ସଂକୀର୍ତ୍ତନ ଗୁରୁଙ୍କ ପରଲୋକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ବ୍ଳକ୍ ଘଣ୍ଟପଡା ପଞ୍ଚାୟତର ଚାଳଗଡ ଗ୍ରାମ ବାସିନ୍ଦା ଅନ୍ତର୍ଯ୍ୟାମୀ ରାଉତ(୭୪)ଙ୍କ ହୃଦ୍‌ଘାତରେ ପରଲୋକ ହୋଇଛି। ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି । ସେ ଜଣେ ସଂକୀର୍ତ୍ତନ ଗୁରୁ…

Continue Readingସଂକୀର୍ତ୍ତନ ଗୁରୁଙ୍କ ପରଲୋକ

ଏମ୍‌ସିଏଲ୍ ପକ୍ଷରୁ ଗୋଟିଏ ଦିନରେ ରେକର୍ଡ କୋଇଲା ପରିବହନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଏମ୍‌ସିଏଲ୍ ପକ୍ଷରୁ ଗୋଟିଏ ଦିନରେ ରେକର୍ଡ ପରିମାଣର କୋଇଲା ପରିବହନ କରାଯାଇଛି । ମଙ୍ଗଳବାର ୫ ଲକ୍ଷ ୪୫ ହଜାର ଟନ୍‌ କୋଇଲା ପରିବହନ ହୋଇଥିବା ବେଳେ ରେଳ ଯୋଗେ ୩ ଲକ୍ଷ ୬୬ ହଜାର ଟନ୍‌…

Continue Readingଏମ୍‌ସିଏଲ୍ ପକ୍ଷରୁ ଗୋଟିଏ ଦିନରେ ରେକର୍ଡ କୋଇଲା ପରିବହନ

ବର୍ଣାଳୀ ସାହିତ୍ୟ ସଂସଦର ସାରସ୍ଵତ ସମ୍ମିଳନୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ବର୍ଣ୍ଣାଳୀ ସାହିତ୍ୟ ସଂସଦର ସାରସ୍ୱତ ସମ୍ମିଳନୀ ମହାସମାରୋହରେ ପାଳିତ ହୋଇଯାଇଛି । ସାହିତ୍ୟ ଅନୁରାଗୀ ଓଡିଆ ଭାଷା ପ୍ରେମୀମାନଙ୍କ ମିଳିତ ମୂର୍ଜନାରେ ସମ୍ମିଳନୀ ବେଶ ଉତ୍ସବ ମୁଖର ଓ ସାରଗର୍ଭକ ହୋଇଥିଲା…

Continue Readingବର୍ଣାଳୀ ସାହିତ୍ୟ ସଂସଦର ସାରସ୍ଵତ ସମ୍ମିଳନୀ

ରୋଟ୍ରାକ୍ଟ୍ କ୍ଲବ୍ ରୟାଲର ଅଧିଷ୍ଠାନ ଦିବସ

ଅନୁଗୁଳ: ରୋଟାରୀ କ୍ଲବ୍ ଅନୁଗୁଳ ରୟାଲ୍ ପକ୍ଷରୁ ଆନ୍ତର୍ଜାତିକ ଯୁବ ଅନୁଷ୍ଠାନ ରୋଟ୍ରାକ୍ଟ୍ କ୍ଲବ୍ ଅନୁଗୁଳ ରୟାଲର ପ୍ରଥମ ଅଧିଷ୍ଠାନ ଉତ୍ସବ ବଚପନ ପ୍ଲେ' ସ୍କୁଲ ଠାରେ ପାଳିତ ହୋଇଯାଇଛି । ସଭାପତି ରୋଟାରିଆନ ଅଶୋକ ମଣ୍ଡେଠିଆ ସ୍ବାଗତ ଭାଷଣ ଦେଇଥିବା…

Continue Readingରୋଟ୍ରାକ୍ଟ୍ କ୍ଲବ୍ ରୟାଲର ଅଧିଷ୍ଠାନ ଦିବସ

ଗହଣା ଦୋକାନରେ ଜିଏସ୍‌ଟି ଚଢ଼ଉ

ଅନୁଗୁଳ: ଅନୁଗୁଳ ସହରର ଗହଣାଦୋକାନ ବନିତ ‘ଜୁଏଲର୍ସ’ରେ ସୋମବାର ଦ୍ରବ୍ୟ ଓ ସେବା କର(ଜିଏସ୍‌ଟି) ବିଭାଗ ପକ୍ଷରୁ ଚଢାଉ ହୋଇଛି । ସୋମବାର ମଧ୍ୟାହ୍ନରୁ ଏହି ଚଢଉ ଆରମ୍ଭ ହୋଇଥିଲାବେଳେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା। ପୁଲିସ ସହାୟତାରେ ଜିଏସ୍‌ଟି ଅଧିକାରୀମାନେ…

