ଗ୍ରୀଲ ତାଡ଼ି ଦୁଇ ଲକ୍ଷର ସମ୍ପତ୍ତି ଲୁଟ୍

ଅନୁଗୁଳ: କଣିହାଁ ଏନ୍‌ଟିପିସି ଥାନା ନିକଟବର୍ତ୍ତୀ ଲୋଧାବନ୍ଧ ଗ୍ରାମରୁ ବୁଧବାର ରାତିରେ ଲୁଟପାଟ୍ ହୋଇଛି । ଗୋବିନ୍ଦ ଶର୍ମାଙ୍କ ପରିବାର ଲୋକ ଶୋଇଯାଇଥିବା ବେଳେ ଦୁର୍ବୃତ୍ତମାନେ ଗ୍ରୀଲ ତାଡ଼ି ଦୁଇ ଲକ୍ଷ ଟଙ୍କାର ସମ୍ପତ୍ତି ନେଇ ଯାଇଛନ୍ତି । ଗୁରୁବାର ଗୋବିନ୍ଦଙ୍କ…

Continue Readingଗ୍ରୀଲ ତାଡ଼ି ଦୁଇ ଲକ୍ଷର ସମ୍ପତ୍ତି ଲୁଟ୍

ଚେନ୍ ଲୁଟେରା ଗରଫ

ଅନୁଗୁଳ: ଅନୁଗୁଳ ସହରରେ ଛିନିତାଇ କରି ଆତଙ୍କ ଖେଳାଇଥିବା ଏକ ଚେନ୍ ଲୁଟେରାକୁ ବୁଧବାର ବାନ୍ଧିଛି ଅନୁଗଳ ଥାନା ପୁଲିସ୍ । ଗିରଫ ଅଭିଯୁକ୍ତ ହେଲା ରାହୁଲ୍ ମିଶ୍ର । ତା’ର ଘର ଅନୁଗୁଳ ଥାନା ରାଜକିଶୋରପଡ଼ାରେ । ପୁଲିସ୍ ସୂଚନା…

Continue Readingଚେନ୍ ଲୁଟେରା ଗରଫ

ଓଏଲଏକ୍ସରେ କ୍ୟାମେରା ଭଡ଼ା ଦେଇ ଫସିଲେ

ଅନୁଗୁଳ: ଓଏଲ୍ଏକ୍ସରେ ଭଡ଼ାରେ ଦେଇଥିଲେ କ୍ୟାମେରା । ଭଡ଼ା ବାବଦକୁ ମିଳିଥିଲା ୪ ହଜାର ଟଙ୍କା । ହେଲେ ଗୋଟିଏ ଦିନ ପାଇଁ ଭଡ଼ା ନେଇ ଫେରାଇବାର ନାଁ’ ଧରୁନି ଦୁର୍ବୃତ୍ତ । ଫେରାଇବା ବଦଳରେ କ୍ୟାମେରାକୁ ଅନ୍ୟ ସ୍ଥାନରେ ବିକ୍ରି…

Continue Readingଓଏଲଏକ୍ସରେ କ୍ୟାମେରା ଭଡ଼ା ଦେଇ ଫସିଲେ

ଥର୍ମାଲ୍ ବାଇପାସ୍ ରୋଡରେ ଛିନତାଇ ମହିଳାଙ୍କ ବେକରୁ ଝାମ୍ପି ନେଲେ ସୁନା ଚେନ୍

ଅନୁଗୁଳ: ମାତିଛନ୍ତି ଦୁର୍ବୃତ୍ତ । ଜିଲ୍ଲାରେ ଚୋରି ଓ ଛିନ୍‌ତାଇ ବୃଦ୍ଧି ପାଇବାରେ ଲାଗିଛି । ରବିବାର ସକାଳେ ଥର୍ମାଲ ବାଇପାସ୍ ରୋଡରେ ଜଣେ ମହିଳା ଛିନ୍‌ତାଇର ଶିକାର ହୋଇଛନ୍ତି । ଦୁଇଜଣ ଦୁର୍ବୃତ୍ତ ଏକ ବାଇକରେ ଆସି ତାଙ୍କ ବେକରୁ…

Continue Readingଥର୍ମାଲ୍ ବାଇପାସ୍ ରୋଡରେ ଛିନତାଇ ମହିଳାଙ୍କ ବେକରୁ ଝାମ୍ପି ନେଲେ ସୁନା ଚେନ୍

ଜିଲ୍ଲା ପୁଲିସରେ ଅଦଳବଦଳ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପୁଲିସରେ ସୋମବାର ଏକ ଛୋଟ ଧରଣର ଅଦଳବଦଳ ହୋଇଛି । ଏସପି ଜଗମୋହନ ମୀନା ୩ ଜଣ ଏସ୍ଆଇ ଓ ୭ ଜଣ ଏଏସ୍ଆଇଙ୍କୁ ବଦଳି କରିଛନ୍ତି । ନିଶା ଶିଳ୍ପାଞ୍ଚଳ ଥାନାରେ କାର୍ଯ୍ୟରତ ଏସଆଇ ସତ୍ୟ…

Continue Readingଜିଲ୍ଲା ପୁଲିସରେ ଅଦଳବଦଳ

‘ସାମ୍ବାଦିକ ସୁରକ୍ଷା ଆଇନ୍ ଲାଗୁ ହେଉ’

