ମହିଳାଙ୍କୁ ପ୍ରାଣାନ୍ତକ ଆକ୍ରମଣ, ଜଣେ ଗିରଫ

ଅନୁଗୁଳୁ: ଜଣେ ମହିଳାଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଅନୁଗୁଳ ଥାନା ପୁଲିସ୍ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲା, ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଇଲାକା ଦଦରାଘାଟିର ରାମଚନ୍ଦ୍ର ବାରିକ । ପୁଲିସ୍ ସୂଚନା ମୁତାବକ, ଅଭିଯୁକ୍ତ…

Continue Readingମହିଳାଙ୍କୁ ପ୍ରାଣାନ୍ତକ ଆକ୍ରମଣ, ଜଣେ ଗିରଫ

୬ ଫୁଟର ଅଜଗର ଉଦ୍ଧାର

ଅନୁଗୁଳ: ବଅଁରପାଳ ବ୍ଲକ୍ ଅନ୍ତର୍ଗତ ବଳରାମ ପ୍ରସାଦ ଗ୍ରାମରୁ ଏକ ୬ ଫୁଟ୍ ଲମ୍ବର ଅଜଗର ସାପ ସ୍ନେକ୍ ରେସ୍କ୍ୟୁ ଟିମ୍ ଉଦ୍ଧାର କରିଛି। ବଳରାମପ୍ରସାଦ ହିଙ୍ଗୁଳା ମନ୍ଦିର ସମ୍ମୁଖରେ ଉକ୍ତ ଅଜଗରଟି ରାସ୍ତା ପାର ହେଉଥିଲା। ଏହି ସମୟରେ ମନ୍ଦିରକୁ…

Continue Reading୬ ଫୁଟର ଅଜଗର ଉଦ୍ଧାର

୧୦ ବର୍ଷ ପରେ ନିଖୋଜ ଛାତ୍ର ଉଦ୍ଧାର

ଅନୁଗୁଳୁ: ୨୦୧୧ ମସିହାରେ ଗାଁ’ ଛାଡ଼ି ପଳାଇ ଯାଇଥିବା ବଅଁରପାଳ ଥାନା ଇଲାକାର ଜଣେ ନବମ ଶ୍ରେଣୀ ଛାତ୍ରଙ୍କୁ ହାଇଦ୍ରାବାଦରୁ ଉଦ୍ଧାର କରିଛି ପୁଲିସ । ସେଦିନର ଛାତ୍ର ଆଜି ୨୪ ବର୍ଷର ଯୁବକ। ନିୟମାନୁଯାୟୀ ଶନିବାର ସଂପୃକ୍ତ ଯୁବକଙ୍କୁ ପୁଲିସ…

Continue Reading୧୦ ବର୍ଷ ପରେ ନିଖୋଜ ଛାତ୍ର ଉଦ୍ଧାର

ସ୍କୁଟର ସହ ମଦ ଜବତ, ଜଣେ ଗିରଫ

ଅନୁଗୁଳ: ଜିଲ୍ଲା ଅବକାରୀ ବିଭାଗର ମୋବାଇଲ ସ୍କ୍ୱାଡ୍ ଶୁକ୍ରବାର ଅନୁଗୁଳ ସହର ପିଟିସି ଛକ ନିକଟରୁ ସ୍କୁଟର ସହ ୬୪ ଲିଟର ଦେଶୀ ମଦ ଜବତ କରିଛି ।ଏଥି ସହିତ ମଦ ନେଇ ଯାଉଥିବା ମଦ ବେପାରୀକୁ ଗିରଫ କରାଯାଇଛି ।…

Continue Readingସ୍କୁଟର ସହ ମଦ ଜବତ, ଜଣେ ଗିରଫ

ହଣ୍ଡପାରୁ ଅଜଣା ଯୁବକର ଗଳିତ ଶବ ଉଦ୍ଧାର ଘଟଣା

ଅନୁଗୁଳ: ଫେବ୍ରୁଆରୀ ୨୫ ତାରିଖ କିଶୋରନଗର ବ୍ଲକ୍ ତଥା ହଣ୍ଡପା ଥାନା ଇଲାକା ତଥା ନାକଚି ପଞ୍ଚାୟତର ପୁରୁଣାପାଣି ଜଙ୍ଗଲରୁ ଗଳିତ ମୃତଦେହ ଉଦ୍ଧାର ଘଟଣାର ତଦନ୍ତ ମୋଡ଼ ବଦଳିଛି। ପୂର୍ବରୁ ଏ ନେଇ ଅପମୃତ୍ୟୁ ମାମଲା ରୁଜ୍ଜୁ ହୋଇଥିଲା ବେଳେ,…

