ଅମଲାପଡ଼ା କ୍ରିକେଟ୍‌ ଉଦଯାପିତ

ଅନୁଗୁଳ: ଅନୁଗୁଳ ଅମଲାପଡ଼ା ମହାବିନାୟକ ୟୁଥ୍‌ କ୍ଲବ୍‌ ଆନୁକୂଲ୍ୟରେ ସ୍ଥାନୀୟ ଦୁର୍ଗାପଡ଼ିଆଠାରେ ଚାଲିଥିବା ଚତୁର୍ଥ ଦିବାରାତ୍ର କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ମଙ୍ଗଳବାର ରାତିରେ ଉଦ୍‌ଯାପିତ ହୋଇଯାଇଛି। ଫାଇନାଲ୍‌ ମ୍ୟାଚ୍‌ରେ ଅନୁଗୁଳ ଲୁଟୁ ୱାରିୟର୍ସକୁ ହରାଇ ଭୁବନେଶ୍ବର କ୍ରିକେଟ୍‌ କ୍ଲବ୍‌ ଚାମ୍ପିଅନ୍‌ ହୋଇଛି। ଲୁଟୁ…

Continue Readingଅମଲାପଡ଼ା କ୍ରିକେଟ୍‌ ଉଦଯାପିତ

ନିଜେ ବିଛାଇ ଥିବା ଫାସରେ ଲାଗି ଶିକାରୀ ପ୍ରାଣଗଲା

ଅନୁଗୁଳ: ଅନୁଗୁଳ ବ୍ଳକ ତଥା ପମ୍ପାସର୍ ବନାଞ୍ଚଳରେ ବନ୍ୟଜନ୍ତୁ ଶିକାର ପାଇଁ ବିଛା ହୋଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣକର ଶୋଚନୀୟ ମୃତ୍ୟୁ ହୋଇଛି। ମୃତକ ପୁରୁଣାକୋଟ ଥାନା ରୋଡ଼ସିଙ୍ଗା ଗ୍ରାମର ଉମାକାନ୍ତ ପ୍ରଧାନ (୫୫)। ଜନ୍ତୁ ଶିକାର ପାଇଁ…

Continue Readingନିଜେ ବିଛାଇ ଥିବା ଫାସରେ ଲାଗି ଶିକାରୀ ପ୍ରାଣଗଲା

ବାଇକ ସହିତ ମଦ ଜବତ, ଜଣେ ଗିରଫ

ଅନୁଗୁଳ: ଜିଲ୍ଲାରେ ଅବକାରୀ ବିଭାଗ ଚଢ଼ାଉ କରି ଜଣେ ଚୋରା ମଦ ବେପାରୀଙ୍କୁ ଗିରଫ କରିବା ସହ ତାଙ୍କଠାରୁ ଦେଶୀ ମଦ ଜବତ କରିଛି। ଅବକାରୀ ପୁଲିସ୍‌ ସୂଚନା ଅନୁଯାୟୀ, ଜରାସି˚ହା ଗ୍ରାମର ସାଗର ନାଏକ (୩୦) ବୁଧବାର ତାଙ୍କ ମୋଟରସାଇକେଲ୍‌…

Continue Readingବାଇକ ସହିତ ମଦ ଜବତ, ଜଣେ ଗିରଫ

୫ ବର୍ଷର ଶିଶୁକନ୍ୟାକୁ ବଳାତ୍କାର, ଅଭିଯୁକ୍ତ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ଇଲାକାରେ ଏକ ଅଭାବନୀୟ ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି। ଚକୋଲେଟ୍ ଦେବା ବାହାନାରେ ଗାଁ ଦାଣ୍ଡରେ ଖେଳୁଥିବା ଶିଶୁକନ୍ୟାକୁ ଉଠାଇନେଇ ଦୁର୍ବୃତ୍ତ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏ ନେଇ ପୀଡ଼ିତାର…

Continue Reading୫ ବର୍ଷର ଶିଶୁକନ୍ୟାକୁ ବଳାତ୍କାର, ଅଭିଯୁକ୍ତ ଗିରଫ

ଅନୁଗୁଳ ଏସ୍ଡ଼ିପିଓଙ୍କୁ ରାଜ୍ୟପାଳ ପୁଲିସ୍ ମେଡାଲ

ଅନୁଗୁଳ: ପୁଲିସ୍ ସେବାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପୁରସ୍କୃତ ହେବେ ଅନୁଗୁଳ ଉପଖଣ୍ଡ ପୁଲିସ୍ ଅଧିକାରୀ ଅଶ୍ୱିନୀ କୁମାର ସାହୁ। ସୋମବାର ସନ୍ଧ୍ୟାରେ ରାଜ୍ୟ ଗୃହ ବିଭାଗ ତାଙ୍କ ନାମକୁ ରାଜ୍ୟପାଳ ପୁଲିସ୍ ମେଡାଲ୍ ପାଇଁ ଘୋଷଣା କରିଛି। ଆସନ୍ତା ସ୍ଵାଧୀନତା…