ତାଳଚେର: ରାଜ୍ୟ ସାମ୍ବାଦିକ ସଂଘ(ଓଡ଼ିଶା) ସହବନ୍ଧିତ ଜିଲ୍ଲା ସାମ୍ବାଦିକ ସଂଘର ଏକ ବୈଠକ ତାଳଚେର ସହରର ରାଣୀପାର୍କ ଠାରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ଦ୍ବାରିକା ପ୍ରସାଦ ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସାମ୍ବାଦିକ ସୁରକ୍ଷା ଆଇନ୍ ଲାଗୁ କରାଯିବା,…

Continue Reading‘ସାମ୍ବାଦିକ ସୁରକ୍ଷା ଆଇନ୍ ଲାଗୁ ହେଉ’

ବନ୍ତଳା ହାଇସ୍କୁଲକୁ ପୋଷ୍ୟ କଲେ ସମିତି ସଭ୍ୟ

ଅନୁଗୁଳ: ସରକାରୀ ସ୍କୁଲର ଉନ୍ନତି ପାଇଁ ସରକାର ‘ପୋଷ୍ୟ ସ୍କୁଲ’ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଜିଲ୍ଲାର ପ୍ରଶାସନିକ ଅଧିକାରୀ ହୁଅନ୍ତୁ କି ଲୋକ ପ୍ରତିନିଧି, ସବୁ ସ୍ତରରେ ଏଥିନେଇ ସେତେଟା ପ୍ରୟାସ ଆରମ୍ଭ ହୋଇନଥିବା ବେଳେ ବନ୍ତଳା ଗ୍ରାମ ପଞ୍ଚାୟତର…

Continue Readingବନ୍ତଳା ହାଇସ୍କୁଲକୁ ପୋଷ୍ୟ କଲେ ସମିତି ସଭ୍ୟ

କୁକୁଡ଼ା ଚୋରି ଘଟଣା ୨୦ କୁକୁଡ଼ା ଉଦ୍ଧାର, ଜଣେ ଗିରଫ

ଅନୁଗୁଳ: ବଇଣ୍ଡା ଛକରେ ଥିବା ସନ୍ତୋଷ ପ୍ରଧାନଙ୍କ ଚିକେନ ଦୋକାନରୁ ଗତ ବୁଧବାର ରାତିରେ ୪୦ଟି କୁକୁଡ଼ା ଚୋରି ହୋଇଥିଲା । ସନ୍ତୋଷଙ୍କ ଅଭିଯୋଗକ୍ରମେ ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ଏହି ଘଟଣାରେ ପୁଲିସ କାଳିଆ ଓରଫ୍ କୁଶ…

Continue Readingକୁକୁଡ଼ା ଚୋରି ଘଟଣା ୨୦ କୁକୁଡ଼ା ଉଦ୍ଧାର, ଜଣେ ଗିରଫ

ହତ୍ୟା ଉଦ୍ୟମ, ଅଭିଯୁକ୍ତ ସ୍ୱାମୀକୁ ସାଢ଼େ ୩ ବର୍ଷ ଜେଲ

ତାଳଚେର:ପତ୍ନୀକୁ ନିର୍ଯାତନା ଦେବା ସହ ହତ୍ୟା ଉଦ୍ୟମ ଅଭିଯୋଗରେ ତାଳଚେର ସବଜେଲରେ ବିଚାରାଧୀନ କଏଦୀ ଭୀଷ୍ମ ପ୍ରଧାନଙ୍କୁ ସାଢ଼େ ୩ ବର୍ଷର ଜେଲଦଣ୍ଡାଦେଶ ପ୍ରଦାନ କରିଛନ୍ତି ଅଦାଲତ । ଆଇପିସି ଧାରା ୩୦୭, ୪୯୮(କ) ଓ ୩୨୪ରେ କୋର୍ଟ ତାଙ୍କୁ ଦୋଷୀ…

Continue Readingହତ୍ୟା ଉଦ୍ୟମ, ଅଭିଯୁକ୍ତ ସ୍ୱାମୀକୁ ସାଢ଼େ ୩ ବର୍ଷ ଜେଲ

ପୂର୍ବ ଶତ୍ରୁତାରୁ ମାଡ଼ପିଟ୍; ୨ ପରିବାରର ୩ ଆହତ

ଅନୁଗୁଳ: ଅନୁଗୁଳ ସହର ରାଧାରମଣପଡ଼ାର ତାମ୍ରିତ କଲୋନିରେ ଗୁରୁବାର ପୂର୍ବ ଶତ୍ରୁତାକୁ ନେଇ ହୋଇଛି ଗଣ୍ଡଗୋଳ। ସୂଚନା ଅନୁଯାୟୀ, ତାମ୍ରିତ କଲୋନିର ବାବୁଲି ପ୍ରଧାନ(୫୦) ତାଙ୍କ ଭାଇ କିରଣ ପ୍ରଧାନ(୫୮)ଙ୍କ ମଧ୍ୟରେ ଗତ କିଛି ମାସ ହେଲା ଘରୋଇ ବିବାଦକୁ ନେଇ…

Continue Readingପୂର୍ବ ଶତ୍ରୁତାରୁ ମାଡ଼ପିଟ୍; ୨ ପରିବାରର ୩ ଆହତ