ବିଜେଡିର ପ୍ରତିଷ୍ଠା ଦିବସରେ ରକ୍ତଦାନ ଶିବିର
ଅନୁଗୁଳ: ଅନୁଗୁଳ ବ୍ଳକ ବ୍ଲକ ବସଲା ପଞ୍ଚାୟତ ଲୋକେଇପଶି ଗ୍ରାମରେ ଓଡ଼ିଶା ମୋ ପରିବାର ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବିଜେଡିର ୨୪ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଏହି ଶିବିର ଆୟୋଜିତ ହୋଇଥିଲା। ଗ୍ରାମର ସଭାପତି ନିରୋଦ…
ଅନୁଗୁଳ: ଅନୁଗୁଳ ବ୍ଳକ ବ୍ଲକ ବସଲା ପଞ୍ଚାୟତ ଲୋକେଇପଶି ଗ୍ରାମରେ ଓଡ଼ିଶା ମୋ ପରିବାର ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବିଜେଡିର ୨୪ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଏହି ଶିବିର ଆୟୋଜିତ ହୋଇଥିଲା। ଗ୍ରାମର ସଭାପତି ନିରୋଦ…
ଅନୁଗୁଳ: ଓଡ଼ିଶା ପ୍ରଦେଶ ଯୁବ କ˚ଗ୍ରେସ ତରଫରୁ ନୂତନ କାର୍ଯ୍ୟକର୍ତ୍ତା ଘୋଷଣା କରାଯାଇଛି। ଅନୁଗୁଳର ଯୁବନେତା ବିମଳ ବେହେରା ରାଜ୍ୟ ଯୁବ ଉପସଭାପତି ମନୋନୀତ ହୋଇଛନ୍ତି। ଓଡ଼ିଶା ଯୁବ କ˚ଗ୍ରେସ ପ୍ରଭାରୀ ପ୍ରତିଭା ରଘୁବ˚ଶୀଙ୍କ ଅନୁମୋଦନ କ୍ରମେ ରାଜ୍ୟ ଯୁବ କ˚ଗ୍ରେସ…
କଣିହାଁ : କଣିହାଁସ୍ଥିତ ଏନ୍ଟିପିସି ବିଦ୍ୟୁତ ପ୍ରକଳ୍ପ ପକ୍ଷରୁ ଶୁକ୍ରବାର ସ୍ଥାନୀୟ ଗଣମାଧ୍ୟମଙ୍କ ସହ ଏକ ଭାବବିନିମୟକାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରକଳ୍ପର ମୁଖ୍ୟ ମହାପ୍ରବନ୍ଧକ ସୁଦୀପ ନାଗ ପ୍ରକଳ୍ପର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋକପାତ…
ଅନୁଗୁଳ: ଶୁକ୍ରବାର ରାଜ୍ୟ ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଅନୁଗୁଳ ଜିଲ୍ଲା ବିଜେଡି କମିଟିକୁ ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ (ମିଡିଆ ବ୍ୟାପାର) ମାନସ ର˚ଜନ ମଙ୍ଗରାଜ ପ୍ରେସ୍ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି…
ତାଳଚେର: ତାଳଚେର ଉପଖଣ୍ତ ଡାକ୍ତରଖାନାରେ ଡାକ୍ତର ଅଭାବ ସମସ୍ୟା ସମାଧାନ ଦାବିରେ ବିଜେପି ତାଳଚେର ପୌର ମଣ୍ତଳ ତରଫରୁ ମୁଖ୍ୟମନ୍ତ୍ରୀ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ତାଳଚେର ଉପଖଣ୍ତ ଚିକିତ୍ସାଳୟରେ ୧୭ ଜଣ ଡାକ୍ତର ପଦବୀ ରହିଥିବା ବେଳେ ମାତ୍ର…
ଅନୁଗୁଳ: ଅନୁଗୁଳ ସହରରେ ନିର୍ମାଣାଧୀନ ସଭାଘରୁ ବଡ଼ ଧରଣର ଚୋରି ହୋଇଛି। ସଭାଘରେ ଲାଗିଥିବା ବହୁ ମୂଲ୍ୟବାନ୍ ବୈଦ୍ୟୁତିକ ଉପକରଣ ଲୁଟି ନେଇଛନ୍ତି ଦୁବୃର୍ତ୍ତ। ଏ ନେଇ ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ ହୋଇଛି। ପୁଲିସ୍ ମାମଲା ରୁଜୁ କରି ତଦନ୍ତ…
ଅନୁଗୁଳ: ଦୁଇ ଜଣ ଯୁବକ ଖାସୀ ଚୋରି କରି ନୂଆ ବର୍ଷ ପାଳିବାକୁ ଯୋଜନା କରିଥିବାବେଳେ ଏହା ଫସର ଫାଟି ଯାଇଛି। କାରରେ ଆସୁଥିବା ଦୁଇ ଜଣ ଦୁର୍ବୃତ୍ତ ରାସ୍ତାରୁ ଦୁଇଟି ଛେଳି ଉଠାଇ ଆଣିଥିଲେ ହେଁ, ଲୋକ ଗୋଡାଇବାରୁ ଅନୁଗୁଳ…
ଅନୁଗୁଳ: ରାଜ୍ୟ ସରକାର ଆଇପିଏସ୍ ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି। ୧୩ଟି ଜିଲ୍ଲାରେ ସରକାର ନୂଆ ଏସ୍ପିଙ୍କୁ ନିଯୁକ୍ତି ଦେଇଥିବାବେଳେ ବରିଷ୍ଠ ଅଧିକାରୀମାନଙ୍କୁ ମଧ୍ୟ ଅଦଳବଦଳ କରିଛନ୍ତି। ଏହି କ୍ରମରେ ଉତ୍ତର କେନ୍ଦ୍ରାଞ୍ଚଳ ଆଇଜି ନରସି˚ହ ଭୋଳଙ୍କୁ ସମ୍ବଲପୁର…
ତାଳଚେର: ତାଳଚେର ବ୍ଲକ୍ ଶିରିଗିଡ଼ା ଗ୍ରାମର ତ୍ରିନେତ୍ର କ୍ରିକେଟ୍ କ୍ଲବ୍ ପକ୍ଷରୁ ଏକ କ୍ରିକେଟ୍ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଗତ ୧୪ ତାରିଖଠାରୁ ଆରମ୍ଭ ହୋଇଥିବା ଏହି ଟୁର୍ନାମେଣ୍ଟରେ ମୋଟ ୧୬ଟି ଦଳ ଅ˚ଶଗ୍ରହଣ କରିଥିଲେ। ଫାଇନାଲ୍ ମ୍ୟାଚରେ ଆୟୋଜକ ସିରିଗିଡ଼ା…
ତାଳଚେର: ତାଳଚେର ଅନନ୍ତ ବିହାର ଡି.ଏ.ଭି. ପବ୍ଲିକ୍ ସ୍କୁଲ୍ ପରିସରରେ ରାଷ୍ଟ୍ରୀୟ ଗଣିତ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷା ଜ୍ୟୋତି ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଗଣିତ ଶିକ୍ଷକ ପ୍ରମୋଦ…