୪ ଦିନ ହେଲା ୪୦ ପରିବାର ଅନ୍ଧାରରେ

ବଇଣ୍ତା: କିଶୋରନଗର ବ୍ଲକ ଲୁହାମୁଣ୍ତା ପଞ୍ଚାୟତ କୁଶବଣିଆ ସାହିର ୪୦ଟି ବିପିଏଲ୍‌ ପରିବାର ଗତ ଶନିବାରଠାରୁ ଅନ୍ଧାରରେ ରାତି କାଟୁଛନ୍ତି। କୁଶବଣିଆ ସାହିର ଉପଭୋକ୍ତା ବକେୟା ବିଦ୍ୟୁତ୍‌ ବିଲ୍‌ ପୈଠ କରିନଥିବାରୁ ସ˚ଯୋଗ ବିଚ୍ଛିନ୍ନ କରିଦିଆଯାଇଛି। ଏ ସମ୍ପର୍କରେ ବଇଣ୍ତା ବିଦ୍ୟୁତ୍‌…

Continue Reading୪ ଦିନ ହେଲା ୪୦ ପରିବାର ଅନ୍ଧାରରେ

ବାଉଁଶ ବୋଝେଇ ଟ୍ରାକ୍ଟର ସହ ୩ ମଟରସାଇକେଲ ଜବତ, ୧୪ ଗିରଫ

ଅନୁଗୁଳ: ମଙ୍ଗଳବାର ବିଳମ୍ବିତ ରାତିରେ ଆଠମଲ୍ଲିକ ବନଖଣ୍ଡ ହଣ୍ଡପା ବାନାଞ୍ଚଳ କର୍ମଚାରୀ ପାଟ୍ରୋଲିଂ କରୁଥିବା ବେଳେ ବାଉଁଶ ବୋଝେଇ ଏକ ଟ୍ରାକ୍ଟର ଜବତ କରିଛନ୍ତି। ହଣ୍ଡପା- ପାତ୍ରପଡା ରାସ୍ତାରେ ଟ୍ରାକ୍ଟରଟି ଯାଉଥିଲା। ଟ୍ରାକ୍ଟରକୁ ଏସକର୍ଟ କରି ଆଣୁଥିବା ୩ଟି ମଟର ସାଇକେଲ…

Continue Readingବାଉଁଶ ବୋଝେଇ ଟ୍ରାକ୍ଟର ସହ ୩ ମଟରସାଇକେଲ ଜବତ, ୧୪ ଗିରଫ

ନାବାଳିକାକୁ ବଳାତ୍କାର, ଜଣେ ଅଟକ

ଅନୁଗୁଳ: ଅନୁଗୁଳ ପୌରାଞ୍ଚଳରେ ଜଣେ ୧୭ ବର୍ଷର ନାବାଳିକାକୁ ବଳାତ୍କାର କରିବା ନେଇ ଅନୁଗୁଳ ଥାନାରେ ଅଭିଯୋଗ ହୋଇଛି। ନାବାଳିକାଙ୍କ ଅଭିଯୋଗ କ୍ରମେ ପୁଲିସ୍‌ ଅଭିଯୁକ୍ତ ଯୁବକଙ୍କୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି। ସୂଚନା ମୁତାବକ, ଏହି ନାବାଳିକାଙ୍କ…

Continue Readingନାବାଳିକାକୁ ବଳାତ୍କାର, ଜଣେ ଅଟକ

ସଡ଼କ ଦୁର୍ଘଟଣାରେ ବାଇକ୍ ଆରୋହୀ ମୃତ

ଅନୁଗୁଳ: ସୋମବାର ରାତିରେ ଆଠମଲ୍ଲିକ ସହର ଉପକଣ୍ଠ ତଥା ଆଠମଲ୍ଲିକ- ବିନିକେୟୀ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ବାଇକ୍ ଆରୋହୀଂକ ଶୋଚନୀୟ ମୃତ୍ୟୁ ହୋଇଛି। ମୃତକ ଜାମୁଡୋଲି ଗ୍ରାମର ଚିତ୍ରସେନ ସାହୁ ବୋଲି ଜଣାଯାଇଛି। ସେ ବାହାରେ ରହୁଥିଲେ।…

Continue Readingସଡ଼କ ଦୁର୍ଘଟଣାରେ ବାଇକ୍ ଆରୋହୀ ମୃତ

ଅନୁଗୁଳ ଷ୍ଟାଡିୟମରେ କୃଷି ଓ ଫୁଲ ପ୍ରଦର୍ଶନୀ

ଅନୁଗୁଳ: ଫେବ୍ରୁଆରୀ ୧ ଓ ୨ ତାରିଖ ଦୁଇଦିନ ଧରି ଅନୁଗୁଳ ଷ୍ଟାଡିୟମରେ ଜିଲ୍ଲା ସ୍ତରୀୟ ଏଗ୍ରି ଏକ୍ସପୋ ଓ ଫୁଲ ପ୍ରଦର୍ଶନୀ ଅନୁଷ୍ଠିତ ହୋଯାଇଛି। ସୋମବାର ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା ଏହାକୁ ଉଦଘାଟନ କରିଥିଲେ। ଉଦଘାଟନୀ ଉତ୍ସବରେ…