Continue Readingଗହଣା ଦୋକାନରେ ଜିଏସ୍‌ଟି ଚଢ଼ଉ

ବେଆଇନ ବାଲି ବୋଝେଇ ୧୦ ଟ୍ରକ୍ ଜବତ

ଅନୁଗୁଳୁ: ଅନୁଗୁଳ ଜିଲ୍ଲା ବୁଢ଼ାପାଳ ଟିକିରା ନଦୀରୁ ବାଲି ଚାଲାଣ ହେଉଥିବା ବେଳେ ଛେଣ୍ଡିପଦା ପୁଲିସ ସୋମବାର ୧୦ଟି ବାଲି ବୋଝେଇ ଟ୍ରକ୍ ଜବତ ରଖିଛି । ଗାଡ଼ିଗୁଡ଼ିକ ଥାନାକୁ ଅଣାଯାଇଥିବା ବେଳେ ଏ ସଂକ୍ରାନ୍ତରେ ୧୬ ଜଣଙ୍କୁ ଅଟକ ରଖି…

Continue Readingବେଆଇନ ବାଲି ବୋଝେଇ ୧୦ ଟ୍ରକ୍ ଜବତ

କାର୍ ଧକ୍କାରେ ଶିଶୁ ମୁତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମହିଧରପୁର ଛକ ଠାରେ କାର ଧକ୍କାରେ ସୋମବାର ଅପରାହ୍ନରେ ଜଣେ ୯ ବର୍ଷ ଶିଶୁର ମୃତ୍ୟୁ ହୋଇଛି। ସୂଚନା ଯେ, ଶିଶୁଟି ରାସ୍ତା ଅତିକ୍ରମ କରୁଥିବା ସମୟରେ କଟକ ଆଡୁ ଅନୁଗୁଳକୁ ଆସୁଥିବା ଏକ କାର ଧକ୍କା…

Continue Readingକାର୍ ଧକ୍କାରେ ଶିଶୁ ମୁତ

ସମ୍ବଲପୁର-ପୁରୀ ଇଣ୍ଟରସିଟି ପୁନଃ ଚଳାଚଳ ଦାବି

ଅନୁଗୁଳ: କରୋନା କଟକଣା ଯୋଗୁଁ ସମ୍ବଲପୁର-ପୁରୀ ଇଣ୍ଟରସିଟି ଟ୍ରେନ୍ ଚଳାଚଳ ଆରମ୍ଭ ହୋଇନାହିଁ। ଯଥାଶୀଘ୍ର ଏହି ଟ୍ରେନ୍‌ ଚଳାଚଳ କରାଯିବାକୁ ରବିବାର ଅନୁଗୁଳ ଜିଲ୍ଲା କିଶୋରନଗର ଜୀବନ ଜୀବିକା ଓ କୃଷିଜମି ସୁରକ୍ଷା କମିଟି ପକ୍ଷରୁ ରେଳମନ୍ତ୍ରୀଙ୍କୁ ଦାବିପତ୍ର ଦିଆଯାଇଛି। ସେହିପରି…

Continue Readingସମ୍ବଲପୁର-ପୁରୀ ଇଣ୍ଟରସିଟି ପୁନଃ ଚଳାଚଳ ଦାବି

ସମଲରେ ବିଜେପ କାର୍ଯ୍ୟକାରଣୀ ବୈଠକ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ସମଲ ପଞ୍ଚାୟତରେ ରବିବାର ବିଜେପିର କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ଚକ୍ରଶିଳା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଛି। ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି ବୈଠକରେ ସଭାପତିତ୍ବ କରିଥିଲେ। ପଞ୍ଚାୟତରେ ଦଳୀୟ ସଂଗଠନ ସୁଦୃଢ଼ କରିବା…

Continue Readingସମଲରେ ବିଜେପ କାର୍ଯ୍ୟକାରଣୀ ବୈଠକ

ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣ ପକ୍ଷରୁ ସଚେତନତା ଶିବିର

ଅନୁଗୁଳ: ଗାନ୍ଧି ଜୟନ୍ତୀ ଉପଲକ୍ଷେ ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣ ପକ୍ଷରୁ ପଞ୍ଚମହଲା ସ୍ଥିତ ସ୍ୱଧାର ଗୃହରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିର ଜିଲ୍ଲା ଓ ଦୌରା ଜଜ୍ ତଥା ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣର ଅଧ୍ୟକ୍ଷଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା।…

Continue Readingଜିଲ୍ଲା ଆଇନ୍‌ସେବା ପ୍ରାଧିକରଣ ପକ୍ଷରୁ ସଚେତନତା ଶିବିର