୧୦ମ ଅନୁଗୁଳ ଜିଲ୍ଲା ସ୍ତରୀୟ ଟାଏକୋଣ୍ଡୋ କଲର ବେଲ୍ଟ ପରୀକ୍ଷା

ଅନୁଗୁଳ : ଅନୁଗୁଳ ୧୦ମ ଜିଲ୍ଲା ସ୍ତରୀୟ ଟାଏକୋଣ୍ଡୋ କଲର ବେଲ୍ଟ ପରୀକ୍ଷା ଶୁକ୍ରବାର ସମାପ୍ତ ହୋଇଛି। ଅନଗୁଳ ଷ୍ଟାଡିୟମ ଠାରେ ଅନୁଷ୍ଠିତ ଏହି ପରୀକ୍ଷାରେ ଜିଲ୍ଲାର ୫ଟି ଏକାଡେମିରୁ ୪୦ଜଣ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ। ଅନୁଗୁଳ ଟାଏକୋଣ୍ଡୋ ସଂଘ…

Continue Reading୧୦ମ ଅନୁଗୁଳ ଜିଲ୍ଲା ସ୍ତରୀୟ ଟାଏକୋଣ୍ଡୋ କଲର ବେଲ୍ଟ ପରୀକ୍ଷା

ଯକୃତ ରୋଗରେ ଛଟପଟ ହେଉଛି ୧୩ ମାସର ଶିଶୁ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ୍ ତୁରଙ୍ଗ ଗ୍ରାମର ବାପୁଜୀ ବେହେରାଙ୍କ ୧୩ ମାସର ପୁଅ ଜନ୍ମେଜୟ ଲିଭର କାଇରୋସିସ୍ ଭଳି ମାରାତ୍ମକ ରୋଗରେ ପୀଡ଼ିତ ହୋଇଛି। ଏହି ରୋଗରେ ଲିଭର ପ୍ରତିରୋପଣ ବ୍ୟତୀତ କୌଣସି ଡାକ୍ତରୀ ଚିକିତ୍ସା ନାହିଁ ।…

Continue Readingଯକୃତ ରୋଗରେ ଛଟପଟ ହେଉଛି ୧୩ ମାସର ଶିଶୁ

ଏସିଆ ବୁକ୍ ଅଫ୍ ରେକର୍ଡରେ ରୁବେଲାଲ୍

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ୍ କୁରୁମଟାପ ପଞ୍ଚାୟତର ରଘୁନାଥ ପ୍ରଧାନଙ୍କ ପୁଅ ରୁବେଲାଲ୍ ପ୍ରଧାନଙ୍କର ୧୨୧୪୪ ବର୍ଗ ଫୁଟ ବିଶିଷ୍ଟ ବାଲୁକା କଳା ଏସିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛି । ଯାହା ଫଳରେ ତାଙ୍କୁ ସ୍ୱତନ୍ତ୍ର ଗ୍ରାଣ୍ଡ…

Continue Readingଏସିଆ ବୁକ୍ ଅଫ୍ ରେକର୍ଡରେ ରୁବେଲାଲ୍

ସିମ୍ କଳାବଜାରୀ, ବନ୍ଧାହେଲେ ଦୁଇ ଦୋକାନି, ଜିଓ କର୍ମଚାରୀ

ଅନୁଗୁଳ: ବେଆଇନ୍ ସିମ୍ କାରବାର କରୁଥିବା ୩ ଜଣ ଅଭିଯୁକ୍ତଙ୍କୁ ବାନ୍ଧିଛି ଅନୁଗୁଳ ଥାନା ପୁଲିସ୍। ଗିରଫ ଅଭିଯୁକ୍ତ ହେଲେ, ଅନୁଗୁଳ ସହର ରାଜକିଶୋରପଡ଼ାର ରଞ୍ଜନ ସାହୁ(୩୪), ହାକିମପଡ଼ାର ଦେବାଶିଷ ସାହୁ(୨୮) ଓ ରାଜକିଶୋରପଡ଼ାର ଦୁଷ୍ମନ୍ତ ସାହୁ। ପୁଲିସ୍‌ ସେମାନଙ୍କ ଠାରୁ…

Continue Readingସିମ୍ କଳାବଜାରୀ, ବନ୍ଧାହେଲେ ଦୁଇ ଦୋକାନି, ଜିଓ କର୍ମଚାରୀ

ମା’ ହିଙ୍ଗୁଳା ପୀଠରେ ନବରାତ୍ର ପୂଜା ଆରମ୍ଭ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା' ହିଙ୍ଗୁଳାଙ୍କ ପ୍ରସିଦ୍ଧ ଶାରଦୀୟ ନବରାତ୍ର ପୂଜା କୋଭିଡ୍ କଟକଣା ମଧ୍ୟରେ ଆରମ୍ଭ ହୋଇଯାଇଛି। ଦଶ ଦିନ ବ୍ୟାପୀ ଅନୁଷ୍ଠିତ ହେଉଥିବା ଏହି ପୂଜାରେ ପ୍ରଥମ ଦିବସରେ ଶୈଳପୂତ୍ରୀ ପୂଜନ, ଦ୍ବିତୀୟ ଦିବସରେ…

