ଶିକ୍ଷାବିତ୍ ସ୍ବର୍ଗତ ବାଳକୃଷ୍ଣ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକୀ, ସ୍ମୃତି ସଭା ଆୟୋଜିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ଜରପଡ଼ା ପତିତପାବନ ଉଚ୍ଚ ବିଦ୍ୟାଳୟର ପ୍ରତିଷ୍ଠାତା, ବିଶିଷ୍ଟ ସାମାଜିକ କର୍ମୀ, ଶିକ୍ଷାବିତ୍ ତଥା ସ୍ଵାଧୀନତା ସଂଗ୍ରାମୀ ସ୍ବର୍ଗତ ବାଳକୃଷ୍ଣ ପଟ୍ଟନାୟକଙ୍କ ୩୧ ତମ ଶ୍ରାଦ୍ଧ ବାର୍ଷିକୀ ରବିବାର ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି।…

Continue Readingଶିକ୍ଷାବିତ୍ ସ୍ବର୍ଗତ ବାଳକୃଷ୍ଣ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକୀ, ସ୍ମୃତି ସଭା ଆୟୋଜିତ

‘ଆମ ପ୍ରତିଭା ଆମ ସ୍ବାଭିମାନ’ର ନିଆରା ପ୍ରୟାସ: ମାଟ୍ରିକ ଏ-୧ ଛାତ୍ରଛାତ୍ରୀଙ୍କୁ କଲା ସମ୍ବର୍ଦ୍ଧିତ

ଅନୁଗୁଳ: ଅନୁଗୁଳର ସାମାଜିକ ଅନୁଷ୍ଠାନ 'ଆମ ପ୍ରତିଭା ଆମ ସ୍ବାଭିମାନ' ପକ୍ଷରୁ ପୌରପାଳିକା ଟାଉନ୍ ହଲ୍ ଠାରେ ମାଟ୍ରିକ ଏ-୧ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ସମ୍ମାନ-୨୦୨୫ ପ୍ରଦାନ କରାଯାଇଛି। ପୂର୍ବତନ ସାଂସଦ ମହେଶ ସାହୁଙ୍କ ମାନସ ସନ୍ତାନ ଭାବେ ୨୦୧୯ ମସିହାରେ ଗଢ଼ି…

Continue Reading‘ଆମ ପ୍ରତିଭା ଆମ ସ୍ବାଭିମାନ’ର ନିଆରା ପ୍ରୟାସ: ମାଟ୍ରିକ ଏ-୧ ଛାତ୍ରଛାତ୍ରୀଙ୍କୁ କଲା ସମ୍ବର୍ଦ୍ଧିତ

ଅନୁଗୁଳରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆୟୋଜିତ, ୨୮୯୪ଟି ବିଚାରାଧୀନ ମାମଲାର ଫଇସଲା

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ୨୦୨୫ ଅନୁଷ୍ଠିତ ହୋଇଛି। ଲୋକ ଅଦାଲତରେ ୭୯ ଟି ପ୍ରାକ ମକଦ୍ଦମାଜନିତ ମାମଲାର ଫଇସଲା କରାଯାଇ ୩୧ ଲକ୍ଷ ୩୯ ହଜାର ୧୬ ଟଙ୍କାର ସମାଧାନ କରାଯାଇଥିଲା।…

Continue Readingଅନୁଗୁଳରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆୟୋଜିତ, ୨୮୯୪ଟି ବିଚାରାଧୀନ ମାମଲାର ଫଇସଲା

ଏଣିକି ଭାରତ ବିରୋଧରେ ଯେକୌଣସି ଆତଙ୍କବାଦୀ କାର୍ଯ୍ୟକୁ ଯୁଦ୍ଧ ବୋଲି ଧରାଯିବ: କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଏଣିକି ଭାରତ ବିରୋଧରେ ଯେକୌଣସି ଆତଙ୍କବାଦୀ କାର୍ଯ୍ୟକୁ ଯୁଦ୍ଧ ବୋଲି ଧରାଯିବ ଓ ସେହି ଅନୁଯାୟୀ ଜବାବ ଦିଆଯିବ। ଏନେଇ ଘୋଷଣା କରିଛନ୍ତି କେନ୍ଦ୍ର ସରକାର।ଭାରତ ସରକାରଙ୍କ ସୂଚନା ଅନୁଯାୟୀ, ପାକିସ୍ତାନ ପକ୍ଷରୁ ଜାରି କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି ସ୍ପଷ୍ଟ…

