ଠାକୁରଗଡ଼ରେ ମାଇକ୍ରୋ କଣ୍ଟେନ୍‌ମେଣ୍ଟ୍‌ ଜୋନ୍

ଅନୁଗୁଳ: ଆଠମଲ୍ଲିକ ବ୍ଲକ୍‌ର ଠାକୁରଗଡ଼ ପଂଚାୟତ ଇଲାକାରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଉପଖଣ୍ଡ ପ୍ରଶାସନ ପକ୍ଷରୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି ଉପଜିଲ୍ଲାପାଳ ଲଳିତ ମାହନ ବେହେରା। ଠାକୁରଗଡ଼ର ବଳରାମ ପୃଷ୍ଟିଙ୍କ ଘର ଠାରୁ ଚିତ୍ର ନାୟକଙ୍କ ଘର…

Continue Readingଠାକୁରଗଡ଼ରେ ମାଇକ୍ରୋ କଣ୍ଟେନ୍‌ମେଣ୍ଟ୍‌ ଜୋନ୍

ସେନାବାହିନୀର ପ୍ରବେଶ ପରୀକ୍ଷା ସ୍ଥଗିତ

ଅନୁଗୁଳ: ରାଜ୍ୟରେ କରାଳ କାୟା ମେଲାଇ ଚାଲିଛି କରୋନା। ଦୈନିକ ସଂକ୍ରମଣ ଚିନ୍ତାଜନକ ଭାବେ ବଢ଼ିଚାଲିଛି। ଦ୍ରୁତ ସଂକ୍ରମଣକୁ ନଜରରେ ରଖି ଭାରତୀୟ ସୈନ୍ୟବାହିନୀର ସାଧାରଣ ପ୍ରବେଶିକା ପରୀକ୍ଷାକୁ ସ୍ଥଗିତ କରାଯାଇଛି। ପ୍ରବେଶିକା ପରୀକ୍ଷା ଆସନ୍ତା ୩୦ ତାରିଖରେ ହେବାର ଥିଲା।…

Continue Readingସେନାବାହିନୀର ପ୍ରବେଶ ପରୀକ୍ଷା ସ୍ଥଗିତ

ପୌରପାଳିକାରେ ଆରମ୍ଭ ହେଲା ସ୍କ୍ରିନିଂ

ଅନୁଗୁଳ: ଅନୁଗୁଳ ସହରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାରଠାରୁ ଅନୁଗୁଳ ପୌରାଞ୍ଚଳରେ ଘର ଘର ବୁଲି ସ୍ବାସ୍ଥ୍ୟ କର୍ମଚାରୀମାନେ ସ୍କ୍ରିନିଂ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ପ୍ରଥମ ଦିନରେ ଶିମିଳିପଡ଼ା ଅଞ୍ଚଳରେ ୬୦ଟି ଘରେ…

Continue Readingପୌରପାଳିକାରେ ଆରମ୍ଭ ହେଲା ସ୍କ୍ରିନିଂ

ଆକ୍ସିସ୍ ବ୍ୟାଙ୍କ୍ ଶାଖାରେ ଅଗ୍ନିକାଣ୍ଡ

ଅନୁଗୁଳ:ତାଳଚେର ଆକ୍ସିସ୍ ବ୍ୟାଙ୍କ ଶାଖାରେ ଶୁକ୍ରବାର ପୂର୍ବାହ୍ନରେ ହଠାତ୍ ନିଆଁ ଲାଗିବା ସହ ବ୍ୟାଙ୍କ୍ ଓ ଅଞ୍ଚଳ ଧୂଆଁମୟ ହୋଇପଡ଼ି ଥିଲା। କେହି କିଛି ବୁଝିବା ଆଗରୁ ସମସ୍ତେ ବାହାରକୁ ଧାଁ’ ଧପଡ଼ କରିଥିଲେ। ତେବେ ଏଥିରେ କୌଣସି ଧନଜୀବନ ହାନି…

Continue Readingଆକ୍ସିସ୍ ବ୍ୟାଙ୍କ୍ ଶାଖାରେ ଅଗ୍ନିକାଣ୍ଡ

ଯୋରାଗାଡ଼ିଆ-ଗଣ୍ଠିଗାଡ଼ିଆ କଣ୍ଟେନମେଣ୍ଟ ଘୋଷଣା

ଅନୁଗୁଳ: ବଅଁରପାଳ ବ୍ଳକ୍ ନୂଆହତା ପଞ୍ଚାୟତ ଯୋରାଗାଡ଼ିଆ ଏବଂ ଗଣ୍ଠିଗାଡ଼ିଆ ଗ୍ରାମକୁ ଆଜି ସକାଳୁ କଣ୍ଟେନମେଣ୍ଟ ଘୋଷଣା କରିଛି ବ୍ଳକ୍ ପ୍ରଶାସନ। ଏହି ଗ୍ରାମ ଗୁଡ଼ିକରେ ବହୁ ସଂଖ୍ୟାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କିଛି ଅମାନିଆ ଯୁବକ ସଂକ୍ରମିତ…

