ଜାଲ୍ କାଗଜାତ୍ ପ୍ରସ୍ତୁତକାରୀ ୪ ଗିରଫ

ଅନୁଗୁଳ: ଏମସିଏଲ ତାଳଚେର କୋଇଲା ଖଣି ଅଞ୍ଚଳରେ ବେଧଡ଼କ ଭାବେ ଦୀର୍ଘ ଦିନ ଜାଲ ଟ୍ରାଞ୍ଜିଟପାସ୍, ଚାଲାଣ, ଆଧାରକାର୍ଡ, ପ୍ୟାନକାର୍ଡ ଓ ସିଲ କାରବାର ଚଳାଇ ଆସିଥିବା ଏକ ଗ୍ୟାଙ୍ଗକୁ କାବୁ କରିବାରେ ସଫଳ ହୋଇଛି ପୁଲିସ । ଏହି କାରବାରରେ…

Continue Readingଜାଲ୍ କାଗଜାତ୍ ପ୍ରସ୍ତୁତକାରୀ ୪ ଗିରଫ

ମାସ୍କ୍ ଯାଞ୍ଚ, ୧୮ ହଜାର ଜରିମାନା

ଅନୁଗୁଳ: ବଅଁରପାଳ ବ୍ଳକ୍‌ର ସନ୍ତ୍ରୀ ବଜାର ଅଞ୍ଚଳରେ ଶନିବାର ତହସିଲ୍ ପ୍ରଶାସନ ପକ୍ଷରୁ ମାସ୍କ୍ ଯାଞ୍ଚ କରାଯାଇଥିଲା । ତହସିଲଦାର ଜିତେନ୍ଦ୍ର କୁମାର ସାହୁ ଓ ଅତିରିକ୍ତ ତହସିଲଦାର ଶ୍ୟାମସୁନ୍ଦର ସାହୁ ପୂର୍ବାହ୍ନରେ ସନ୍ତ୍ରୀଛକ ବଜାରରେ ଅଚାନକ ଚଢ଼ଉ କରି କରୋନା…

Continue Readingମାସ୍କ୍ ଯାଞ୍ଚ, ୧୮ ହଜାର ଜରିମାନା

ମାନିଲେନି କରୋନା କଟକଣା, ବସ୍ ଜବତ

ଅନୁଗୁଳ: କରୋନାର ଦ୍ବିତୀୟ ଲହର ମାଡ଼ିଚାଲିଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି। ଏ ପରିସ୍ଥିତିରେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରଖିବା ଜରୁରି ହୋଇପଡ଼ିଛି । କିଶୋରନଗର ବ୍ଲକ୍ ପ୍ରଶାସନ ପକ୍ଷରୁ ଆଜି କଡ଼ାକଡ଼ି ଭାବେ ମାସ୍କ ଯାଞ୍ଚ କରାଯାଇଥିଲା। ତହସିଲଦାର…

Continue Readingମାନିଲେନି କରୋନା କଟକଣା, ବସ୍ ଜବତ

କୃଷି ସଚେତନତା ରଥ ଉଦ୍‌ଘାଟିତ

ତାଳଚେର: ତାଳଚେର କୃଷି ସେବା ଓ ପରାମର୍ଶ କେନ୍ଦ୍ରଠାରେ ଜିଲ୍ଲାସ୍ତରୀୟ କୃଷି ସଚେତନତା ରଥ ଉଦ୍‌ଘାଟିତ ହୋଇଛି। ତାଳଚେର ପଞ୍ଚାୟତ ସମିତି ଅଧ୍ୟକ୍ଷ ବୃନ୍ଦାବନ ବେହେରା, କୃଷି ରଥର ଉଦ୍‌ଘାଟନ କରିଥିଲେ । କାର୍ଯ୍ୟକ୍ରମରେ ‘ଆତ୍ମା’ର ଅଧ୍ୟକ୍ଷ ନରେଶଚନ୍ଦ୍ର ବେହେରା, ଜିଲ୍ଲା…

Continue Readingକୃଷି ସଚେତନତା ରଥ ଉଦ୍‌ଘାଟିତ

ମହୀଧରପୁର ଛକରୁ ବାଇକ୍ ଚୋରି

ଅନୁଗୁଳ: ସାରା ଅନୁଗୁଳ ଜିଲ୍ଲାରେ ବାଇକ୍ ଚୋରି ଚିନ୍ତାଜନକ ଭାବେ ବଢ଼ି ଚାଲିଛି । ଶୁକ୍ରବାର ସକାଳେ ମହୀଧରପୁର ଛକ ଠାରୁ ଏକ ବାଇକ୍ ଚୋରି ହୋଇଛି । ବାଇକ୍ ମାଲିକ କୁମର ବେହେରା ଏନେଇ ବଅଁରପାଳ ଥାନାରେ ଲିଖିତ ଅଭିଯୋଗ…

