ଅବକାରୀ ଚଢ଼ାଉ, ୩୦୮ ଲିଟର ଚୋରା ଦେଶୀମଦ ଜବତ, ୫ ଗିରଫ
ଅନୁଗୁଳ: ଅନୁଗୁଳ ଜିଲ୍ଲାର ବିଭିନ୍ନ ଥାନା ଇଲାକାରେ ଗୁରୁବାର ଅବକାରୀ ବିଭାଗ ଦ୍ବାରା ଚଢ଼ାଉ କରାଯାଇଛି। ସୂଚନା ଯେ, ଅନୁଗୁଳ ଜିଲ୍ଲାର ଅବକାରୀ ବିଭାଗ ଦ୍ବାର ଟିମ୍ ଗଠନ କରାଯାଇ ବଅଁରପାଳ, ଜରପଡ଼ା, ଅନୁଗୁଳ ଓ ତାଳଚେର ଥାନା ଇଲାକାରେ ଚଢ଼ାଉ…
ଅନୁଗୁଳ: ଅନୁଗୁଳ ଜିଲ୍ଲାର ବିଭିନ୍ନ ଥାନା ଇଲାକାରେ ଗୁରୁବାର ଅବକାରୀ ବିଭାଗ ଦ୍ବାରା ଚଢ଼ାଉ କରାଯାଇଛି। ସୂଚନା ଯେ, ଅନୁଗୁଳ ଜିଲ୍ଲାର ଅବକାରୀ ବିଭାଗ ଦ୍ବାର ଟିମ୍ ଗଠନ କରାଯାଇ ବଅଁରପାଳ, ଜରପଡ଼ା, ଅନୁଗୁଳ ଓ ତାଳଚେର ଥାନା ଇଲାକାରେ ଚଢ଼ାଉ…
ଅନୁଗୁଳ: କିଶୋରନଗର ବ୍ଳକ୍ ଅନ୍ତର୍ଗତ ଜଏରାଟ ଠାରେ ସୁରେଶ୍ଵରୀ ଜଳସେଚନ ଯୋଜନା କାର୍ଯ୍ୟକାରୀ ଦାବିରେ ଜୀବନ ଜୀବିକା ଓ କୃଷିଜମି ସୁରକ୍ଷା କମିଟିର ଏକ ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ବର୍ଷା ଅଭାବରୁ କିଶୋରନଗର ଅଞ୍ଚଳରେ ସମ୍ଭାବ୍ୟ…
ଅନୁଗୁଳ: ବଅଁରପାଳ ବ୍ଳକ୍ ଗଡ଼ସନ୍ତ୍ରୀ ନେହେରୁ ଉଚ୍ଚ ବିଦ୍ୟାଳୟର ଉନ୍ନତିକରଣ ନିମନ୍ତେ ମୋ’ ସ୍କୁଲ ଅଭିଯାନରେ ୫୫ ଲକ୍ଷ ଟଙ୍କା ମଂଜୁର ହୋଇଛି। ଏହି ଅର୍ଥରେ ବିଦ୍ୟାଳୟରେ ସ୍ମାର୍ଟ୍ କ୍ଲାସ୍ରୁମ୍, ସୌନ୍ଦର୍ଯ୍ୟକରଣ ସାଙ୍ଗକୁ ଖେଳପଡ଼ିଆର ଉନ୍ନତିକରଣ ହେବ । ଗୁରୁବାର ପୂର୍ବାହ୍ନରେ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ପୁଲିସ ତରଫରୁ ଗୁରୁବାର ଥାନା ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ଆଡିଶନାଲ ଏସପି ପିକେ ବିଶ୍ବାଳ, ସମ୍ମାନିତ ଅତିଥିଭାବେ ନାଲକୋ ଡିଜିଏମ୍ ଶୁଶିଲ ମହାପାତ୍ର, ଅନୁଗୁଳ ଏସ୍ଡିପିଓ ବିଏସ…
ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ବିଦ୍ୟୁତ ବିଭ୍ରାଟ ନେଇ ଅନୁଗୁଳ ଓକିଲସଂଘ ତରଫରୁ ଆନ୍ଦୋଳନ ଚେତାବନୀ ଦିଆଯାଇଛି। ଗୁରୁବାର ସଂଘ କାର୍ଯ୍ୟାଳୟରେ ଏ ନେଇ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ସଂଘର ସଭାପତି ଦିଲ୍ଲିପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି…
ଅନୁଗୁଳ: ତାଳଚେର ଅବକାରୀ ବିଭାଗ ପକ୍ଷରୁ ତାଳଚେର ଓ କଣିହାଁ ଥାନାର ବିଭିନ୍ନ ସ୍ଥାନରେ ଚଢ଼ଉ କରି ଏକ କାର୍ ସହ ୨୧୦ ଲିଟର ଦେଶୀ ରନ୍ଧା ମଦ ଜବତ କରାଯାଇଛି। ଏହି ଚୋରା କାରବାର ଅଭିଯୋଗରେ ଜଣଙ୍କୁ ଗିରଫ କରାଯାଇଛି।…
ଅନୁଗୁଳ : ଅନୁଗୁଳ ପୁଲିସ ବାଇକ୍ ଚୋରି ଅଭିଯୋଗରେ ୨ ଜଣଙ୍କୁ ଗିରଫ କରିବାସହ ୪ଟି ବାଇକ୍ ଉଦ୍ଧାର କରିଛି। ସୂଚନା ଅନୁଯାୟୀ, ଅନୁଗୁଳ ଗାନ୍ଧୀମାର୍ଗରେ ଥିବା ଏକ ଡ୍ରେସ୍ ଦୋକାନର ସେଲ୍ସମ୍ୟାନ୍ ସୁଧୀର ବିଶ୍ବାଳଙ୍କ ବାଇକ୍ ମଙ୍ଗଳବାର ଦୋକାନ ସାମ୍ନାରୁ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ମରଣ୍ଡା ଗାଁରେ ମଙ୍ଗଳବାର ପୁଲିସ ଚଢ଼ାଉକରି ୨୦ ଲିଟର ଦେଶୀମଦସହ ଜଣଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ଯେ, ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ପୁଲିସ ମରଣ୍ଡା ଗାଁର ମହେନ୍ଦ୍ର…
ଅନୁଗୁଳ: ଅନୁଗୁଳ ସହର ହାତୀଶାଳପଡ଼ାରେ ଥିବା ମିରାନିଆ ଫିଲିଂ ଷ୍ଟେସନରେ ଅପମିଶ୍ରତ ପେଟ୍ରୋଲ୍ ନେଇ ଅଭିଯୋଗ ହୋଇଛି । ଏହାକୁ ନେଇ ଟାଙ୍କିରେ ସୋମବାର ଉତ୍ତେଜନା ପ୍ରକାଶ ପାଇଥିଲା। ଗୋଟିଏ ଟାଙ୍କିରେ ୨ଟି ରଙ୍ଗର ପେଟ୍ରୋଲ୍ ବାହାରିବାରୁ ଏହାର ମାନ ନେଇ…
ଅନୁଗୁଳ: ବଅଁରପାଳ ବ୍ଲକ ଫୁଲପଡା ନିକଟରେ ନିର୍ମାଣ ହୋଇଥିବା ବିଦ୍ୟୁତ ସବ-ଷ୍ଟେସନକୁ ସୋମବାର ଉଦ୍ଘାଟନ କରାଯାଇଛି। ଓଡିଶା ବିଧାନସଭାର ଉପବାଚସ୍ପତି ତଥା ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଛନ୍ତି। ବାରମ୍ବାର ବିଦ୍ୟୁତ ବିଭ୍ରାଟ ଯୋଗୁଁ…