ବିଭିନ୍ନ ଦାବି ନେଇ ଜିଲ୍ଲା ପ୍ରଶାସନକୁ ଭେଟିଲୋ ଟାକ୍ସି ଚାଳକ ସଂଘ

ଅନୁଗୁଳ: ଅନୁଗୁଳର ମା’ ତାରିଣୀ କମାଣ୍ଡର ଓ ଟାକ୍ସି ଡ୍ରାଇଭର ଆସୋସିଏସନର ସଭ୍ୟମାନେ ଗୁରୁବାର ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ୪ ଦଫା ଦାବି ସମ୍ବଳିତ ଏହି ଦାବି ପତ୍ରରେ ଟାକ୍ସି ପାର୍କିଂ…

Continue Readingବିଭିନ୍ନ ଦାବି ନେଇ ଜିଲ୍ଲା ପ୍ରଶାସନକୁ ଭେଟିଲୋ ଟାକ୍ସି ଚାଳକ ସଂଘ

ନାଲକୋ କୋଇଲା ଟ୍ରେନ ଧକ୍କାରେ ଯୁବକ ମୃତ, କ୍ଷତିପୂରଣ ପାଇଁ ଧାରଣା

ଅନୁଗୁଳ : ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଗଡ଼ ବୁଢାପଙ୍କ ଗ୍ରାମପଞ୍ଚାୟତର ଜଣେ ଯୁବକଙ୍କ ନାଲକୋ କୋଇଲା ଟ୍ରେନ ଧକ୍କାରେ ଗୁରୁବାର ମୃତ୍ୟୁ ହୋଇଛି। ଏ ନେଇ ପରିବାର ଲୋକଙ୍କ ତରଫରୁ କ୍ଷତିପୂରଣ ପାଇଁ ରେଳ ଲାଇନରେ ଧାରଣା ଦିଆଯାଇଛି।…

Continue Readingନାଲକୋ କୋଇଲା ଟ୍ରେନ ଧକ୍କାରେ ଯୁବକ ମୃତ, କ୍ଷତିପୂରଣ ପାଇଁ ଧାରଣା

ଯୁବକଙ୍କୁ ମରଣାନ୍ତକ ଆକ୍ରମଣକରି ଜଣେ ଗିରଫ

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ଖମାର ଗାଁରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ ପୁଲିସ ଜଣଙ୍କୁ ଗିରଫକରି ବୁଧବାର କୋର୍ଟ ଚାଲାଣ କରିଛି। ସୂଚନା ଯେ, ଖମାର ଗାଁରେ ରହୁଥିବା ଢ଼େଙ୍କାନା ସଦର ଥାନା ଅନ୍ତର୍ଗତ କାଉଁରିଆପାଳ ଗାଁର…

Continue Readingଯୁବକଙ୍କୁ ମରଣାନ୍ତକ ଆକ୍ରମଣକରି ଜଣେ ଗିରଫ

ଜୁନ୍ ସୁଦ୍ଧା ଜାତୀୟ ରାଜପଥ କାମ ସାରିବାକୁ ତାଗିଦ୍

ଅନୁଗୁଳ: ରାଜ୍ୟ ପୂର୍ଭମନ୍ତ୍ରୀ ଶ୍ରୀ ମଲ୍ଲିକ ବୁଧବାର ଅନୁଗୁଳ ଗସ୍ତରେ ଆସି ଅନୁଗୁଳ ସର୍କିଟ୍ ହାଉସ ଠାରେ ଆୟୋଜିତ ଏକ ଗୁରୁତ୍ଵପୂର୍ଣ୍ଣ ବୈଠକରେ ଯୋଗ ଦେଇ ଜିଲ୍ଲାର ବିଭିନ୍ନ ରାସ୍ତାକୁ ନେଇ ସମୀକ୍ଷା କରିଛନ୍ତି। ମହୀଧରପୁର ଛକରୁ ନୂଆହତା ଛକ ପର୍ଯ୍ୟନ୍ତ…

Continue Readingଜୁନ୍ ସୁଦ୍ଧା ଜାତୀୟ ରାଜପଥ କାମ ସାରିବାକୁ ତାଗିଦ୍

ରାଣୀଗୋଡାରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର

ଅନୁଗୁଳ : ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ୍ ଅନ୍ତର୍ଗତ ରାଣୀଗୋଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ନେତ୍ରମ୍ କେୟାର, ଭୁବନେଶ୍ୱରର ୟୁଥ୍ ଫର୍ ସେବା ଓ ରାଣୀଗୋଡା ବରିଷ୍ଠ ନାଗରିକ ମଞ୍ଚର ମିଳିତ ସହଯୋଗରେ ଏକ ମାଗଣା ଚକ୍ଷୁ ଚିକିତ୍ସା…

Continue Readingରାଣୀଗୋଡାରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର

ଗାଡି ଡିକି ଭାଙ୍ଗି ଲକ୍ଷେ ଟଙ୍କା ଲୁଟ୍

ଅନୁଗୁଳ : ଅନୁଗୁଳ ଜିଲ୍ଲା ବନ୍ତଳା ବଜାର ଅଞ୍ଚଳରେ ବୁଧବାର ଅପରାହ୍ନରେ ଏକ ମୋଟର ସାଇକେଲ ଡିକି ଭାଙ୍ଗି ଏକ ଲକ୍ଷ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ବନ୍ତଳା ଥାନା ଅନ୍ତର୍ଗତ ସାନକଞ୍ଜଣୀ ଗାଁର…

Continue Readingଗାଡି ଡିକି ଭାଙ୍ଗି ଲକ୍ଷେ ଟଙ୍କା ଲୁଟ୍

ବିଭିନ୍ନ ଉନ୍ନୟନ କାର୍ଯ୍ୟ ପାଇଁ ଜିଲ୍ଲାପାଳଙ୍କୁ ଭେଟିଲେ ପୂର୍ବତନ ଟାମଡା ଅଧ୍ୟକ୍ଷ

ଅନୁଗୁଳ : ଅନୁଗୁଳ ପୌରାଞ୍ଚଳର ବିଭିନ୍ନ ଉନ୍ୟନ କାର୍ଯ୍ୟ ପାଇଁ ପୂର୍ବତନ ଟାମଡା ଅଧ୍ୟକ୍ଷ ତଥା ଓଡ଼ିଶା ମୋ ପରିବାର ଜିଲା ସଂଯୋଜକ ଶକ୍ତି ପ୍ରସାଦ ପଟ୍ଟନାୟକ ବୁଧବାର ଜିଲ୍ଲାପାଳଙ୍କୁ ଭେଟି ଆଲୋଚନା କରିଛନ୍ତି। ପୌରାଞ୍ଚଳରେ ଏକ ଯୋଗମଣ୍ଡପ ସ୍ଥାପନ, ସହରରେ…

Continue Readingବିଭିନ୍ନ ଉନ୍ନୟନ କାର୍ଯ୍ୟ ପାଇଁ ଜିଲ୍ଲାପାଳଙ୍କୁ ଭେଟିଲେ ପୂର୍ବତନ ଟାମଡା ଅଧ୍ୟକ୍ଷ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଅନୁଗୁଳ ଗସ୍ତ ନେଇ ବିଜେପିର ପ୍ରସ୍ତୁତି

ଅନୁଗୁଳ: ପବିତ୍ର ଗାନ୍ଧୀ ଏବଂ ଶାସ୍ତ୍ରୀ ଜୟନ୍ତୀ ଅକ୍ଟୋବର ୨ ତାରିଖରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁଗୁଳ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଗାନ୍ଧିମାର୍ଗ ସ୍ଥିତ…

Continue Readingକେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଅନୁଗୁଳ ଗସ୍ତ ନେଇ ବିଜେପିର ପ୍ରସ୍ତୁତି

୧୨ ଫୁଟ୍‌ର ଅହିରାଜ ଉଦ୍ଧାର

ଅନୁଗୁଳୁ: ଅନୁଗୁଳ ଜିଲ୍ଲା ବନ୍ତଳା ବନାଞ୍ଚଳ ଗଡ଼ତରାସ ଗାଁରୁ ମଙ୍ଗଳବାର ୧୨ ଫୁଟ ଲମ୍ବର ଏକ ଅହିରାଜ ସାପ ଉଦ୍ଧାର କରାଯାଇଛି । ଗାଁ ଶିବ ମନ୍ଦିର ନିକଟ ଏକ ଜଳାଶୟ ପାଖରେ କେତେକ ଗ୍ରାମବାସୀ ଏହି ସାପ ଦେଖି ଭୟଭୀତ…

Continue Reading୧୨ ଫୁଟ୍‌ର ଅହିରାଜ ଉଦ୍ଧାର

ୱେବଚାନେଲ ସାମ୍ବାଦିକଙ୍କୁ ପ୍ରାଣାନ୍ତକ ଆକ୍ରମଣ, ଅଭିଯୁକ୍ତ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ଏନଟିପିସି ଓଭରବ୍ରିଜ ପାଖ ଦୈନିକ ମାର୍କେଟରେ ଜଣେ ସାମ୍ବାଦିକଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଛି । ଏ ନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଅଭିଯୁକ୍ତ ଯୁବକ ବିଜିଗୋଳ ଗ୍ରାମର କାନ୍ତ ଧର(୩୭)କୁ ପୁଲିସ…

Continue Readingୱେବଚାନେଲ ସାମ୍ବାଦିକଙ୍କୁ ପ୍ରାଣାନ୍ତକ ଆକ୍ରମଣ, ଅଭିଯୁକ୍ତ ଗିରଫ