Continue Readingଅନୁଗୁଳ ଷ୍ଟାଡିୟମରେ କୃଷି ଓ ଫୁଲ ପ୍ରଦର୍ଶନୀ

ମାତିଲେ ସାଇବର ଲୁଟେରା

ଅନୁଗୁଳ : ଅଥୟ କଲେଣି ସାଇବର ଲୁଟେରା । ସାଇବର ଠକକୁ କୌଣସି ଚେକମେଟ୍ ନଥିବାରୁ ଶିଳ୍ପନଗରୀରେ କାୟା ମେଲାଇ ଚାଲିଛି ସାଇବର ଅପରାଧ। ଏନ୍‌ଟିପିସି ଥାନା ଇଲାକା ଏନ୍‌ଟିପିସି କଣିହାଁ ସିଆଇଏସ୍‌ଏଫ୍ ୟୁନିଟ୍‌ର ଜଣେ ହାବିଲଦାର ଏକ ବଡ଼ ସାଇବର…

Continue Readingମାତିଲେ ସାଇବର ଲୁଟେରା

ଯୁବକକୁ ନିର୍ମମ ହତ୍ୟା

ଅନୁଗୁଳ: ଅନୁଗୁଳ ବ୍ଲକ ବନ୍ତଳା ଅଂଚଳରେ ଜଣେ ଯୁବକଙ୍କୁ ନିର୍ମମ ହତ୍ୟା କରାଯାଇଛି। ଏକ ଧାରୁଆ ଅସ୍ତ୍ରରେ ତଣ୍ଟି କଟାଯିବା ସହ ମୁହଁରେ ଏକାଧିକ କ୍ଷତଚିହ୍ନ ରହିଛି।କଟାଯାଇ ହତ୍ୟା କରାଯାଇଛି। ବନ୍ତଳା ବଜାର ହାଟ ପାଖ ମରାମୁଣ୍ଡାରେ ଏହି ହତ୍ୟାକାଣ୍ଡ ଘଟିଥିବା…

Continue Readingଯୁବକକୁ ନିର୍ମମ ହତ୍ୟା

ଅନୁଗୁଳରେ ପ୍ରଥମ ସାଇକ୍ଲୋଥନ ୭ରେ

ଅନୁଗୁଳ: ଜିଲ୍ଲା ଯୋଗ ସ˚ଘ ତରଫରୁ ଅନୁଗୁଳରେ ପ୍ରଥମ ଥର ପାଇଁ ଏକ ସାଇକ୍ଲୋଥନ ଅନୁଷ୍ଠିତ ହୋବକୁ ଯାଉଛି। ଆସନ୍ତା ଫେବୃୟାରୀ ମାସ ୭ ତାରିଖରେ ହେବାକୁ ଥିବା ଏହି ସାଇକ୍ଲୋଥନ ନାଲକୋ ଏଫସିଆଇ ଛକଠାରୁ ଆରମ୍ଭ ହୋଇ ସିପିପି ଦେଇ…

Continue Readingଅନୁଗୁଳରେ ପ୍ରଥମ ସାଇକ୍ଲୋଥନ ୭ରେ

ଅନୁଗୁଳରେ ନକଲି ପାମୋଲିନ କାରଖାନା ପୁଲିସ, ଜନସ୍ବାସ୍ଥ୍ୟ ବିଭାଗର ଚଢଉ,୫ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ସଦର ମହକୁମାର ନିକଟରେ ଥିବା ଏକ ନକଲି ପାମୋଲିନ ତେଲ କାରଖାନା ଠାବ କରାଯାଇଛି। ଅନୁଗୁଳ ପୁଲିସ୍ ଓ ଜନସ୍ୱାସ୍ଥ୍ୟ ବିଭାଗ ମିଳିତ ଚଢ଼ାଉ କରି କାରଖାନାରୁ ବିପୁଳ ପରିମାଣର ତେଲ, ଖାଲି ଟିଣ, ପ୍ୟାକିଂ ସାମଗ୍ରୀ…

Continue Readingଅନୁଗୁଳରେ ନକଲି ପାମୋଲିନ କାରଖାନା ପୁଲିସ, ଜନସ୍ବାସ୍ଥ୍ୟ ବିଭାଗର ଚଢଉ,୫ ଗିରଫ

ସଡ଼କ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ ଶିଡ଼ିରୁ ପଡ଼ି ଜୀବନ ଗଲା

ଅନୁଗୁଳ: ଆଠମଲ୍ଲିକ ଥାନା ଇଲାକା ଜାମୁଡୋଲି ଗ୍ରାମରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ଛାତ ଉପରକୁ ଛୋଟ ଝିଅକୁ ଆଣିବାକୁ ଯାଇଥିବା ବାପା ଶିଡିରୁ ଗଳିପଡ଼ିବାରୁ ଅକାଳ ମୃତ୍ୟୁମୁଖରେ ପଡ଼ିଛନ୍ତି। ମୃତକ ହେଲେ ସେହି ଗ୍ରାମର ସଞ୍ଜୟ ବଡ଼ମାଳି (୪୪)।…

Continue Readingସଡ଼କ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ ଶିଡ଼ିରୁ ପଡ଼ି ଜୀବନ ଗଲା