ଫାଷ୍ଟ୍ ମାଇଲ୍ କନେକ୍ଟିଭିଟି ପ୍ରୋଜେକ୍ଟର ଭିତିପ୍ରସ୍ତର ସ୍ଥାପନ

ଅନୁଗୁଳ: ଏମ୍‌ସିଏଲ୍ (ମହାନଦୀ କୋଲ୍ ଫିଲଡ୍‌ ଲିମିଟେଡ୍)ର ଅଧ୍ୟକ୍ଷ ପ୍ରଭାତ କୁମାର ସିହ୍ନା ରବିବାର ତାଳଚେର କୋଲ୍ ଫିଲ୍ମସ୍‌ ଗସ୍ତରେ ଆସି ବିଭିନ୍ନ କୋଇଲା ଖଣି ପରିଦର୍ଶନ କରିବା ସହିତ ୨୬୮.୦୫ କୋଟି ଟଙ୍କା ବ୍ୟୟରେ କଣିହାଁ ଖଣିରେ ନିର୍ମାଣ ହେବାକୁ…

Continue Readingଫାଷ୍ଟ୍ ମାଇଲ୍ କନେକ୍ଟିଭିଟି ପ୍ରୋଜେକ୍ଟର ଭିତିପ୍ରସ୍ତର ସ୍ଥାପନ

ମରୁଡ଼ି ଆଶଙ୍କା: ଇନ୍ଦ୍ରଙ୍କୁ ପୂଜିଲେ ମହିଳା

ଅନୁଗୁଳ: ଆଷାଢ଼ ବିତିବାକୁ ବସିଲାଣି। ଏବେ ଅସରାକୁ ଅସରା ବର୍ଷା ହେବା କଥା। କିନ୍ତୁ ଟାଇଁ ଟାଇଁ ଖରାରେ ଧାନଗଛ ଝାଉଁଳିଲାଣି। ପାଳଲହଡ଼ା ବ୍ଲକ୍‌ରେ ମରୁଡ଼ି ହେବା ନେଇ ଚାଷୀମାନେ ଆଶଙ୍କା କଲେଣି। ବ୍ଲକ୍‌ରେ ଚାଷ ମୁଖ୍ୟତଃ ବର୍ଷାଜଳ ଉପରେ ନିର୍ଭର…

Continue Readingମରୁଡ଼ି ଆଶଙ୍କା: ଇନ୍ଦ୍ରଙ୍କୁ ପୂଜିଲେ ମହିଳା

ଟାଇଲ୍ ଦେବା ନାଁରେ ୪୯ହଜାର ଲୁଟ୍

ଅନୁଗୁଳ: ସାଇବର ଠକେଇ ନେଇ ଅନୁଗୁଳ ଟାଉନ ଥାନାରେ ଅଭିଯୋଗ ହୋଇଛି । ସହରର ବିକାଶ ଅଗ୍ରୱାଲ ନାମକ ଜଣେ ବ୍ୟକ୍ତି ଅଳ୍ପ ଦରରେ ଟାଇଲ କିଣିବାକୁ ଯାଇ ୪୯ ହଜାର ଟଙ୍କା ଠକେଇର ଶିକାର ହୋଇଛନ୍ତି। ପୁଲିସ ସୂଚନା ଅନୁସାରେ,…

Continue Readingଟାଇଲ୍ ଦେବା ନାଁରେ ୪୯ହଜାର ଲୁଟ୍

ବନ୍ତଳା ରାସ୍ତାରେ ଛିନତାଇ,ଦୁଇ ନାବାଳକ ସହ ୪ ଗିରଫ

ଅନୁଗୁଳ : ଅନୁଗୁଳ ସଦରଥାନା ଅନ୍ତର୍ଗତ ଅନୁଗୁଳ ବନ୍ତଳା ରାସ୍ତାରେ ଶୁକ୍ରବାର ବିଳମ୍ବିତ ରାତିରେ ଦୁଇଟି ଲୁଟପାଟ ହୋଇଥିବା ପୁଲିସ୍ ନିକଟରେ ଅଭିଯୋଗ ହୋଇଛି। ଏହି ଘଟଣାରେ ୨ ନାବାଳକଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି ପୁଲିସ। ସୂଚନା ଅନୁସାରେ,…

Continue Readingବନ୍ତଳା ରାସ୍ତାରେ ଛିନତାଇ,ଦୁଇ ନାବାଳକ ସହ ୪ ଗିରଫ

ତୈଳଦର ବୃଦ୍ଧିର ଯୁବ କଂଗ୍ରେସର ଅଭିନବ ପ୍ରତିବାଦ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଂଗ୍ରେସ ସଭାପତି ବିପ୍ଳବ ଜେନାଙ୍କ ନିର୍ଦ୍ଦେଶରେ ଯୁବ କଂଗ୍ରେସ ପେଟ୍ରୋଲ ଲିଟର ପିଛା ୮୦ ଟଙ୍କା ରେ ବିକ୍ରୀ କରି ଲୋକଙ୍କୁ ପୁରୁଣା ଦିନ (କଂଗ୍ରେସ ସରକାର) ସମୟର କଥା ମନେ ପକାଇଛି। ପେଟ୍ରୋଲ , ଡିଜେଲ…