Continue Readingଏଣିକି ଭାରତ ବିରୋଧରେ ଯେକୌଣସି ଆତଙ୍କବାଦୀ କାର୍ଯ୍ୟକୁ ଯୁଦ୍ଧ ବୋଲି ଧରାଯିବ: କେନ୍ଦ୍ର ସରକାର

ଏଥର ମେ’ ୨୭ ସୁଦ୍ଧା କେରଳ ଛୁଇଁବ ମୌସୁମୀ: ପାଣିପାଗ ବିଭାଗର ଆକଳନ

ଅନୁଗୁଳ: ପ୍ରବଳ ଗୁଳୁଗୁଳିରୁ ଆଶ୍ୱସ୍ତି ଦେବାକୁ ଯାଉଛି ମୌସୁମୀବର୍ଷା।ଆସନ୍ତା ମେ’୨୭ ତାରିଖ ସୁଦ୍ଧା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବାର ସମ୍ଭାବନା ରହିଛି। ପୂର୍ବରୁ ମେ' ୧୩ରେ ମୌସୁମୀ ଦକ୍ଷିଣ ଆଣ୍ଡାମାନ ଛୁଇଁବ ବୋଲି ଆକଳନ କରାଯାଇଥିବା ବେଳେ ଦକ୍ଷିଣ ପଶ୍ଚିମ…

Continue Readingଏଥର ମେ’ ୨୭ ସୁଦ୍ଧା କେରଳ ଛୁଇଁବ ମୌସୁମୀ: ପାଣିପାଗ ବିଭାଗର ଆକଳନ

ଖଣ୍ଡାରେ ହାଣି ହତ୍ୟା: ଦୁଇ ଭାଇକୁ ଆଜୀବନ କାରାଦଣ୍ଡ

ଅନୁଗୁଳ: ଏକ ହତ୍ୟାକାଣ୍ଡର ହତ୍ୟାକାରୀ ଦୁଇ ଭାଇଙ୍କୁ ଶୁକ୍ରବାର ଅନୁଗୁଳ ଅତିରିକ୍ତ ଜିଲ୍ଲା ଓ ସେସନ ଜଜ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସୂଚନା ମୁତାବକ, ଗତ ୪. ୧୧. ୨୦୨୦ ଦିନ ସନ୍ଧ୍ୟା ୭ଟା ୩୦ରେ ଅନୁଗୁଳ ଥାନା ଅନ୍ତର୍ଗତ…

Continue Readingଖଣ୍ଡାରେ ହାଣି ହତ୍ୟା: ଦୁଇ ଭାଇକୁ ଆଜୀବନ କାରାଦଣ୍ଡ

ଭାରତ-ପାକିସ୍ତାନ ଉତ୍ତେଜନା: ସବୁ ଜିଲ୍ଲାପାଳ,ଆରଡିସି ଓ ଆଇପିଏସ ଅଫିସରଙ୍କ ଛୁଟି ବାତିଲ କଲେ ରାଜ୍ୟ ସରକାର

ଭୁବନେଶ୍ୱର: ଦିନକୁ ଦିନ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଉଭୟ ପକ୍ଷରୁ ଆକ୍ରମଣ ଜାରି ରହିଛି। ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଆରଡିସି ଓ ଜିଲ୍ଲାପାଳଙ୍କ ଛୁଟି ବାତିଲ କରିଛନ୍ତି ଓଡ଼ିଶା ସରକାର। ଏନେଇ…

Continue Readingଭାରତ-ପାକିସ୍ତାନ ଉତ୍ତେଜନା: ସବୁ ଜିଲ୍ଲାପାଳ,ଆରଡିସି ଓ ଆଇପିଏସ ଅଫିସରଙ୍କ ଛୁଟି ବାତିଲ କଲେ ରାଜ୍ୟ ସରକାର

