ଜୟପ୍ରକାଶଙ୍କ ଜୟନ୍ତୀରେ ସଫେଇ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବିଜେଡି ତରଫରୁ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ସୋମବାର ଯୁବ ନେତା ଅରୁଣାଭ ସିଂହଙ୍କ ନେତୃତ୍ୱରେ…

Continue Readingଜୟପ୍ରକାଶଙ୍କ ଜୟନ୍ତୀରେ ସଫେଇ

ବଳରାମ କୋଇଲା ଖଣିରୁ ଡିଜେଲ୍ ଚୋରି, ଏମ୍‌ସିଏଲ୍‌ର ଦୁଇ କର୍ମଚାରୀ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଏମ୍‌ସିଏଲ୍ ଅଧୀନସ୍ଥ ଏଠାକାର ବଳରାମ କୋଇଲା ଖଣିରୁ ରବିବାର ଡିଜେଲ ଚୋରି କରୁଥିଲା ବେଳେ ୨ ଜଣ ମହାନଦୀ କୋଇଲା କମ୍ପାନୀ କର୍ମଚାରୀ ଧରାପଡ଼ି ଗିରଫ ହୋଇଥିବା ଜଣାପଡ଼ିଛି । ରବିବାର ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି…

Continue Readingବଳରାମ କୋଇଲା ଖଣିରୁ ଡିଜେଲ୍ ଚୋରି, ଏମ୍‌ସିଏଲ୍‌ର ଦୁଇ କର୍ମଚାରୀ ଗିରଫ

ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ

ଅନୁଗୁଳ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରବିବାର ବିଶ୍ଵ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ସଚେତନତା ରଥ ପରିକ୍ରମା କରିଛି। ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ତ୍ରିଲୋଚନ ପ୍ରଧାନ…

Continue Readingବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ

ସ୍ବାଧୀନତା ସଂଗ୍ରାମୀଙ୍କୁ ସମ୍ବର୍ଦ୍ଧନା

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ କଳମଛୁଇଁ ପଂଚାୟତସ୍ଥିତ ମଝିକା ଗ୍ରାମର ଶତାୟୁ ସ୍ବାଧୀନତା ସଂଗ୍ରାମୀ ବଂଶୀଧର ପ୍ରଧାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ତାଳଚେର ଫର୍ଟିଲାଇଜର ପକ୍ଷରୁ ବରିଷ୍ଠ ପଦାଧିକାରୀମାନେ ସ୍ବାଧୀନତା ସଂଗ୍ରାମୀ…

Continue Readingସ୍ବାଧୀନତା ସଂଗ୍ରାମୀଙ୍କୁ ସମ୍ବର୍ଦ୍ଧନା

ଜିଏସଟି ଫାଙ୍କି ୩୫ ଲକ୍ଷ ଟଙ୍କା ଜୋରିମାନା ଦେଲେ ଗହଣା ଦେକାନୀ

ଅନୁଗୁଳ : ଅନୁଗୁଳ ଜିଲ୍ଲା ଜିଏସଟି ଏନଫୋର୍ସମେଣ୍ଟ ସ୍କ୍ବାର୍ଡ ଦ୍ବାରା ସହରର ଏକ ଗହଣା ଦୋକାନରେ ଚଢ଼ାଉ କରାଯାଇ ଜିଏସଟି ଫାଙ୍କିବା ଅଭିଯୋଗରେ ୩୫ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଜୋରିମାନା ଆଦାୟ କରାଯାଇଛି। ସୂଚନା ଅନୁଯାୟୀ, ଓଜନ ଓ ମାପରେ ଘୋଟାଲା…

Continue Readingଜିଏସଟି ଫାଙ୍କି ୩୫ ଲକ୍ଷ ଟଙ୍କା ଜୋରିମାନା ଦେଲେ ଗହଣା ଦେକାନୀ

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

ଅନୁଗୁଳ: ବଜରଙ୍ଗଦଳ ଜିଲ୍ଲା ସଂଯୋଜକ ପ୍ରଭାତ ବାରିକଙ୍କ ନେତୃତ୍ବରେ ସ୍ଥାନୀୟ ଥାନା ଛକଠାରେ କାଶ୍ମୀରରେ ଯେଉଁଭଳି ଗତ ୫ଦିନ ମଧ୍ୟରେ ୭ ହିନ୍ଦୁଙ୍କୁ ହତ୍ୟା ଓ ଏକ ଶିକ୍ଷାନୁଷ୍ଠାନରେ ଲାଇନରେ ଠିଆ କରି ବାଛି ବାଛି ହିନ୍ଦୁ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ହତ୍ୟା…

