ବଇଣ୍ଡାରେ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଲୋକାର୍ପିତ

ଅନୁଗୁଳ: କିଶୋରନଗର ବ୍ଳକ୍‌ର ବ୍ୟବସାୟିକ ପେଣ୍ଠସ୍ଥଳ ବଇଣ୍ଡା ଶାହା କମ୍ପ୍ଲେକ୍ସଠାରେ ଉତ୍କଳ ପ୍ରାଦେଶିକ ମାରୱାଡ଼ି ସମ୍ମିଳନୀ ଅନୁଗୁଳ ଶାଖା ପକ୍ଷରୁ ଏକ ପାନୀୟ ଜଳ ପ୍ରକଳ୍ପ ଗୁରୁବାର ଉଦ୍‌ଘାଟିତ ହୋଇଯାଇଛି। ଏହି ପ୍ରକଳ୍ପ ଦ୍ବାରା ବଇଣ୍ଡା ବଜାରର ଜନସାଧାରଣ ଥଣ୍ଡା, ଶୁଦ୍ଧ…

Continue Readingବଇଣ୍ଡାରେ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଲୋକାର୍ପିତ

ମହିଳା କଲେଜ ଛାତ୍ରୀଙ୍କ ବିକ୍ଷୋଭ

ଅନୁଗୁଳ: କରୋନା ସଂକ୍ରମଣ କ୍ଷୀପ୍ର ଗତିରେ ବଢ଼ି ଚାଲିଥିବା ବେଳେ ଏହାର ଭୟବହତାକୁ ଦୃଷ୍ଟିରେ ରଖି ଯୁକ୍ତ ୩ର ସମସ୍ତ ପରୀକ୍ଷାକୁ ଅନ୍‌ଲାଇନ୍‌ରେ କରିବାକୁ ଦାବି ହୋଇଛି । ଶୁକ୍ରବାର ପୂର୍ବାହ୍ନରେ ଏହି ଦାବି ନେଇ ଅନୁଗୁଳ ମହିଳା କଲେଜର ଛାତ୍ରୀମାନେ…

Continue Readingମହିଳା କଲେଜ ଛାତ୍ରୀଙ୍କ ବିକ୍ଷୋଭ

ଆଜିଠୁ ୩୬ଟି ଅଞ୍ଚଳରେ ନାଇଟ୍ କର୍ଫ୍ୟୁ

ଅନୁଗୁଳ: କରୋନା ବିରୁଦ୍ଧରେ ଲଢ଼େଇ କରିବାକୁ ଅଣ୍ଟା ଭିଡ଼ିଛନ୍ତି ସରକାର। କରୋନାର ଲେଉଟାଣି ସାଙ୍ଗକୁ କଠୋର ହୋଇଛି କଟକଣା। ପୁଣି ଫେରିଛି ରାତ୍ରିକାଳୀନ କର୍ଫ୍ୟୁ। ଶନିବାର ରାତିରୁ ନାଇଟ୍ କର୍ଫ୍ୟୁ ନେଇ ରାଜ୍ୟ ସରକାର ଘୋଷଣା କରିବା ପରେ ଏଥିପାଇଁ ଅନୁଗୁଳ…

Continue Readingଆଜିଠୁ ୩୬ଟି ଅଞ୍ଚଳରେ ନାଇଟ୍ କର୍ଫ୍ୟୁ

ଗୁଣ୍ଡୁରୀମୁଣ୍ଡାରେ ଫାଙ୍କା ଗୁଳି ଚାଳନା ଘଟଣା, ୨ ଗିରଫ

ଅନୁଗୁଳ: କିଶୋରନଗର ବ୍ଳକ୍ ତଥା ହଣ୍ଡପା ଥାନା ଇଲାକାର ଗୁଣ୍ଡୁରୀମୁଣ୍ଡା ଗ୍ରାମରେ କୋଇଲା ଡିପୋକୁ ସ୍ଥାନୀୟ ଅଧିବାସୀ ବିରୋଧ କରି ଆସୁଛନ୍ତି । ଗତ ଡିସେମ୍ବର ୩ ତାରିଖରେ ଡିପୋ ସ୍ଥାନାନ୍ତର ଦାବିରେ ଗ୍ରାମବାସୀ ଧାରଣାରେ ବସିଥିବା ବେଳେ ସେମାନଙ୍କୁ ଭୟଭୀତ…

Continue Readingଗୁଣ୍ଡୁରୀମୁଣ୍ଡାରେ ଫାଙ୍କା ଗୁଳି ଚାଳନା ଘଟଣା, ୨ ଗିରଫ

ସାନିଟାଇଜ୍ ହେଲା କୋର୍ଟ ପରିସର

ଅନୁଗୁଳ: କରୋନା ସଂକ୍ରମିତ ହୋଇ ଅନୁଗୁଳର ଜଣେ ଆଇନ୍‌ଜୀବୀଙ୍କ ମୃତ୍ୟୁ ହେବା ପରେ ଭୟର ବାତାବରଣ ଖେଳିଯାଇଛି। ସ୍ଵର୍ଗତ ଆଇନ୍‌ଜୀବୀ କରୋନାରେ ଆଖି ବୁଜିବା ପୂର୍ବରୁ ଅନୁଗୁଳ କୋର୍ଟକୁ ଆସିଥିଲେ । କୋର୍ଟର ଅନ୍ୟ ଦୁଇ ଜଣ ଆଇନ୍‌ଜୀବୀ କରୋନା ସଂକ୍ରମିତ…

