ଚାନ୍ଦା ପାଇଁ ଠିକାକ୍ୟାମ୍ପରେ ଗଣ୍ତଗୋଳ

ଅନୁଗୁଳ: ସୁରକ୍ଷାକର୍ମୀଙ୍କୁ ମାର‌୍‌ପିଟ୍‌ କରିବା ସହ ଦାଦାବଟି ଆଦାୟ କରିବା ଅଭିଯୋଗରେ ଅନୁଗୁଳ ସଦର ଥାନା ପୁଲିସ୍‌ ୨ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଦ୍ବୟ ହେଲେ ସାକସି˚ହା ଗ୍ରାମର ସୁନିଲ୍‌ ନାଏକ ଓ ବିକାଶ ନାଏକ। ପୁଲିସ୍‌ ସୂଚନା ମୁତାବକ,…

Continue Readingଚାନ୍ଦା ପାଇଁ ଠିକାକ୍ୟାମ୍ପରେ ଗଣ୍ତଗୋଳ

ବାଇକ୍‌ ଡିକି ଭାଙ୍ଗି ଲୁଟ୍‌ ଉଦ୍ୟମ

ଅନୁଗୁଳ: ଅନୁଗୁଳ ସହରରେ ମାତିଛନ୍ତି ଲୁଟେରା। ବଢ଼ିଚାଲିଛି ଦୁର୍ବୃତ୍ତଙ୍କ ଦୌରାତ୍ମ୍ୟ। ସହରରେ ମାଳ ମାଳ ସିସିଟିଭି ଲାଗିଛି। ପୁଲିସ୍‌ର ପାଟ୍ରୋଲି˚ ଭ୍ୟାନ୍‌ ସହରରେ ପଇଁତରା ମାରୁଛି। ହେଲେ ଦୁବୃର୍ତ୍ତ ପୁଲିସ୍‌କୁ ଖୋଲା ଚ୍ୟାଲେଞ୍ଜ ଦେଇ ଲୁଟ୍‌ପାଟ କରୁଛନ୍ତି। ସୋମବାର ମାରୱାଡି ଧର୍ମଶାଳା…

Continue Readingବାଇକ୍‌ ଡିକି ଭାଙ୍ଗି ଲୁଟ୍‌ ଉଦ୍ୟମ

ତାଳଚେର ମେଡିକାଲ୍‌ କଲେଜ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସତ୍ୟାଗ୍ରହ

ତାଳଚେର: ତାଳଚେର ମେଡିକାଲ୍‌ କଲେଜ ନିର୍ମାଣ ହେବାର ଦୀର୍ଘ ଦିନ ପରେ ମଧ୍ଯ ଏହା ଖୋଲୁ ନଥିବାରୁ ତାଳଚେର ମେଡିକାଲ୍‌ କଲେଜ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ନିରବ ସତ୍ୟାଗ୍ରହ ଆରମ୍ଭ କରିଛନ୍ତି। କମିଟିର ଆବାହକ ଭଗବାନ…

Continue Readingତାଳଚେର ମେଡିକାଲ୍‌ କଲେଜ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସତ୍ୟାଗ୍ରହ

ମାର୍ଚ୍ଚ ୧୦ରୁ ସେନା ନିଯୁକ୍ତି ରାଲି

ଅନୁଗୁଳ: ସେନାବାହିନୀରେ ନିଯୁକ୍ତି ପାଇଁ ଆସନ୍ତା ମାର୍ଚ୍ଚ ୧୦ ତାରିଖରୁ ଆରମ୍ଭ ହେବ ନିଯୁକ୍ତି ରାଲି। ଦଶ ଦିନ ଚାଲିବାକୁ ଥିବା ଏହି ରାଲି ପାଇଁ କୌଣସି ସ୍ଥାନ ସୂଚିତ ହୋଇନାହିଁ।ସ୍ଥାନ ଆଡ୍‌ମିଟ୍‌ କାର୍ଡ ମାଧ୍ୟମରେ ୧୫ ଦିନ ପୂର୍ବରୁ ଜଣାଇ…

Continue Readingମାର୍ଚ୍ଚ ୧୦ରୁ ସେନା ନିଯୁକ୍ତି ରାଲି

ଫାଇନାନ୍ସ କର୍ମଚାରୀଙ୍କୁ ଲୁଟ୍‌ପାଟ

ଅନୁଗୁଳ: ଅନୁଗୁଳ ସହର ଓ ଏହାର ଉପକଣ୍ଠରେ ଲୁଟେରାଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି। ପୁଲିସ୍‌କୁ ଖୋଲା ଚ୍ୟାଲେଞ୍ଜ ଦେଇ ଦୁବୃର୍ତ୍ତ ଦିନ ଦ୍ବିପ୍ରହରରେ ଲୁଟ୍‌ପାଟ୍‌ କରୁଛନ୍ତି। ବୁଧବାର ଅପରାହ୍ଣରେ ସହର ଉପକଣ୍ଠ ବେଡ଼ାସର ରେଲୱେ ଲେବୁଲ୍‌କ୍ରସି˚ଠାରେ ଜଣେ ଫାଇନାନ୍ସ କର୍ମଚାରୀ ଲୁଟର…

