ଅବସରପ୍ରାପ୍ତ ସର୍ବୋଚ୍ଚ ଯନ୍ତ୍ରୀ ଗୋପୀନାଥ ଦାସଙ୍କ ପରଲୋକ
ଅନୁଗୁଳ: ଆଜି ସକାଳ ୮ ଟାରେ ଅବସରପ୍ରାପ୍ତ ଜଳସେଚନ ବିଭାଗରସର୍ବୋଚ୍ଚ ଯନ୍ତ୍ରୀ ଗୋପୀନାଥ ଦାସଙ୍କ ଅମଲାପଡା ସ୍ଥିତ ତାଙ୍କ ବାସଭବନରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୭ ବର୍ଷ ବୟସ ହୋଇଥିଲା। ସେ ୧୯୮୬ ମସିହାରେ ସମଲରେ କାର୍ଯ୍ୟରତ ଥିବା…



