ଟାକ୍ସ ବାର କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ

ଅନୁଗୁଳ: ସୋମବାର ଅନୁଗୁଳ ଜିଲ୍ଲା ଟାକ୍ସ ବାର ଆସୋସିଏସନର ଶପଥ ଗ୍ରହଣ ଉତ୍ସବ ଆସୋସିଏସନ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି । ନିର୍ବାଚନ ଅଧିକାରୀ ଚକ୍ରଧର ପ୍ରଧାନ ନବ ନିର୍ବାଚିତ କାର୍ଯ୍ୟକର୍ତ୍ତାଙ୍କୁ ଶପଥ ପାଠ କରାଇଥିଲେ । ଆସୋସିଏସନ୍ ସଭାପତି ଭାବେ…

Continue Readingଟାକ୍ସ ବାର କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ

ପୋଲରୁ ୩୦ ଫୁଟ୍ ତଳକୁ ଖସିଲା ଟ୍ରକ୍

ଅନୁଗୁଳ: ସୋମବାର ସକାଳ ପ୍ରାୟ ୯ଟା ବେଳେ ଆଠମଲ୍ଲିକ-କିଆକଟା ରାଜ୍ୟ ରାଜପଥର କନ୍ଧପଡ଼ା ପୋଲ ଉପରୁ ଏକ ଟ୍ରକ୍ ତଳକୁ ଖସି ପଡ଼ିଥିଲା । ଏହି ଦୁର୍ଘଟଣାରେ ଟ୍ରକ୍ ଚାଳକ ସିଦ୍ଧେଶ୍ଵର ଧଳ ଓ ହେଲପର ସୁନିଲ ବେହେରା ଆହତ ହୋଇଥିବା…

Continue Readingପୋଲରୁ ୩୦ ଫୁଟ୍ ତଳକୁ ଖସିଲା ଟ୍ରକ୍

ଟିଟିପିଏସ୍ ବନ୍ଦ ପ୍ରତିବାଦରେ ବିଜେଡିର ରଣହୁଙ୍କାର

ଅନୁଗୁଳ: ତାଳଚେର ଥର୍ମାଲ ପାୱାର ଷ୍ଟେସନ୍‌(ଟିଟିପିଏସ୍) ବନ୍ଦକୁ ନେଇ ଆନ୍ଦୋଳନ ତେଜିବାର ଲାଗିଛି । ତାଳଚେର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମଙ୍ଗଳବାର ତାଳଚେରରେ ଅର୍ଥନୈତିକ ଅବରୋଧ ଘୋଷଣା କରାଯାଇଥିବା ବେଳେ ଆସନ୍ତା ୭ ତାରିଖ (ବୁଧବାର) ୧୨ ଘଣ୍ଟିଆ ଅନୁଗୁଳ ବନ୍ଦ…

Continue Readingଟିଟିପିଏସ୍ ବନ୍ଦ ପ୍ରତିବାଦରେ ବିଜେଡିର ରଣହୁଙ୍କାର

ବିଦ୍ୟୁତ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ଧାରଣା

ଅନୁଗୁଳ: କୋଭିଡ ମହାମାରୀ ଯୋଗୁଁ ରାଜ୍ୟବାସୀଙ୍କର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡିଛି। ଏହି ସମସ୍ୟାରୁ ଜନସାଧାରଣ ସମ୍ପୂର୍ଣ୍ଣ ମୁକ୍ତ ହୋଇନଥିବା ବେଳେ ରାଜ୍ୟ ସରକାରଙ୍କ ବିଦ୍ୟୁତ ଦର ବୃଦ୍ଧି ସାଧାରଣ ଜନତାଙ୍କ ଉପରେ ବୋଝ ଉପରେ ନଳିତାବିଡା ସଦୃଶ ହୋଇଛି ।…

Continue Readingବିଦ୍ୟୁତ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ଧାରଣା

ପାରିବାରିକ କଳହରୁ ଯୁବକଙ୍କ ଆତ୍ମହତ୍ୟା

ଅନୁଗୁଳ: ଜରପଡ଼ା ଥାନା ଅନ୍ତର୍ଗତ ବଡହିଂସର୍ ଗ୍ରମର ବୈକୁଣ୍ଠ ସାହୁ(୪୦) ପରିବାରିକ କଳହକୁ ନେଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଗ୍ରାମ ରାସ୍ତା ପାର୍ଶ୍ୱରେ ଥିବା ଏକ ଗଛରେ ରଶି ଲଗାଇ ବୈକୁଣ୍ଠ ଆତ୍ମହତ୍ୟା କରିଥିବା ସୁନୀୟ ଲୋକେ ଦେଖି ପୁଲିସକୁ ଖବର…

