ଅନୁଗୁଳରେ ଗୁଟକା କଳାବଜାରୀ

ଅନୁଗୁଳ: ଲକ୍‌ଡ଼ାଉନ ଆଳରେ ଅନୁଗୁଳରେ କେତେକ ଅସାଧୁ ବ୍ୟବସାୟୀ ବିଭିନ୍ନ ସାମଗ୍ରୀର କଳାବଜାରୀ ଆରମ୍ଭ କରିଦେଇଛନ୍ତି। ବିଶେଷକରି ଗୁଟକା ଓ ସିଗାରେଟ୍ ଚଢ଼ା ଦରରେ ବିକ୍ରି ହେଉଥିବା ଅଭିଯୋଗ ହୋଇଛି। ଅସାଧୁ ହୋଲସେଲ ବ୍ୟବସାୟୀଙ୍କ ଲାଭଖୋର ମନୋବୃତ୍ତି ଯୋଗୁ ୫ଟଙ୍କାର ଗୁଟକା…

Continue Readingଅନୁଗୁଳରେ ଗୁଟକା କଳାବଜାରୀ

ଆଦୃତା ଶିଶୁ ସଦନରେ କରୋନା; ୬୦ ଅନ୍ତେବାସୀ ଆକ୍ରାନ୍ତ

ଅନୁଗୁଳ: ଶିଳ୍ପନଗରୀ ଅନୁଗୁଳରେ ହୁ ହୁ ହୋଇ ବଢ଼ୁଛି କରୋନ ସଂକ୍ରମଣ । ଜିଲ୍ଲାର ପ୍ରତିଟି ଅଞ୍ଚଳକୁ ମାଡ଼ି ସାରିଲାଣି ଏହି ଅଦୃଶ୍ୟ ଭୂତାଣୁ । ଏଥିରୁ ବାଦ୍ ପଡ଼ିନି ପଞ୍ଚମହଲା ସ୍ଥିତ ଆଦୃତା ଶିଶୁ ସଦନ । ସବୁଠୁ ସମ୍ବେଦନଶୀଳ…

Continue Readingଆଦୃତା ଶିଶୁ ସଦନରେ କରୋନା; ୬୦ ଅନ୍ତେବାସୀ ଆକ୍ରାନ୍ତ

ପୁଲିସ ଯାଞ୍ଚ, ଅମାନିଆଙ୍କୁ ଜରିମାନା

ଅନୁଗୁଳ: କରୋନା ଅଞ୍ଚଳରେ ଆତଙ୍କ ଖେଳାଇଲାଣି। ଏହା ସତ୍ତ୍ବେ ଅନେକ ଲୋକ ଆବଶ୍ୟକ କଟକଣା ମାନିବାକୁ ନାରାଜ। ଏହିଭଳି ଅମାନିଆଙ୍କ ପ୍ରତି ପ୍ରଶାସନ ପକ୍ଷରୁ ମଙ୍ଗଳବାର ପଦକ୍ଷେପ ନିଆଯାଇଛି। ପାଳଲହଡ଼ା ଟାଉନ ରାମାୟଣ ଛକ, ବଜାର ଛକ ଓ ନୂଆ ବସସ୍ଟାଣ୍ଡରେ…

Continue Readingପୁଲିସ ଯାଞ୍ଚ, ଅମାନିଆଙ୍କୁ ଜରିମାନା

କୋଭିଡ୍ କଟକଣା ଉଲ୍ଲଙ୍ଘନ, ମିଠା ଦୋକାନ ସିଲ୍

ଅନୁଗୁଳ: କରୋନା କଟକଣା ଉଲଂଘନ ନେଇ ନାଲ୍‌କୋ ଥାନା କାଣ୍ଡସରସ୍ଥିତ ଏକ ମିଠା ଦୋକାନ ସିଲ୍‌ କରିଦେଇଛି ପୁଲିସ । ସପ୍ତାହାନ୍ତ ସଟ୍‌ଡାଉନ୍ ବେଳେ ବି ଦୋକାନ ଖୋଲାଯିବା ନେଇ ନାଲ୍‌କୋ ପୁଲିସ ତାଙ୍କୁ ତାଗିଦ୍ କରିଥିଲା। ପୁଲିସ ବାରଣକୁ ଭ୍ରୂକ୍ଷେପ…

Continue Readingକୋଭିଡ୍ କଟକଣା ଉଲ୍ଲଙ୍ଘନ, ମିଠା ଦୋକାନ ସିଲ୍

ହୋଟେଲ୍‌ରେ ମଦ କାରବାର, ମାଲିକ ଗିରଫ

ଅନୁଗୁଳ: ଲକ୍‌ଡାଉନ୍ କଟକଣା ବେଳେ କେବଳ ହୋଟେଲ୍‌ରୁ ପାର୍ସଲ ଦିଆଯିବାକୁ କଟକଣା କୋହଳ କରାଯାଇଥିବା ବେଳେ ବେଧଡ଼କ ଚାଲିଥିଲା ମଦ କାରବାର । ଏ ନେଇ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ପ୍ରଶାସନ ଓ ପୁଲିସର ମିଳିତ ସ୍କ୍ଵାଡ ମଙ୍ଗଳବାର ପୂର୍ବାହ୍ନରେ…

