ବାସନ୍ତୀ ଦୁର୍ଗା ପୂଜା ମଣ୍ଡପରେ ସରିଲା ମହାଦଶମୀ ପୂଜା: ଆସନ୍ତାକାଲି ଭସାଣୀ

ଅନୁଗୁଳ: ଅନୁଗୁଳସ୍ଥିତ ଅମଲାପଡ଼ା ମା' ବାସନ୍ତୀ ଦୁର୍ଗା ପୂଜା ପଡ଼ିଆରେ ଆଜି ମହଦଶମୀ ପୂଜା ବେଶ୍ ଧୁମଧାମରେ ପାଳିତ ହୋଇଛି। ସକାଳେ ସୂର୍ଯ୍ୟପୂଜା, ଗୋପୂଜା, ଅପରାଜିତା ପୂଜା, ଚରୁ ବିତରଣ ପରେ ପୂର୍ଣ୍ଣାହୁତି ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟାରେ ମେଲୋଡି କାର୍ଯ୍ୟକ୍ରମ ଦେଖିବାକୁ…

Continue Readingବାସନ୍ତୀ ଦୁର୍ଗା ପୂଜା ମଣ୍ଡପରେ ସରିଲା ମହାଦଶମୀ ପୂଜା: ଆସନ୍ତାକାଲି ଭସାଣୀ

ବାସନ୍ତୀ ଦୁର୍ଗାପୂଜା ଅବସରରେ ରକ୍ତଦାନ ଶିବିର ଓ ସାମୁହିକ ଦାଣ୍ଡିଆ

  ଅନୁଗୁଳ: ବାସନ୍ତୀ ଦୁର୍ଗାପୂଜା ଅବସରରେ ଅମଲାପଡ଼ା ମଣ୍ଡପରେ ମହାନବମୀରେ ସୂର୍ଯ୍ୟପୂଜା,ଗୋପୁଜା,ମହାନବମୀ ପୂଜା ପରେ ନବକୁମାରି ପୂଜା ଅନୁଷ୍ଠିତ ହୋଇଥିଲା। ୯ ଜଣ କୁମାରୀ କନ୍ୟାଙ୍କୁ ଦେବୀ ବେଶରେ ଆଭୂଷିତ କରାଯାଇ ବନ୍ଦାପନା କରାଯାଇଥିଲା। ସକାଳ ବେଳା ଏକ ସ୍ଵେଚ୍ଛାକୃତ ରକ୍ତଦାନ…

Continue Readingବାସନ୍ତୀ ଦୁର୍ଗାପୂଜା ଅବସରରେ ରକ୍ତଦାନ ଶିବିର ଓ ସାମୁହିକ ଦାଣ୍ଡିଆ

ଚିହ୍ନଟ ହେଲା ମା’ ଅଗ୍ନିରୂପା ହିଙ୍ଗୁଳାଙ୍କ ଉଭାସ୍ଥଳ, ୨୨ ରୁ ନବ ଦିନାତ୍ମକ ଯାତ୍ରା ଆରମ୍ଭ

ତାଳଚେର: ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା' ହିଙ୍ଗୁଳାଙ୍କ ଉଭାସ୍ଥଳ ଚିହ୍ନଟ ହୋଇଛି। ଗତ କାଲି ଜନ୍ତାଳ ପର୍ବ ଅନୁଷ୍ଠିତ ହୋଇଥିଲା। ଆଜି ମନ୍ଦିରର ପଶ୍ଚିମ ଦିଗ ଗୋପାଳ ପ୍ରାସାଦ ଉଚ୍ଚ ବିଦ୍ୟାଳୟର ଖେଳ ପଡିଆରେ ମା' ଅଗ୍ନିରୂପା ହିଙ୍ଗୁଳା ଉଭା ହୋଇଥିବା…

Continue Readingଚିହ୍ନଟ ହେଲା ମା’ ଅଗ୍ନିରୂପା ହିଙ୍ଗୁଳାଙ୍କ ଉଭାସ୍ଥଳ, ୨୨ ରୁ ନବ ଦିନାତ୍ମକ ଯାତ୍ରା ଆରମ୍ଭ

