ଗାଁ’ ବଇଣ୍ଡା ଅଞ୍ଚଳରେ ହାତୀ ଆତଙ୍କ
ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ୍ ହଣ୍ଡପା ରେଞ୍ଜର ସୋଲଣ୍ଡା ଗ୍ରାମରେ ସୋମବାର ଦିନ ୧୨ ଟି ହାତୀ ପଲ ଆସିଥିବା ବେଳେ ଅଞ୍ଚଳବାସୀ ଆତଙ୍କିତ ହୋଇପଡିଛନ୍ତି । ଗ୍ରାମବାସୀଙ୍କ କହିବା ଅନୁଯାୟୀ କିଛି ଦିନ ହେବ ହଣ୍ଡପା ରେଞ୍ଜରେ ୧୨…
ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ୍ ହଣ୍ଡପା ରେଞ୍ଜର ସୋଲଣ୍ଡା ଗ୍ରାମରେ ସୋମବାର ଦିନ ୧୨ ଟି ହାତୀ ପଲ ଆସିଥିବା ବେଳେ ଅଞ୍ଚଳବାସୀ ଆତଙ୍କିତ ହୋଇପଡିଛନ୍ତି । ଗ୍ରାମବାସୀଙ୍କ କହିବା ଅନୁଯାୟୀ କିଛି ଦିନ ହେବ ହଣ୍ଡପା ରେଞ୍ଜରେ ୧୨…
ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ କଳା ସଂସ୍କୃତି ସଂଘ ପକ୍ଷରୁ ସୋମବାର ଏକ ୨୫ ଦଫା ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡ଼ିଓଙ୍କୁ ପ୍ରଦାନ କରାଯାଇଛି। କଳାକାର ସହାୟତା ରାଶି ସର୍ବନିମ୍ନ ୩୦୦୦ ଟଙ୍କାକୁ ବୃଦ୍ଧି କରିବା, ପ୍ରତି ଲୋକକଳା ଦଳକୁ…
ଅନୁଗୁଳ: ନୂତନ ସ୍ୱେଚ୍ଛାସେବୀ ସଙ୍ଗଠନ ବିୟଣ୍ଣ ସ୍ଲାଇଲ୍ ଫାଉଣ୍ଡେସନ୍ ଟ୍ରଷ୍ଟର ପ୍ରଥମ ବାର୍ଷିକ ଉତ୍ସବ ରବିବାର ଅପରାହ୍ନରେ ଜିଲ୍ଲା କଳାକେନ୍ଦ୍ରଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲାର କିନ୍ନରମାନଙ୍କୁ ସମ୍ମାନିତ କରାଯିବା ସହ ସେମାନଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ…
ଅନୁଗୁଳ: ଚୋରଙ୍କ ଟାର୍ଗେଟ୍ରେ ସ୍କୁଲ । ଗୋଟିଏ ପରେ ଗୋଟିଏ ସ୍କୁଲରେ କଳାକନା ବୁଲାଉଛନ୍ତି। ଶୁକ୍ରବାର ରାତିରେ ବଅଁରପାଳ ବ୍ଳକର ତେଣ୍ଟୋଲୋଇ ଆଶ୍ରମ ସ୍କୁଲରୁ ଚୋରି ହୋଇଛି। ଦୁର୍ବୃତ୍ତ ବିଦ୍ୟାଳୟରେ ଥିବା ୪ଟି ସୋଲାର୍ ଲାଇଟ୍ର ବ୍ୟାଟେରୀ ଲୁଟି ନେଇଛନ୍ତି। ଏନେଇ…
ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ସଂରକ୍ଷିତ ଜଙ୍ଗଲରେ ଶିକାର ଉଦେଶ୍ୟରେ ବେଆଇନ ଭାବେ ହୁକ ପକାଇବା ଅଭିଯୋଗରେ ବନ ବିଭାଗ ଜଣେ ଶିକାରୀଙ୍କୁ ରବିବାର ଗିରଫ କରିଛି। ସୂଚନା ଅନୁଯାୟୀ, ଗୁମ୍ଫାହିଲ ସଂହରକ୍ଷିତ ଜଙ୍ଗଲରେ ଜନ୍ତୁ ଶିକାର କରିବା ଲାଗି ବେଆଇନ…
ଅନୁଗୁଳ: ତାଳଚେର ଥାନା ଅନ୍ତର୍ଗତ ଚାଉଳିଆକୁଦା ନିକଟରୁ ତାଳଚେର ପୁଲିସ୍ ୩ ଜଣ ଦୁର୍ଦ୍ଧାନ୍ତ ଲୁଟେରାକୁ ଗିରଫ କରିଛି। ସୂଚନା ଯୋଗ୍ୟ,ଶୁକ୍ରବାର ସନ୍ଧ୍ୟା ୫ଟାରେ ସୁଧାଂଶୁ ଶେଖର ମାଝି ତାଳବେଡାରୁ ବାଇପାସ୍ ଆସୁଥିବା ସମୟରେ ତିନିଜଣ ଯୁବକ ତାଳଚେର କଲେଜ ନିକଟରେ…
ଅନୁଗୁଳ : ଅନୁଗୁଳ ଜିଲ୍ଲା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ (ଜେଏସପିଏଲ୍) ଓଡିଶା ରାଜ୍ୟର ଘରୋଇ ଶିଳ୍ପ ସଂସ୍ଥା ମାନଙ୍କ ମଧ୍ୟରେp ସର୍ବାଧିକ ଜିଏସଟି ପ୍ରଦାନକାରୀ ଶିଳ୍ପ ସଂସ୍ଥା ଭାବରେ ପରିଗଣିତ ହୋଇଛି। ୨୦୧୮ ଠାରୁ ଆରମ୍ଭ କରି ୨୦୨୧…
ଅନୁଗୁଳ: କଣିହାଁ ବ୍ଲକ ଅନ୍ତର୍ଗତ କର୍ଣ୍ଣପାଳ ଗ୍ରାମପଞ୍ଚାୟତରେ ବିଜେଡି ପକ୍ଷରୁ ଶୁକ୍ରବାର ମା'ଲୁଧୁଣି ମନ୍ଦିର ଠାରେ ଦଳୀୟ ସାଂଗଠନିକ ସଭା ଅନୁଷ୍ଠିତ ହୋଇଥିଲା। ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳ ସମର୍ଥୀତ ସରପଞ୍ଚ, ସମିତିସଭ୍ୟ/ସଭ୍ୟା, ଜିଲ୍ଲାପରିଷଦ ସଭ୍ୟ କିଭଳି ଅଧିକରୁ ଅଧିକ ବିଜୟ…
ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଡିଏମଏଫ ସମେତ ବିଭିନ୍ନ ସରକାରୀ ଯୋଜନାରେ ବ୍ୟାପକ ଦୁର୍ନୀତିକୁ ନେଇ ଗୁରୁବାର ଜିଲ୍ଲା ବିଜେପି ସଭାପତି ଡିଲେଶ୍ୱର ପ୍ରଧାନଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭୁବନେଶ୍ୱରରେ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ।…
ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ କୁମଣ୍ଡ ଗାଁର ବିରଞ୍ଚି ସାହୁଙ୍କ ଅଟୋ ଚୋରି ଅଭିଯୋଗରେ ପୁଲିସ ୨ ଜଣଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ଯେ, ବିରଞ୍ଚି ସପରିବାର ପୁରି ବୁଲିବାକୁ ଯାଇଥିଲେ। ବୁଧବାର ଘରକୁ ଫେରି ଦେଖିଲା…