ସଦର ମହକୁମା ଛାଡ଼ିପାରିବେନି ସ୍ବାସ୍ଥ୍ୟକର୍ମୀ, ଅଧିକାରୀ

ଅନୁଗୁଳ: ଜିଲ୍ଲାରେ କୋଭିଡ୍ ସ୍ଥିତି ଓ ବିଭିନ୍ନ ଆନୁସଙ୍ଗିକ ବ୍ୟବସ୍ଥା ନେଇ ରବିବାର ଅପରାହ୍ନରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ସମୀକ୍ଷା କରିଛନ୍ତି। କୋଭିଡ ହସପିଟାଲର ସଠିକ୍ ପରିଚାଳନା ନିମନ୍ତେ ଆକ୍ରାନ୍ତମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସେମାନଙ୍କ ପାଖରେ ଖାଦ୍ୟ ଓ…

Continue Readingସଦର ମହକୁମା ଛାଡ଼ିପାରିବେନି ସ୍ବାସ୍ଥ୍ୟକର୍ମୀ, ଅଧିକାରୀ

ପ୍ରାକ୍ତନ ପ୍ରଧାନଶିକ୍ଷୟିତ୍ରୀଙ୍କ ପରଲୋକ

ଅନୁଗୁଳ : ଅନୁଗୁଳ ବ୍ଲକ୍ ବଡକେରା ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷୟିତ୍ରୀ ଅବନ୍ତୀ ସାହୁଙ୍କର ଗତ ୨୯ ତାରିଖ ସନ୍ଧ୍ୟାରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ହୋଇଥିଲା। ଅନୁଗୁଳ ବଜାରପଡ଼ାସ୍ଥିତ ବାସଭବନରେ ସପରିବାର ରହୁଥିବା ବେଳେ…

Continue Readingପ୍ରାକ୍ତନ ପ୍ରଧାନଶିକ୍ଷୟିତ୍ରୀଙ୍କ ପରଲୋକ

ବୁଧବାରଠୁ ୧୪ ଦିନିଆ ଲକଡାଉନ୍

ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି। ଆସନ୍ତା ୫ ତାରିଖରୁ(ବୁଧବାର) ଠାରୁ ରାଜ୍ୟରେ ୧୪ ଦିନିଆ ଲକଡାଉନ୍ ଘୋଷଣା ହୋଇଛି। ୫ ତାରିଖ ସକାଳ ୫ଟାରୁ ତାଲାବନ୍ଦ । ୧୯ ତାରିଖ ସକାଳ ଯାଏ ଲକ୍‌ଡାଉନ୍‌ ଘୋଷଣା…

Continue Readingବୁଧବାରଠୁ ୧୪ ଦିନିଆ ଲକଡାଉନ୍

ଅନୁଗୁଳ ବଣିକ ସଂଘର ନିଷ୍ପତ୍ତି,ସକାଳ ୭ରୁ ଅପରାହ୍ନ ୩ ଯାଏଁ ଦୋକାନ ଖୋଲା

ଅନୁଗୁଳ: ଶିଳ୍ପଜିଲ୍ଲା ଅନୁଗୁଳରେ ଅଣାୟତ୍ତ ହୋଇଛି କରୋନା ସଂକ୍ରମଣ। ଗାଁ’ଠୁ ସହର, ସବୁଠି ଏହାର ଆତଙ୍କ ପରିଲକ୍ଷିତ ହେଉଛି । ଜିଲ୍ଲାରେ କରୋନା ସ୍ଥିତି ଦିନକୁ ଦିନ ଅଧିକ ବିଗୁଡୁଥିବା ବେଳେ ଏଥିରୁ ବର୍ତ୍ତି ବାର ଏକମାତ୍ର ପ୍ରତିଷେଧକ ହେଉଛି ସତର୍କତା।…

Continue Readingଅନୁଗୁଳ ବଣିକ ସଂଘର ନିଷ୍ପତ୍ତି,ସକାଳ ୭ରୁ ଅପରାହ୍ନ ୩ ଯାଏଁ ଦୋକାନ ଖୋଲା

ଘର ସାମ୍ନାରୁ ବାଇକ୍ ଚୋରି

ଅନୁଗୁଳ: କରୋନା କାଳରେ ଶିଳ୍ପନଗରୀ ଅନୁଗୁଳରେ ବାଇକ୍ ଚୋରଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି। ନିତି ଜିଲ୍ଲାର ବିଭିନ୍ନ ଥାନା ଇଲାକାରୁ ବାଇକ୍‌ ଚୋରି ହେଉଥିବା ଅଭିଯୋଗ ସାମ୍ନାକୁ ଆସୁଛି। ମଙ୍ଗଳବାର ଦିନ ଉଭୟ ନାଲ୍‌କୋନଗର ଓ ବଅଁରପାଳ ଥାନା ଇଲାକାରୁ ୨ଟି…

