ତାଳଚେରରୁ ୭ ଲକ୍ଷ ୨୦ ହଜାର ଟଙ୍କାର ୭୨ ଗ୍ରାମ ଧଳାଜହର ଜବତ, ଜଣେ ଗିରଫ
ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଥାନା ଅନ୍ତର୍ଗତ ବାଘୁଆବୋଲ ଗ୍ରାମରେ ଆଜି ଜିଲ୍ଲା ଅବକାରୀ ବିଭାଗ ସ୍ପେଶାଲ ସ୍କ୍ୱାର୍ଡ ଚଢ଼ଉ କରି ୭୨ ଗ୍ରାମ ଧଳାଜହର ଜବତ କରିଛି। ଜବତ ବ୍ରାଉନସୁଗାରର ମୂଲ୍ୟ ପ୍ରାୟ ୭ ଲକ୍ଷ ୨୦ ହଜାର ଟଙ୍କା…
ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଥାନା ଅନ୍ତର୍ଗତ ବାଘୁଆବୋଲ ଗ୍ରାମରେ ଆଜି ଜିଲ୍ଲା ଅବକାରୀ ବିଭାଗ ସ୍ପେଶାଲ ସ୍କ୍ୱାର୍ଡ ଚଢ଼ଉ କରି ୭୨ ଗ୍ରାମ ଧଳାଜହର ଜବତ କରିଛି। ଜବତ ବ୍ରାଉନସୁଗାରର ମୂଲ୍ୟ ପ୍ରାୟ ୭ ଲକ୍ଷ ୨୦ ହଜାର ଟଙ୍କା…
ଅନୁଗୁଳ: ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୪ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଅବଦାଲ ମୁହମ୍ମଦ ଅଖତରଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲା କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଛି। ପ୍ରତି ବର୍ଷ ପରି ଚଳିତ ବର୍ଷ ଅକ୍ଟୋବର ୨୮ ରୁ ନଭେମ୍ବର…
ଅନୁଗୁଳ: ସୋମବାର ବିଳମ୍ବିତ ରାତିରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ସର୍ବସାଧାରଣ ଲେଡିଜ୍ ଟଏଲେଟରେ ଏକ ନବଜାତ ଶିଶୁର ଶବ ପଡ଼ିଥିବା ଦେଖିବାକୁ ମିଳିଥିଲା। ନବଜାତ ଶିଶୁ ଟିକୁ ଜବରଦସ୍ତ ପ୍ୟାନ ହୋଲ୍ ଭିତରେ ପୁରେଇବାକୁ ଚେଷ୍ଟା କରାଯାଇଥିବା ବେଳେ…
ଅନୁଗୁଳ: ଶିକ୍ଷକପଡ଼ା ପଦ୍ମାଳୟା ପୂଜା କମିଟିର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହି କମିଟିର ମୂର୍ତ୍ତି ଓ ଆଭ୍ୟନ୍ତରୀଣ ସାଜସଜ୍ଜା ଆକର୍ଷଣୀୟ ହୋଇଥିବାରୁ ପ୍ରତିଦିନ ହଜାର ହଜାର ଭକ୍ତ ମଣ୍ଡପ ବୁଲି ଦେଖିଛନ୍ତି। ପ୍ରତିଦିନ ଅପରାହ୍ନରେ…
ଅନୁଗୁଳ: ଆଜି ଅନୁଗୁଳ ଜିଲ୍ଲାପାଳ ଅବଦାଲ୍ ମୁହମ୍ମଦ ଅଖତରଙ୍କ ଅଧ୍ୟକ୍ଷତାରେ ପାଳଲହଡା ବ୍ଲକ୍ କାର୍ଯ୍ୟାଳୟ ଠାରେ ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ ଏହି ଶିବିରରେ ଯୋଗ ଦେଇଥିଲେ। ଶିବିରରେ ଗ୍ରାମ୍ୟ ସମସ୍ୟା, ସ୍ୱାସ୍ଥ୍ୟ,…
ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଉପଖଣ୍ଡର ଯୁବକ ଯୁବତୀଙ୍କ ସମୂହ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଖଣି ଖାଦାନ ଓ କଳକାରଖାନାରେ କାର୍ଯ୍ୟରତ ସମସ୍ତ ସଂସ୍ଥାର ରେଜିଷ୍ଟ୍ରେସନ କରିବାକୁ ଓ ସ୍ଥାନୀୟବାସୀଙ୍କ ଯାତାୟାତ ସମସ୍ୟା କରିବାକୁ ଆଜି ଜନ ବିକାଶ କଲ୍ୟାଣ…
ଅନୁଗୁଳ: ୨୦୨୨ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବା ଅନୁଗୁଳ ଜିଲ୍ଲା ଛାତ୍ରୀ ଅଙ୍କିତା ସାହୁଙ୍କୁ ନିଜ ସ୍କୁଲରେ ସମ୍ବର୍ଦ୍ଧିତ କରାଯାଇଛି। ସ୍ଥାନୀୟ ଗାନ୍ଧିମାର୍ଗସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପକ୍ଷରୁ ପୁରାତନ ଛାତ୍ରୀ ଅଙ୍କିତାଙ୍କୁ ଏହି ସଫଳତା…
ଅନୁଗୁଳ: ଲକ୍ଷ୍ମୀପୂଜା ଅବସରରେ ଅନୁଗୁଳ ଲକ୍ଷ୍ମୀ ବଜାର ଠାରେ ଜିଲ୍ଲା ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନ ପକ୍ଷରୁ ଏକ ଜଳଛତ୍ର ଉଦଘାଟିତ ହୋଇଯାଇଛି। ବିଶିଷ୍ଟ ବ୍ୟବସାୟୀ ପ୍ରଦ୍ୟୁମ୍ନ କୁମାର ନନ୍ଦ ଏହି ଜଳଛତ୍ରକୁ ଉଦଘାଟନ କରିଥିଲେ। ଲକ୍ଷ୍ମୀପୂଜା ଅବସରରେ ଅନୁଗୁଳ…
ଅନୁଗୁଳ: ଗଜଲକ୍ଷ୍ମୀ ପୂଜା ବେଳେ ଟ୍ରାଫିକ ନିୟମ ଭାଙ୍ଗି ବେପରୁଆ ଗାଡ଼ି ଚାଳନା କରୁଥିବା ଏକାଧିକ ବ୍ୟକ୍ତିଙ୍କୁ ଧରିଛି ଅନୁଗୁଳ ପୋଲିସ ଏନଫୋର୍ସମେଣ୍ଟ ଟିମ୍। ସେମାନଙ୍କ ଠାରୁ ମୋଟା ଅଙ୍କର ଫାଇନ୍ ଆଦାୟ କରାଯାଇଛି। ଏହି ଚେକିଂ ବେଳେ ବାଇକରେ ତିନି…
ଅନୁଗୁଳ: ଅନୁଗୁଳ ମ୍ୟୁନିସିପାଲିଟି ସ୍ଥିତ ଟାଉନ ହଲ ଠାରେ ଅନୁଗୁଳ ଜିଲ୍ଲା ଆଉଟସୋର୍ସିଂ କର୍ମଚାରୀ ମହାସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜିତ ହୋଇଛି। ଏହି ସମ୍ମିଳନୀରେ ସଂଘ ପୂର୍ବରୁ ବିଭିନ୍ନ ସମସ୍ୟା ନେଇ ପୂର୍ବତନ ସରକାର ସମୟରେ ବହୁବାର ଶାନ୍ତିପୂର୍ଣ୍ଣ…