ବିଇଡି କଲେଜ ହେବ ଜାତୀୟ ସ୍ତରର ଅନୁଷ୍ଠାନ: ଧର୍ମେନ୍ଦ୍ର

ଅନୁଗୁଳ: ଅନୁଗୁଳ ବିଇଡି କଲେଜ ବନ୍ଦ ହେବନି। ବରଂ ଏହାକୁ ଜାତୀୟ ସ୍ତରର ଶିକ୍ଷାନୁଷ୍ଠାନ ଭାବେ ତିଆରି କରାଯିବ ବୋଲି ଘୋଷଣା କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଅନୁଗୁଳରେ ଏହା ଘୋଷଣା କରି ସେ କହିଛନ୍ତି, ଅନୁଗୁଳରେ ଶିକ୍ଷାର…

Continue Readingବିଇଡି କଲେଜ ହେବ ଜାତୀୟ ସ୍ତରର ଅନୁଷ୍ଠାନ: ଧର୍ମେନ୍ଦ୍ର

ସାତକୋଶିଆ ଜୈବବିବିଧତା ଅକ୍ଷୂର୍ଣ୍ଣ ରଖିବାକୁ ପ୍ରୟାସ

ଅନୁଗୁଳ: ଅନୁଗୁଳ ଜିଲ୍ଲାର ସାତକୋଶିଆ ଅଭୟାରଣ୍ୟ ଓ ବ୍ୟାଘ୍ର ପ୍ରକଳ୍ପର ଜୈବବିବିଧତା ଅକ୍ଷୂର୍ଣ୍ଣ ରଖିବାକୁ ପ୍ରୟାସ କରାଯାଉଛି। ଅନୁଗୁଳ ଜିଲ୍ଲାର ପରିବେଶକୁ ଅନେକାଂଶରେ ସାତକୋଶିଆ ଅଭୟାରଣ୍ୟର ଘଞ୍ଚ ଜଙ୍ଗଲ ସନ୍ତୁଳିତ କରିଥାଏ। ଏଠାକାର ଜୈବବିବିଧତା ଓଡିଶାରେ ସ୍ବତନ୍ତ୍ର ଅଭୟାରଣ୍ୟର ବନ୍ୟପ୍ରାଣୀ, ଉଦ୍ଭିଦ…

Continue Readingସାତକୋଶିଆ ଜୈବବିବିଧତା ଅକ୍ଷୂର୍ଣ୍ଣ ରଖିବାକୁ ପ୍ରୟାସ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେପି ପକ୍ଷରୁ ସମ୍ବର୍ଦ୍ଧନା

ଅନୁଗୁଳ: କେନ୍ଦ୍ର ଶିକ୍ଷା, କୋଶଲ ବିକାଶ ଏବଂ ଉଦ୍ୟମିତ ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁଗୁଳ ଜିଲ୍ଲା ଗ୍ରସ୍ତରେ ଶନିବାର ବିଜେପି ଅନୁଗୁଳ ଜିଲ୍ଲା କାର୍ଯ୍ୟାଳୟ ଠାରେ ସମ୍ବର୍ଦ୍ଧନା ଦିଆଯାଇଛି। ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ…

Continue Readingକେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେପି ପକ୍ଷରୁ ସମ୍ବର୍ଦ୍ଧନା

ବ୍ରାହ୍ମଣୀଦେଈ ଆଶ୍ରମରେ ‘ପୁସ୍ତକ’ ଉନ୍ମୋଚିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଳକ୍ ବ୍ରାହ୍ମଣୀଦେଈ ବ୍ରହ୍ମଚାରୀ ଆଶ୍ରମର ମୁଖ୍ୟ ତଥା ଚକାପାଦ ଆଶ୍ରମର ପ୍ରାକ୍ତନ ମୁଖ୍ୟ ସ୍ବର୍ଗତ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଉତ୍ତରାଧିକାରୀ ସ୍ଵାମୀ ସଚ୍ଚିଦାନନ୍ଦ ସରସ୍ବତୀଙ୍କ ଦ୍ବାରା ଲିଖିତ ଆଧ୍ୟାତ୍ମିକ ପୁସ୍ତକ ‘ଜ୍ଞାନବିଜ୍ଞାନ ସୌରଭମ୍’ ଗତ ବୁଧବାର…

Continue Readingବ୍ରାହ୍ମଣୀଦେଈ ଆଶ୍ରମରେ ‘ପୁସ୍ତକ’ ଉନ୍ମୋଚିତ

ହିଙ୍ଗୁଳା ମନ୍ଦିର ହୁଣ୍ଡିରୁ ଚୋରି

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା' ହିଙ୍ଗୁଳାଙ୍କ ଗୋପାଳପ୍ରସାଦ ସ୍ଥିତ ପୀଠ ପରିସରରେ ଥିବା ଏକ ହୁଣ୍ଡିରୁ ଗୁରୁବାର ରାତିରେ ଚୋରି ହୋଇଛି । ଶୁକ୍ରବାର ସକାଳୁ ମନ୍ଦିରର ସୁରକ୍ଷାକର୍ମୀ ହୁଣ୍ଡି ଭଙ୍ଗା ହୋଇଥିବାର ଦେଖି ମନ୍ଦିର ପ୍ରଶାସନ,…

Continue Readingହିଙ୍ଗୁଳା ମନ୍ଦିର ହୁଣ୍ଡିରୁ ଚୋରି

ନାଲକୋ ଲେଡିଜ କ୍ଲବ୍‌ର ଭାରତ ଅମୃତ ମହୋତ୍ସବ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଲେଡିଜ୍ କ୍ଲବ୍ ଦ୍ଵାରା ଶୁକ୍ରବାର ଭାରତ ଅମୃତ ମହୋତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ କ୍ଲବ୍‌ର ସଦସ୍ୟମାନେ ନାଲକୋ ଥାନାକୁ ଯାଇ କୋଭିଡ ମୁକାବିଲା ପାଇଁ ଥାନାର ଅଧିକାରୀ ଓ କର୍ମଚାରୀମାନଙ୍କୁ ମାସ୍କ ଓ ସାନିଟାଇଜର…

Continue Readingନାଲକୋ ଲେଡିଜ କ୍ଲବ୍‌ର ଭାରତ ଅମୃତ ମହୋତ୍ସବ

ବିଦ୍ୟୁତ ଆଘାତରେ ବୃଦ୍ଧା ମୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଚୌରାଗାଡିଆ ଗାଁରେ ଶୁକ୍ରବାର ସକାଳେ ବିଦ୍ୟୁତ ଆଘାତରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ସୂଚନା ଯେ, ଗାଁର କୁନ୍ଦ ସାହୁ(୬୦) ନାମକ ଜଣେ ବୃଦ୍ଧା ପୋଖରୀକୁ ଗାଧୋଇବାକୁ ଯାଉଥିଲେ। ରାସ୍ତାରେ ଏକ ୧୧…

Continue Readingବିଦ୍ୟୁତ ଆଘାତରେ ବୃଦ୍ଧା ମୃତ

ଭିଜିଲାନ୍ସ ଜାଲରେ ଫସିଲେ ଅମିନ

ଅନୁଗୁଳ: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଅନୁଗୁଳ ଜିଲ୍ଲା କଣିହାଁ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟର ଅମିନ ସୌମ୍ୟ ରଞ୍ଜନ ଦାସ। ଶୁକ୍ରବାର ସୌମ୍ୟରଞ୍ଜନ ଅଭିଯୋଗକାରୀଙ୍କ ଠାରୁ ଦୁଇ ହଜାର ଟଙ୍କା ନେଲା ବେଳେ ଛକି ରହିଥିବା ଭିଜିଲାନ୍ସର ଏକ ଟିମ ତାଙ୍କୁ ଧରି…

Continue Readingଭିଜିଲାନ୍ସ ଜାଲରେ ଫସିଲେ ଅମିନ

ଶିକ୍ଷୟିତ୍ରୀ ମନୋରମା ସାହୁଙ୍କୁ ଅବସର ସମ୍ବର୍ଦ୍ଧନା

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଳକ୍‌ ବଇଣ୍ଡା ରାମଦେଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମନୋରମା ସାହୁ ଗୁରୁବାର ଅବସର ଗ୍ରହଣ କରିଛନ୍ତି । ତାଙ୍କୁ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ବିଦ୍ୟାଳୟ ପରିସରରେ ଶିକ୍ଷକ ସୁବଳ…

Continue Readingଶିକ୍ଷୟିତ୍ରୀ ମନୋରମା ସାହୁଙ୍କୁ ଅବସର ସମ୍ବର୍ଦ୍ଧନା

କୋରିୟର ସଂସ୍ଥାରୁ ଚୋରି

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ କାଣ୍ଡସରଠାରେ ଥିବା ଗତି କୋରିୟର ସଂସ୍ଥାର ତାଲାଭାଙ୍ଗି ଚୋରି ହୋଇଛି। ସୂଚନା ଅନୁସାରେ, ବୁଧବାର ବିଳମ୍ବିତ ରାତିରେ କାଣ୍ଡସର ଗତି କୋରିୟର ସଂସ୍ଥାର ତାଲାଭାଙ୍ଗି ଲକ୍ଷାଧିକ ଟଙ୍କାର କୋରିୟର ସାମଗ୍ରୀ ଓ ବାହରକୁ…

Continue Readingକୋରିୟର ସଂସ୍ଥାରୁ ଚୋରି