ମା’ ବାସନ୍ତୀ ଦୁର୍ଗା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି

ଅନୁଗୁଳ: ଅମଲାପଡ଼ା ମା' ଦୁର୍ଗା ମଣ୍ଡପରେ ଆଜି ସକାଳେ ସୂର୍ଯ୍ୟପୂଜା,ଗୋପୂଜା,ମହାଷ୍ଟମୀ ପୂଜା,ଅପରାହ୍ନ ଘ ୧:୨୫ ଗତେ ସନ୍ଧିପୂଜା ଆଦି ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟାରେ ସନ୍ଧ୍ୟା ଆଳତି ଦେଖିବାପାଇଁ ସହସ୍ରାଧିକ ଭକ୍ତ ଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ବାସନ୍ତୀ ସାଂସ୍କୃତିକ ମଣ୍ଡପରେ ଅନୁଗୁଳ…

Continue Readingମା’ ବାସନ୍ତୀ ଦୁର୍ଗା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି

ମା’ ବାସନ୍ତୀ ଦୁର୍ଗାଙ୍କ ମହାସପ୍ତମୀ ପୂଜା

ଅନୁଗୁଳ: ଆଜି ଅମଲାପଡ଼ା ବାସନ୍ତୀ ଦୁର୍ଗା ମଣ୍ଡପରେ ମୃଣ୍ମୟୀ ଦେବୀଙ୍କ ପୂଜା ପାଇଁ ସକାଳେ କଳସ ଶୋଭାଯାତ୍ରା,ମହାସପ୍ତମୀ ପୂଜା,ନବପତ୍ରିକା ପ୍ରବେଶ,ଦେବୀଙ୍କ ଜୀବନ୍ୟାସ,ପ୍ରାଣ ପ୍ରତିଷ୍ଠା,ଷୋଡ଼ଶ ଉପଚାର ପୂଜା ଏବଂ ଏହାପରେ ଚଣ୍ଡୀପାଠ,ହୋମ, ଆଳତୀ ଓ ପୁଷ୍ପାଞ୍ଜଳି ଆଦି ଅନୁଷ୍ଠିତ ହୋଇଥିଲା।ସନ୍ଧ୍ୟାରେ ମା' ବାସନ୍ତୀ…

Continue Readingମା’ ବାସନ୍ତୀ ଦୁର୍ଗାଙ୍କ ମହାସପ୍ତମୀ ପୂଜା

ମହାଆଡ଼ମ୍ବରରେ ଓଡ଼ିଆ ନବବର୍ଷ ପାଳିଲା ଆମ ସଂସ୍କୃତି, ଯୋଗ ଦେଲେ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ

ଅନୁଗୁଳ: ଅନୁଗୁଳର ଅଗ୍ରଣୀ ସେବା-ସାଂସ୍କୃତିକ ଅନୁଷ୍ଠାନ ଆମ ସଂସ୍କୃତି ପକ୍ଷରୁ ସ୍ଥାନୀୟ ସଭାଘରେ ମହାବିଷୁବ ମିଳନ ମହୋତ୍ସବ ଓ ଓଡ଼ିଆ ନବବର୍ଷ ମହାଆଡ଼ମ୍ବରରେ ପାଳିତ ହୋଇଛି। ଆମ ସଂସ୍କୃତି ଅନୁଷ୍ଠାନର ସଭାପତି ଆଇନଜୀବୀ ଦ୍ୱାରିକା ପ୍ରସାଦ ନନ୍ଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ…

Continue Readingମହାଆଡ଼ମ୍ବରରେ ଓଡ଼ିଆ ନବବର୍ଷ ପାଳିଲା ଆମ ସଂସ୍କୃତି, ଯୋଗ ଦେଲେ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ

ମା’ ବାସନ୍ତୀ ଦୁର୍ଗା ପୂଜା ପଡ଼ିଆରେ ପ୍ରଭୁ ସ୍ମୃତିର ସ୍ୱର୍ଣୀମ ସନ୍ଧ୍ୟା

ଅନୁଗୁଳ: ଆଜି ଅମଲାପଡ଼ା ମା' ବାସନ୍ତୀ ଦୁର୍ଗାପୂଜା ପଡ଼ିଆରେ ଦେବୀଙ୍କ ବିଲ୍ଵବରଣ ଅନୁଷ୍ଠିତ ହୋଇଥିଲା। ଆସନ୍ତା କାଲି ମହାସପ୍ତମୀ ପୂଜା ଅନୁଷ୍ଠିତ ହେବ। ସନ୍ଧ୍ୟାରେ ସାଂସ୍କୃତିକ ମଣ୍ଡପରେ ଅନୁଗୁଳ ସ୍ମୃତି ଅନୁ ହୁତି ଧାମ ପକ୍ଷରୁ ପ୍ରଭୁ ସ୍ମୃତିର ସ୍ୱର୍ଣୀମ ସନ୍ଧ୍ୟା…

