ଅମ୍ବିକା ଭଟ୍ଟ ଜିଲ୍ଲା କଂଗ୍ରେସ ସଭାପତି

ଅନୁଗୁଳ: ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ନିର୍ଦ୍ଦେଶ କ୍ରମେ ଅନୁଗୁଳର ବରିଷ୍ଠ କଂଗ୍ରେସ ନେତା ଅମ୍ବିକା ଭଟ୍ଟଙ୍କୁ ଅନୌପଚାରିକ ସଭାପତି ରୂପେ ମନୋନୀତ କରିଛନ୍ତି। ନିର୍ବାଚନ ଭଳି ଘଡିସନ୍ଧି ମୁହୂର୍ତ୍ତରେ ଏଭଳି ଏକ ଦାୟିତ୍ଵକୁ ଗୁରୁତ୍ୱର ସହ ନେଇଛନ୍ତି…

Continue Readingଅମ୍ବିକା ଭଟ୍ଟ ଜିଲ୍ଲା କଂଗ୍ରେସ ସଭାପତି

“ସୁବିଧା ପୋର୍ଟାଲ’ ର ବ୍ୟବହାର ନିମନ୍ତେ ସଚେତନ କଲା ଜିଲ୍ଲା ପ୍ରଶାସନ, ରାଜନେତା ଓ ସବୁ ବିଭାଗ ବୁଝିଲେ କାର୍ଯ୍ୟକାରିତା

ଅନୁଗୁଳ: ସାଧାରଣ ନିର୍ବାଚନ-୨୦୨୪ର ଜିଲ୍ଲାରେ ସଫଳ ପରିଚାଳନା ନିମନ୍ତେ ଭାରତୀୟ ନିର୍ବାଚନ କମିଶନ ଦ୍ବାରା ନିର୍ଦ୍ଦେଶିତ ‘ସୁବିଧା ପୋର୍ଟାଲ' ର ସଠିକ୍ ବ୍ୟବହାର ଓ ସନ୍ଦେହ ଦୂରୀକରଣ କାର୍ଯ୍ୟକ୍ରମ ଆଜି ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି। ୨ଟି ପୃଥକ କାର୍ଯ୍ୟକ୍ରମରେ ପ୍ରଥମେ…

Continue Reading“ସୁବିଧା ପୋର୍ଟାଲ’ ର ବ୍ୟବହାର ନିମନ୍ତେ ସଚେତନ କଲା ଜିଲ୍ଲା ପ୍ରଶାସନ, ରାଜନେତା ଓ ସବୁ ବିଭାଗ ବୁଝିଲେ କାର୍ଯ୍ୟକାରିତା

ମଇଦାନକୁ ଓହ୍ଲାଇଲା ବିଜେପି: ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଚୁଡାନ୍ତ

ଅନୁଗୁଳ: ଆଜି ଭାରତୀୟ ଜନତା ପାର୍ଟିର ମହା ସଚିବ ଅରୁଣ ସିଂହଙ୍କ ଦସ୍ତଖତରେ ଓଡ଼ିଶାର ୧୧୨ ଟି ବିଧାନ ସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶିତ ହୋଇଛି। ଅନୁଗୁଳ ଜିଲ୍ଲାରୁ ଅନୁଗୁଳ ଆସନ ପାଇଁ ପ୍ରତାପ ଚନ୍ଦ୍ର ପ୍ରଧାନ,ଆଠମଲ୍ଲିକ ପାଇଁ…

Continue Readingମଇଦାନକୁ ଓହ୍ଲାଇଲା ବିଜେପି: ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଚୁଡାନ୍ତ

ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକ

ଭୁବନେଶ୍ୱର: ଓଡ଼ିଶା ଭକ୍ତି ସଙ୍ଗୀତର ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟଙ୍କ ବିୟୋଗରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକପ୍ରକାଶ କରିଛନ୍ତି। ଶ୍ରୀ ପ୍ରଧାନ ଶୋକବାର୍ତ୍ତାରେ କହିଛନ୍ତି, ବିଶିଷ୍ଟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ…

Continue Readingସ୍ୱନାମଧନ୍ୟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକ

ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ଉଭୟ ଆରୋହୀଙ୍କ ମୃତ୍ୟୁ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ କରତପଟା ଠାରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଉଭୟ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବନ୍ତଳା ଥାନା ଅନ୍ତର୍ଗତ ମଧପୁର ଗ୍ରାମର ପ୍ରଫୁଲ୍ଲ ନାଏକ ଙ୍କ ପୁଅ…

Continue Readingଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ଉଭୟ ଆରୋହୀଙ୍କ ମୃତ୍ୟୁ

ଏପ୍ରିଲ ପହିଲାରୁ ଚାଷୀଙ୍କ ଠାରୁ ପିଆଜ ସଂଗ୍ରହ କରିବେ କେନ୍ଦ୍ର ସରକାର, ଗଚ୍ଛିତ ରଖିବେ ୫ ଲକ୍ଷ ଟନ୍

ନୂଆଦିଲ୍ଲୀ: ଏପ୍ରିଲ ପହିଲାରୁ ଚାଷୀଙ୍କ ଠାରୁ ପିଆଜ ସଂଗ୍ରହ କରିବେ କେନ୍ଦ୍ର ସରକାର। ୨୦୨୪-୨୫ରେ ସରକାର ୫ ଲକ୍ଷ ଟନ୍‌ ପିଆଜ କିଣି ମହଜୁଦ ରଖିବେ। ମୂଲ୍ୟ ବୃଦ୍ଧି ‌ଘଟିଲେ ତାହାକୁ ନିୟନ୍ତ୍ରଣ କରିବା ପାଇଁ ପିଆଜକୁ ‌ବଜାରରେ ବିକ୍ରି କରିବେ…