Continue Readingଘର ସାମ୍ନାରୁ ବାଇକ୍ ଚୋରି

ବାହାଘରରେ କୋଭିଡ୍ ନିୟମ ଉଲଂଘନ

ଅନୁଗୁଳ: ଏମ୍‌ସିଏଲ୍‌ର ଅନନ୍ତ ବିହାର କଲୋନୀ ଅଞ୍ଚଳରେ ବୁଧବାର ଏକ ବାହାଘରରେ କୋଭିଡ୍ ନିୟମ ଉଲଂଘନ ମହଙ୍ଗା ପଡ଼ିଛି। ପୁଲିସ ଟିମ୍ ଚଢ଼ଉ କରି ୧୦ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି। ପ୍ରକାଶ ଯେ, ଅନନ୍ତ ବିହାର କଲୋନୀରେ ଜଣେ…

Continue Readingବାହାଘରରେ କୋଭିଡ୍ ନିୟମ ଉଲଂଘନ

ମାଡ଼ି ଚାଲିଛି ସଂକ୍ରମଣ ଆର୍‌ଏମ୍‌ସି ହାଟ ବନ୍ଦ

ଅନୁଗୁଳ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆରଏମ୍‌ସି (ନିୟନ୍ତ୍ରିତ ବଜାର କମିଟି) ଅଧୀନରେ ଥିବା ହାଟଗୁଡ଼ିକ ବନ୍ଦ କରିଦିଆଯାଇଛି। ଏଣିକି ହାଟ ପରିବର୍ତେ ନିଜ ନିଜ ଇଲାକାରେ ପରିବା ବ୍ୟବସାୟୀମାନେ ସାମାଜିକ ଦୂରତ୍ଵ ବଜାୟ ରଖି ପସରା ଖୋଲିବାକୁ ପରାମର୍ଶ ଦିଆଯାଇଛି।…

Continue Readingମାଡ଼ି ଚାଲିଛି ସଂକ୍ରମଣ ଆର୍‌ଏମ୍‌ସି ହାଟ ବନ୍ଦ

ଜିଲ୍ଲାପାଳଙ୍କ କୋଭିଡ୍ ସମୀକ୍ଷା,ଅକ୍ସିଜେନ୍ ଗଚ୍ଛିତ ରଖିବାକୁ ନିର୍ଦ୍ଦେଶ

ଅନୁଗୁଳ: ସାରା ଦେଶରେ ଅକ୍ସିଜେନ୍‌କୁ ନେଇ ହାହାକାର ସ୍ଥିତି । ଏହି ଅକ୍ସିଜେନ୍ ଅଭାବରୁ ହିଁ ଅଧିକାଂଶ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହେଉଛି। ଏହାକୁ ଦୃଷ୍ଟିରେ ରଖି ଅନୁଗୁଳ ଜିଲ୍ଲାର ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ର ଓ ସମସ୍ତ କୋଭିଡ୍ କେୟାର୍ ସେଣ୍ଟର୍‌ରେ ଆବଶ୍ୟକ…

Continue Readingଜିଲ୍ଲାପାଳଙ୍କ କୋଭିଡ୍ ସମୀକ୍ଷା,ଅକ୍ସିଜେନ୍ ଗଚ୍ଛିତ ରଖିବାକୁ ନିର୍ଦ୍ଦେଶ

ରେଞ୍ଜର୍‌ଙ୍କ ନାମରେ ଦମକଳ ଅଫିସ୍‌କୁ ଫେକ୍ କଲ

ଅନୁଗୁଳ: ସୋମବାର କେହି ଦୁର୍ବୃତ୍ତ ହଣ୍ଡପା ବନାଞ୍ଚଳ ଅଧିକାରୀଙ୍କ ନା' ନେଇ ବାମୁର ଅଗ୍ନିଶମ ବିଭାଗକୁ ଫେକ୍ ଫୋନ୍ କଲ୍ କରିଥିବା ଜଣାଯାଇଛି। ହଣ୍ଡପା ବନାଞ୍ଚଳର ଏନ୍ଏଚ୍-୫୫ ପାର୍ଶ୍ବରେ ଥିବା କାଳିଆ ହୋଟେଲ୍‌ ପଛପାଖ ଜଙ୍ଗଲରେ ନିଆଁ ଲାଗିଥିବା ଦର୍ଶାଇ ଏକ…

Continue Readingରେଞ୍ଜର୍‌ଙ୍କ ନାମରେ ଦମକଳ ଅଫିସ୍‌କୁ ଫେକ୍ କଲ

କରୋନା ପରିଚାଳନାର ସ୍ଥିତି ଅନୁଧ୍ୟାନ କଲା ବିଜେପି

ଅନୁଗୁଳ: ଅନୁଗୁଳ ଜିଲ୍ଲା ବିଜେପିର ଏକ ପ୍ରତିନିଧି ଦଳ ରବିବାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇ କରୋନା ପରିଚାଳନାର ସ୍ଥିତି ଅନୁଧ୍ୟାନ କରିଛି । ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନଙ୍କ ନେତୃତ୍ବରେ ଏହି ଟିମ୍ ସିଡିଏମ୍‌ଓ ଡା. ଅଭୟ କୁମାର ଦାଶ…

Continue Readingକରୋନା ପରିଚାଳନାର ସ୍ଥିତି ଅନୁଧ୍ୟାନ କଲା ବିଜେପି