Continue Readingହଣ୍ଡପାରୁ ଅଜଣା ଯୁବକର ଗଳିତ ଶବ ଉଦ୍ଧାର ଘଟଣା

ଫାଇନାନ୍ସ କର୍ମଚାରୀଙ୍କୁ ଲୁଟ୍, ଭୁଜାଲିରେ ହାଣି ନେଇଗଲେ ୯୧ ହଜାର

ଅନୁଗୁଳ: ପାଳଲହଡ଼ା ବ୍ଲକ ଖମାର ଥାନା ଇଲାକା କୁଞ୍ଜମ ଗ୍ରାମରେ ୨ ଜଣ ଫାଇନାନ୍ସ କର୍ମଚାରୀ ଲୁଟ୍‌ପାଟର ସମ୍ମୁଖିନ ହୋଇଛନ୍ତି । ୩ ଜଣ ଦୁର୍ବୃତ୍ତ ମୁଣ୍ଡରେ ବନ୍ଧୁକ ଲଗାଇବା ସହ ଭୁଜାଲି ଆକ୍ରମଣ କରି ୯୧ ହଜାର ଟଙ୍କା ଲୁଟି…

Continue Readingଫାଇନାନ୍ସ କର୍ମଚାରୀଙ୍କୁ ଲୁଟ୍, ଭୁଜାଲିରେ ହାଣି ନେଇଗଲେ ୯୧ ହଜାର

ଚାକିରି ଆଶାୟୀଙ୍କ ନାମରେ ଜାଲ ଋଣ

ଅନୁଗୁଳ: ଜାଲ ଋଣ କରାଇଥିବା ଜଣେ ଘରୋଇ ଫାଇନାନ୍ସ କମ୍ପାନି କର୍ମଚାରୀଙ୍କୁ ଅନୁଗୁଳ ଟାଉନ ଥାନା ପୁଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ସୂଚନା ଅନୁସାରେ, ଏକ ଘରୋଇ ଫାଇନାନ୍ସ କମ୍ପାନିରେ କାର୍ଯ୍ୟକରୁଥିବା ଜରପଡ଼ା ଥାନା ଅଞ୍ଚଳର ପ୍ରତାପ…

Continue Readingଚାକିରି ଆଶାୟୀଙ୍କ ନାମରେ ଜାଲ ଋଣ

ଛାତ୍ରୀଙ୍କଠାରୁ ମୋବାଇଲ୍ ଉଦ୍ଧାର

ଅନୁଗୁଳୁ: ପାଳଲହଡା ଉପଖଣ୍ଡର ଏକ ଛାତ୍ରୀନିବାସରେ ରହି ପାଠ ପଢୁଥିବା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କଠାରୁ ବୁଧବାର ଏକ ମୋବାଇଲ୍ ଫୋନ୍ ଉଦ୍ଧାର କରାଯାଇଛି । ସଂପୃକ୍ତ ଛାତ୍ରୀଙ୍କୁ ଭଲ ପାଉଥିବା ତାଙ୍କର ଜଣେ ସହପାଠୀ ଏହି ଫୋନ୍‌ଟି ଦେଇଥିଲେ ।…

Continue Readingଛାତ୍ରୀଙ୍କଠାରୁ ମୋବାଇଲ୍ ଉଦ୍ଧାର

ଜମି ବିକ୍ରି ନାଁ ‘ରେ ଠକେଇ, ଥାନାରେ ମାମଲା

ଅନୁଗୁଳ: ଜମି କିଣିବାକୁ ଯାଇ ଠକେଇର ଶିକାର । ଲକ୍ଷେ କି ଦୁଇ ଲକ୍ଷ ନୁହଁ, ୫ ଲକ୍ଷ ଟଙ୍କା ଠକି ନେବା ପରେ ଫେରାଇବାର ନାଁ ଧରୁ ନାହାନ୍ତି । ବରଂ ଟଙ୍କା ମାଗିବାରୁ ଗାଳିଗୁଲଜ କରୁଥିବା ନେଇ ଅନୁଗୁଳ…

Continue Readingଜମି ବିକ୍ରି ନାଁ ‘ରେ ଠକେଇ, ଥାନାରେ ମାମଲା

ସଂକ୍ରମଣ ଉପରମୁହାଁ, ୯ ନୂଆ ପଜିଟିଭ

ଅନୁଗୁଳ: ଉପରମୁହାଁ ହୋଇଛି କରୋନା ସଂକ୍ରମଣ । କିଛି ଦିନ ହେଲା ପଜିଟିଭ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମଙ୍ଗଳବାର ସର୍ବାଧିକ ୯ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କୁ ମିଶାଇ ଜିଲ୍ଲାରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧୨ ହଜାର…

Continue Readingସଂକ୍ରମଣ ଉପରମୁହାଁ, ୯ ନୂଆ ପଜିଟିଭ