ଅନନ୍ତ ଡିଏଭିରେ ଗୁରୁ ଦିବସ ପାଳିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମହାନଦୀ କୋଲ୍ ଫିଲ୍ଡ଼,ଜଗନ୍ନାଥ କ୍ଷେତ୍ର ଅନ୍ତର୍ଗତ ଡିଏଭି ପବ୍ଲିକ୍ ସ୍କୁଲ, ଅନନ୍ତ ବିହାର ପରିସରରେ ଗୁରୁଦିବସ ପାଳିତ ହୋଇ ଯାଇଛି।ବିଦ୍ୟାଳୟର ଅଧ୍ୟକ୍ଷା ଜ୍ୟୋତି ମିଶ୍ର ମୁଖ୍ୟ ଅତିଥି ଭାବେ ଡ଼କ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା…

Continue Readingଅନନ୍ତ ଡିଏଭିରେ ଗୁରୁ ଦିବସ ପାଳିତ

କିକ୍‌ବକ୍ସଂରେ ଜିଲ୍ଲାକୁ ୩ ସ୍ବର୍ଣ୍ଣ ଓ ୧ କାଂସ୍ୟ

ଅନୁଗୁଳ: ୱାକୋ ଇଣ୍ଡିଆ ଦ୍ୱାରା ଆୟୋଜିତ କିକ୍‌ବକ୍ସଂ ଚମ୍ପିୟାନ୍‌ସିପ୍‌ରେ ଅନୁଗୁଳ କିକ୍‌ବକ୍ସଂ ଦଳ ଅଂଶଗ୍ରହଣ କରି ୩ଟି ସ୍ବର୍ଣ୍ଣ ଓ ଗୋଟିଏ ବ୍ରୋଞ୍ଜ ପଦକ ହାସଲ କରିଛି। ଗୋଆଠାରେ ଅଗଷ୍ଟ ୨୬ ତାରିଖରୁ ୨୯ ତାରିଖର ପର୍ଯ୍ୟନ୍ତ ହୋଇଥିବା ଏହି ଚମ୍ପିୟାନସିପରେ…

Continue Readingକିକ୍‌ବକ୍ସଂରେ ଜିଲ୍ଲାକୁ ୩ ସ୍ବର୍ଣ୍ଣ ଓ ୧ କାଂସ୍ୟ

ପତ୍ନିକୁ ନିର୍ଯାତନା ଅଭିଯୋଗ

ଅନୁଗୁଳ (Jugal Kishore Sahoo): ଅନୁଗୁଳ ଜିଲ୍ଲାକଣିହାଁ ବ୍ଲକ ଏନଟିପିସି ଥାନା ଅନ୍ତର୍ଗତ ରଙ୍ଗବେଡ ବିଜୁ କଲୋନୀରେ ରହୁଥିବା ଅଞ୍ଜୁତା ସାହାଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦିଆ ଯାଉଥିବା ନେଇ ସେ ଗତ ୨ ତାରିଖରେ ଥାନାରେ ଅଭିଯୋଗ କରିଛନ୍ତି।…

Continue Readingପତ୍ନିକୁ ନିର୍ଯାତନା ଅଭିଯୋଗ

ସ୍ୱାମୀର ଦ୍ୱିତୀୟ ପତ୍ନୀ କୁ ନେଇ ଥାନାରେ ଏତଲା

ଅନୁଗୁଳ (Jugal Kishore Sahoo): ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ସନକାକୁଡ଼ିଆ ଗ୍ରାମର ମାମିଲତା ବେହେରା(୨୨)ଙ୍କ ସ୍ବାମୀ ସୁବଳ ବେହେରା ଅନ୍ୟ ଜଣେ ମହିଳା ଓ ୧୦ ଜଣେ ବର୍ଷର ପିଲାକୁ ଘରକୁ ଆଣିବା ନେଇ ମାମିଲତା କଣିହାଁ ଥାନାରେ ଗତ…

Continue Readingସ୍ୱାମୀର ଦ୍ୱିତୀୟ ପତ୍ନୀ କୁ ନେଇ ଥାନାରେ ଏତଲା

ଫସଲ ନଷ୍ଟ କଲେ ହାତୀପଲ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଧଣ୍ଡାତୋପା ରେଞ୍ଜ କାନ୍ତପଡା ଗ୍ରାମରେ ଗୁରୁବାର ରାତିରେ ହାତୀ ଉପଦ୍ରବ କରିଛନ୍ତି। ନିକଟସ୍ଥ ଜଙ୍ଗଲରୁ ହାତୀପଲ ଗ୍ରାମାଭିମୁଖୀ ହୋଇ ଗ୍ରାମର ଆନନ୍ଦ ପ୍ରଧାନ, ଆଜିତ ପ୍ରଧାନ, ବ୍ରଜବନ୍ଧୁ ପ୍ରଧାନ, ରୋହିତ ପୋଢ, ବିଚିତ୍ରା ସାହୁ,…

