ଟିଏଫ୍ଏଲର ଘରୋଇ କମ୍ପାନୀରେ କାର୍ଯ୍ୟରତ ଶ୍ରମିକଙ୍କ ଅଚାନକ ମୃତ୍ୟୁ, କାରଣ ଅସ୍ପଷ୍ଟ

ଅନୁଗୁଳ: ତାଳଚେର ସ୍ଥିତ ଟିଏଫ୍ଏଲରେ ଯେଡିସିଏଲ୍ ନାମକ ଏକ ଘରୋଇ କମ୍ପାନୀରେ କାମ କରୁଥିବା ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। କିଶୋର ନଗର ବ୍ଲକ ଅନ୍ତର୍ଗତ କଟରଙ୍ଗା ଗ୍ରାମର ହେମନ୍ତ ବେହେରା (୫୬) ଯେଡିସିଏଲ୍ ନାମକ ଏକ ଘରୋଇ କମ୍ପାନୀରେ…

Continue Readingଟିଏଫ୍ଏଲର ଘରୋଇ କମ୍ପାନୀରେ କାର୍ଯ୍ୟରତ ଶ୍ରମିକଙ୍କ ଅଚାନକ ମୃତ୍ୟୁ, କାରଣ ଅସ୍ପଷ୍ଟ

ହାତୀ ଆକ୍ରମଣରେ ଯୁବକ ମୃତ

ଅନୁଗୁଳ: ସୋମବାର ରାତି ପ୍ରାୟ ଦଶଟା ସମୟରେ ପୁରୁଣା ଗଡ ବଡ଼ଦାଣ୍ଡ ସାହିର ଜନୈକ ଯୁବକଙ୍କ ହାତୀ ଆକ୍ରମଣରେ ମୃତ୍ୟୁ ଘଟିଛି। ବଡ଼ ଦାଣ୍ଡ ସାହିର ଜମ୍ବେଶ୍ଵର ଖଟୁଆଙ୍କ ପୁଅ ଲିପୁ ଖଟୁଆ(୩୦) ଘରେ ବସିଥିବା ବେଳେ ପଲେ ହାତୀ ଘର…

Continue Readingହାତୀ ଆକ୍ରମଣରେ ଯୁବକ ମୃତ

ବ୍ରାଉନ୍‌ସୁଗର ଜବତ, ୪ ଗିରଫ

ଅନୁଗୁଳ: ଅନୁଗୁଳ ଟାଉନ୍ ଥାନା ପୋଲିସ ସୋମବାର ୬ ଗ୍ରାମ୍ ବ୍ରାଉନ୍‌ସୁଗର ଜବତ କରିବା ସହ ଏଥିରେ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ କରିଛି । ସୂଚନା ଯେ, ଏକ ବିଶ୍ବସ୍ତ ସୂତ୍ରରୁ ଖବରପାଇ ଅନୁଗୁଳ ଟାଉନ୍ ଥାନା ପୋଲିସର ଏକ…

Continue Readingବ୍ରାଉନ୍‌ସୁଗର ଜବତ, ୪ ଗିରଫ

ଭାରସାମ୍ୟ ହରାଇ ବ୍ରିଜ୍ ଉପରୁ ଓଲଟିଲା ବୋଲେରୋ, ୭ ଆହତ

କିଶୋରନଗର: ଭାରସାମ୍ୟ ହରାଇ ରାଇବାହାଳ ବ୍ରିଜ୍ ଉପରୁ ଆଜି ଏକ ବୋଲେରୋ ଓଲଟି ପଡିଛି। ସୂଚନା ମୁତାବକ, ବଇଣ୍ଡାର ସୋଲଣ୍ଡାରୁ ୭ ଜଣ ବର ଯାତ୍ରୀଙ୍କୁ ନେଇ ରଣିଆକଟା ଯାଉଥିବା ଏକ ବୋଲେରୋ (ଓଡି୦୨ସିଜେ୨୦୫୨) ଭାରସାମ୍ୟ ହରାଇ ରାଇବାହାଳ ବ୍ରିଜ୍ ଉପରୁ…

Continue Readingଭାରସାମ୍ୟ ହରାଇ ବ୍ରିଜ୍ ଉପରୁ ଓଲଟିଲା ବୋଲେରୋ, ୭ ଆହତ

୧୦ ପରିବାରର ଘର ଭାଙ୍ଗି ଦେଲା କାଳବୈଶାଖୀ, ସରକାରୀ ସହାୟତା ପାଇଁ ନେହୁରା

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ତହସିଲ୍ ଅନ୍ତର୍ଗତ ନୂଆହତା ପଞ୍ଚାୟତ ବାଲିସାହିର ହରିଜନ ବସ୍ତିରେ ତାଣ୍ଡବ ରଚିଛି କାଳ ବୈଶାଖୀ। ପ୍ରବଳ ବର୍ଷା ପବନରେ ୧୦ ପରିବାରର ଘର ଭାଙ୍ଗି ଚୁରମାର ହୋଇଯାଇଛି। ସୂଚନା ମୁତାବକ, ଶନିବାର ଅପରାହ୍ନରେ ବଅଁରପାଳ ଅଞ୍ଚଳରେ…

