ଅନୁଗୁଳ-ଜରପଡା ବ୍ଲକ ଗଠନ ଆଶା ମଉଳିଲା!
ଅନୁଗୁଳ: ରାଜ୍ୟରେ ବର୍ତମାନ ନୂଆ କୌଣସି ପଞ୍ଚାୟତ କିମ୍ବା ବ୍ଲକ ଗଠନ ହେବନାହିଁ ବୋଲି ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ଏହା ସହିତ ଅନୁଗୁଳ ଜିଲା ଜରପଡା ବ୍ଲକ ଗଠନ ଆଶା ପ୍ରାୟ ଶେଷ ହୋଇଛି।…
ଅନୁଗୁଳ: ରାଜ୍ୟରେ ବର୍ତମାନ ନୂଆ କୌଣସି ପଞ୍ଚାୟତ କିମ୍ବା ବ୍ଲକ ଗଠନ ହେବନାହିଁ ବୋଲି ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ଏହା ସହିତ ଅନୁଗୁଳ ଜିଲା ଜରପଡା ବ୍ଲକ ଗଠନ ଆଶା ପ୍ରାୟ ଶେଷ ହୋଇଛି।…
ତାଳଚେର: ବାଉଁଶଗଛ ପରିବେଶ ସୁରକ୍ଷା କରିବା ଦିଗରେ ମୁଖ୍ୟ ଭୂମିକା ରହିଛି। ବିଶେଷ କରି ଗାଁ ମୁଣ୍ଡରେ କିମ୍ବା ଫାର୍ମ ହାଉସ୍ ଗୁଡ଼ିକରେ ରହିଥିବା ବାଉଁଶବଣ ବଡ଼ଧରଣର ବାତ୍ୟା ପବନକୁ ଅଟକାଇ ଧନଜୀବନ ରକ୍ଷା କରିବା ଦିଗରେ ସହାୟକ ହୋଇଥାଏ। ର୍ପୂବରୁ…
ଅନୁଗୁଳ: ଅନୁଗୁଳର ଆରାଧ୍ୟ ଦେବୀ ମା ବୁଢୀ ଠାକୁରାଣୀଙ୍କ ମନ୍ଦିର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ଓଡିଶା ବିଧାନସଭାରେ ଦାବି ଉପସ୍ଥାପନ କରାଯାଇଛି। ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ମାନ୍ୟବର ବାଚସ୍ପତି ସୁରମା ପାଢୀଙ୍କ ନିକଟରେ ଏହି ଦାବି ଉପସ୍ଥାପନ…
ଅନୁଗୁଳ: ଅନୁଗୁଳ ବ୍ଲାକ ଡ଼ାଇମଣ୍ଡ ସଭା କକ୍ଷ ରେ ଅନୁଗୁଳ ଫରେଷ୍ଟ ଡିଭିଜନ ପକ୍ଷରୁ ବିଦ୍ୟୁତ୍ ପ୍ରହରୀ ଓ ଗଜ ସାଥୀ ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଅନୁଗୁଳ ଆରସିସିଏଫ୍ ଡ଼ା ସଞ୍ଜୟ କୁମାର ସ୍ବାଇଁ, ଡିଏଫ୍ଓ ନୀତିଶ କୁମାର, ଅବସରପ୍ରାପ୍ତ…
ଅନୁଗୁଳ: ତାଳଚେରରେ ସୋମବାର ଏକ ହୃଦୟ ବିଦାରକ ଦୁର୍ଘଟଣା ସମଗ୍ର ଅଞ୍ଚଳବାସୀଙ୍କୁ ମର୍ମାହତ କରିଛି। ଏକ ବାଇକ ଦୁର୍ଘଟଣାରେ ପାଳଲହଡ଼ା ଉପଖଣ୍ଡ ସାମିଆପାଲି ଗ୍ରାମର ୧୦ ବର୍ଷୀୟ ବାଳକ କମଲ ଧିବରଙ୍କର ବାମ ଗୋଡ଼ଟି ଛିଡ଼ି ଯାଇଥିବା ସୂଚନା ମିଳିଛି। ତାଳଚେର…
ଅନୁଗୁଳ: ରେଳୱେ ୱାଗନ ଏବଂ ଟ୍ରକ୍ରେ ପାଲଭିଡ଼ା ନ ଦିଆଯିବାରୁ ଅଞ୍ଚଳରେ ପ୍ରଦୂଷଣ ବୃଦ୍ଧି ପାଉଥିବା ଅଭିଯୋଗ କରି ତାଳଚେର ମହାନଦୀ କୋଇଲା ଶ୍ରମିକ କଂଗ୍ରେସ ପକ୍ଷରୁ ସୋମବାର ରେଳରୋକ ଆନ୍ଦୋଳନ କରାଯାଇଛି। ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ରାଜକିଶୋର ସାହୁ…
ପାଳଲହଡ଼ା: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ପଟେଲଙ୍କ ସଭାପତିତ୍ୱରେ ଜାତୀୟ ରାଜପଥ ୪୯ ଏବଂ ୧୪୯ରେ ସଡ଼କ ଦୁର୍ଘଟଣା କମାଇବା ପାଇଁ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ମାଲ୍ୟଗିରି କଲେଜ ଛାତ୍ର ସଂସଦର ଦାବି କ୍ରମେ ଜାତୀୟ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ କଲୋନୀ ପରିସର ତୃତୀୟ ମହଲା କ୍ୱାଟର ନମ୍ବର ବି୨୦୦୧ ରେ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ଘଟିଛି। ମୃତ ମହିଳା ଜଣକ ହେଉଛନ୍ତି କାର୍ତ୍ତିକେଶ୍ୱର ପ୍ରଧାନଙ୍କ ପତ୍ନୀ ମଧୁସ୍ମିତା ପ୍ରଧାନ (୩୫)। ସୂଚନା ଅନୁସାରେ,…
ଭୁବନେଶ୍ୱର,୩୦/୧୧: ରାଜ୍ୟର ରୋଗୀମାନଙ୍କ ପାଇଁ ଏକ ଖୁସି ଖବର ଆସିଛି। ନୂଆବର୍ଷ ପୂର୍ବରୁ ରାଜ୍ୟରେ ଆଉ ୨୦୦ଟି ନୂଆ ୧୦୮ ଆମ୍ବୁଲାନ୍ସ ଗଡିବାର ଯୋଜନା ରହିଛି। ଏହି ଆମ୍ବୁଲାନ୍ସଗୁଡ଼ିକ ଆସି ସାରିଛି ଏବଂ ଏବେ ଏଗୁଡ଼ିକର ବ୍ରାଣ୍ଡିଂ ଚାଲିଛି ବୋଲି ଜଣାପଡ଼ିଛି।…
ଭୁବନେଶ୍ୱର: ରାଜ୍ୟରେ ନିର୍ବାଚନ ପ୍ରକ୍ରିୟାକୁ ସୁଗମ ଏବଂ ସୁଚାରୁ ରୁପେ ସଂପାଦନ କରିବା ପାଇଁ ନିର୍ବାଚନ କମିଶନ ଏକ ବଡ଼ ଘୋଷଣା କରିଛନ୍ତି। କମିଶନ ପକ୍ଷରୁ ବୁଥ୍ ଲେଭଲ ଅଫିସର (ବିଏଲଓ) ଙ୍କ ପାରିଶ୍ରମିକକୁ ଦୁଇଗୁଣ ବୃଦ୍ଧି କରାଯାଇଛି। ଏହି ବୃଦ୍ଧି…