ଅନୁଗୁଳରେ ଜୋରଦାର ହେଲା ମାସ୍କ ଯାଞ୍ଚ

ଅନୁଗୁଳ: ଅନୁଗୁଳ ବଜାର ଅଞ୍ଚଳରେ ଗୁରୁବାର ସନ୍ଧ୍ୟାରେ ଏସପି ଜଗମୋହନ ମୀନାଙ୍କ ନେତୃତ୍ବରେ ମାସ୍କ ଓ ସାମାଜିକ ଦୂରତା ନେଇ ଯାଞ୍ଚ କାର୍ଯ୍ୟକ୍ରମକୁ ଜୋରଦାର କରାଯାଇଛି। ବସଷ୍ଟାଣ୍ଡ, ସଞ୍ଜିବନୀ ମାର୍କେଟ, ଲକ୍ଷ୍ମୀ ବଜାର, ମୁଖ୍ୟ ବଜାର ଅଞ୍ଚଳରେ ଡାକବାଜୀ ଯନ୍ତ୍ର ସାହାଯ୍ୟରେ…

Continue Readingଅନୁଗୁଳରେ ଜୋରଦାର ହେଲା ମାସ୍କ ଯାଞ୍ଚ

ଆବଣ୍ଟନ ହେଲା ୫୬ ମଦ ଦୋକାନ

ଅନୁଗୁଳ: ଶିଳ୍ପନଗରୀ ଅନୁଗୁଳ ଜିଲ୍ଲାରେ ପ୍ରଥମ ଥର ପାଇଁ ଲଟେରୀ ଜରିଆରେ ମଦ ଦୋକାନ ଆବଣ୍ଟନ କରାଯାଇଛି । ଜିଲ୍ଲାର ମୋଟ୍ ୫୭ଟି ଲାଇସେନ୍ସ ପ୍ରାପ୍ତ ବିଦେଶୀ ଠିପି ବନ୍ଦ ମଦ ଦୋକାନ ମଧ୍ୟରୁ ୫୬ଟି ବଣ୍ଟନ କରାଯାଇଛି । ଅନ୍ୟ…

Continue Readingଆବଣ୍ଟନ ହେଲା ୫୬ ମଦ ଦୋକାନ

ଶ୍ରମିକ ନେତାଙ୍କ ପରଲୋକ

ଅନୁଗୁଳ: ଅନୁଗୁଳ ନାଲକୋ ପ୍ଲାଣ୍ଟର ଶ୍ରମିକ ନେତା ତଥା ଦୈନିକ ଖବରକାଗଜ 'ଧରିତ୍ରୀ'ର ବଅଁରପାଳ ବ୍ଲକ୍ ପ୍ରତିନିଧି ଉପେନ୍ଦ୍ର ରାଉତଙ୍କ ବାପା ବ୍ରଜବନ୍ଧୁ ରାଉତଙ୍କର ବୁଧବାର ସକାଳେ ହୃଦଘାତରେ ପରଲୋକ ହୋଇଯାଇଛି। ସେ ଜଣେ ଧର୍ମପରାୟଣ ବ୍ୟକ୍ତି ଥିଲେ। ନାଲକୋ ପ୍ଲାଣ୍ଟରେ…

Continue Readingଶ୍ରମିକ ନେତାଙ୍କ ପରଲୋକ

ନବମ, ଏକାଦଶ ପିଲାଙ୍କ କ୍ଲାସ୍ ବାତିଲ କଲେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ଅସମ୍ଭାଳ ହେଲାଣି କରୋନା ସ୍ଥିତି । ବଢିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ସଂକ୍ରମଣକୁ କିଛି ମାତ୍ରାରେ ହ୍ରାସ କରିବାକୁ ବୁଧବାର ସ୍କୁଲ ଓ ଗଣଶିକ୍ଷା ବିଭାଗ ଏକ ବଡ଼ ନିଷ୍ପତ୍ତି ନେଇଛି । ୮ ତାରିଖରୁ…

Continue Readingନବମ, ଏକାଦଶ ପିଲାଙ୍କ କ୍ଲାସ୍ ବାତିଲ କଲେ ରାଜ୍ୟ ସରକାର

ଟିଟିପିଏସ୍ ବନ୍ଦ ପ୍ରତିବାଦରେ ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ୭ ଘଂଟିଆ ବନ୍ଦ

ଅନୁଗୁଳ : ବୁଧବାର ୭ ଘଂଟିଆ ଅନୁଗୁଳ ବନ୍ଦ । ତାଳଚେର ଥର୍ମାଲ ପାୱାର ଷ୍ଟେସନ ବନ୍ଦ ପ୍ରତିବାଦରେ ଜିଲ୍ଲାର ସମସ୍ତ ନିର୍ବାଚନ ମଣ୍ଡଳୀ ଏବଂ ସମସ୍ତ ବ୍ଲକର ବିଭିନ୍ନ ସ୍ଥାନରେ ବିଜେଡି ପକ୍ଷରୁ ବନ୍ଦ ପାଳନ କରାଯାଇଥିଲା। । ଫଳରେ…