Continue Readingମହୀଧରପୁର ଛକରୁ ବାଇକ୍ ଚୋରି

ପାତ୍ରପଡ଼ା ମା’ ବାୟାଣୀ ଯାତ୍ରାରେ ଗହଳି ମନା

ଅନୁଗୁଳ: ଛେଣ୍ଡିପଦା ପାତ୍ରପଡ଼ାସ୍ଥିତ ମା’ବାୟାଣୀଙ୍କ ବାର୍ଷିକ ଯାତ୍ରା ଆସନ୍ତା ୧୪ ତାରିଖରେ ପାଳନ କରାଯିବାକୁ ସ୍ଥିର ହୋଇଛି। ଏବେ କରୋନାର ଦ୍ବିତୀୟ ଲହର ମାଡ଼ିଚାଲିଥିବାରୁ ଚଳିତ ବର୍ଷ ମା’ ବାୟାଣୀଙ୍କ ଯାତ୍ରାରେ ଜନଗହଳି ହେବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି ।…

Continue Readingପାତ୍ରପଡ଼ା ମା’ ବାୟାଣୀ ଯାତ୍ରାରେ ଗହଳି ମନା

ଅନୁଗୁଳର ନୂଆ ଡିଆଇପିଆରଓ

ଅନୁଗୁଳ: ୪ ମାସ ହେଲା ଖାଲି ପଡ଼ିଥିବା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ(ଡିଆଇପିଆରଓ ) ପଦବୀରେ ଶୁକ୍ରବାର ଦୁଃଖବନ୍ଧୁ ମାଝି ଯୋଗଦାନ କରିଛନ୍ତି । ଶ୍ରୀ ମାଝି ଏହାପୂର୍ବରୁ ଗତ ୫ବର୍ଷ ଧରି ପାଳଲହଡ଼ା ଉପଖଣ୍ଡ ସୂଚନା ଓ…

Continue Readingଅନୁଗୁଳର ନୂଆ ଡିଆଇପିଆରଓ

କରୋନାର ଦ୍ବିତୀୟ ଲହର ମୁକାବିଲା ଚିନ୍ତା

ଅନୁଗୁଳ: କରୋନାକୁ ନେଇ ପୁଣି ବଢ଼ିଛି ଭୟ । ଭୟଙ୍କର ରୂପ ନେଇ ଲେଉଟିଛି କରୋନା ଭୂତାଣୁ । କରୋନା ଦ୍ବିତୀୟ ଲହର ମୁକାବିଲା ପାଇଁ ରାଜ୍ୟ ସରକାର ସତର୍କ ହୋଇଥିବା ବେଳେ ଅନୁଗୁଳ ଜିଲ୍ଲା ପ୍ରଶାସନ ମଧ୍ୟ ଅଣ୍ଟା ଭିଡ଼ିଛି…

Continue Readingକରୋନାର ଦ୍ବିତୀୟ ଲହର ମୁକାବିଲା ଚିନ୍ତା

ଜାମା କିଣିବାକୁ ଆସି ଛାତ୍ରୀ ନିଖୋଜ

ଅନୁଗୁଳ: ଆଠମଲ୍ଲିକ ବ୍ଲକ୍ ତଥା ଠାକୁରଗଡ଼ ଥାନା ଇଲାକାରେ ଜଣେ ୧୮ ବର୍ଷର ଯୁବତୀ କେଉଁ ଆଡ଼େ ନିଖୋଜ ହୋଇଯାଇଛନ୍ତି । ଡେସ୍ କିଣିବାକୁ ଦୁଇ ଦିନ ତଳେ ଏହି କଲେଜ ପଢୁଆ ଛାତ୍ରୀ ଜଣକ ଘରୁ ପଳାଇ ଆସିଥିଲେ। ହେଲେ…

Continue Readingଜାମା କିଣିବାକୁ ଆସି ଛାତ୍ରୀ ନିଖୋଜ

ଦ୍ବିତୀୟ ବିବାହ କରି ସ୍ଵାମୀ ଗିରଫ

ଅନୁଗୁଳ: ପ୍ରଥମ ସ୍ତ୍ରୀ ଥାଇ ଦ୍ବିତୀୟ ବିବାହ କରିବା ଅଭିଯୋଗରେ ବଅଁରପାଳ ଥାନା ଟେଣ୍ଟାଇ ଗ୍ରାମର ଦିନେଶ ନାଏକ(୩୬)ଙ୍କୁ ପୁଲିସ ଗୁରୁବାର ଗିରଫ କରିଛି । ପ୍ରଥମ ପତ୍ନୀ ଦୁଷ୍ମନ୍ତ୍ରୀ ନାଏକ (୩୫) ୧୦ ବର୍ଷ ତଳେ ବୈଦିକ ରୀତିରେ ଦିନେଶଙ୍କୁ…

Continue Readingଦ୍ବିତୀୟ ବିବାହ କରି ସ୍ଵାମୀ ଗିରଫ