Continue Readingତୈଳଦର ବୃଦ୍ଧିର ଯୁବ କଂଗ୍ରେସର ଅଭିନବ ପ୍ରତିବାଦ

ହିଙ୍ଗୁଳା ପୀଠ ସାଂସ୍କୃତିକ କମ୍ପ୍ଲେକ୍ସ ପାଇଁ ୧୪.୧୭ କୋଟି ମଞ୍ଜୁର

ଅନୁଗୁଳ: ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ଗୋପାଳପ୍ରସାଦ ସ୍ଥିତ ପୀଠରେ ସାଂସ୍କୃତିକ କମ୍ପ୍ଲେକ୍ସ ନିର୍ମାଣ ପାଇଁ ୧୪.୧୭ କୋଟି ଟଙ୍କା ମଞ୍ଜୁର ହୋଇଛି। ମା ହିଙ୍ଗୁଳା ପୀଠ ପରିସରରେ ବିବିଧ ଉଦ୍ଦେଶ୍ୟ ସାଧନକାରୀ ଏହି କମ୍ପ୍ଲେକ୍ସ ନିର୍ମାଣ ପାଇଁ ପ୍ରଶାସନିକ…

Continue Readingହିଙ୍ଗୁଳା ପୀଠ ସାଂସ୍କୃତିକ କମ୍ପ୍ଲେକ୍ସ ପାଇଁ ୧୪.୧୭ କୋଟି ମଞ୍ଜୁର

ସ୍କୁଲ୍ ଫି’ ନେଇ ଅଭିବାବକ ସଂଘର ଦାବିପତ୍ର

ଅନୁଗଳ: ଘରୋଇ ବିଦ୍ୟାଳୟ ବିରୋଧରେ ଶୁକ୍ରବାର ଓଡ଼ିଶା ଅଭିଭାବକ ମହାସଂଘର ଅନୁଗୁଳ ଶାଖା ପକ୍ଷରୁ ଜିଲ୍ଲା ପ୍ରଶାସନକୁ ଦାବିପତ୍ର ଦିଆଯାଇଛି। କରୋନା କାଳରେ ଟ୍ୟୁସନ୍ ଫି’ ଓ ଅନ୍ୟାନ୍ୟ ଆନୁଷ୍ଠାନିକ ଫି’କୁ ଛାଡ଼ କରିବାକୁ ସଂଘ ଦାବି କରିଛି । ଆଗାମୀ…

Continue Readingସ୍କୁଲ୍ ଫି’ ନେଇ ଅଭିବାବକ ସଂଘର ଦାବିପତ୍ର

ବରିଷ୍ଠ ଡାକ୍ତରଙ୍କ ଅକାଳ ବିୟୋଗ

ଅନୁଗୁଳ: ତାଳଚେର ବଲହର ଛକ ସ୍ଥିତ ସେବକ ନର୍ସିଂହୋମର ପ୍ରତିଷ୍ଠାତା, ବରିଷ୍ଠ ଚିକିତ୍ସକ ଡ଼ା ମାନସ ରଥଙ୍କ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଶୁକ୍ରବାର ପରଲୋକ ଘଟିଛି।ସେ ଗତ ଦୁଇ ମାସ ଧରି ପୀଡିତ ଥିଲେ। ତାଙ୍କ ପରଲୋକରେ ସ୍ଥାନୀୟ…

Continue Readingବରିଷ୍ଠ ଡାକ୍ତରଙ୍କ ଅକାଳ ବିୟୋଗ

ଫ୍ଲିପକାର୍ଟ ଚୋର ଧରାପଡ଼ିଲା

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ଖମାର ଗାଁର ପ୍ଲିପ୍‌କାର୍ଟ ଡେଲିଭରି ବଏର ବାଇକ୍, ସାମଗ୍ରୀ ଚୋରୀ ଅଭିଯୋଗରେ ପୁଲିସ ଗୁରୁବାର ଜଣଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ଯେ, ଡେଲିଭରି ବଏ ବିକାଶ ପ୍ରଧାନ ସାମଗ୍ରୀ ଦେବାପାଇଁ ନିଜ…

Continue Readingଫ୍ଲିପକାର୍ଟ ଚୋର ଧରାପଡ଼ିଲା

ତୈଳଦର ବୃଦ୍ଧି ପ୍ରତିବାଦରେ ଓଡିଶା ବନ୍ଦକୁ ସମର୍ଥନ

ଅନୁଗୁଳ: ଅନୁଗୁଳରେ ଗୁରୁବାର ସକାଳେ ଜିଲ୍ଲା କଂଗ୍ରେସ ପକ୍ଷରୁ ତୈଳଦର ସାଙ୍ଗକୁ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରବୃଦ୍ଧି ବିରୋଧରେ ବାମପନ୍ଥୀ ଦଳମାନେ ଦେଇଥିବା ଓଡିଶା ବନ୍ଦ ଡାକରାକୁ ସମର୍ଥନ କରି ଜିଲ୍ଲାର ବିଭିନ୍ନ ସ୍ଥାନରେ ବିକ୍ଷୋଭ କରାଯାଇଥିଲା। ଜିଲ୍ଲା କଂଗ୍ରେସ ସଭାପତି ବିପ୍ଳବ…

Continue Readingତୈଳଦର ବୃଦ୍ଧି ପ୍ରତିବାଦରେ ଓଡିଶା ବନ୍ଦକୁ ସମର୍ଥନ