Continue Readingମା’ ହିଙ୍ଗୁଳା ପୀଠରେ ନବରାତ୍ର ପୂଜା ଆରମ୍ଭ

କରୋନା ପଜିଟିଭ ସଂଖ୍ୟା ଶୂନ

ଅନୁଗୁଳ : ଅନୁଗୁଳ ଜିଲ୍ଲାରେ ଦୀର୍ଘ ଦିନ ଧରି ବିଭିନ୍ନ ପ୍ରାନ୍ତରୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଥିବା ବେଳେ ଗୁରୁବାର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଶୂନରେ ପହଞ୍ଚିଛି। ଏଥିସହ ଜିଲ୍ଲାରୁ ୩ ଜଣ ସୁସ୍ଥ ହୋଇଥିବା ଜିଲ୍ଲାପାଳ ସିଦ୍ଧାର୍ଥଙ୍କ ଶଙ୍କର ସ୍ବାଇଁ…

Continue Readingକରୋନା ପଜିଟିଭ ସଂଖ୍ୟା ଶୂନ

ବର୍ଦ୍ଧିତ ହୋଲ୍ଡିଂଟ୍ୟାକ୍ସ ଆଦାୟ ଉପରେ ରୋକ୍

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ପୌରପରିଷଦ ପକ୍ଷରୁ ସହରବାସୀଙ୍କଠାରୁ ଗତ ଏପ୍ରିଲ ମାସରୁ ବର୍ଦ୍ଧିତ ହାରରେ ହୋଲ୍ଡିଂ ଟିକସ ଆଦାୟ କରିବାକୁ ନିର୍ଦ୍ଦେଶ ଜାରିକରାଯାଇଥିଲା। ମାନ୍ୟବର ହାଇକୋର୍ଟ ଏହି ମାମଲାରେ ହସ୍ତକ୍ଷେପକରି ବଦ୍ଧିତ ହାରରେ ଟିକସ ଆଦାୟ ନକରିବା ଓ ପରବର୍ତୀ…

Continue Readingବର୍ଦ୍ଧିତ ହୋଲ୍ଡିଂଟ୍ୟାକ୍ସ ଆଦାୟ ଉପରେ ରୋକ୍

ଶିକ୍ଷକଙ୍କ ସହ ୧୦ ଜୁଆଡ଼ି ଗିରଫ

ଅନୁଗୁଳ : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ଖମାର ଗାଁରେ ଚାଲିଥିବା ଏକ ଜୁଆ ଆଡ଼ା ଉପରେ ଛେଣ୍ଡିପଦା ପୁଲିସ ବୁଧବାର ଚଢାଉ କରିଛି। ଏହି ଚଢ଼ାଉରେ ଜଣେ ଶିକ୍ଷକଙ୍କ ସମେତ ୧୦ଜଣଙ୍କୁ ଗିରଫ କରିଛି। ସୂଚନା ଯେ, ବିଶ୍ୱସ୍ତ…

Continue Readingଶିକ୍ଷକଙ୍କ ସହ ୧୦ ଜୁଆଡ଼ି ଗିରଫ

ସରକାରୀ ରାସ୍ତା ଜବରଦଖଲ ନେଇ ଅଭିଯୋଗ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ୍ ଅନ୍ତର୍ଗତ କୁମଣ୍ଡ ଗାଁର ପ୍ରଗତିନଗର ମୌଜାରେ ଏକ ସରକାରୀ ରାସ୍ତାକୁ ଜବରଦଖଲ କରାଯାଇଥିବା ଅଭିଯୋଗ ହୋଇଛି। ଏଥିରେ କିଛି ସରକାକାରୀ କର୍ମଚାରୀ ଜବରଦଖଲ କରିବାରେ ସହାୟତା କରିଥିବା ନେଇ ମଧ୍ୟ ଅଭିଯୋଗ କରାଯାଇଛି। ଏହି…

Continue Readingସରକାରୀ ରାସ୍ତା ଜବରଦଖଲ ନେଇ ଅଭିଯୋଗ

ମା’ ହିଙ୍ଗୁଳାଙ୍କ ହୁଣ୍ଡିରୁ ମିଳିଲା ୪ ଲକ୍ଷ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ଗୋପାଳପ୍ରସାଦସ୍ଥିତ ପୀଠରେ ଥିବା ୨ଟି ହୁଣ୍ଡି ମଙ୍ଗଳବାର ଖୋଲାଯାଇଥିଲା । ତାଳଚେର ତହସିଲଦାର ମନ୍ମଥ ନାୟକ, ଗୋପାଳପ୍ରସାଦ ଫାଣ୍ଡି ଅଧିକାରୀ ଉଦୟନାଥ ବେହେରା, ଟ୍ରଷ୍ଟବୋର୍ଡ ସଦସ୍ୟ ମୁରଲୀଧର ସାହୁ, ରାଜେନ୍ଦ୍ର…

Continue Readingମା’ ହିଙ୍ଗୁଳାଙ୍କ ହୁଣ୍ଡିରୁ ମିଳିଲା ୪ ଲକ୍ଷ