Continue Readingଫସଲ ନଷ୍ଟ କଲେ ହାତୀପଲ

ଏମସିଏଲ୍ କାମକୁ ବିରୋଧ, ଥାନାରେ ମାମଲା

ଅନୁଗୁଳ (Jugal Kishore Sahoo): ଅନୁଗୁଳ ଜିଲ୍ଲା କଣିହାଁ ଖୋଲାମୁହଁ କୋଇଲା ଖଣିର ଜରଡ଼ା ଗ୍ରାମବାସୀଙ୍କ ଥଇଥାନ ପାଇଁ ପଥରମୁଣ୍ଡାଠାରେ ଚାଲିଥିବା ପୁନର୍ବାସ କଲୋନୀ ନାମକୁ ବିରୋଧ କରିବା ଅଭିଯୋଗରେ ଏମସିଏଲ୍ ପକ୍ଷରୁ ପଥରମୁଣ୍ଡା ଗ୍ରାମର ୨ ଜଣଙ୍କ ନାମରେ ଏତଲା…

Continue Readingଏମସିଏଲ୍ କାମକୁ ବିରୋଧ, ଥାନାରେ ମାମଲା

ଏନଟିପିସି ଦୀପଶିଖା ସବ୍‌ପୋଷ୍ଟମାଷ୍ଟର୍‌ଙ୍କୁ ବିଦାୟ ସମ୍ବର୍ଦ୍ଧନା

ଅନୁଗୁଳ(Jugal Kishore Sahoo): ଅନୁଗୁଳ ଜିଲ୍ଲା କଣିହାଁ ଏନଟିପିସି ଦୀପଶିଖା ସବ୍‌ପୋଷ୍ଟମାଷ୍ଟର ସୁପ୍ରିମା ପ୍ରଧାନଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ଏ ଉପଲକ୍ଷେ ଆୟୋଜିତ ସଭାରେ ଜିଡ଼ିଏସ୍ ଏମଡ଼ି ପ୍ରଶାନ୍ତ ଧର ଅଧ୍ୟକ୍ଷତା କରିଥିଲେ। ଶ୍ରୀମତୀ ପ୍ରଧାନଙ୍କୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିବା…

Continue Readingଏନଟିପିସି ଦୀପଶିଖା ସବ୍‌ପୋଷ୍ଟମାଷ୍ଟର୍‌ଙ୍କୁ ବିଦାୟ ସମ୍ବର୍ଦ୍ଧନା

ରେଳ ୱାଗନ୍‌ରେ ଚାପି ହୋଇ ଶ୍ରମିକ ମୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଏମସିଏଲର ଭରତପୁର ଖଣି ସାଇଡିଂରେ ଟ୍ରେନ୍‌ ୱାଗନରେ ଚାପି ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। କୋଇଲା ପରିବହନ କରି ଟ୍ରେନ୍ ତାଳଚେର ଷ୍ଟେସନ ଆଡ଼କୁ ଆସୁଥିବା ବେଳେ ଜଗନ୍ନାଥ ଖଣିର ୧ ନମ୍ବର ସାଇଡିଂରେ…

Continue Readingରେଳ ୱାଗନ୍‌ରେ ଚାପି ହୋଇ ଶ୍ରମିକ ମୃତ

ବିଏମଏସ୍ କାର୍ଯ୍ୟାଳୟ ଉଦ୍‌ଘାଟିତ

ଅନୁଗୁଳ(Jugal Kishore Sahoo): ଅନୁଗୁଳ ଜିଲ୍ଲା କଣିହାଁ ଖୋଲାମୁହଁ କୋଇଲାଖଣି କଣିହାଁ ଶାଖା ବିଏମଏସର ନୂତନ କାର୍ଯ୍ୟାଳୟ ଶୁକ୍ରବାର ପୂର୍ବାହ୍ନରେ ଉଦ୍‌ଘାଟିତ ହୋଇଯାଇଛି । ତାଳଚେର କୋଇଲା ଖଣି ମଜଦୂର ସଂଘ ସଭାପତି ଅରୁଣ କୁମାର ପ୍ରଧାନ ମୁଖ୍ୟଅତିଥ୍, ସମ୍ମାନିତ ଅତିଥି…

Continue Readingବିଏମଏସ୍ କାର୍ଯ୍ୟାଳୟ ଉଦ୍‌ଘାଟିତ

ବଧୂହତ୍ୟା ଅଭିଯୋଗ

ଅନୁଗୁଳ (Jugal Kishore Sahoo)  : ଯୌତୁକ ଜନିତ ବଧୂହତ୍ୟା ନେଇ ଗୁରୁବାର କଣିହାଁ ଥାନାରେ ଅଭିଯୋଗ ହୋଇଛି। ପ୍ରକାଶ ଯେ, ନିଶା ଥାନା ଅଧୀନ ବାଲିଚନ୍ଦ୍ରପୁର ଗ୍ରାମର କାନ ବେହେରା(୪୫)ଙ୍କ ଝିଅ ଆରତୀ (୩୦) ରଞ୍ଜନାଗୁଣ୍ଡୁରୀ ଗ୍ରାମର ବୁଦ୍ଧିଆଙ୍କ ପୁଅ…

Continue Readingବଧୂହତ୍ୟା ଅଭିଯୋଗ