ଛାତ୍ରୀଙ୍କ ମୃତଦେହ ଉଦ୍ଧାର : ହତ୍ୟା ଅଭିଯୋଗ
ଅନୁଗୁଳ: ବଅଁରପାଳ ଥାନା ଅନ୍ତର୍ଗତ ମହୀଧରପୁର ଫାଣ୍ଡି ଇଲାକାର ଗିରିଧିବାସିଆ ଗାଁ ପାଖ ନାଳ ନିକଟରୁ ଶନିବାର ପୂର୍ବାହ୍ନରେ ଜଣେ କଲେଜ୍ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି। ଛାତ୍ରୀ ଜଣକ ସେହି ଗ୍ରାମର ବାସିନ୍ଦା ହୋଇଥଲା ବେଳେ ଯୁକ୍ତ ତିନି ଶେଷ…
ଅନୁଗୁଳ: ବଅଁରପାଳ ଥାନା ଅନ୍ତର୍ଗତ ମହୀଧରପୁର ଫାଣ୍ଡି ଇଲାକାର ଗିରିଧିବାସିଆ ଗାଁ ପାଖ ନାଳ ନିକଟରୁ ଶନିବାର ପୂର୍ବାହ୍ନରେ ଜଣେ କଲେଜ୍ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି। ଛାତ୍ରୀ ଜଣକ ସେହି ଗ୍ରାମର ବାସିନ୍ଦା ହୋଇଥଲା ବେଳେ ଯୁକ୍ତ ତିନି ଶେଷ…
ଅନୁଗୁଳ: ଜୁଲାଇ ୨୫ ତାରିଖ ଦିନ ହେବାକୁ ଥିବା ଭାରତୀୟ ସୈନ୍ୟବାହିନୀର ସାଧାରଣ ଭର୍ତ୍ତି ପରୀକ୍ଷାକୁ ସ୍ଥଗିତ କରାଯାଇଛି। କରୋନା ପରିସ୍ଥିତି ଓ ଏବେକାର ପାଣିପାଗକୁ ଦୃଷ୍ଟିରେ ରଖି ପରୀକ୍ଷାକୁ ସାମୟିକ ଭାବେ ଘୁଞ୍ଚାଇ ଦିଆଯାଇଛି। ପରବର୍ତ୍ତୀ ସମୟରେ ପରୀକ୍ଷାର ନୂତନ…
ଅନୁଗୁଳ: ତାଳଚେର କୋଲିୟରୀ ଥାନା ଅଞ୍ଚଳରେ ପିଉସୀଙ୍କଠାରୁ ୧୨ ଲକ୍ଷ ଟଙ୍କା ନେଇ ଯାଇଛି ସମ୍ପର୍କୀୟ ପୁତୁରା। ଏ ନେଇ ପିଉସୀଙ୍କ ପକ୍ଷରୁ ଥାନାରେ ଏତଲା ହେବା ପରେ ପୁଲିସ ପୁଲିସ ଅନୁସନ୍ଧାନ ଚଳାଇଛି । ହାଣ୍ଡିଧୂଆ ଅଞ୍ଚଳରେ ରହୁଥିବା ପଟିମରା…
ଅନୁଗୁଳ: ଦୀର୍ଘଦିନ ସ୍କୁଲ ବନ୍ଦ ରହିବା ପରେ ସରକାର ପ୍ରାଥମିକ ପର୍ଯ୍ୟାୟରେ ଦଶମ ଶ୍ରେଣୀ ପିଲାଙ୍କୁ ପଢ଼ାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ପରିପ୍ରେକ୍ଷୀରେ ଜିଲ୍ଲାର ୨୪୯ ସ୍କୁଲର ପ୍ରାୟ ୧୭ ହଜାର ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହେବ।…
ଅନୁଗୁଳ: ବୁଧବାର ପୂର୍ବାହ୍ନରେ ମହୀଧରପୁର ଛକ ଗ୍ରାମ୍ୟ ବ୍ୟାଙ୍କ ସମ୍ମୁଖରେ ଛିଡ଼ା ହୋଇଥିବା ଏକ କାରରୁ ଦୁର୍ବୃତ୍ତ ଏକ ଭ୍ୟାନିଟି ବ୍ୟାଗ୍ ଝାମ୍ପି ନେଇଛନ୍ତି। ଏହି ଲୁଟ୍ର ଭିଡିଓ ନିକଟସ୍ଥ ଏକ ଦୋକାନରେ ଲାଗିଥିବା ସିସିଟିଭିରେ କଏଦ୍ ହୋଇଥିବା ବେଳେ ଘଟଣା…