ନାବାଳିକା ଦୁଷ୍କର୍ମକାରୀକୁ ୨୦ବର୍ଷ ସଶ୍ରମ କାରାଦଣ୍ଡ ସହ ଜରିମାନା

ଅନୁଗୁଳ: ନାବାଳିକା ଦୁଷ୍କର୍ମକାରୀକୁ ୨୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଅନୁଗୁଳ ଅତିରିକ୍ତ ଜିଲ୍ଲା ଓ ସେସନ ଜଜ୍।ସୂଚନା ମୁତାବକ, ଗତ ୨୧. ୫. ୨୦୧୪ଦିନ ରାତିରେ ଖମାର ଥାନା ଅଞ୍ଚଳର ଜଣେ ନାବାଳିକାକୁ ଖମାର ଥାନା ଅନ୍ତର୍ଗତ ଓଡ଼ଶ ଗ୍ରାମର…

Continue Readingନାବାଳିକା ଦୁଷ୍କର୍ମକାରୀକୁ ୨୦ବର୍ଷ ସଶ୍ରମ କାରାଦଣ୍ଡ ସହ ଜରିମାନା

ଭାରତ-ପାକିସ୍ତାନ ବିବାଦ ଯୋଗୁଁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତରହିଲା ଆଇପିଏଲ ୨୦୨୫

ଅନୁଗୁଳ: ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ବିବାଦ ଯୋଗୁଁ ଚଳିତ ଆଇପିଏଲ ୨୦୨୫ ସିଜିନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ଜାତୀୟ ନ୍ୟୁଜ ଏଜେନ୍ସି ପିତିଆଇର ରିପୋର୍ଟ ଅନୁସାରେ, ସରକାରଙ୍କ ପରାମର୍ଶ ନେବା ପରେ ଆୟୋଜକ ମାନେ ଏହି…

Continue Readingଭାରତ-ପାକିସ୍ତାନ ବିବାଦ ଯୋଗୁଁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତରହିଲା ଆଇପିଏଲ ୨୦୨୫

ତାଳଚେରର ଯୁବତୀଙ୍କ ହତ୍ୟା ପଛରେ ଅଟୋ ଚାଳକଙ୍କ ସଂପୃକ୍ତି ସନ୍ଦେହ: ଜିଲ୍ଲା ସାରା ଅଟୋ ଯାଞ୍ଚ ଆରମ୍ଭ, ଦସ୍ତାବିଜ ନଥିବା ଚାଳକଙ୍କଠୁ ୨ ଲକ୍ଷ ୭୪ ହଜାର ଟଙ୍କା ଜରିମାନା ଆଦାୟ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରରେ ଷ୍ଟେସନରୁ ଗାଏବ ହୋଇଥିବା ଯୁବତୀଙ୍କୁ ହତ୍ୟା କରିବା ଘଟଣାରେ ପୁଲିସକୁ ନୂଆ ସୁରାକ ମିଳିଛି। ସମ୍ପୃକ୍ତ ଯୁବତୀଙ୍କ ହତ୍ୟା ପଛରେ ଅଟୋ ଚାଳକଙ୍କ ସଂପୃକ୍ତି ଜଣାପଡ଼ିବା ପରେ ପୁଲିସ ଜିଲ୍ଲା ସାରା ଅଟୋ ଯାଞ୍ଚକୁ କଡ଼ାକଡ଼ି…

Continue Readingତାଳଚେରର ଯୁବତୀଙ୍କ ହତ୍ୟା ପଛରେ ଅଟୋ ଚାଳକଙ୍କ ସଂପୃକ୍ତି ସନ୍ଦେହ: ଜିଲ୍ଲା ସାରା ଅଟୋ ଯାଞ୍ଚ ଆରମ୍ଭ, ଦସ୍ତାବିଜ ନଥିବା ଚାଳକଙ୍କଠୁ ୨ ଲକ୍ଷ ୭୪ ହଜାର ଟଙ୍କା ଜରିମାନା ଆଦାୟ