Continue Readingଫାଇନାନ୍ସ କର୍ମଚାରୀଙ୍କୁ ଲୁଟ୍‌ପାଟ

୯ ମାସ ପରେ ଶୁକ୍ରବାର ଆରମ୍ଭ ହେଲା ପାଠପଢ଼ା

ଅନୁଗୁଳ: ଦୀର୍ଘ ୯ ମାସ ପରେ ଶୁକ୍ରବାର ଜିଲ୍ଲାରେ ଖୋଲିଛି ସ୍କୁଲ୍‌। ଏହାକୁ ନେଇ ଛାତ୍ରଛାତ୍ରୀ ମହଲରେ ବେଶ୍‌ ଉତ୍ସାହ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ ୩୦ ଜିଲ୍ଲା ପାଇଁ ନିଯୁକ୍ତ ହୋଇଥିବା ବିଭିନ୍ନ ଅଧିକାରୀ ବୁଲି ରିପୋର୍ଟ ଦାଖଲ କରିଥିବା…

Continue Reading୯ ମାସ ପରେ ଶୁକ୍ରବାର ଆରମ୍ଭ ହେଲା ପାଠପଢ଼ା

ବାର୍ଡ ଫ୍ଲୁ ପାଇଁ ସରକାରଙ୍କ ରାଜ୍ୟସ୍ତରୀୟ ନିୟନ୍ତ୍ରଣ କକ୍ଷ

ଅନୁଗୁଳ: ବର୍ତ୍ତମାନ ପରିସ୍ଥିତିରେ ଦେଶର କେତେକ ରାଜ୍ୟରେ ବାର୍ଡ ଫ୍ଲୁ ବ୍ୟାପିବାରେ ଲାଗିଛି। ଏହି ପରିସ୍ଥିତିକୁ ଲକ୍ଷ୍ୟ କରି ରାଜ୍ୟ ସରକାର ଗୁରୁବାର ଏକ ରାଜ୍ୟସ୍ତରୀୟ ନିୟନ୍ତ୍ରଣ କକ୍ଷ ଖୋଲିଛନ୍ତି। ଜିଲ୍ଲାରେ ନିଜ ଅଞ୍ଚଳରେ ପକ୍ଷୀ କିମ୍ବା କୁକୁଡ଼ାର ମୃତ୍ୟୁକୁ ନେଇ…

Continue Readingବାର୍ଡ ଫ୍ଲୁ ପାଇଁ ସରକାରଙ୍କ ରାଜ୍ୟସ୍ତରୀୟ ନିୟନ୍ତ୍ରଣ କକ୍ଷ

ବାଉଁଶ ଚାରା ରୋପଣରେ ଅନିୟମିତତା

ଅନୁଗୁଳ : ବାଉଁଶ ଚାରା ରୋପଣରେ ହେରଫେର୍‌ । ଏଭଳି ଅଭିଯୋଗ ହେବା ପରେ ସାତକୋଶିଆ ଅଭୟାରଣ୍ୟରେ ଭିଜିଲାନ୍ସ ପକ୍ଷରୁ ରେଡ଼୍‌ କରାଯାଉଛି । ଭିଜିଲାନ୍ସର ୪ଟିମ୍‌ ବୁଧବାରଠାରୁ ବିଭିନ୍ନ ସ୍ଥାନରେ ଛାନ୍‌ଭିନ୍‌ ଆରମ୍ଭ କରିଛନ୍ତି। ଅନୁଗୁଳ ସାତକୋଶିଆ ଅଭୟାରଣ୍ୟ ବନ୍ତଳା…

Continue Readingବାଉଁଶ ଚାରା ରୋପଣରେ ଅନିୟମିତତା

ଜଳିଗଲା ତିନି ବଖରା

ଅନୁଗୁଳ: ଅନୁଗୁଳ ବ୍ଲକର ଜଙ୍ଗଲ ଘେରା ତଳସିରା ଗ୍ରାମରେ ମଙ୍ଗଳବାର ରାତିରେ ଅଗ୍ନିକାଣ୍ଡ ଘଟି ତିନି ଜଣଙ୍କ ତିନି ବଖରା ଘର ଭସ୍ମୀଭୂତ ହୋଇଯାଇଛି।ଅନୁଗୁଳ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚିଥିଲେ ମଧ୍ୟ ସେତେବେଳକୁ ଘର ପୋଡି ପାଉଁଶ ହୋଇଯାଇଥିଲା।ପ୍ରାପ୍ତ ସୂଚନା…

Continue Readingଜଳିଗଲା ତିନି ବଖରା

ସାଇବର ଅପରାଧୀ ବେଲଗାମ

ଅନୁଗୁଳ: ଶିଳ୍ପନଗରୀ ଅନୁଗୁଳ ଜିଲ୍ଲାରେ ଥମିବାର ନାଁ ନେଉନି ସାଇବର ଠକେଇ। ନୂଆ ନୂଆ ଉପାୟରେ ବରିଷ୍ଠ ନାଗରିକ, ବ୍ୟବସାୟୀ ଓ ନିରୀହ ସାଧାରଣ ଲୋକଙ୍କୁ ନିଜ ଜାଲରେ ଫସାଇ ସେମାନଙ୍କ ସ˚ଚିତ ଅର୍ଥକୁ ଲୁଟି ଚାଲିଛନ୍ତି ସାଇବର ଅପରାଧୀ। ସେପଟେ…

Continue Readingସାଇବର ଅପରାଧୀ ବେଲଗାମ