Continue Readingଅନୁଗୁଳ ଏସ୍ଡ଼ିପିଓଙ୍କୁ ରାଜ୍ୟପାଳ ପୁଲିସ୍ ମେଡାଲ

ନାବାଳିକାକୁ ଅସଦାଚରଣ, ଅଭିଯୁକ୍ତ ଗିରଫ

ଅନୁଗୁଳ: ଜଣେ ନାବାଳିକାକୁ ଅସଦାଚରଣ କରିବା ଅଭିଯୋଗରେ ଅନୁଗୁଳ ସଦର ଥାନା ପୁଲିସ୍ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲା ଅନୁଗୁଳ ଥାନା ଇଲାକାର ରାଜା ଭୂତିଆ(୨୧) । ପୁଲିସ୍ ସୂଚନା ମୁତାବକ,ଅସଦାଚରଣର ଶିକାର ହୋଇଥିବା ନାବାଳିକାଙ୍କ ବୟସ ୧୬…

Continue Readingନାବାଳିକାକୁ ଅସଦାଚରଣ, ଅଭିଯୁକ୍ତ ଗିରଫ

ଦୁଇ ଟ୍ରାନସଫାର୍ମର ଚୋରି

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ବିଦ୍ୟୁତ ଟ୍ରାନ୍ସଫର୍ମର ଚୋରି ବୃଦ୍ଧି ପାଇବାରେ ଲାଗିଛି । ମାସକ ମଧ୍ୟରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ୪ଟି ଟ୍ରାନ୍ସଫର୍ମର ଚୋରି ହୋଇଥିବା ବେଳେ ପୁଲିସ ଦୁର୍ବୃତ୍ତଙ୍କ ପତ୍ତା ପାଉନି । ଗତ ୨୧ ତାରିଖ ଦିନ ଜରପଡ଼ା…

Continue Readingଦୁଇ ଟ୍ରାନସଫାର୍ମର ଚୋରି

ସନ୍ତୋଷ ଏଜେନ୍ସୀ ସଟର‌୍‌ ତାଡ଼ିଦେଲେ

ଅନୁଗୁଳ: ଅନୁଗୁଳ ସହରରେ ମାତିଛନ୍ତି ଲୁଟେରା। ପୁଲିସ୍‌କୁ ଖୋଲା ଚ୍ୟାଲେଞ୍ଜ ଦେଇ କରୁଛନ୍ତି ଲୁଟ୍‌ପାଟ୍‌। ଢିଲା ପାଟ୍ରୋଲି˚ ଯୋଗୁଁ ରାତିରେ ଦୁବୃର୍ତ୍ତଙ୍କ ଦୌରାତ୍ମ୍ୟ ବଢ଼ୁଛି। ଗୁରୁବାର ବିଳମ୍ବିତ ରାତିରେ ୫୫ ନମ୍ବର ଜାତୀୟ ରାଜପଥ କଡ଼ ହନୁମାନ ବଜାରରେ ଥିବା ଏକ…

Continue Readingସନ୍ତୋଷ ଏଜେନ୍ସୀ ସଟର‌୍‌ ତାଡ଼ିଦେଲେ

ଅଙ୍ଗରବନ୍ଧରେ ଗୋଷ୍ଠୀ ବିବାଦ, ୮ ଗିରଫ

ଅନୁଗୁଳ: ସାମାନ୍ୟ ବଚସାକୁ ନେଇ ଅନୁଗୁଳ ସଦର ଥାନା ଇଲାକା ଅଙ୍ଗାରବନ୍ଧ ଗ୍ରାମରେ ଗୁରୁବାର ସନ୍ଧ୍ୟାରେ ସବର୍ଣ୍ଣ-ଅସବର୍ଣ୍ଣ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି । ଏଥିରେ ୪ ଜଣ ଆହତ ହୋଇଥିବା ବେଳେ ପୁଲିସ୍ ପରସ୍ପର ବିରୋଧୀ ଉଭୟ ପକ୍ଷର ମାମଲାକୁ…

Continue Readingଅଙ୍ଗରବନ୍ଧରେ ଗୋଷ୍ଠୀ ବିବାଦ, ୮ ଗିରଫ

ଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ପରଲୋକ

ଅନୁଗୁଳ: ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ଅନୁଗୁଳ ଜିଲ୍ଲା ଶାଖାର ପ୍ରଥମ ଜିଲ୍ଲା ସଂପାଦକ ପ୍ରହ୍ଲାଦ ଭୂତିଆଙ୍କର ବୁଧବାର ସନ୍ଧ୍ୟାରେ ତାଙ୍କ ରାଜକିଶୋରପଡା ସ୍ଥିତ ବାସଭବନରେ ୬୫ବର୍ଷରେ ପରଲୋକ ଘଟିଅଛି । ଶ୍ରୀ ଭୂତିଆ ୧୯୮୨ ମସିହାରୁ ୨୦୦୬…

Continue Readingଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ପରଲୋକ