାମିଲ ହୋଇ ଅନୁଗୁଳ ଜିଲ୍ଲା ଜିନ୍ଦଲ ନଗର ସ୍ଥିତ ଓପି ଜିନ୍ଦଲ ସ୍କୁଲ ମଙ୍ଗଳବାର ତାହାର ଡିଜିଟାଲ ଲାଇବ୍ରେରି ଉନ୍ମୋଚିତ କରିଛି। ଏହା ଦ୍ବାରା ବିଶ୍ଵର କୋଣ ଅନୁକୋଣରେ ରହୁଥିବା ସମସ୍ତେ ଦେଖି ପାରିବେ। ଏହି ଅବସରରେ…

Continue Readingଓପି ଜିନ୍ଦଲ ସ୍କୁଲର ଡିଜିଟାଲ ଲାଇବ୍ରେରି ଉନ୍ମୋଚିତ