ଦୁଷ୍କର୍ମ ଉଦ୍ୟମକରି ଜଣେ ଗିରଫ

ଅନୁଗୁଳ : ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ନଳଚନ୍ଦ୍ରପୁର ଗାଁର ଜଣେ ୫୦ ବର୍ଷର ବିଧବା ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମକରିବା ଅଭିଯୋଗରେ ଜଣଙ୍କୁ ଗିରଫ କରିଛି ପୁଲିସ। ସୂଚନା ମୁତାବକ, ରବିବାର ବିଧବା ମହିଳା ଗାଁ ପୋଖରୀରୁ ଗାଧୋଇ ଫେରୁଥିବା…

Continue Readingଦୁଷ୍କର୍ମ ଉଦ୍ୟମକରି ଜଣେ ଗିରଫ

ସ୍କୁଲ ପରିସରରୁ ଅଜଗର ଉଦ୍ଧାର

ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଓ.ପି ଜିନ୍ଦଲ ସ୍କୁଲରୁ ୬ ଫୁଟ ଲମ୍ବର ଏକ ଅଜଗର ସାପ ଉଦ୍ଧାର ହୋଇଛି। ଓ.ପି ଜିନ୍ଦଲ ସ୍କୁଲ ପରିସରରେ ଅଜଗରକୁ ଦେଖି ସ୍କୁଲ କର୍ତ୍ତୃପକ୍ଷ ସର୍ପମିତ୍ର ଆଦିତ୍ୟ ବେହେରାଙ୍କୁ ଜଣାଇଥିଲେ…

Continue Readingସ୍କୁଲ ପରିସରରୁ ଅଜଗର ଉଦ୍ଧାର

ଲକ୍ଷ୍ମୀପୂଜା ଭସାଣିରେ ଅଘଟଣ ବାଜାବାଲାଙ୍କ ଉପରେ ଟ୍ରାକ୍ଟର ଚଢ଼ିଗଲା,୪ ଆହତ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ଗଣ୍ଡମାଳା ଗ୍ରାମରେ ଶୁକ୍ରବାର ଅପରାହ୍ନରେ ଲକ୍ଷ୍ମୀପୂଜା ଭସାଣିରେ ଟ୍ରାକ୍ଟର ଧକ୍କାରେ ୪ ଜଣ ଆହତ ହୋଇଥିବା ଜଣାଯାଇଛି ସେମାନଙ୍କୁ ଗୁରୁତର ଅବସ୍ଥାରେ ଖମାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଜିଲ୍ଲା…

Continue Readingଲକ୍ଷ୍ମୀପୂଜା ଭସାଣିରେ ଅଘଟଣ ବାଜାବାଲାଙ୍କ ଉପରେ ଟ୍ରାକ୍ଟର ଚଢ଼ିଗଲା,୪ ଆହତ

ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିକ୍ଷୋଭ

ଅନୁଗୁଳ: ଶୁକ୍ରବାର ପୂର୍ବାହ୍ନରେ ଅନୁଗୁଳ ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାଜା ଛକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ…

Continue Readingଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିକ୍ଷୋଭ

ଶିବ ମନ୍ଦିରରୁ ଚୋରି ଉଦ୍ୟମ ଘଟଣା, ଫେରାର୍ ଅଭିଯୁକ୍ତ ଗିରଫ

ଅନୁଗୁଳ: ମା’ ବୁଢୀ ଠାକୁରାଣୀ ମନ୍ଦିର ପ୍ରାଙ୍ଗଣରେ ଥିବା ଶିବ ମନ୍ଦିରରୁ ଚୋରି ଉଦ୍ୟମ ଘଟଣାରେ ପୁଲିସ୍ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲା, ଦେବାଶିଷ ବେହେରା(୨୮)। ତା’ର ଘର ଢେଙ୍କାନାଳ ଜିଲ୍ଲା ଟାଉନ୍ ଥାନା ଇଲାକା…