Continue Readingମା’ ବାସନ୍ତୀ ଦୁର୍ଗା ପୂଜା ପଡ଼ିଆରେ ପ୍ରଭୁ ସ୍ମୃତିର ସ୍ୱର୍ଣୀମ ସନ୍ଧ୍ୟା

ବଡ଼ଯୋରଡ଼ା ହନୁମାନ ବାଟିକାରେ ୧୪ତମ ବାର୍ଷିକ ଉତ୍ସବ ଓ ହନୁମାନ ଜୟନ୍ତୀ ପାଳିତ, ଯୋଗ ଦେଲେ ଶତାଧିକ ଶ୍ରଦ୍ଧାଳୁ

ତାଳଚେର : ତାଳଚେର ବ୍ଲକ ଅନ୍ତର୍ଗତ ବଡଯୋରଡା ଗ୍ରାମର ହନୁମାନ ବାଟିକା ଠାରେ ୧୪ତମ ବାର୍ଷିକ ଉତ୍ସବ ଓ ହନୁମାନ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଛି। ଏ ଅବସରରେ ସକାଳେ ସୂର୍ଯ୍ୟ ପୂଜା ଠାରୁ ଆରମ୍ଭ କରି ପ୍ରଭୁ ହନୁମାନଙ୍କ ବିଭିନ୍ନ…

Continue Readingବଡ଼ଯୋରଡ଼ା ହନୁମାନ ବାଟିକାରେ ୧୪ତମ ବାର୍ଷିକ ଉତ୍ସବ ଓ ହନୁମାନ ଜୟନ୍ତୀ ପାଳିତ, ଯୋଗ ଦେଲେ ଶତାଧିକ ଶ୍ରଦ୍ଧାଳୁ

ସୁସୁଡ଼ାରେ ସରିଲା ମେରୁଯାତ୍ରା: ୧୩ ଦିନ ପରେ ମନ୍ଦିରକୁ ଫେରିଲେ ମା’

ଅନୁଗୁଳ : ସ୍ଥାନୀୟ ସୁସୁଡା ସୋମନାଥପୁର ଠାରେ ଚୈତ୍ର ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଆରମ୍ଭ ହୋଇଥିବା ମେରୁଯାତ୍ରା ଆଜି ଶେଷ ହୋଇଛି। ଏ ଅବସରରେ ତେରଭକ୍ତା ଓ ମାନସିକଧାରୀମାନେ ୧୩ ଦିନର ଦଣ୍ତ ଯାତ୍ରା ପରେ ପୁନର୍ବାର ମନ୍ଦିରଙ୍କୁ ପ୍ରତ୍ୟାବର୍ତ୍ତନ…

Continue Readingସୁସୁଡ଼ାରେ ସରିଲା ମେରୁଯାତ୍ରା: ୧୩ ଦିନ ପରେ ମନ୍ଦିରକୁ ଫେରିଲେ ମା’

ମା’ ବାସନ୍ତୀ ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି ଚୁଡାନ୍ତ: ଆସନ୍ତା ୧୪ ରୁ ଷଷ୍ଠୀ ପୂଜା

ଅନୁଗୁଳ: ଅମଲାପଡ଼ା ମା' ବାସନ୍ତୀ ଦୁର୍ଗା ପୂଜା କମିଟି ପକ୍ଷରୁ ଅଷ୍ଟାଦଶ ଦୁର୍ଗୋତ୍ସବ ନିମନ୍ତେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।ଦେବୀଙ୍କ ପ୍ରତିମୂର୍ତ୍ତିକରେ ରଙ୍ଗ ଦେବା କାମ ଚାଲିଥିବା ବେଳେ ମେଢ ଓ ତୋରଣ କାମ ଆଗେଇ ଚାଲିଛି।ଆସନ୍ତା ୧୪ ତାରିଖରେ ଷଷ୍ଠୀ…

Continue Readingମା’ ବାସନ୍ତୀ ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି ଚୁଡାନ୍ତ: ଆସନ୍ତା ୧୪ ରୁ ଷଷ୍ଠୀ ପୂଜା