Continue Readingଯୋରାଗାଡ଼ିଆ-ଗଣ୍ଠିଗାଡ଼ିଆ କଣ୍ଟେନମେଣ୍ଟ ଘୋଷଣା

‘ଅନୁଗୁଳ ସହରରେ ଖୋଲାଯାଉ କୋଭିଡ୍ ହସ୍ପିଟାଲ’

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ମାଡ଼ି ଚାଲିଛି । ଜିଲ୍ଲାରେ ପ୍ରତିଦିନ ଆକ୍ରାନ୍ତ ସଂଖ୍ୟା ୩ ଶହ ଉପରେ ରହୁଛି । ଭୟଙ୍କର ଦ୍ବିତୀୟ ଲହରର ମୁକାବିଲା ପାଇଁ ଜିଲ୍ଲାରେ ପର୍ଯ୍ୟାପ୍ତ ସ୍ବାସ୍ଥ୍ୟ ଭିତ୍ତିଭୂମିର ଆବଶ୍ୟକତା ରହିଥିବା…

Continue Reading‘ଅନୁଗୁଳ ସହରରେ ଖୋଲାଯାଉ କୋଭିଡ୍ ହସ୍ପିଟାଲ’

ଅନୁଗୁଳରେ ପହଞ୍ଚିଲା ୨୫୦୦ ଟିକା

ଅନୁଗୁଳ : ଅନୁଗୁଳ ଜିଲ୍ଲାରେ ପହଞ୍ଚିଛି ଆଉ ୨୫୦୦ ଟିକା। ପୁନଶ୍ଚ ଜିଲ୍ଲାରେ ଟିକାକରଣ ଆରମ୍ଭ ହେବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଗତ ସୋମବାର ଦିନ ଜିଲ୍ଲାରେ ଟିକା ଶେଷ ହୋଇଥିଲା। ଫଳରେ ମଙ୍ଗଳବାର ଓ ବୁଧବାର ଜିଲ୍ଲାର…

Continue Readingଅନୁଗୁଳରେ ପହଞ୍ଚିଲା ୨୫୦୦ ଟିକା

ଚାକରାଣୀଙ୍କୁ ଗଣବଳାତ୍କାର, ଘର ମାଲିକ ଗିରଫ

ଅନୁଗୁଳ: ତାଳଚେର ବିକ୍ରମପୁର ଥାନା ଅଞ୍ଚଳରେ ଚାକରାଣୀଙ୍କୁ ବଳାତ୍କାର କରିବା ଅଭିଯୋଗରେ ପୁଲିସ ଗୃହକର୍ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ଘଟଣାରେ ଗୃହକର୍ତାଙ୍କ ଦୁଇ ସହଯୋଗୀ ଫେରାର୍ ଥିବା ଜଣାପଡ଼ିଛି। ଏହି ଘଟଣା ଏଫ୍‌ସିଆଇ ବିକ୍ରମପୁର ଅଞ୍ଚଳରେ…

Continue Readingଚାକରାଣୀଙ୍କୁ ଗଣବଳାତ୍କାର, ଘର ମାଲିକ ଗିରଫ

ସିଲ୍ ହେଲା ମୋଦି କଲେକ୍ସନ

ଅନୁଗୁଳ: କୋଭିଡ ନିୟମ ପାଳନ ନ କରିବା ଅଭିଯୋଗରେ  ଅନୁଗୁଳ ବଜାରରେ ଥିବା ମୋଦି କଲେକ୍ସନକୁ ସିଲ୍ କରିଛି ପୁଲିସ | ସୋମବାର ଏହି ଦୋକାନରେ ପ୍ରବଳ ଭିଡ ହୋଇଥିଲାବେଳେ ଲୋକମାନେ ମାସ୍କ ପିନ୍ଧି ନଥିଲେ। ସେହିପରି ସାମାଜିକ ଦୂରତା ରକ୍ଷା…

Continue Readingସିଲ୍ ହେଲା ମୋଦି କଲେକ୍ସନ

ଥର୍ମାଲ ଯୋଗୁଁ ସନ୍ଥପଡ଼ା ମୌଜାରେ ଫସଲ ହାନି ପ୍ରସଙ୍ଗ

ଅନୁଗୁଳ : ଏନ୍‌ଟିପିସି ପରିଚାଳନାଧୀନ ତାଳଚେର ଥର୍ମାଲ ପକ୍ଷରୁ ଚାଷ ଜମିର କ୍ଷତିପୂରଣ ବାବଦରେ ୯୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ତାଳଚେର ବ୍ଲକ୍ ସନ୍ଥପଡ଼ା ମୌଜାର ୭୨ ଏକର ଚାଷ ଜମି ଥର୍ମାଲ୍ ଯୋଗୁଁ ସମ୍ପୂର୍ଣ୍ଣ ଭାବେ ନଷ୍ଟ…

Continue Readingଥର୍ମାଲ ଯୋଗୁଁ ସନ୍ଥପଡ଼ା ମୌଜାରେ ଫସଲ ହାନି ପ୍ରସଙ୍ଗ