Continue Readingହୋଟେଲ୍‌ରେ ମଦ କାରବାର, ମାଲିକ ଗିରଫ

ଆଠମଲ୍ଲିକରେ ସଂକ୍ରମଣ ବୃଦ୍ଧି

ଅନୁଗୁଳ: ଆଠମଲ୍ଲିକ ଏନଏସିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ସଂକ୍ରମଣ ବୃଦ୍ଧିକୁ ଲକ୍ଷ୍ୟ କରି ଆଠମଲ୍ଲିକ ପ୍ରଶାସନ ସହରର ବିଭିନ୍ନ ୱାର୍ଡକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରୁଛନ୍ତି । ସୋମବାର ଆଠମଲ୍ଲିକ ସହରର ୨ ନମ୍ବର ୱାର୍ଡର ରମେଶ୍ବରପାଟଣା…

Continue Readingଆଠମଲ୍ଲିକରେ ସଂକ୍ରମଣ ବୃଦ୍ଧି

ଚାକିରି ଦେବା ନାଁରେ ଠକେଇ ଘଟଣା,ପୁଲିସ୍ ପଞ୍ଝାରେ ମାଷ୍ଟର୍‌ମାଇଣ୍ଡ୍ ବାପ-ପୁଅ

ଅନୁଗୁଳ : ଠକେଇ ଗ୍ୟାଙ୍ଗ୍‌ରେ ବାପ-ପୁଅ ମେଳି। ଚାକିରି ଦେବାକୁ କହି ଶିକ୍ଷିତ ବେକାର ଯୁବକଙ୍କୁ ଠକୁଥିଲେ । ଶତାଧିକ ଯୁବକଙ୍କୁ ଚାକିରି ନାଁ’ରେ ଚୂନ ଲଗାଇଛନ୍ତି। କାହାଠୁ ୪ ଲକ୍ଷ ତ ଆଉ କାହାଠୁ ୫ ଲକ୍ଷ ଟଙ୍କା ଠକିନେଇ…

Continue Readingଚାକିରି ଦେବା ନାଁରେ ଠକେଇ ଘଟଣା,ପୁଲିସ୍ ପଞ୍ଝାରେ ମାଷ୍ଟର୍‌ମାଇଣ୍ଡ୍ ବାପ-ପୁଅ

୩ କୁଇଣ୍ଟାଲ କେନ୍ଦୁପତ୍ର ଜବତ, ଜଣେ ଗିରଫ

ଅନୁଗୁଳ: ଆଠମଲ୍ଲିକ ବନଖଣ୍ଡ ଧଣ୍ଡାତୋପା ବନାଞ୍ଚଳର ଚିନ୍ତାମଣିପୁର ଗ୍ରାମରୁ ଏକ ଅଟୋରିକ୍‌ସା ସହ ୩ କୁଇଣ୍ଟାଲ କେନ୍ଦୁପତ୍ର ଜବତ ହୋଇଛି । ଗାଡ଼ି ଚାଳକ ଫେରାର୍ ହୋଇଯାଇଥିବା ବେଳେ ତା’ର ସହଯୋଗୀ କିଶୋରନଗର ଥାନା ବଙ୍କାପଳସା ଗ୍ରାମର ଲବ ସାହୁ(୨୯) କୁ…

Continue Reading୩ କୁଇଣ୍ଟାଲ କେନ୍ଦୁପତ୍ର ଜବତ, ଜଣେ ଗିରଫ

ବାଇକ୍ ଚୋରି କରି ଦୁଇ ଗିରଫ, ଶିଳ୍ପସଂସ୍ଥାରେ ଥିଲେ ସୁରକ୍ଷାକର୍ମୀ, ତଡ଼ା ଖାଇଥିଲେ

ଅନୁଗୁଳ: ବଅଁରପାଳ ବ୍ଲକ୍‌ ତଥା ନାଲ୍‌କୋ ଥାନା କାଣ୍ଡସର ରୁଗୁଡ଼ିସାହିର ଶଙ୍କର ବେହେରାଙ୍କ ମଟର ସାଇକେଲ୍ (ଓଡ଼ି୩୫ବି-୮୬୩୫) ଚୋରି ଅଭିଯୋଗରେ ପୁଲିସ ଦୁଇ ଜଣ ଅଣଓଡ଼ିଆ ଯୁବକଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ଚୋରି ମଟର ସାଇକେଲ୍ ଉଦ୍ଧାର କରାଯାଇଥିବା ଭଡ଼ାଘର ତଲାସି…

Continue Readingବାଇକ୍ ଚୋରି କରି ଦୁଇ ଗିରଫ, ଶିଳ୍ପସଂସ୍ଥାରେ ଥିଲେ ସୁରକ୍ଷାକର୍ମୀ, ତଡ଼ା ଖାଇଥିଲେ

ଅନୁଗୁଳ ଜିଲ୍ଲାରେ ପ୍ରତିଷ୍ଠା ହେବ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ

ଅନୁଗୁଳ: ସୁନ୍ଦରଗଡ଼ ଏବଂ ଅନୁଗୁଳ ଜିଲ୍ଲାରେ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ହେବ। ଏଥିପାଇଁ ମହାନଦୀ କୋଲ  ଫିଲଡ଼ (ଏମସିଏଲ୍) ବୋର୍ଡ ଅନୁମୋଦନ ଦେଇଥିବାରୁ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।…

Continue Readingଅନୁଗୁଳ ଜିଲ୍ଲାରେ ପ୍ରତିଷ୍ଠା ହେବ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