Continue Readingଟିଟିପିଏସ୍ ବନ୍ଦ ପ୍ରତିବାଦରେ ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ୭ ଘଂଟିଆ ବନ୍ଦ

ଭାଲୁ ଆକ୍ରମଣରେ ବାଳକ ଗୁରୁତର

ଅନୁଗୁଳ: ପାଳଲହଡ଼ା ବ୍ଲକ୍ ବତିସୁଆଁ ପଞ୍ଚାୟତର ପୁରୁଣାପାଣି ଭୀମକାଣ୍ଡ ଗାଁର ଦାନସର ସାମାଡ଼(୧୧) ସୋମବାର ରାତିରେ ଭାଲୁ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ, ସୋମବାର ରାତି ପ୍ରାୟ ୧୦ଟାବେଳେ ଦାନସର ପରିସ୍ରା କରିବା ପାଇଁ ଘରୁ ବାହାରକୁ…

Continue Readingଭାଲୁ ଆକ୍ରମଣରେ ବାଳକ ଗୁରୁତର

ଗଣ୍ଡଗୋଳ ଘଟଣାରେ ୨ ଗିରଫ

ଅନୁଗୁଳ: ଅନୁଗୁଳ ସଦର ଥାନା କୁସାସିଂହା ଅଂଚଳରେ ହୋଇଥିବା ଗଣ୍ଡଗୋଳ ମାମଲାରେ ପୁଲିସ ୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ହେମସୁରପଡା ଅଞ୍ଚଳର ଚନ୍ଦ୍ର ଓରଫ ଚନ୍ଦ୍ରକାନ୍ତ ସେଠୀ ଓ ଛେଳିଆପଡାର ବୁବୁ ଓରଫ ଭବାନୀ ଶଙ୍କର ଭଞ୍ଜ। ଗତ…

Continue Readingଗଣ୍ଡଗୋଳ ଘଟଣାରେ ୨ ଗିରଫ

୩ ଦିନ ଜଳିବ ଅନୁଗୁଳ ସମେତ ୧୧ ଜିଲ୍ଲା

ଅନୁଗୁଳ: ରାଜ୍ୟକୁ ପୁଣି ତାତି ଫେରୁଛି । ୩ ଦିନ ଧରି ଜଳିବ ଓଡ଼ିଶା । ରାଜ୍ୟର ତାପମାତ୍ରା ପ୍ରାୟ ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଫଳରେ ରାଜ୍ୟର ଅଧିକାଂଶ ସ୍ଥାନର ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିବ ଏବଂ…

Continue Reading୩ ଦିନ ଜଳିବ ଅନୁଗୁଳ ସମେତ ୧୧ ଜିଲ୍ଲା

ପ୍ରେରଣା ପାଲଟିଛନ୍ତି ମେନକା, ବାଉଁଶ କାରିଗରି ଦେଇଛି ପରିଚୟ, ରୋଜଗାର

ଅନୁଗୁଳ: ବାଉଁଶରେ ଭଳିକି ଭଳି କାରୁକାର୍ଯ୍ୟ । ଫୁଲ ଚାଙ୍ଘୁଡିଠୁ ନେଇ ଫୁଲଦାନୀ । ପେନ୍ ଷ୍ଟାଣ୍ଡଠୁ ନେଇ ଠାକୁରଙ୍କ ଆସ୍ଥାନ ପର୍ଯ୍ୟନ୍ତ ଏମିତି ବାଉଁଶରେ ତିଆରି ବହୁ ସାମଗ୍ରୀ ପ୍ରସ୍ତୁତ କରି ଚର୍ଚ୍ଚାକୁ ଆସିଛନ୍ତି ଅନୁଗୁଳ ବ୍ଳକ ବେଡ଼ାଶାସନ ପଞ୍ଚାୟତ…

Continue Readingପ୍ରେରଣା ପାଲଟିଛନ୍ତି ମେନକା, ବାଉଁଶ କାରିଗରି ଦେଇଛି ପରିଚୟ, ରୋଜଗାର

ପାଳଲହଡ଼ା ଏଡିଜିଏମ୍ କୋର୍ଟରେ ଇ-ସେବା ଆରମ୍ଭ

ଅନୁଗୁଳ: ଅନୁଗୁଳ ଜିଲ୍ଲା କୋର୍ଟ ପରିସରରେ କ୍ୟାବିନ୍ ଓ ପାଳଲହଡ଼ା ଏସଡିଜିଏମ୍ କୋର୍ଟରେ ଇ - ସେବା କେନ୍ଦ୍ର ସୋମବାର ଉଦଘାଟିତ ହୋଇଯାଇଛି । ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ନ୍ୟାୟମୂର୍ତ୍ତି ଡ. ଏସ୍ ମୁରଲୀଧର ଭିଡିଓ କନଫରେନ୍ସି ଜରିଆରେ…

Continue Readingପାଳଲହଡ଼ା ଏଡିଜିଏମ୍ କୋର୍ଟରେ ଇ-ସେବା ଆରମ୍ଭ