Continue Readingଏପ୍ରିଲ ପହିଲାରୁ ଚାଷୀଙ୍କ ଠାରୁ ପିଆଜ ସଂଗ୍ରହ କରିବେ କେନ୍ଦ୍ର ସରକାର, ଗଚ୍ଛିତ ରଖିବେ ୫ ଲକ୍ଷ ଟନ୍

ଏପ୍ରିଲ ୨ରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୪ ଦିନିଆ ଅନୁଗୁଳ ଜିଲ୍ଲା ଗସ୍ତ

ଅନୁଗୁଳ/ତାଳଚେର: ଏପ୍ରିଲ ୨ ଠାରୁ ୪ ଦିନିଆ ଅନୁଗୁଳ ଜିଲ୍ଲା ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ ଏପ୍ରିଲ ୨ରେ ଦିନ ୧୨ ଟାରେ ଅନୁଗୁଳ ଜିଲ୍ଲା ତାଳଚେର ଦିନଦୟାଲ ନଗରରେ ପହଞ୍ଚିବେ। ସେଠାରୁ ଦିନ ୨ ଟାରେ କଣିହାଁ…

Continue Readingଏପ୍ରିଲ ୨ରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୪ ଦିନିଆ ଅନୁଗୁଳ ଜିଲ୍ଲା ଗସ୍ତ

ଅନୁଗୁଳରେ ବିଜେପିର ବିଧାନସଭାସ୍ତରୀୟ କର୍ମକର୍ତ୍ତା ସମ୍ମିଳନୀ ଆୟୋଜିତ, ଦଳକୁ ବିପୁଳ ଭୋଟ ଦେଇ ଜିତାଇବାକୁ ଆହ୍ୱାନ

ଅନୁଗୁଳ: ଅନୁଗୁଳ ବିଧାନସଭା ନିର୍ବାଚନମଣ୍ଡଳୀ ଚଣ୍ଡିଖମଣ ମନ୍ଦିର ପଡ଼ିଆରେ ଆଜି ବିଜେପି ଅନୁଗୁଳ ବିଧାନସଭା ନିର୍ବାଚନମଣ୍ଡଳୀର ବିଧାନସଭାସ୍ତରୀୟ କର୍ମକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଛି। ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାଜ୍ୟ ବିଜେପି ଓବିସି ମୋର୍ଚ୍ଚାର ସାଧାରଣ ସମ୍ପାଦକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ…

Continue Readingଅନୁଗୁଳରେ ବିଜେପିର ବିଧାନସଭାସ୍ତରୀୟ କର୍ମକର୍ତ୍ତା ସମ୍ମିଳନୀ ଆୟୋଜିତ, ଦଳକୁ ବିପୁଳ ଭୋଟ ଦେଇ ଜିତାଇବାକୁ ଆହ୍ୱାନ

ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପକ୍ଷରୁ ଓମ୍ ପ୍ରକାଶ ଜିନ୍ଦଲଙ୍କ ୧୯ତମ ପୁଣ୍ୟତିଥି ପାଳିତ, ୭୦୩ ୟୁନିଟ ରକ୍ତ ସଂଗୃହୀତ

ଅନୁଗୁଳ: ଓପି ଜିନ୍ଦଲ ଗ୍ରୁପର ପ୍ରାଣ ପ୍ରତିଷ୍ଠାତା ଓପି ଜିନ୍ଦଲ(ବାଉଜି) ଙ୍କ ୧୯ ତମ ପୁଣ୍ୟତିଥି ଅବସରରେ ଅନୁଗୁଳ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର(ଜେଏସପି) ପକ୍ଷରୁ ଶନିବାର ଏକାଧିକ ରକ୍ତଦାନ ଶିବିର ଆୟୋଜିତ ହୋଇଛି। ଏହି ରକ୍ତଦାନ ଶିବିରରେ ମୋଟ ୭୦୩…

Continue Readingଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପକ୍ଷରୁ ଓମ୍ ପ୍ରକାଶ ଜିନ୍ଦଲଙ୍କ ୧୯ତମ ପୁଣ୍ୟତିଥି ପାଳିତ, ୭୦୩ ୟୁନିଟ ରକ୍ତ ସଂଗୃହୀତ

ଅବାଧ ନିର୍ବାଚନ ପାଇଁ ଟାଉନ୍ ଥାନା ପକ୍ଷରୁ ଅନୁଗୁଳରେ ଫ୍ଲାଗମାର୍ଚ୍ଚ

ଅନୁଗୁଳ: ଅନୁଗୁଳ ଟାଉନ୍ ପୋଲିସ ପକ୍ଷରୁ ରବିବାର ଫ୍ଲାଗମାର୍ଚ୍ଚ କରାଯାଇଛି। ଚଳିତ ସାଧାରଣ ନିର୍ବାଚନକୁ ଶାନ୍ତି ଶୃଙ୍ଖଳା ଓ ଅବାଧ କରିବା ପାଇଁ ଆଜି ଅପରାହ୍ନରେ ଏହି ଫ୍ଲାଗମାର୍ଚ୍ଚ କରାଯାଇଥିଲା। ଏ ଅବସରରେ ଅନୁଗୁଳ ଅଞ୍ଚଳର ବିଭିନ୍ନ ଦୋକାନ ବଜାର, ହୋଟେଲ…

Continue Readingଅବାଧ ନିର୍ବାଚନ ପାଇଁ ଟାଉନ୍ ଥାନା ପକ୍ଷରୁ ଅନୁଗୁଳରେ ଫ୍ଲାଗମାର୍ଚ୍ଚ