Continue Readingଶିବ ମନ୍ଦିରରୁ ଚୋରି ଉଦ୍ୟମ ଘଟଣା, ଫେରାର୍ ଅଭିଯୁକ୍ତ ଗିରଫ

ମର୍ଣିଂ ୱାକ ବେଳେ ଦଳିଦେଲା ଦନ୍ତା

ଅନୁଗୁଳ: ଅନୁଗୁଳ ଜିଲ୍ଲା ସମଲ୍ ଥାନା ଇଲାକା ଏକଘରିଆ ଗାଁରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ ଏକଘରିଆ ଗାଁର ଯୋଗେଶ୍ୱର ଦେବତା । ଯୋଗେଶ୍ୱର ସବୁଦିନ ଭଳି ଆଜି ଭୋର୍ ବେଳେ ପ୍ରାତଃ…

Continue Readingମର୍ଣିଂ ୱାକ ବେଳେ ଦଳିଦେଲା ଦନ୍ତା

ଡିଜେଲ ଚୋରା ଚାଲାଣ ଅଭିଯୋଗରେ ଜଣେ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ପୁଲିସ ବୁଧବାର ଅପରାହ୍ନରେ ଜଣେ ଡିଜେଲ ଚୋରା ଚାଲାଣକାରୀଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ, କଣିହାଁ ଥାନା ଅନ୍ତର୍ଗତ ହରିଚନ୍ଦନପୁର ଗାଁର ଧରଣୀଧର ସାହୁ(୫୧) ଏକ କାରରେ ୩୯୦ ଲିଟର ଚେରା ଡିଜେଲ ନେଇ କୋଶଳା…

Continue Readingଡିଜେଲ ଚୋରା ଚାଲାଣ ଅଭିଯୋଗରେ ଜଣେ ଗିରଫ

କୋଇଲା ବୋଝେଇ ବଗିରେ ନିଆଁ

ଅନୁଗୁଳ : ଅନୁଗୁଳ ରେଳ ଷ୍ଟେସନରେ ଗୁରୁବାର ସକାଳେ ଏକ କୋଇଳା ବୋଝେଇ ଟ୍ରେନର ଏକ ବଗିରେ ନିଆଁ ଲାଗିଥିଲା। ତାଳଚେରରୁ କୋଇଲା ବୋଝେଇ ହୋଇ ଆସିଥିବା ଏକ ଟ୍ରେନର ବଗିରେ ଅଚାନକ ନିଆଁ ଲାଗିଯାଇଥିବା ଖବର ପାଇ ଅନୁଗୁଳ ଅଗ୍ନିଶମ…

Continue Readingକୋଇଲା ବୋଝେଇ ବଗିରେ ନିଆଁ

ସଡ଼କ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

ଅନୁଗୁଳ : ଅନୁଗୁଳ ସଦର ଥାନା ଅନ୍ତର୍ଗତ ୫୫ ନଂ ଜାତୀୟ ରାଜପଥର ପଞ୍ଚମହଲାଠାରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ, ଜରପଡ଼ା ଥାନା ଅନ୍ତର୍ଗତ ଡ଼େରଜାଙ୍ଗ ଗାଁର ଦୀପକ ସେଠ(୨୪) ତାଙ୍କ ବାଇକରେ ରାତି…

Continue Readingସଡ଼କ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

ଯୁବତୀଙ୍କୁ ଅସଦାଚରଣ , ଯୁବକ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ସମଲ ଥାନା ଅଞ୍ଚଳର ଜଣେ ୨୧ବର୍ଷୀୟା ଯୁବତୀଙ୍କୁ ବିବାହ ଲୋଭ ଦେଖାଇ ଅସଦାଚରଣ ଉଦ୍ୟମ କରିବା ଅଭିଯୋଗରେ ପୁଲିସ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିଛି। ପୁଲିସ ସୂତ୍ରରୁ ପ୍ରକାଶ, ସମଲ ଥାନା ଶରଧାପୁର ଗାଁର ଦୀପୁନ ମହାନ୍ତି…

Continue Readingଯୁବତୀଙ୍କୁ ଅସଦାଚରଣ , ଯୁବକ ଗିରଫ