Continue Reading୧୦ ପରିବାରର ଘର ଭାଙ୍ଗି ଦେଲା କାଳବୈଶାଖୀ, ସରକାରୀ ସହାୟତା ପାଇଁ ନେହୁରା

ରାତି ଅଧିଆ ବାଇକ ଚୋରି, ସିସିଟିଭିରେ କଏଦ ହେଲା ପୂରା ଦୃଶ୍ୟ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଟାଉନସିପ ଅଞ୍ଚଳରେ ଗତ କାଲି ଏକ ବାଇକକୁ ଚୋରମାନେ ଚୋରି କରି ନେଇଯାଇଛନ୍ତି। ଏହି ଦୃଶ୍ୟ ସିସି ଟିଭିରେ କଏଦ ହୋଇଛି। ସୂଚନାଯୋଗ୍ୟ ଯେ, ଗତକାଲି ରାତି ୮ ଟାରେ ନାଲକୋ ଟାଉନସିପ ଅଞ୍ଚଳର…

Continue Readingରାତି ଅଧିଆ ବାଇକ ଚୋରି, ସିସିଟିଭିରେ କଏଦ ହେଲା ପୂରା ଦୃଶ୍ୟ

ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ: ଜଳିଗଲା ୧୩ ପରିବାରର ୧୮ ବଖରା ଘର, ପ୍ରଶାସନ ଯୋଗାଉଛି ରନ୍ଧାଖାଦ୍ୟ

ଆଠମଲ୍ଲିକ: ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଅଏଡା ପଞ୍ଚାୟତ ଓଳଥ ଗ୍ରାମରେ ଶୁକ୍ରବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ସୂଚନା ମୁତାବକ, ସର୍ଟ ସର୍କିଟ ହେବାରୁ ପ୍ରଥମେ ପ୍ରଦୀପ ବାଘଙ୍କ ଘରେ ନିଆଁ ଲାଗିଥିଲା। ଏହି ନିଆଁ ଦେଖୁ ଦେଖୁ ଆଖପାଖ ୧୩ ପରିବାରର…

Continue Readingସର୍ଟ ସର୍କିଟରୁ ଅଗ୍ନିକାଣ୍ଡ: ଜଳିଗଲା ୧୩ ପରିବାରର ୧୮ ବଖରା ଘର, ପ୍ରଶାସନ ଯୋଗାଉଛି ରନ୍ଧାଖାଦ୍ୟ

ଶୋଇଥିବା ବେଳେ ରେଙ୍ଗାଳି ପଞ୍ଚାୟତର ସରପଞ୍ଚଙ୍କ ସ୍ଵାମୀ ସୁଶାନ୍ତ ସେଠୀଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ

ରେଙ୍ଗାଳି: କଣିହାଁ ବ୍ଲକ ରେଙ୍ଗାଳି ପଞ୍ଚାୟତ ସରପଞ୍ଚଙ୍କ ସ୍ଵାମୀ ସୁଶାନ୍ତ ସେଠୀଙ୍କ ମୃତ୍ୟୁ ଘଟିଛି। ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସୂଚନା ମୁତାବକ, ରେଙ୍ଗାଳି ସରପଞ୍ଚଙ୍କ ସ୍ଵାମୀ ସୁଶାନ୍ତ ସେଠୀ (୩୮) ଟିପିସିଓଡ଼ିଏଲର…

Continue Readingଶୋଇଥିବା ବେଳେ ରେଙ୍ଗାଳି ପଞ୍ଚାୟତର ସରପଞ୍ଚଙ୍କ ସ୍ଵାମୀ ସୁଶାନ୍ତ ସେଠୀଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ

ଯୁବକଙ୍କ ଅଂଶୁ ଘାତରେ ମୃତ୍ୟୁ !!

ଅନୁଗୁଳ: ବନ୍ତଳା ଥାନା ବାଦିବାହାଳ ଗାଁର ପ୍ରଦ୍ୟୁମ୍ନ ସ୍ୱାଇଁ ଙ୍କ ଆଜି ସନ୍ଦେହ ଜନକ ମୃତ୍ୟୁ ଘଟିଛି। ୪୨ ବର୍ଷ ବୟସ୍କ ପ୍ରଦ୍ୟୁମ୍ନ ଖରାରେ ମହିଧରପୂର୍ ଷ୍ଟାଣ୍ଡ ରେ ବସକୁ ଅପେକ୍ଷା କରିଥିଲେ। ଏହି ସମୟରେ ତାଙ୍କୁ ଅନ୍ଧାର ଦେଖା ଯାଇଥିଲା…

Continue Readingଯୁବକଙ୍କ ଅଂଶୁ ଘାତରେ ମୃତ୍ୟୁ !!

ଆମ୍ବ ତୋଳିବାକୁ ଯାଇଥିବା ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗ, ଜଣେ ଗିରଫ

ବଇଣ୍ଡା: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ହଣ୍ଡପା ଥାନା ଅଞ୍ଚଳରେ ଜଣେ ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ପୋଲିସ ଜଣଙ୍କୁ ଗିରଫ କରିଛି। ଗିରଫ ଯୁବକ ହେଲେ ଚାକୁଣ୍ଡାମୁଣ୍ଡା ଗ୍ରାମର ପ୍ରକାଶ ପ୍ରଧାନ। ପୋଲିସ ସୂଚନା ମୁତାବକ, ମହିଳା ଜଣଙ୍କ ନିକଟରେ ଥିବା…

Continue Readingଆମ୍ବ ତୋଳିବାକୁ ଯାଇଥିବା ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗ, ଜଣେ ଗିରଫ