ନୂଆବର୍ଷରୁ ହୋଣ୍ତା କାର୍ ମହଙ୍ଗା
ଅନୁଗୁଳ: ୨୦୨୧ ଜାନୁଆରୀରୁ ଭାରତରେ ହୋଣ୍ତା କାର୍ ମହଙ୍ଗା ହେବାକୁ ଯାଉଛି। ଏ ବାବଦରେ ହୋଣ୍ତା କାର୍ସ ଇଣ୍ତିଆ ଲିମିଟେଡ୍ (ଏଚ୍ସିଆଇଏଲ୍) ପକ୍ଷରୁ ଏହାର ଡିଲରମାନଙ୍କୁ ଅବଗତ କରାଯାଇଛି। ଭାରତରେ କମ୍ପାନିର କମ୍ପାକ୍ଟ ସେଡାନ୍ ଆମେଜ୍ଠାରୁ ଆରମ୍ଭ କରି ପ୍ରିମିୟମ୍ ଏସ୍ୟୁଭି…



