ରାଣୀଗୋଡ଼ାରେ ଗ୍ରାମେଶ୍ୱରୀ “ମା’ ବଗାଧର”ଙ୍କ ବାର୍ଷିକ କୁମାର ପୂର୍ଣ୍ଣିମା ଉତ୍ସବ ପାଳିତ, ବିରାଟ ଶୋଭାଯାତ୍ରାରେ ବୁଲିଲା ମା’ଙ୍କ ବିଜେ ପ୍ରତିମା
ଅନୁଗୁଳ: ଅନୁଗୁଳ ସହର ଉପକଣ୍ଠ ରାଣୀଗୋଡ଼ା ଗ୍ରାମରେ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଗ୍ରାମେଶ୍ୱରୀ "ମା' ବଗାଧର"ଙ୍କ ବାର୍ଷିକ କୁମାର ପୂର୍ଣ୍ଣିମା ଉତ୍ସବ ପାଳନ ଆରମ୍ଭ ହୋଇଛି। ଶୁକ୍ରବାର ପୂର୍ବାହ୍ନରେ ଗ୍ରାମର ସାମନ୍ତ ସାହିରେ ଥିବା "ମା'ଙ୍କ ବିଜେ ପ୍ରତିମା" ସୁସଜ୍ଜିତ "ଆଲମ"…