Continue Readingପାରିବାରିକ କଳହରୁ ଯୁବକଙ୍କ ଆତ୍ମହତ୍ୟା

ବ୍ୟାଙ୍କରୁ ସିସିଟିଭି ଚୋରି, ନାବାଳକ ଗିରଫ

ଅନୁଗୁଳ: ନାଲ୍‌କୋ ଥାନାର ଟାଉନସିପ୍ ପରିସରରେ ଥିବା ଇଣ୍ଡିଆନ ଓଭରସିଜ୍‌ ବ୍ୟାଙ୍କରୁ ସିସିଟିଭି କ୍ୟାମେରା ଚୋରି ଘଟଣାରେ ପୁଲିସ ଜଣେ ନାବାଳକକୁ ଗିରଫ କରିଛି । ନାବାଳକକୁ ବାଳସୁଧାର ଗୃହକୁ ପଠାଇ ଦିଆଯାଇଛି। ତା'ଠାରୁ ଚୋରି ସିସିଟିଭି ମଧ୍ୟ ପୁଲିସ ଜବତ…

Continue Readingବ୍ୟାଙ୍କରୁ ସିସିଟିଭି ଚୋରି, ନାବାଳକ ଗିରଫ

ପାଣି ପାଇପ୍ ବିଛାଇବାରେ ନଷ୍ଟ ହେଉଛି ରାସ୍ତା

ଅନୁଗୁଳ: ଅନୁଗୁଳ ଜିଲ୍ଲା ଗ୍ରାମ୍ୟ ଜଳଯୋଗାଣ ବିଭାଗ ଦ୍ୱାରା ରାଜ୍ୟ ସରକାରଙ୍କ ପାଣ୍ଠି ଓ ଜିଲ୍ଲା ଖଣିଜ ପାଣ୍ଠିରେ ବିଭିନ୍ନ ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି । ତେବେ ଜିଲ୍ଲାରେ ଥିବା ରାଜ୍ୟ ରାଜପଥ କଡ଼ରେ ଖୋଳି ପାଇପ୍ ବିଛା…

Continue Readingପାଣି ପାଇପ୍ ବିଛାଇବାରେ ନଷ୍ଟ ହେଉଛି ରାସ୍ତା

ଅନ୍‌ଲାଇନ୍‌ରେ ପରୀକ୍ଷା ଦାବି, କଲେଜ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ

ଅନୁଗୁଳ: ଅନ୍‌ଲାଇନ୍‌ରେ ପରୀକ୍ଷା କରାଯିବାକୁ ଦାବି କରି ଶନିବାର ତାଳଚେର ସ୍ଵୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ୩ ଦ୍ବିତୀୟ ବର୍ଷର ଛାତ୍ରଛାତ୍ରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଛାତ୍ରଛାତ୍ରୀମାନେ ଅଫ୍‌ଲାଇନ୍ ପରିବର୍ତ୍ତେ ଅନ୍‌ଲାଇନ୍‌ରେ ପରୀକ୍ଷା କରାଯିବାକୁ ଦାବି କରିଥିଲେ…

Continue Readingଅନ୍‌ଲାଇନ୍‌ରେ ପରୀକ୍ଷା ଦାବି, କଲେଜ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ

ଏନ୍‌ଟିପିସି ଡିଏଭିରୁ ପୁଣି ଚୋରି, ୩୬ ହଜାର ଟଙ୍କାର ଡିସି କେବୁଲ୍ କାଟିନେଲେ

ଅନୁଗୁଳ: ଏନ୍‌ଟିପିସି ଥାନା ଇଲାକା ଏନଟିପିସି ଡିଏଭି ସ୍କୁଲରୁ ପୁଣି ଚୋରି । ଗତ ୧ ତାରିଖ ରାତିରେ କିଛି ଦୁର୍ବୃତ୍ତ ସ୍କୁଲର ଛାତ ଉପରୁ ପ୍ରାୟ ୩୬ ହଜାର ଟଙ୍କାର ଡିସି କେବୁଲ୍ କାଟି ନେଇଛନ୍ତି । ଏନେଇ ଥାନାରେ…

Continue Readingଏନ୍‌ଟିପିସି ଡିଏଭିରୁ ପୁଣି ଚୋରି, ୩୬ ହଜାର ଟଙ୍କାର ଡିସି କେବୁଲ୍ କାଟିନେଲେ

ଅବସରପ୍ରାପ୍ତ ଅଧ୍ୟାପକଙ୍କ ଘରୁ ଚୋରି

ଅନୁଗୁଳ: ଅଭିନବ ଉପାୟରେ ଚୋରି । ଝରକାର ଜାଲି କାଟି ଆଙ୍କୁଡ଼ା ପୂରାଇ ଲୁଟିନେଲା ଟଙ୍କା । କେବଳ ଟଙ୍କା ଲୁଟିଲାନି, ମଶାରି କାଟି ବୃଦ୍ଧାଙ୍କ ଗୋଡ଼ରୁ ପାଉଁଜି ଫିଟାଇଲା । ଅନୁଗୁଳ ସହର ମିଶ୍ରପଡ଼ାରେ ଅବସରପ୍ରାପ୍ତ ଅଧ୍ୟାପକ ଜଗଦାନନ୍ଦ ପତିଙ୍କ…

Continue Readingଅବସରପ୍ରାପ୍ତ ଅଧ୍ୟାପକଙ୍କ ଘରୁ ଚୋରି