ଅନୁଗୁଳ: ବୁଧବାର ଏନ୍ଟିପିସିରେ କାର୍ଯ୍ୟରତ ଜଣେ ସିଆଇଏସ୍ଏଫ୍ କନେଷ୍ଟବଳ ପି.କେ. ସିହ୍ନାଙ୍କଠାରୁ ସାଇବର ଠକ ୨୪ ହଜାର ୯୯୮ ଟଙ୍କା ନେଇଯାଇଛନ୍ତି। ଏ ନେଇ ଶ୍ରୀ ସିହ୍ନା ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ କେସ୍ ରୁଜୁ କରି ଅନୁସନ୍ଧାନ…
ଅନୁଗୁଳ: ଓଡ଼ିଶା ସାହିତ୍ୟ ଏକାଡ଼େମୀ ଆସନ୍ତା ଜୁଲାଇ ୨୫ ତାରିଖରେ ପାଳନ କରିବାକୁ ଯାଉଛି ଏହାର ପ୍ରତିଷ୍ଠା ଦିବସ। ଏହି ଉପଲକ୍ଷେ ମଙ୍ଗଳବାର ଭୁବନେଶ୍ଵର ସ୍ଥିତ ସାହିତ୍ୟ ଏକାଡ଼େମୀ ପରିସରରେ ଭର୍ଚୁଆଲ ମାଧ୍ୟମରେ ରାଜ୍ୟସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ…
ଅନୁଗୁଳ: ରାଷ୍ଟ୍ରୀୟ କୃଷି ଏବଂ ଗ୍ରାମୀଣ ବିକାଶ ବ୍ୟାଙ୍କ (ନାବାର୍ଡ)ର ୪୦ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ମଙ୍ଗଳବାର ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍ଙ୍କ ଅଧ୍ୟକ୍ଷତା ତଥା ରାଜ୍ୟ ସରକାରଙ୍କ ବିକାଶ ଆୟୁକ୍ତ ତଥା ଅତିରିକ୍ତ ମୁଖ୍ୟ ଶାସନସଚିବ, ଅର୍ଥ ବିଭାଗର ପ୍ରମୁଖ…
ଅନୁଗୁଳ: ବିଭିନ୍ନ ଜରୁରୀକାଳୀନ ବିପଦ ସମୟ ମୁଖ୍ୟତଃ ଶିଳ୍ପାଞ୍ଚଳରେ ଘଟୁଥିବା ଦୁର୍ଘଟଣାରୁ କିପରି ସୁରକ୍ଷିତ ରହିବେ ସେ ନେଇ ରାଜ୍ୟରେ ଜରୁରୀକାଳୀନ ମକ୍ଡ୍ରିଲ୍ ହେବା ସହ ସୋମବାର ବଅଁରପାଳ ୧୪୯ ନମ୍ବର ଜାତୀୟ ରାଜପଥ ଗୋତମରା ଓଭରବ୍ରିଜ୍ ପାର୍ଶ୍ବରେ ଅନୁଷ୍ଠିତ ହୋଇଥିଲା…
ଅନୁଗୁଳ : ଓଡିଶା କ୍ରିକେଟ ଆସୋସିଏସନର ସହଯୋଗରେ ସ୍ଥାନୀୟକଦମ ପଡିଆଠାରେ ଏକ କ୍ରିକେଟ୍ ଏକାଡେମୀର ସୋମବାର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି।ଏଥିରେ ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ମୁଖ୍ୟ ଅତିଥି ଓ ଅନୁଗୋଳ ପୌରପାଳିକାର ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ…