ଅନୁଗୁଳ ଜିଲ୍ଲା ଚିକିତ୍ସାଳୟ, ସିକ୍ୟୁରିଟି ସଂସ୍ଥା ଚୟନରେ ଅନିୟମିତତା

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ଜିଲ୍ଲାର ଅନ୍ୟ ସ୍ଵାସ୍ଥ୍ୟ କେନ୍ଦ୍ର ଗୁଡିକରେ 'ନିର୍ମଳ' ଯୋଜନାରେ ସିକ୍ୟୁରିଟି ସେବା ଯୋଗାଣ ସଂସ୍ଥା ଚୟନରେ ବ୍ୟାପକ ଅନିୟମିତତା ସାଙ୍ଗକୁ ପ୍ରିୟାପ୍ରୀତି ତୋଷଣ କରାଯାଇଥିବା ପଦାକୁ ଆସିଛି। ଆବଶ୍ୟକ କାଗଜାତ୍ ନଥାଇ ବି…

Continue Readingଅନୁଗୁଳ ଜିଲ୍ଲା ଚିକିତ୍ସାଳୟ, ସିକ୍ୟୁରିଟି ସଂସ୍ଥା ଚୟନରେ ଅନିୟମିତତା

ଅନ୍ତର୍ଜାତୀୟ ଫୁଟବଲ ଖେଳାଳି ଭବେଶ ସମ୍ବର୍ଦ୍ଧିତ

ଅନୁଗୁଳ: ୧୭ ବର୍ଷରୁ କମ୍ ଅନ୍ତର୍ଜାତୀୟ ଫୁଟବଲ୍‌ରେ ସ୍ବର୍ଣ୍ଣପଦକ ଲାଭ କରିଥିବା ପାଳଲହଡ଼ା ସାମିଆଁପାଲିର ଭବେଶ କୁମାର ସାହୁଙ୍କୁ ରବିବାର ସ୍ଥାନୀୟ ପଞ୍ଚାୟତ ଭବନଠାରେ ସମ୍ବର୍ଦ୍ଧିତ କରାଯାଇଛି। ପାଳଲହଡ଼ା ବିଧାୟକ ମୁକେଶ ପାଳ ତାଙ୍କୁ ସମ୍ବର୍ଦ୍ଧିତ କରିବା ସହ ତାଙ୍କର ଉତ୍ତରୋତ୍ତର…

Continue Readingଅନ୍ତର୍ଜାତୀୟ ଫୁଟବଲ ଖେଳାଳି ଭବେଶ ସମ୍ବର୍ଦ୍ଧିତ

କୂଅରୁ ପାଣି ନେବାରେ ଗଣ୍ଡଗୋଳ, ବାପ ପୁଅ ଗିରଫ

ଅନୁଗୁଳ‌: ନାଲକୋନଗର ଥାନା ଅନ୍ତର୍ଗତ କୁରୁଡ଼ୋଲ ଗାଁରେ ସୋମବାର ସକାଳେ କୂଅରୁ ପାଣି ନେବାକୁ ନେଇ ଗଣ୍ଡଗୋଳ ହୋଇଛି । ସୂଚନା ମୁତାବକ, ଗାଁର ବନମାଳି ନାଏକଙ୍କ କୂଅରୁ ଛବି ନାଏକଙ୍କ ଝିଅ ପାଣିନେବାକୁ ଯାଇଥିଲେ । ସେଠାରେ କୂଅ ଉପରେ…

Continue Readingକୂଅରୁ ପାଣି ନେବାରେ ଗଣ୍ଡଗୋଳ, ବାପ ପୁଅ ଗିରଫ

୨୬ ବନ୍ଦ ଡାକରା ନେଇ ବ୍ୟବସାୟୀ ସଂଘର ବୈଠକ

ଅନୁଗୁଳ: ସର୍ବଭାରତୀୟ ବ୍ୟବସାୟୀ ସଂଘ (ସିଏଆଇଟି) ପକ୍ଷରୁ ଚଳିତ ମାସ ୨୬ ତାରିଖରେ ବନ୍ଦ ଡାକରା ପରିପ୍ରେକ୍ଷୀରେ ଅନୁଗୁଳ ବ୍ୟବସାୟୀଙ୍କର ଏକ ବୈଠକ ସ୍ଥାନୀୟ ମାରୱାଡ଼ି ଧର୍ମଶାଳାଠାରେ ଅନୁଷ୍ଠିତ ହୋଇଯାଇଛି । ବ୍ୟବସାୟୀଙ୍କ ପକ୍ଷରୁ ସିଏଆଇଟିକୁ ସମର୍ଥନ ଜଣାଇ ବନ୍ଦରେ ସାମିଲ…

Continue Reading୨୬ ବନ୍ଦ ଡାକରା ନେଇ ବ୍ୟବସାୟୀ ସଂଘର ବୈଠକ

ସୀମା ଟପିଲାଣି ଚେନ୍ ଲୁଟେରାଙ୍କ ଉତ୍ପାତ

ଅନୁଗୁଳ: ଅନୁଗୁଳ ଥାନା ଉପରୁ ଚାପ କମିଛି । ଦୁଇ ତୃତୀୟାଂଶ ଇଲାକା ନବଗଠିତ ସଦର ଥାନାରେ ସାମିଲ୍ ହୋଇଛି। ମୁଣ୍ଡରୁ ମାମଲା ବୋଝ ବି ଅନେକ ମାତ୍ରାରେ ହ୍ରାସ ପାଇଛି। ଏହାସତ୍ତ୍ୱେ ଅନୁଗୁଳ ସହରରୁ ଅପରାଧିକ କାର୍ଯ୍ୟକଳାପ କମିବା ବଦଳରେ…

Continue Readingସୀମା ଟପିଲାଣି ଚେନ୍ ଲୁଟେରାଙ୍କ ଉତ୍ପାତ

ବସ ଧକ୍କାରେ ଯୁବକଙ୍କ ପ୍ରାଣ ଗଲା

ଅନୁଗୁଳ: ଆଜି ଅପରାହ୍ନରେ ୫୫ ନମ୍ବର ଜାତୀୟ ରାଜପଥର ଅନୁଗୁଳ ସଦର ଥାନା ମୂଷାପାପୁଲି ନିକଟରେ ମର୍ମନ୍ତୁଦ ଦୁର୍ଘଟନା ଘଟିଛି। ବାଇକ୍ ଓ ବସ୍ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍ ଚାଳକଙ୍କ ଘଟଣାସ୍ଥଳରେ ପ୍ରାଣବାୟୁ ଉଡ଼ିଯାଇଛି। ମୃତକ ନିକଟସ୍ଥ ହରିବେରେଣି ଗ୍ରାମର…

Continue Readingବସ ଧକ୍କାରେ ଯୁବକଙ୍କ ପ୍ରାଣ ଗଲା

ଡ୍ରେସ୍ ଦୋକାନୀଙ୍କୁ ସଂଘବଦ୍ଧ ଆକ୍ରମଣ

ଅନୁଗୁଳ: ବକେୟା ଟଙ୍କା ଦେଣନେଣକୁ ନେଇ ଶନିବାର ଅପରାହ୍ନରେ ଜଣେ ଡ୍ରେସ୍ ଦୋକାନୀଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି । ପ୍ରାୟ ୨୦ ଜଣ ଯୁବକ ସମ୍ପୃକ୍ତ ଦୋକାନୀଙ୍କୁ ନିର୍ଧୂମ୍ ପିଟିବା ସହ ତାଙ୍କ ବାଇକ୍ ଭାଙ୍ଗି ଦେଇଛନ୍ତି । ଲୁହାଛଡ଼ ରେ…

Continue Readingଡ୍ରେସ୍ ଦୋକାନୀଙ୍କୁ ସଂଘବଦ୍ଧ ଆକ୍ରମଣ

ହୋଟେଲରେ ବୁଲିଲା ଖଣ୍ଡା

ଅନୁଗୁଳ: ଖାଇବା ପାର୍ସଲ ନେଲେ । ଟଙ୍କା ଦେଲା ବେଳକୁ କିନ୍ତୁ ମାଗିଲେ ଡିସକାଉଣ୍ଟ। ହେଲେ ଦୋକାନୀ ଟଙ୍କାଟିଏ ବି ଛାଡ଼ିଲେନି । ସମ୍ପୂର୍ଣ୍ଣ ଟଙ୍କା ନଦେଲେ ଖାଇବା ଥୋଇ ଦିଅ ବୋଲି କହିଲେ । ଏତିକିରେ ସ୍ଥାନୀୟ ଯୁବକଙ୍କ ମୁଣ୍ଡକୁ…

Continue Readingହୋଟେଲରେ ବୁଲିଲା ଖଣ୍ଡା

ଓଭରଲୋଡ଼, ୩.୩ ଲକ୍ଷ ଜରିମାନା ଆଦାୟ

ତାଳଚେର: ତାଳଚେର ଅଂଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଓଭରଲୋଡ଼ ତିନିଟି ଟ୍ରେଲରରୁ ୩.୩ ଲକ୍ଷ ଟଙ୍କା ଜୋରିମାନା ଆଦାୟ କରାଯାଇଛି। ଏହି ଭାରୀଯାନ ଗୁଡିକରେ ତାଳଚେରରୁ ବାହାରକୁ ମାଲ ଯାଉଥିବା ବେଳେ ପରିବହନ ବିଭାଗ ହାବୁଡ଼ରେ ପଡ଼ିଥିଲେ । ତାଳଚେର ଆରଟିଓ…

Continue Readingଓଭରଲୋଡ଼, ୩.୩ ଲକ୍ଷ ଜରିମାନା ଆଦାୟ

ଚେନ୍ ଲୁଟ୍ ଉଦ୍ୟମ ବିଫଳ, ଦୁଇ ଥାନାରେ ଅଟକ

ଅନୁଗୁଳ: ଆତଙ୍କ ଖେଳାଇଛନ୍ତି ଚେନ୍ ଲୁଟେରା । ଗତ କିଛି ଦିନ ହେଲା ଅନୁଗୁଳ ସହରରେ ଚେନ୍ ଲୁଟେରାଙ୍କ ଦୌରାତ୍ମ୍ୟ ବଢ଼ିଛି । ମାଳ ମାଳ ସିସିଟିଭି ସଙ୍ଗେ ସେମାନଙ୍କ ସମ୍ପର୍କରେ ବିନ୍ଦୁବିସର୍ଗ ଟେର୍ ପାଉନି ପୁଲିସ୍ । ସେପଟେ ପୁଲିସ୍‌କୁ…

Continue Readingଚେନ୍ ଲୁଟ୍ ଉଦ୍ୟମ ବିଫଳ, ଦୁଇ ଥାନାରେ ଅଟକ