Continue Readingପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ୍‌ର ମଇମୁରା ନିକଟରେ ଶନିବାର ସନ୍ଧ୍ୟାରେ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି। ରୋଗୀ ଆଣିବାକୁ ଠାକୁରଗଡ଼ ଦେଇ ମଇମୁରା ଗ୍ରାମକୁ ଯାଉଥିବା ବେଳେ ହଠାତ୍ ଏକ ବାଇକ୍ ସାମ୍‌ନାକୁ ଚାଲି ଆସିବାରୁ ଭାରସାମ୍ୟ ହରାଇ ଆମ୍ବୁଲାନ୍ସ…

Continue Reading୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ

ଚୋରା ଲୁହା ପାଇପ୍ ବୋଝେଇ ମିନି ଟ୍ରକ ଜବତ, ୨ ଗିରଫ

ଅନୁଗୁଳ : ଅନୁଗୁଳ ସଦର ଥାନା ପୁଲିସ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଚୋରା ଲୁହା ପାଇପ୍ ବୋଝେଇ ମିନି ଟ୍ରକ୍ ଜବତ କରିଛି। ଏଥିରେ ସମ୍ପୃତ ୨ ଜଣଙ୍କୁ ଗିରଫକରି ଶନିବାର କୋର୍ଟ ଚାଲାଣ କରିଛି। ସୂଚନା ମୁତାବକ, ତାଳଚେର…

Continue Readingଚୋରା ଲୁହା ପାଇପ୍ ବୋଝେଇ ମିନି ଟ୍ରକ ଜବତ, ୨ ଗିରଫ

ତାଳଚେର କଂଗ୍ରେସ ପକ୍ଷରୁ ମନ୍ଥନ ବୈଠକ ଅନୁଷ୍ଠିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ ସାଉଥ୍ ବଲଣ୍ଡା ସ୍ଥିତ ଜଗନ୍ନାଥ କଳାକେନ୍ଦ୍ର ଠାରେ ଶରତ ଚନ୍ଦ୍ର ପ୍ରଧାନଙ୍କ ଆବାହକତ୍ଵରେ ତାଳଚେର କଂଗ୍ରେସର ଏକ ମନ୍ଥନ ବୈଠକ ଅନୁଷ୍ଠିତ ହୋଇଯାଇଛି । ତୃଣମୂଳ ସ୍ତରରେ କଂଗ୍ରେସକୁ ସୁଦୃଢ଼ କରିବା ଏବଂ କିପରି…

Continue Readingତାଳଚେର କଂଗ୍ରେସ ପକ୍ଷରୁ ମନ୍ଥନ ବୈଠକ ଅନୁଷ୍ଠିତ

ଏକ୍ସୟୁଭି ୭୦୦ର ବଜାର ପ୍ରବେଶ

ଅନୁଗୁଳ: ଅନୁଗୁଳ ଉପକଣ୍ଠ ପଞ୍ଚମହଲା ସ୍ଥିତ ସିଦ୍ଧିଲକ୍ଷ୍ମୀ ମୋଟର୍ସରେ ମହିନ୍ଦ୍ରା ଏବଂ ମହିନ୍ଦ୍ରା ଲିମିଟେଡ଼ର ଏକ୍ସୟୁଭି-୭୦୦ ଉନ୍ମୋଚିତ ହୋଇଛି। ଅନୁଗୁଳ ଆର୍‌ଟିଓ ବିଭାଭଞ୍ଜନ ସାମନ୍ତସିଂହାର, ‘ସିଦ୍ଧିଲକ୍ଷ୍ମୀ’ର ଏମଡ଼ି ସୁଜିତ୍ ଅଗ୍ରୱାଲ ଏବଂ ରାଜ୍ କୁମାର ଅଗ୍ରୱାଲ, ମହିନ୍ଦ୍ରା ଏବଂ ମହିନ୍ଦ୍ରାର ଏସ୍ଏମ୍…

Continue Readingଏକ୍ସୟୁଭି ୭୦୦ର ବଜାର ପ୍ରବେଶ