Continue Readingସାନିଟାଇଜ୍ ହେଲା କୋର୍ଟ ପରିସର

୩ ପାନୀୟ ଜଳ ପ୍ରକଳ୍ପର ଭିଭିପ୍ରସ୍ତର ସ୍ଥାପନ

ଅନୁଗୁଳ: ଅନୁଗୁଳ ନିର୍ବାଚନମଣ୍ଡଳୀର ୩ଟି ଗ୍ରାମରେ ବୁଧବାର ୩ଟି ପାନୀୟ ଜଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ଓଡ଼ିଶା ବିଧାନସଭାର ଉପବାଚସ୍ପତି ତଥା ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ୨୩୩.୦୫ ଲକ୍ଷ ଟଙ୍କାର ଏହି…

Continue Reading୩ ପାନୀୟ ଜଳ ପ୍ରକଳ୍ପର ଭିଭିପ୍ରସ୍ତର ସ୍ଥାପନ

ଜଳିଗଲା ଦୁଇ କୁକୁଡ଼ା ଫାର୍ମ

ଅନୁଗୁଳ: ବଅଁରପାଳ ବ୍ଲକ୍ ବଡ଼ଖଳି ଗାଁର ମାନସ ଭୂତିଆ ଓ ଟିହିଙ୍କୁଳିଆ ବେହେରାଙ୍କ କୁକୁଡ଼ା ଫାର୍ମ ବୁଧବାର ମଧ୍ୟାହ୍ନରେ ପୋଡ଼ିଯାଇଛି। ମାନସଙ୍କ ଫାର୍ମରେ ୩ ହଜାର କୁକୁଡ଼ା ଓ ଟିହିଙ୍କୁଳିଆଙ୍କ ଫାର୍ମରେ ୫ ହଜାର କୁକୁଡ଼ା ରହିବାର କ୍ଷମତା ରହିଛି। ଫାର୍ମ…

Continue Readingଜଳିଗଲା ଦୁଇ କୁକୁଡ଼ା ଫାର୍ମ

ତାଳଚେର ସାର କାରଖାନାରୁ ଚୋରି

ଅନୁଗୁଳ: ତାଳଚେର ସାର କାରଖାନାରୁ ଚୋରି । ସୋମବାର ରାତିରେ ସାର କାରଖାନାରେ କାମ କରୁଥିବା ଏକ ଠିକା ସଂସ୍ଥାର କାର୍ଯ୍ୟାଳୟରୁ ଦେଢ଼ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ବୈଦ୍ୟୁତିକ ସାମଗ୍ରୀ ଲୁଟପାଟ୍ କରିଛନ୍ତି ଦୁର୍ବୃତ୍ତ। ଠିକାସଂସ୍ଥାର ୨ଟି କଣ୍ଟେନରକୁ ଭାଙ୍ଗି ଦୁର୍ବୃତ୍ତ…

Continue Readingତାଳଚେର ସାର କାରଖାନାରୁ ଚୋରି

୯୧ ଦୋକାନୀଙ୍କ କରୋନା ଟେଷ୍ଟ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ହୁ ହୁ ହୋଇ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ସଂକ୍ରମଣକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଜିଲ୍ଲା ପ୍ରଶାସନ କରୋନା ପରୀକ୍ଷା ଓ ଟିକାକରଣକୁ ଗୁରୁତ୍ଵ ଦେଉଛି। ସଦର ମହକୁମାକୁ ସର୍ବାଧିକ ଲୋକଙ୍କ ଆତଯାତ ଥିବାରୁ ପୁନର୍ବାର ସହରର…

Continue Reading୯୧ ଦୋକାନୀଙ୍କ କରୋନା ଟେଷ୍ଟ

ନାଲ୍‌କୋ ଡିଅର୍ ପାର୍କରେ ହରିଣ ମୃତ

ଅନୁଗୁଳ: ନାଲ୍‌କୋ ପାର୍କରେ ଅଳ୍ପ କେତୋଟି ଗଛ ଥିବାବେଳେ ହରିଣମାନେ ନିର୍ଧୂମ ଖରାରେ ଆଉଟୁପାଉଟୁ ହେଉଛନ୍ତି । ପାର୍କରେ ମୋଟ ୫୫ଟି ହରିଣ ଥିବାବେଳେ ଗତ ରବିବାର ସେଥିରୁ ଗୋଟିଏ ଅଣ୍ଡିରା ହରିଣ ମରିଯାଇଛି। ରକ୍ଷଣାବେକ୍ଷଣ ଦାୟିତ୍ଵରେ ଥିବା କର୍ମଚାରୀ ଦେଖିବା…

Continue Readingନାଲ୍‌କୋ ଡିଅର୍ ପାର୍କରେ ହରିଣ ମୃତ