ବାଇକ୍ ଡିକିରୁ ୧୫ ହଜାର ଲୁଟ୍
ଅନୁଗୁଳ: ବଅଁରପାଳ ବ୍ଳକ୍ ମହାଧରପୁର ହାଟଛକ ନିକଟସ୍ଥ ଏକ ଚା’ ଦୋକାନ ମଙ୍ଗଳବାର ମଧ୍ୟାହ୍ନ ବେଳେ ୧୫ ହଜାର ଟଙ୍କା ଲୁଟ୍ ହୋଇଛି । ଏକ ଫେରିବାଲା ଦମ୍ପତି ଡିକିରୁ ଟଙ୍କାତକ ଧରି ଛୁ’ ମାରିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ,…
ଅନୁଗୁଳ: ବଅଁରପାଳ ବ୍ଳକ୍ ମହାଧରପୁର ହାଟଛକ ନିକଟସ୍ଥ ଏକ ଚା’ ଦୋକାନ ମଙ୍ଗଳବାର ମଧ୍ୟାହ୍ନ ବେଳେ ୧୫ ହଜାର ଟଙ୍କା ଲୁଟ୍ ହୋଇଛି । ଏକ ଫେରିବାଲା ଦମ୍ପତି ଡିକିରୁ ଟଙ୍କାତକ ଧରି ଛୁ’ ମାରିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ,…
ଅନୁଗୁଳ: ମହିଳାଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ଜାତୀୟ ଗ୍ରାମୀଣ ଜୀବିକା ମିଶନ ଅନ୍ତର୍ଗତ ଆଜୀବିକା ଗ୍ରାମୀଣ ଏକ୍ସପ୍ରେସ ଯୋଜନାରେ ମା ମହାମୟୀ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା ସସ୍ମିତା ପ୍ରଧାନଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ଏକ ଅଟୋରିକ୍ସା ଯୋଗାଇ ଦିଆଯାଇଛି…
ଅନୁଗୁଳ: ପାଲଲହଡା ବ୍ଳକ୍ର ଆଦିବାସୀ ବହୁଳ ନୁଥୁରିପଶି ଗ୍ରାମରେ ମାଗେ ପର୍ବ ପାଳିତ ହୋଇଯାଇଛି । ପ୍ରତ୍ୟେକ ବର୍ଷ ମାଘ ମାସରେ ଏହି ପର୍ବ ପାଳିତ ହୋଇଥାଏ । ଗ୍ରାମର ପୂଜକ ଗୁରୁଚରଣ ସୁଣ୍ଢି ଓ ପ୍ରଧାନ ହେମରମ ମିଶି ପରମ୍ପରା…
ଅନୁଗୁଳ: ନାଲକୋନଗର ଥାନା ଗୋପିନାଥପୁର ଗାଁ ପାଖ ଆମ୍ବତୋଟାରୁ ଏକ ଗଳିତ ମୃତଦେହ ପୁଲିସ୍ ଜବତ କରିଛି। ତାଙ୍କ ଘର ଆଠମଲ୍ଳିକ ଥାନା ଇଲାକାରେ, ସେ କିନ୍ତୁ ନାଲକୋ ମୁଣ୍ଡା ହଟିଂରେ ତେଜରାତି ଦୋକାନ କରି ଗୁଜୁରାଣ ମେଣ୍ଟାଉଥିଲେ। ଗତ ୧୯…
ଅନୁଗୁଳ: ଅନୁଗୁଳ ଜିଲ୍ଲା ପରିଷଦ ୭ ନମ୍ବର ଜୋନ୍ରେ ଉନ୍ନୟନମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବା ଅଭିଯୋଗ କରି ଜିଲ୍ଲାପାଳଙ୍କ ନିକଟରେ ଫେରାଦ୍ ହୋଇଛନ୍ତି ଜିଲ୍ଲା ପରିଷଦ ସଭ୍ୟ ଚିତ୍ତରଂଜନ କର୍ଣ୍ଣ। ପୂର୍ବରୁ ଏ ନେଇ ମୁଖ୍ୟମନ୍ତ୍ରୀ, ପଞ୍ଚାୟତିରାଜ ବିଭାଗ ସଚିବ ଓ…
ଅନୁଗୁଳ: ବଅଁରପାଳ ବ୍ଲକ୍ ଗଡ଼ବୁଢ଼ାପଙ୍କ ଗାଁରେ ରବିବାର ଦିନ ୧୨ଟା ବେଳେ ଏକ ବିଦ୍ୟୁତ୍ ତାର ଆପେ ଜଳି ଛିଣ୍ଡି ଯାଇଥିଲା। ଫଳରେ ଗ୍ରାମବାସୀଙ୍କ ବିଦ୍ୟୁତ୍ ଉପକରଣ ପୋଡ଼ିଯାଇଥିଲା। ତାର ଛିଣ୍ଡିବା ପରେ ସେଠାରୁ ଶହେ ମିଟର ଦୂରରେ ଥିବା ସ୍କୁଲ୍ରେ…
ଅନୁଗୁଳ: ରବିବାର ସକାଳେ ଅନୁଗୁଳ କରଡ଼ାଗାଡିଆ ସ୍ଥିତ ଏକ ଠିକା କ୍ୟାମ୍ପରେ ଅଭାବନୀୟ ଘଟଣାରେ ଟ୍ରକ୍ ଚାଳକର ମୃତ୍ୟୁ ହୋଇଛି। ମୃତ ଟିପର ଚାଳକ ଅଶୋକ ମାଝୀ (୪୦)। ତାଙ୍କ ଘର ଠାକୁରଗଡ଼ ଥାନା ସିଆରିମାଳିଆ ଗ୍ରାମରେ ବୋଲି ଜଣା ପଡିଛି।…
ଅନୁଗୁଳ: ତାଳଚେର ପରିବହନ କାର୍ଯ୍ୟାଳୟ ଅଧୀନସ୍ଥ ପବିତ୍ରନଗର ଅଂଚଳର ବିଭିନ୍ନ ରାସ୍ତାରେ ବସ୍ ଚଳାଚଳ ବ୍ୟବସ୍ଥା କରାଯିବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି । ଏ ଅଞ୍ଚଳରେ ଯାତ୍ରୀବାହୀ ବସ୍ ଚଳାଚଳ କରୁ ନଥିବାରୁ ଜନସାଧାରଣ ନାହିଁ ନଥିବା ହଇରାଣ ହେଉଛନ୍ତି…
ଅନୁଗୁଳ: ହଣ୍ଡପା ଥାନା ଇଲାକା ତଥା ୫୫ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଏକାଧିକ ଚୋରା ତୈଳ ଅପମିଶ୍ରଣ ଆଡ଼ଡ଼ାରେ ଚଢ଼ଉ କରିଛି ଅନୁଗୁଳ ପୁଲିସ ସ୍ପେଶାଲ ସ୍କ୍ୱାଡ୍। ହଣ୍ଡପା ଥାନା ପ୍ରତାପପୁର ନିକଟରେ ବୁଧବାର ବିଳମ୍ବିତ ରାତିରେ ପୁଲିସ…
ଅନୁଗୁଳ: ବନ୍ତଳା ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ଅନୁଗୁଳ ପଞ୍ଚାୟତ ସମିତିର ପ୍ରାକ୍ତନ ଅଧ୍ୟକ୍ଷ ବଂଶୀଧର ପ୍ରଧାନ(୭୨)ଙ୍କର ଗୁରୁବାର ରାତିରେ ପରଲୋକ ଘଟିଛି । ଅସୁସ୍ଥ ଥିବାରୁ ଦୁଇ ଦିନ ତଳେ ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ…